Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-30 16:48:07 +00:00
parent 194549a663
commit ab7dce4639
1 changed files with 48 additions and 1 deletions

View File

@ -547,4 +547,51 @@ front:intro ku3t οἱ δοκοῦντες 1 ଆପଣ [2:2](../02/02.md). ର
3:5 fuzy rc://*/ta/man/translate/figs-rquestion ὁ οὖν ἐπιχορηγῶν ὑμῖν τὸ Πνεῦμα καὶ ἐνεργῶν δυνάμεις ἐν ὑμῖν, ἐξ ἔργων νόμου ἢ ἐξ ἀκοῆς πίστεως 1 ଏହି ସମଗ୍ର ପଦଟି ଏକ ଅଳଙ୍କାରିକ ପ୍ରଶ୍ନ ଅଟେ । ପାଉଲ ଏଠାରେ ପ୍ରଶ୍ନ ବ୍ୟବହାର କରି ଗାଲାତୀୟମାନଙ୍କୁ ସେମାନଙ୍କର ଯୁକ୍ତି ସହିତ ଏକ ସତ୍ୟ ଶିକ୍ଷା ଦିଅନ୍ତି । ଯଦି ଆପଣ ଆପଣଙ୍କ ଭାଷାରେ ଏହି ଉଦ୍ଦେଶ୍ୟ ପାଇଁ ଏକ ପ୍ରଶ୍ନ ବ୍ୟବହାର କରିବେ ନାହିଁ, ତେବେ ଆପଣ ତାଙ୍କ ବାକ୍ୟକୁ ଏକ ବିବୃତ୍ତି ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ଏବଂ ଗୁରୁତ୍ୱକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ବର ଯିଏ ତୁମ୍ଭମାନଙ୍କୁ ତାଙ୍କ ଆତ୍ମା ପ୍ରଦାନ କରନ୍ତି ଏବଂ ତୁମ୍ଭମାନଙ୍କ ମଧ୍ୟରେ ଚମତ୍କାର କରନ୍ତି, ସେ ଏହି କାର୍ଯ୍ୟ କରନ୍ତି ନାହିଁ କାରଣ ତୁମ୍ଭେମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କର । ନିଶ୍ଚିତ ଭାବରେ ତୁମ୍ଭେମାନେ ଜାଣିବା ଉଚିତ ଯେ ଈଶ୍ବର ତୁମ୍ଭମାନଙ୍କୁ ଏହି ଆଶୀର୍ବାଦ ଦିଅନ୍ତି କାରଣ ତୁମ୍ଭେମାନେ ଏହା ଶୁଣି ଖ୍ରୀଷ୍ଟଙ୍କ ବିଷୟରେ ସୁସମାଚାରକୁ ବିଶ୍ଵାସ କରିଥିଲ”
3:5 upx9 rc://*/ta/man/translate/figs-explicit ὁ 1 ଏଠାରେ, **ଯେ** ବାକ୍ୟାଂଶ ଈଶ୍ବରଙ୍କୁ ସୂଚାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର, ଯିଏ”
3:5 y4ka rc://*/ta/man/translate/grammar-collectivenouns νόμου 1 ଆପଣ [2:16](../02/016.md) ରେ **ବ୍ୟବସ୍ଥା** ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ ।
3:5 qnkz rc://*/ta/man/translate/figs-possession ἐξ ἀκοῆς πίστεως 1
3:5 qnkz rc://*/ta/man/translate/figs-possession ἐξ ἀκοῆς πίστεως 1 ଆପଣ [3:02](../03/02.md) ରେ **ବିଶ୍ୱାସରେ ଶୁଣିବା ହେତୁ** ଏହି ବାକ୍ୟକୁ କିପରି ଅନୁବାଦ କରିଛନ୍ତି ଯେଉଁଠାରେ ଏହା ସମାନ ଅର୍ଥରେ ବ୍ୟବହୃତ ।
3:6 iv9t rc://*/ta/man/translate/figs-quotemarks ἐπίστευσεν τῷ Θεῷ καὶ ἐλογίσθη αὐτῷ εἰς δικαιοσύνην 1 ଏଠାରେ, ପାଉଲ ଆଦିପୁସ୍ତକ 15:16 କୁ ଉଦ୍ଧୃତ କରିଛନ୍ତି । ଉଦ୍ଧୃତ ଚିହ୍ନ ଖୋଲିବା ଏବଂ ବନ୍ଦ କରିବା ସହ କିମ୍ବା ଅନ୍ୟ କୌଣସି ବିରାମଚିହ୍ନ ସହ ଆପଣଙ୍କର ଭାଷା ଏକ ଉଦ୍ଧୃତିର ଆରମ୍ଭ ଏବଂ ଶେଷକୁ ସୂଚାଇବା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ ।
3:6 ohbw rc://*/ta/man/translate/figs-activepassive ἐλογίσθη 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଭଗବାନ ଏହାକୁ ଶ୍ରେୟ ଦେଇଛନ୍ତି”
3:6 ghuy rc://*/ta/man/translate/figs-explicit ἐλογίσθη 1 ଏଠାରେ, **ଏହା** ଶବ୍ଦଟି ଅବ୍ରହାମଙ୍କ ଈଶ୍ବରଙ୍କ ଉପରେ ବିଶ୍ଵାସକୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ବର ତାଙ୍କ ବିଶ୍ୱାସକୁ ସ୍ୱୀକାର କଲେ”
rh9q rc://*/ta/man/translate/figs-explicit οἱ ἐκ πίστεως 1 ଆପଣଙ୍କର ଭାଷା **ବିଶ୍ଵାସର** ଉଦ୍ଦେଶ୍ୟକୁ ବର୍ଣ୍ଣନା କରିବାକୁ ଆବଶ୍ୟକ କରିପାରେ । ଏଠାରେ, **ବିଶ୍ଵାସ ଦ୍ୱାରା** ବାକ୍ୟାଂଶ ବୋଧହୁଏ ଏକ ସଂକ୍ଷିପ୍ତ ଉପାୟ ଅଟେ ଯେ “ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରି ଆପଣା ଆପଣାକୁ ଧାର୍ମିକ ବୋଲି ଭାବିବା ପାଇଁ ଈଶ୍ବରଙ୍କ ଉପରେ ଭରସା କରନ୍ତି” କିମ୍ବା “ଯେଉଁମାନେ ଈଶ୍ବରଙ୍କ ଉପରେ ବିଶ୍ଵାସ କରନ୍ତି କାରଣ ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି ।” ଏଠାରେ, **ବିଶ୍ଵାସ ଦ୍ୱାରା** ବାକ୍ୟାଂଶ 2:16 ରେ “ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା” ବାକ୍ୟ ସହ ସମାନ ଅର୍ଥକୁ ପ୍ରକାଶ କରେ, ଯେଉଁଠାରେ ଏହା “ଆମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ମଧ୍ୟ ବିଶ୍ଵାସ କଲୁ, ଯାହା ଦ୍ବାରା ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଧାର୍ମିକ ହୋଇପାରିବା।” ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏଠାରେ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଆପଣା ଆପଣାକୁ ଧାର୍ମିକ ଗଣିତ କରିବା ପାଇଁ ଈଶ୍ବରଙ୍କ ଉପରେ ଭରସା କରନ୍ତି” କିମ୍ବା “ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି, ସେମାନଙ୍କୁ ଧାର୍ମିକ ବୋଲି ଗଣନା କରିବାକୁ ଈଶ୍ବରଙ୍କ ଉପରେ ଭରସା କରନ୍ତି”
3:7 pq0z rc://*/ta/man/translate/figs-gendernotations υἱοί 1 ଯଦିଓ **ପୁତ୍ର** ଶବ୍ଦ ପୁରୁଷୋବାଚକ ଅଟେ, ପାଉଲ ଏଠାରେ ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରୁଛନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ସନ୍ତାନଗଣ”
3:8 htbq rc://*/ta/man/translate/figs-explicit ἐκ πίστεως 1 ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ବିଶ୍ୱାସର ଉଦ୍ଦେଶ୍ୟକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଉପରେ ସେମାନଙ୍କର ବିଶ୍ୱାସ ଦ୍ୱାରା”
3:8 ojbm rc://*/ta/man/translate/figs-abstractnouns ἐκ πίστεως 1 ଯଦି ଆପଣଙ୍କର ଭାଷା ବିଶ୍ଵାସର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ “ବିଶ୍ୱାସ” ଭଳି କ୍ରିୟା ବାକ୍ୟାଂଶରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁଙ୍କଠାରେ ବିଶ୍ୱାସ କରି”
3:8 f6ly rc://*/ta/man/translate/writing-quotations προευηγγελίσατο τῷ Ἀβραὰμ 1 ଏଠାରେ **ତୁମ୍ଭଠାରେରେ ସମସ୍ତ ଦେଶ ଆଶୀର୍ବାଦ ପ୍ରାପ୍ତ ହେବେ** ବାକ୍ୟାଂଶ ଆଦିପୁସ୍ତକ 12:3 ର ଏକ ଉଦ୍ଧୃତି ଅଟେ। ଆପଣଙ୍କ ଭାଷାରେ ପ୍ରତ୍ୟକ୍ଷ ଉଦ୍ଧୃତିର ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯାହା ଅବ୍ରହାମଙ୍କ ନିକଟରେ ସୁସମାଚାର ପ୍ରଚାର କରାଯାଇଥିଲା ଯେଉଁଠାରେ ଏହା ଲେଖା ହୋଇଅଛି” କିମ୍ବା “ମୋଶା ଲେଖିବା ପୂର୍ବରୁ ଅବ୍ରହାମଙ୍କ ନିକଟରେ ସୁସମାଚାର ପ୍ରଚାର କରାଯାଇଥିଲା”
3:8 qf98 rc://*/ta/man/translate/figs-activepassive ἐνευλογηθήσονται ἐν σοὶ πάντα τὰ ἔθνη 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭଠାରେ ଈଶ୍ଵର ସମସ୍ତ ଦେଶକୁ ଆଶୀର୍ବାଦ କରିବେ”
3:9 ss1b ὥστε 1 ବିକଳ୍ପ ଅନୁବାଦ: “ତେଣୁ” କିମ୍ବା “ଫଳସ୍ୱରୂପେ”
3:9 l1bq rc://*/ta/man/translate/figs-metaphor οἱ ἐκ πίστεως 1 ଆପଣ [3:7](../03/07.md) ରେ **ଯେଉଁମାନେ ବିଶ୍ୱାସୀ** ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି ଯେଉଁଠାରେ ଏହା ସମାନ ଅର୍ଥରେ ବ୍ୟବହୃତ ହୋଇଅଛି ।
3:9 m5ef rc://*/ta/man/translate/figs-activepassive οἱ ἐκ πίστεως εὐλογοῦνται 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ବର ବିଶ୍ୱାସ ଦ୍ୱାରା ଲୋକମାନଙ୍କୁ ଆଶୀର୍ବାଦ କରିବେ” କିମ୍ବା “ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କୁ ଈଶ୍ବର ଆଶୀର୍ବାଦ କରିବେ”
3:10 r5bm rc://*/ta/man/translate/figs-explicit ὅσοι & ἐξ ἔργων νόμου εἰσὶν 1 ଏଠାରେ, **ଯେତେ ଲୋକ ବ୍ୟବସ୍ଥାର କ୍ରିୟାକର୍ମର ଅଟନ୍ତି** ବାକ୍ୟଟି “ଯେତେ ଲୋକ ଆଇନର କାର୍ଯ୍ୟ ଉପରେ ନିର୍ଭର କରନ୍ତି, ଈଶ୍ବର ସେମାନଙ୍କୁ ଧାର୍ମିକ ବୋଲି ଗଣନା କରନ୍ତି” ବୋଲି କହିବାର ବୋଧହୁଏ ଏକ ସଂକ୍ଷିପ୍ତ ଉପାୟ ଅଟେ । ଏଠାରେ, ** ବ୍ୟବସ୍ଥାର କ୍ରିୟାକର୍ମର ଅଟନ୍ତି** ପରି ବାକ୍ୟାଂଶ ଲୋକମାନଙ୍କୁ ବୁଝାଏ ଯେଉଁମାନେ ବ୍ୟବସ୍ଥାର କାର୍ଯ୍ୟ ଉପରେ ନିର୍ଭର କରନ୍ତି ଏବଂ 3:7 ରେ “ଯେଉଁମାନେ ବିଶ୍ୱାସ ଦ୍ୱାରା” ବାକ୍ୟର ବିପରୀତ ଅଟନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେତେ ଲୋକ ଈଶ୍ବରଙ୍କ ସମ୍ମୁଖରେ ଧାର୍ମିକ ହେବାର ଆଧାର ଭାବରେ ବ୍ୟବସ୍ଥାର କାର୍ଯ୍ୟ ଉପରେ ନିର୍ଭର କରନ୍ତି” କିମ୍ବା “ଯେତେ ଲୋକ ବ୍ୟବସ୍ଥାର କାର୍ଯ୍ୟ ଉପରେ ନିର୍ଭର କରନ୍ତି, ଈଶ୍ଵର ସେମାନଙ୍କୁ ଧାର୍ମିକ ବୋଲି ବିଚାର କରନ୍ତି” କିମ୍ବା “ଅନେକ ଯେହେତୁ ସେମାନେ ବିଶ୍ୱାସ କରନ୍ତି ଯେ ଈଶ୍ବର ସେମାନଙ୍କୁ ଧାର୍ମିକ ବୋଲି ବିଚାର କରିବେ କାରଣ ସେମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାକୁ ଚେଷ୍ଟା କରନ୍ତି ”କିମ୍ବା“ ଯେତେ ଲୋକ ମୋଶାଙ୍କ ବ୍ୟବସ୍ଥାକୁ ପାଳନ କରିବା ଆଧାରରେ ନିଜକୁ ଧାର୍ମିକ ବୋଲି ବିବେଚନା କରିବାକୁ ଚେଷ୍ଟା କରନ୍ତି”
3:10 uz3y rc://*/ta/man/translate/figs-possession ἐξ ἔργων νόμου 1 **କାର୍ଯ୍ୟଗୁଡ଼ିକର** ବାକ୍ୟାଂଶରେ, ପାଉଲ ଧାରଣକାରୀ ଗଠନ ବ୍ୟବହାର କରୁଛନ୍ତି ଯେଉଁଥିରେ ଜଣେ ବ୍ୟକ୍ତି ଈଶ୍ବରଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରନ୍ତି ଏବଂ **ବ୍ୟବସ୍ଥାର** ବାକ୍ୟ ବ୍ୟବହାର କରି ପାଉଲ **କାର୍ଯ୍ୟଗୁଡ଼ିକର** ପ୍ରକାରକୁ ବ୍ୟାଖ୍ୟା କରିବା ପାଇଁ ଧାରଣକାରୀ ବାକ୍ୟାଂଶ ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ତେବେ ଆପଣ ଆପଣଙ୍କର ପାଠକମାନଙ୍କ ପାଇଁ ସମ୍ପର୍କକୁ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ବ୍ୟବସ୍ଥାରେ ନିର୍ଦ୍ଦିଷ୍ଟ କାର୍ଯ୍ୟ କରି ଈଶ୍ବରଙ୍କ ଅନୁମୋଦନ ପାଇବାକୁ ଚେଷ୍ଟା କରିବା”
3:10 ynhz rc://*/ta/man/translate/grammar-collectivenouns νόμου 1 ଆପଣ [2:16](../02/016.md) ରେ **ବ୍ୟବସ୍ଥା** ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ ।
3:10 fv3c rc://*/ta/man/translate/figs-activepassive γέγραπται & γεγραμμένοις 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ ।
3:10 bin9 rc://*/ta/man/translate/figs-abstractnouns ὑπὸ κατάραν εἰσίν 1 ଯଦି ଆପଣଙ୍କର ଭାଷା ** ଶାପଗ୍ରସ୍ତ** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ଅଭିଶାପ” ଭଳି କ୍ରିୟା ବାକ୍ୟାଂଶରେ ସମାନ ଧାରଣା ପ୍ରକାଶ କରିପାରିବେ, କିମ୍ବା ଆପଣଙ୍କର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କର ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ଅଭିଶାପ ଦେବେ”
3:10 uj98 rc://*/ta/man/translate/figs-explicit γέγραπται 1 ଏଠାରେ, ପାଉଲ ପୁରାତନ ବ୍ୟବସ୍ଥା ରୁ ଏକ ଉଦ୍ଧୃତି ବୋଲି ସୂଚାଇବା ପାଇଁ **ଲେଖାଅଛି** ବାକ୍ୟାଂଶକୁ ବ୍ୟବହାର କରନ୍ତି । ପାଉଲ ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ଏହା ବୁଝି ପାରିବେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏକ ତୁଳନାତ୍ମକ ବାକ୍ୟାଂଶ ବ୍ୟବହାର କରିପାରିବେ ଯାହା ସୂଚାଇଥାଏ ଯେ ପାଉଲ ଶାସ୍ତ୍ରକୁ ସୂଚାନ୍ତି । ବିକଳ୍ପ ଅନୁବାଦ: “ଏହା ଶାସ୍ତ୍ରରେ ଲେଖା ହୋଇଅଛି”
3:10 komd rc://*/ta/man/translate/grammar-collectivenouns τοῦ νόμου 1 ଆପଣ କିପରି ବ୍ୟବସ୍ଥାକୁ [2:16](../02/016.md) ରେ ଅନୁବାଦ କରିଛନ୍ତି, ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ବ୍ୟବସ୍ଥାର”
3:11 zyvq rc://*/ta/man/translate/figs-activepassive ἐν νόμῳ, οὐδεὶς δικαιοῦται παρὰ τῷ Θεῷ 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ବର ବ୍ୟବସ୍ଥା ଦ୍ୱାରା କାହାକୁ ଧାର୍ମିକ ଗଣିତ କରନ୍ତି ନାହିଁ” କିମ୍ବା “ମୋଶାଙ୍କ ବ୍ୟବସ୍ଥା ପାଳନ କରିବାକୁ ଚେଷ୍ଟା କରୁଥିବା ହେତୁ ଈଶ୍ଵର କାହାକୁ ଧର୍ମୀ ବିବେଚନା କରନ୍ତି ନାହିଁ’\r” \r\n\n
3:11 e2hj rc://*/ta/man/translate/grammar-connect-words-phrases ὅτι 1 ଏଠାରେ **କାରଣ** ଶବ୍ଦ **ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ** ପୁରାତନ ବ୍ୟବସ୍ଥା ହବକ୍କୂକ 2:4 ଉଦ୍ଧୃତିକୁ ବୁଝାଏ । ଏକ ଗୁରୁତ୍ୱପୂର୍ଣ୍ଣ କିମ୍ବା ପବିତ୍ର ପାଠରୁ ପ୍ରତ୍ୟକ୍ଷ ଉଦ୍ଧୃତିର ପରିଚୟ କରିବାର ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “କାରଣ ଏହା ଶାସ୍ତ୍ରରେ ଲେଖାଅଛି,”
3:11 yn2k rc://*/ta/man/translate/grammar-collectivenouns νόμῳ 1 ଆପଣ [2:16](../02/016.md) ରେ **ବ୍ୟବସ୍ଥା** ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ ।
3:11 qiab rc://*/ta/man/translate/writing-quotations ὁ δίκαιος ἐκ πίστεως ζήσεται 1 **ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ** ବାକ୍ୟ ହବକ୍କୂକ 2:4 ର ଏକ ଉଦ୍ଧୃତି ଅଟେ । ଏକ ବାକ୍ୟାଂଶକୁ ଉଦ୍ଧୃତ ଭାବରେ ସୂଚାଇବାର ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ ।
3:11 h7t4 rc://*/ta/man/translate/figs-explicit ὁ δίκαιος ἐκ πίστεως ζήσεται 1 **ବିଶ୍ବାସ ଦ୍ବାରା** ବାକ୍ୟାଂଶ ସଂଯୁକ୍ତ ହୋଇପାରେ: (1) ବାକ୍ୟାଂଶ **ବଞ୍ଚିବ** ଜଣେ ଧାର୍ମିକ ବ୍ୟକ୍ତିର ଆତ୍ମିକ ଜୀବନକୁ ବୁଝାଏ, ଅର୍ଥାତ୍ ସେମାନଙ୍କ ବିଶ୍ୱାସ ଦ୍ୱାରା । ବିକଳ୍ପ ଅନୁବାଦ: “ଧାର୍ମିକ ବ୍ୟକ୍ତିଙ୍କର ବିଶ୍ୱାସ ଦ୍ୱାରା ଜୀବନ ଅଛି” କିମ୍ବା “ଧାର୍ମିକ ଲୋକେ ଆପଣା ବିଶ୍ୱାସର ଫଳ ସ୍ୱରୂପ ବଞ୍ଚନ୍ତି” (2) **ଧାର୍ମିକ** ବାକ୍ୟାଂଶ ଏବଂ ଈଶ୍ବର ଜଣେ ପାପୀକୁ ଧାର୍ମିକ ବୋଲି ବିବେଚନା କରୁଥିବା ଉପାୟ ବିଷୟରେ ବର୍ଣ୍ଣନା କରୁଛନ୍ତି । ସେମାନେ ତାହାଙ୍କଠାରେ ବିଶ୍ୱାସ କଲେ। ବିକଳ୍ପ ଅନୁବାଦ: “ଯେଉଁ ବ୍ୟକ୍ତି ଆପଣା ବିଶ୍ଵାସ ହେତୁ ଈଶ୍ବରଙ୍କ ସହ ଧାର୍ମିକ ହୋଇଅଛି ସେ ବଞ୍ଚିବ” କିମ୍ବା “ପ୍ରତ୍ୟେକ ବ୍ୟକ୍ତି ଆତ୍ମିକ ଭାବରେ ବଞ୍ଚିବେ ଯାହାର ପାପର ବିବରଣୀ ଈଶ୍ଵର ଲିଭାଇ ଦେଇଛନ୍ତି କାରଣ ସେହି ବ୍ୟକ୍ତି ଈଶ୍ବରଙ୍କ ଉପରେ ବିଶ୍ବାସ କରନ୍ତି”
3:11 osgj rc://*/ta/man/translate/figs-abstractnouns ἐκ πίστεως 1 ଯଦି ଆପଣଙ୍କର ଭାଷା ବିଶ୍ଵାସର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ “ବିଶ୍ୱାସ” ଭଳି କ୍ରିୟା ବାକ୍ୟାଂଶରେ ପ୍ରକାଶ କରିପାରିବେ, କିମ୍ବା ଆପଣ ଅନ୍ୟ ଉପାୟରେ ଅର୍ଥ ପ୍ରକାଶ କରିପାରିବେ ଯାହା ଆପଣଙ୍କର ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ବିଶ୍ୱାସ କରି” କିମ୍ବା “କାରଣ ସେମାନେ ବିଶ୍ୱାସ କରନ୍ତି”
3:11 e610 rc://*/ta/man/translate/figs-explicit ἐκ πίστεως 1 ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ଯେ ଏଠାରେ **ବିଶ୍ୱାସର** ବିଷୟ ଈଶ୍ଵର ଅଟନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କୁ ବିଶ୍ଵାସ କରି” କିମ୍ବା “କାରଣ ସେମାନେ ଈଶ୍ବରଙ୍କଠାରେ ବିଶ୍ଵାସ କରନ୍ତି”
3:12 jr9l rc://*/ta/man/translate/grammar-connect-words-phrases δὲ 1 ଏଠାରେ **ବର୍ତ୍ତମାନ** ଶବ୍ଦ ସୂଚାଏ ଯେ ପାଉଲ ଆପଣା ଯୁକ୍ତିରେ ନୂତନ ସୂଚନା ପ୍ରବର୍ତ୍ତାଉଛନ୍ତି ଏବଂ ଏହା ମଧ୍ୟ ସୂଚାଏ ଯେ ପାଉଲ ସୂଚନା ଉପସ୍ଥାପନ କରୁଛନ୍ତି ଯାହା 3:11 ରେ ତାଙ୍କ ବିବୃତ୍ତିର ବିପରୀତ ଅଟେ ଯାହା **ବ୍ୟବସ୍ଥା** ଜଣେ ବ୍ୟକ୍ତିଙ୍କୁ ନ୍ୟାୟ ଦେବାରେ ସକ୍ଷମ ନୁହେଁ। ଏହି ବିଷୟଗୁଡ଼ିକୁ ସୂଚାଇବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଏବଂ”
3:12 v8cr rc://*/ta/man/translate/grammar-collectivenouns ὁ & νόμος 1 ଆପଣ [2:16](../02/016.md) ରେ **ବ୍ୟବସ୍ଥା** ଶବ୍ଦକୁ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ।
3:12 hr2x rc://*/ta/man/translate/figs-abstractnouns ἐκ πίστεως 1 ଯଦି ଆପଣଙ୍କର ଭାଷା **ବିଶ୍ଵାସର** ଧାରଣା ପାଇଁ ଏକ ଗୁଣବାଚକ ଶବ୍ଦ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ “ବିଶ୍ୱାସ” ଭଳି କ୍ରିୟା ବାକ୍ୟାଂଶରେ ପ୍ରକାଶ କରିପାରିବେ, କିମ୍ବା ଆପଣ ଅନ୍ୟ ଉପାୟରେରେ ଅର୍ଥ ପ୍ରକାଶ କରିପାରିବେ ଯାହା ଆପଣଙ୍କର ଭାଷାରେ ସ୍ୱାଭାବିକ ଅଟେ ।
3:12 r7i7 rc://*/ta/man/translate/figs-explicit ὁ & νόμος οὐκ ἔστιν ἐκ πίστεως 1 ଏଠାରେ, **ବ୍ୟବସ୍ଥା ବିଶ୍ଵାସ ଦ୍ୱାରା ନୁହେଁ** ଅର୍ଥାତ୍ ମୋଶାଙ୍କ ବ୍ୟବସ୍ଥା ବିଶ୍ୱାସ ଉପରେ ଆଧାରିତ ନୁହେଁ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୋଶାଙ୍କ ବ୍ୟବସ୍ଥା ବିଶ୍ୱାସ ଉପରେ ପ୍ରତିଷ୍ଠିତ ନୁହେଁ” କିମ୍ବା “ମୋଶାଙ୍କ ବ୍ୟବସ୍ଥା ବିଶ୍ୱାସ ଉପରେ ନିର୍ଭରଶୀଳ ନୁହେଁ”
3:12 fml8 rc://*/ta/man/translate/grammar-connect-logic-contrast ἀλλ’ 1 ଏଠାରେ **କିନ୍ତୁ** ଶବ୍ଦ **ବ୍ୟବସ୍ଥା** ଏବଂ **ବିଶ୍ୱାସ** ମଧ୍ୟରେ ଏକ ପାର୍ଥକ୍ୟକୁ ଦର୍ଶାଏ । ଏକ ବିପରୀତ ବିଷୟକୁ ପରିଚୟ ଉପସ୍ଥାପନ କରିବାକୁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ ।
3:12 opyp rc://*/ta/man/translate/writing-quotations ἀλλ’ 1 **ଯିଏ ଏହିସବୁ ପାଳନ କରେ, ସେ ସେଥିରେ ବଞ୍ଚିବ।** ବାକ୍ୟାଂଶ’ଲେବୀୟ ପୁସ୍ତକ 18:5 ର ଏକ ଉଦ୍ଧୃତି ଅଟେ । ଏକ ଗୁରୁତ୍ୱପୂର୍ଣ୍ଣ କିମ୍ବା ପବିତ୍ର ପାଠରୁ ପ୍ରତ୍ୟକ୍ଷ ଉଦ୍ଧୃତିର ପରିଚୟ ଉପସ୍ଥାପନ କରିବାକୁ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “କିନ୍ତୁ ଯେହେତୁ ଏହା ଶାସ୍ତ୍ରରେ ଲେଖାଅଛି”
3:12 khuu rc://*/ta/man/translate/figs-explicit αὐτὰ 1 ଏଠାରେ **ଏହିସବୁ ବିଷୟ” ଈଶ୍ବରଙ୍କ ବ୍ୟବସ୍ଥାକୁ ବୁଝାଏ, ଯାହାକି ଲେବୀୟ ପୁସ୍ତକ 18:5 ର ପ୍ରଥମ ଭାଗରେ ଉଲ୍ଲେଖ କରାଯାଇଛି । ଏଠାରେ ପାଉଲ ଲେବୀୟ ପୁସ୍ତକ 18:5 ର ଦ୍ୱିତୀୟାର୍ଦ୍ଧକୁ ଉଲ୍ଲେଖ କରୁଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣଙ୍କର ଅନୁବାଦରେ “ଏହି ବିଷୟଗୁଡିକ” କ’ଣ ବୁଝାଏ ତାହା ସ୍ପଷ୍ଟ ଭାବରେ ସୂଚିତ କରିପାରିବେ । ବିକଳ୍ପ ଅନୁବାଦ: “ମୋର ଏହି ବ୍ୟବସ୍ଥା” କିମ୍ବା “ମୋର ବ୍ୟବସ୍ଥା”
3:13 iql5 rc://*/ta/man/translate/figs-metaphor ἐξηγόρασεν 1 ଏଠାରେ ପାଉଲ ହଜିଯାଇଥିବା ସମ୍ପତ୍ତି କିଣିବା କିମ୍ବା ଦାସର ସ୍ଵାଧୀନତା କିଣିବା ପାଇଁ ଜଣେ ବ୍ୟକ୍ତିଙ୍କର ରୂପକ ବ୍ୟବହାର କରି ଈଶ୍ବର ଲୋକମାନଙ୍କର ପାପ ପାଇଁ କ୍ରୁଶରେ ମୃତ୍ୟୁ ବରଣ କରିବାକୁ ଯୀଶୁଙ୍କ ପଠାଇବାର ଅର୍ଥ ବର୍ଣ୍ଣନା କରନ୍ତି । ଯଦି ଏହା ଆପଣଙ୍କର ଭାଷାରେ ସହାୟକ ହେବ, ଆପଣ ଆପଣଙ୍କର ସଂସ୍କୃତିରୁ ସମାନ ରୂପକ ବ୍ୟବହାର କରିପାରିବେ । ବିକଳ୍ପ ଭାବରେ, ଆପଣ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।
3:13 tmwi rc://*/ta/man/translate/figs-exclusive ἡμᾶς & ἡμῶν 1 ଏଠାରେ ଯେତେବେଳେ ପାଉଲ **ଆମ୍ଭମାନଙ୍କୁ** କୁହନ୍ତି, ସେ ଗାଲାତୀୟ ବିଶ୍ଵାସୀମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି, ତେଣୁ **ଆମ୍ଭମାନଙ୍କୁ** ଉଭୟ ଉଲ୍ଲେଖ ଅନ୍ତର୍ଗତ ଅଟେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ଗଠନଗୁଡ଼ିକୁ ଚିହ୍ନିତ କରିବାକୁ ଆବଶ୍ୟକ କରିପାରେ ।
3:13 rshg rc://*/ta/man/translate/grammar-collectivenouns τοῦ νόμου 1 ଆପଣ [2:16](../02/016.md) ରେ **ବ୍ୟବସ୍ଥା** ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ ।
3:13 vqc3 rc://*/ta/man/translate/figs-metonymy κατάρα 1 ଏଠାରେ **ଅଭିଶପ୍ତ** ବାକ୍ୟାଂଶ ବ୍ୟବହାର କରି, ପାଉଲ ଜଣେ ବ୍ୟକ୍ତିଙ୍କୁ ବର୍ଣ୍ଣନା କରୁଛନ୍ତି ଯିଏ ନିଜେ ଅଭିଶାପ ସହ ଈଶ୍ଵରଙ୍କ ଦ୍ୱାରା ଅଭିଶାପିତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତି କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ଈଶ୍ବରଙ୍କ ଦ୍ୱାରା ଅଭିଶାପିତ” କିମ୍ବା “ଯାହାକୁ ଈଶ୍ବର ଅଭିଶାପ ଦେଇଥିଲେ”
3:13 vaay ὑπὲρ 1 ବିକଳ୍ପ ଅନୁବାଦ: “କାରଣ”
3:13 p5m9 rc://*/ta/man/translate/figs-explicit ὅτι γέγραπται 1 ଏହା **କାରଣ ଲେଖାଅଛି** ବାକ୍ୟାଂଶ ଦ୍ୱିତୀୟ ବିବରଣ 21:23 ରୁ ଏକ ଉଦ୍ଧୃତିକୁ ଉପସ୍ଥାପନ କରେ । ଆପଣ କିପରି **କାରଣ ଲେଖାଅଛି** ବାକ୍ୟାଂଶକୁ ଅନୁବାଦ କରିଛନ୍ତି [3:10](../03/10.md) ରେ ଦେଖନ୍ତୁ, ଯେଉଁଠାରେ ଏହା ଶାସ୍ତ୍ରରୁ ଏକ ଉଦ୍ଧୃତି ମଧ୍ୟ ଉପସ୍ଥାପନ କରେ ।
3:13 sdmn rc://*/ta/man/translate/writing-quotations ἐπικατάρατος πᾶς ὁ κρεμάμενος ἐπὶ ξύλου 1 **ଯେ କେହି ଖୁଣ୍ଟରେ ଟଙ୍ଗାଯାଏ, ସେ ଅଭିଶପତା** ବାକ୍ୟାଂଶ ଦ୍ୱିତୀୟ ବିବରଣ 21:23 ର ଏକ ଉଦ୍ଧୃତି ଅଟେ । ଏକ ବାକ୍ୟାଂଶକୁ ଉଦ୍ଧୃତ ବୋଲି ସୂଚାଇବାର ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ ।
3:14 z38j rc://*/ta/man/translate/figs-abstractnouns εὐλογία 1 ଯଦି ଆପଣଙ୍କର ଭାଷା **ଆଶୀର୍ବାଦର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ଆଶୀର୍ବାଦ” ପରି କ୍ରିୟା ବାକ୍ୟାଂଶରେ ସମାନ ଧାରଣା ପ୍ରକାଶ କରିପାରନ୍ତି, କିମ୍ବା ଆପଣ ଏହାର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରନ୍ତି ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ ।
3:14 e70s rc://*/ta/man/translate/figs-possession ἡ εὐλογία τοῦ Ἀβραὰμ 1 ଅବ୍ରହାମ ଯେଉଁ ଆଶୀର୍ବାଦ ଗ୍ରହଣ କରିଥିଲେ କିମ୍ବା ତାଙ୍କୁ ପ୍ରତିଜ୍ଞା କରାଯାଇଥିଲା, ତାହା ବର୍ଣ୍ଣନା କରିବା ପାଇଁ ପାଉଲ ଧାରଣକାରୀ ବାକ୍ୟାଂଶ ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ତେବେ ଆପଣ ଆପଣଙ୍କର ପାଠକମାନଙ୍କ ପାଇଁ ସମ୍ପର୍କକୁ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଅବ୍ରହାମ ଯାହା ଆଶୀର୍ବାଦ ପ୍ରାପ୍ତ କରିଥିଲେ” କିମ୍ବା “ଈଶ୍ବର ଅବ୍ରହାମଙ୍କୁ ପ୍ରତିଜ୍ଞା କରିଥିବା ଆଶୀର୍ବାଦ”
3:14 a0nd rc://*/ta/man/translate/figs-explicit ἐν Χριστῷ Ἰησοῦ 1 ଏଠାରେ, **ରେ** ଶବ୍ଦଟି ସୂଚାଇବା ପାଇଁ ବ୍ୟବହୃତ ହୋଇପାରେ: (1) **ଅବ୍ରହାମଙ୍କ ଆଶୀର୍ବାଦ** **ଅଣଯିହୂଦୀମାନଙ୍କ ପ୍ରତି ବର୍ତ୍ତେ**, ଅର୍ଥାତ୍ **ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ** । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ” କିମ୍ବା “ଖ୍ରୀଷ୍ଟ ଯୀଶୁଙ୍କ ଦ୍ବାରାରେ” କିମ୍ବା “ଖ୍ରୀଷ୍ଟ ଯୀଶୁଙ୍କ ଦ୍ବାରା” (2) ଯେଉଁ କ୍ଷେତ୍ରରେ **ଅବ୍ରହାମଙ୍କ ଆଶୀର୍ବାଦ** **ଅଣଯିହୂଦୀମାନଙ୍କ ପ୍ରତି ବର୍ତ୍ତେ**, **ଯେପରି ଅବ୍ରହାମଙ୍କ ଆଶୀର୍ବାଦ ଅଣଯିହୂଦୀ, ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନଙ୍କ ପ୍ରତି ବର୍ତ୍ତେ** । ବିକଳ୍ପ ଅନୁବାଦ: “ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହ ଅଛନ୍ତି” (3) **ଅବ୍ରହାମଙ୍କ ଆଶୀର୍ବାଦ** **ଅଣଯିହୂଦୀମାନଙ୍କ ପ୍ରତି ବର୍ତ୍ତେ**, ଅର୍ଥାତ୍ ଖ୍ରୀଷ୍ଟ ଯୀଶୁଙ୍କ କାରଣରୁ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁ ଯାହା କରିଛନ୍ତି ସେଥିପାଇଁ”
3:14 gt7z rc://*/ta/man/translate/grammar-connect-logic-goal ἵνα 2 ଏଠାରେ, **ତେଣୁ** ବାକ୍ୟାଂଶ ଯାହା ଏକ ଉଦ୍ଦେଶ୍ୟ ବାକ୍ୟାଂଶକୁ ଉପସ୍ଥାପନ କରେ । **ଅଣଯିହୂଦୀମାନଙ୍କ ପ୍ରତି** ବର୍ତ୍ତୁଥିବା **ଅବ୍ରହାମଙ୍କ ଆଶୀର୍ବାଦ** ପାଇଁ ପାଉଲ ଉଦ୍ଦେଶ୍ୟ ଉଲ୍ଲେଖ କରିଛନ୍ତି, ଯେପରି **ବିଶ୍ୱାସ ଦ୍ୱାରା** ଆତ୍ମାଙ୍କ ପ୍ରତିଜ୍ଞା ଗ୍ରହଣ କରାଯାଇପାରିବ । ଏକ ଉଦ୍ଦେଶ୍ୟ ବାକ୍ୟାଂଶ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯାହା ଫଳରେ”
3:14 g87i διὰ 1 ବିକଳ୍ପ ଅନୁବାଦ: “ଦ୍ବାରା”
3:14 agv5 rc://*/ta/man/translate/figs-explicit διὰ τῆς πίστεως 1 ଏଠାରେ, **ବିଶ୍ୱାସର** ଉଦ୍ଦେଶ୍ୟ ଖ୍ରୀଷ୍ଟ ଅଟନ୍ତି । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । **ବିଶ୍ଵାସ ମାଧ୍ୟମରେ** ବାକ୍ୟାଂଶ [2:16](../02/16.md) ରେ ମଧ୍ୟ ଉଲ୍ଲେଖ ଅଛି, ଯେଉଁଠାରେ ଯୀଶୁ ଖ୍ରୀଷ୍ଟ “ବିଶ୍ୱାସ ମାଧ୍ୟମରେ” ବାକ୍ୟର ଉଦ୍ଦେଶ୍ୟ ଭାବରେ ରହିଛନ୍ତି । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା” କିମ୍ବା “ଖ୍ରୀଷ୍ଟଙ୍କଠାରେ ବିଶ୍ୱାସରେ”
3:14 qsai rc://*/ta/man/translate/figs-abstractnouns πίστεως 1

Can't render this file because it contains an unexpected character in line 71 and column 1453.