Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-30 16:27:28 +00:00
parent 896c7bc60a
commit 194549a663
1 changed files with 12 additions and 1 deletions

View File

@ -536,4 +536,15 @@ front:intro ku3t οἱ δοκοῦντες 1 ଆପଣ [2:2](../02/02.md). ର
3:1 xvji ἀνόητοι Γαλάται 1 ବିକଳ୍ପ ଅନୁବାଦ: “ତୁମ୍ଭେ ଗାଲାତୀୟମାନେ ବୁଝିପାରୁ ନାହଁ” କିମ୍ବା “ତୁମ୍ଭେ ଗାଲାତୀୟ ଯେଉଁମାନେ ବୁଝିପାରୁ ନାହଁ”
3:1 ty3a rc://*/ta/man/translate/figs-activepassive προεγράφη ἐσταυρωμένος 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ତ୍ତୁବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ମବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରି ପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ ।
3:2 dbp8 rc://*/ta/man/translate/figs-possession ἐξ ἔργων νόμου 1 ଆପଣ [2:16](../02/16.md), ରେ **ବ୍ୟବସ୍ଥାର କାର୍ଯ୍ୟ** ଦ୍ୱାରା କିପରି |ଅନୁବାଦ କରିଛନ୍ତି, ଯେଉଁଠାରେ ଏହା ତିନିଥର ଉଲ୍ଲେଖ ଅଛି, ଦେଖନ୍ତୁ ।
3:2 j39h rc://*/ta/man/translate/grammar-collectivenouns νόμου 1
3:2 j39h rc://*/ta/man/translate/grammar-collectivenouns νόμου 1 ଆପଣ [2:16](../02/016.md) ରେ **ବ୍ୟବସ୍ଥା** ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ ।
3:2 cfj2 rc://*/ta/man/translate/figs-possession ἐξ ἀκοῆς πίστεως 1 ପାଉଲ ସୁସମାଚାରର ପ୍ରଚାର ଶୁଣି ଗାଲାତୀୟମାନଙ୍କ ପ୍ରତିକ୍ରିୟାକୁ ବର୍ଣ୍ଣନା କରିବା ପାଇଁ ଏଠାରେ ଏକ ଧାରଣକାରୀ ବାକ୍ୟାଂଶ ବ୍ୟବହାର କରୁଛନ୍ତି । ଗାଲାତୀୟମାନେ **ବିଶ୍ୱାସ** ସହ ସୁସମାଚାର ପ୍ରଚାର କରିବାରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ତେବେ ଆପଣ ଆପଣଙ୍କର ପାଠକମାନଙ୍କ ପାଇଁ ସମ୍ପର୍କକୁ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯାହା ଶୁଣିଅଛ ତାହା ବିଶ୍ଵାସ କରି” କିମ୍ବା “ବିଶ୍ୱାସ ସହ ଶୁଣିବା ଦ୍ୱାରା” କିମ୍ବା “ଯେତେବେଳେ ତୁମ୍ଭେମାନେ ତାଙ୍କ ବିଷୟରେ ବାର୍ତ୍ତା ଶୁଣିଲ ସେତେବେଳେ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରି”
3:2 ds9d rc://*/ta/man/translate/figs-abstractnouns πίστεως 1 ଯଦି ଆପଣଙ୍କର ଭାଷା **ବିଶ୍ବାସର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ “ବିଶ୍ୱାସ” ଭଳି କ୍ରିୟାରେ ପ୍ରକାଶ କରିପାରିବେ କିମ୍ବା ଆପଣ ଏହାର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହାକି ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: "ଏବଂ ବିଶ୍ଵାସ କରି"
3:3 vof3 rc://*/ta/man/translate/figs-rquestion ἐναρξάμενοι Πνεύματι, νῦν σαρκὶ ἐπιτελεῖσθε 1 ପାଉଲ ସୂଚନା ମାଗୁନାହାଁନ୍ତି, କିନ୍ତୁ ଗାଲାତୀୟ ବିଶ୍ଵାସୀମାନଙ୍କୁ ସେମାନେ କ’ଣ କରୁଛନ୍ତି ସେ ବିଷୟରେ ଚିନ୍ତା କରେଇବା ପାଇଁ ପ୍ରଶ୍ନ ବ୍ୟବହାର କରୁଛନ୍ତି । ଯଦି ଆପଣ ଆପଣଙ୍କ ଭାଷାରେ ଏହି ଉଦ୍ଦେଶ୍ୟ ପାଇଁ ଏକ ପ୍ରଶ୍ନ ବ୍ୟବହାର କରିବ ନାହିଁ, ତେବେ ଆପଣ ତାଙ୍କ ବାକ୍ୟକୁ ଏକ ବିବୃତ୍ତି ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ଏବଂ ଗୁରୁତ୍ୱକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ।
3:3 croz rc://*/ta/man/translate/figs-ellipsis ἐναρξάμενοι 1 ପାଉଲ କିଛି ଶବ୍ଦ ଛାଡିଛନ୍ତି ଯାହା ଏକ ବାକ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଅନେକ ଭାଷାରେ ଏକ ବାକ୍ୟ ଆବଶ୍ୟକ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟିୟ ଜୀବନ ଆରମ୍ଭ କରିବା” କିମ୍ବା “ଈଶ୍ବରଙ୍କ ସହ ତୁମ୍ଭମାନଙ୍କର ନୂତନ ସମ୍ପର୍କ ଆରମ୍ଭ କରିବା”
3:4 xujz rc://*/ta/man/translate/figs-extrainfo τοσαῦτα ἐπάθετε εἰκῇ— εἴ γε καὶ εἰκῇ 1 ପାଉଲ ବ୍ୟବହାର କରିଥିବା ମୂଳ ଶବ୍ଦ, ଯାହା ULT ଦ୍ୱାରା **ଭୋଗ କରିଅଛ** ଭାବରେ ଅନୁବାଦ କରାଯାଇଛି, ତାହା ଦର୍ଶାଇପାରେ: (1) ଯନ୍ତ୍ରଣା ପରି ମନ୍ଦ ବିଷୟଗୁଡ଼ିକୁ ଅନୁଭବ କରିବା । ଯଦି ପାଉଲ ଏଠାରେ ଏହାର ଅର୍ଥ କରନ୍ତି, ତେବେ ସେ ଗାଲାତୀୟ ବିଶ୍ଵାସୀମାନେ ନିର୍ଯାତିତ ହେବା ସମୟରେ ଯେଉଁ ଦୁଃଖ ଭୋଗୁଛନ୍ତି ସେହି ବିଷୟରେ କହୁଛନ୍ତି । ବିକଳ୍ପ ଅନୁବାଦ: “ମନେରଖ, ଯଦି ଈଶ୍ବର ତୁମ୍ଭମାନଙ୍କ ପାଇଁ ଯାହା କରିଛନ୍ତି ତାହା ଈଶ୍ବର ମୋଶାଙ୍କୁ ଦେଇଥିବା ବ୍ୟବସ୍ଥା ମାନିବା ହେତୁ ନୁହେଁ ଏବଂ ଖ୍ରୀଷ୍ଟଙ୍କ ଉପରେ ବିଶ୍ଵାସ ହେତୁ ଅଟେ, ତେବେ ତୁମ୍ଭେମାନେ ଅନାବଶ୍ୟକ ଭାବରେ ଅନେକ ବିଷୟ ଭୋଗି ନାହଁ କି? ମୁଁ ନିଶ୍ଚିତ ଭାବରେ ଆଶା କରେ ଯେ ତୁମ୍ଭେମାନେ ସେପରି ଅନାବଶ୍ୟକ ଭାବରେ ଯନ୍ତ୍ରଣା ଭୋଗି ନାହିଁ ”(2) ଆତ୍ମିକ ସମସ୍ୟା ଏବଂ ଆଶୀର୍ବାଦ ଯାହା ଗାଲାତୀୟ ବିଶ୍ଵାସୀମାନେ ଅନୁଭବ କରିଥିଲେ ଯେପରିକି ଈଶ୍ବରଙ୍କ ଆତ୍ମା ଏବଂ ଈଶ୍ଵର ସେମାନଙ୍କ ମଧ୍ୟରେ“ ଚମତ୍କାର କାର୍ଯ୍ୟ ”ଗ୍ରହଣ କରିଥିଲେ, ଉଭୟ ପରବର୍ତ୍ତୀ ପଦରେ ଉଲ୍ଲେଖ କରାଯାଇଛି । ଯଦି ଆପଣଙ୍କର ଭାଷା ଆପଣଙ୍କୁ ଏକ ନିରପେକ୍ଷ ଶବ୍ଦ ବ୍ୟବହାର କରିବାକୁ ଅନୁମତି ଦିଏ ନାହିଁ ବରଂ ଏକ ନିର୍ଦ୍ଦିଷ୍ଟ ଶବ୍ଦ ଆବଶ୍ୟକ କରେ, ଆପଣ ନିର୍ଦ୍ଦିଷ୍ଟ କରିପାରିବେ ଯେ ଗାଲାତୀୟମାନେ ଅନୁଭବ କରିଥିବା ବିଷୟଗୁଡ଼ିକ ଉତ୍ତମ ବିଷୟ ଅଟେ । ବିକଳ୍ପ ଅନୁବାଦ: “ଯଦି ଈଶ୍ବର ମୋଶାଙ୍କୁ ଦେଇଥିବା ବ୍ୟବସ୍ଥାକୁ ତୁମ୍ଭେମାନେ ପାଳନ କରିବା ହେତୁ ତୁମ୍ଭମାନଙ୍କ ପ୍ରତି ଉତ୍ତମ ବିଷୟ କରିଛନ୍ତି ଏବଂ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଉପରେ ବିଶ୍ବାସ କରିବା ଦ୍ବାରା ନୁହେଁ ତେବେ ଈଶ୍ବର ତୁମ୍ଭମାନଙ୍କ ପାଇଁ କରିଥିବା ଉତ୍ତମ ବିଷୟଗୁଡ଼ିକ ବ୍ୟର୍ଥ ଅଟେ । ମୁଁ ନିଶ୍ଚିତ ଭାବରେ ଆଶା କରେ ଯେ ତୁମ୍ଭେମାନେ ଭୋଗ କରିଥିବା ଉତ୍ତମ ବିଷୟଗୁଡ଼ିକ ନଷ୍ଟ ହୋଇନାହିଁ । କାରଣ ଏହା ନିଶ୍ଚିତ ନୁହେଁ ଯେ ପାଉଲ କେଉଁ ପ୍ରକାରର ବିଷୟ ବିଷୟରେ କହୁଛନ୍ତି, ଯଦି ସମ୍ଭବ ତେବେ ଆପଣ ଏକ ନିରପେକ୍ଷ ଶବ୍ଦ କିମ୍ବା ଅଭିବ୍ୟକ୍ତି ବ୍ୟବହାର କରିବାକୁ ଚେଷ୍ଟା କରିବା ଉଚିତ୍ । ଆପଣ ଏହି ବକ୍ତବ୍ୟ ପ୍ରଶ୍ନକୁ ULT ଭଳି ଅନୁବାଦ କରିପାରିବେ କିମ୍ବା ସମାନ ନିରପେକ୍ଷ ବାକ୍ୟାଂଶରେ ଯେପରିକି “ତୁମ୍ଭମାନଙ୍କ ସହ ଘଟିଥିବା ସମସ୍ତ ଘଟଣା ତୁମ୍ଭମାନଙ୍କୁ ସେଗୁଡ଼ିକ ବିଷୟରେ ବିଚାର କରିବାର କାରଣ ଦିଏ ନାହିଁ କି?”
3:4 mvad ἐπάθετε 1 ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଅନୁଭବ କରିଅଛ କି”
3:4 mx8b rc://*/ta/man/translate/figs-rquestion εἴ γε καὶ εἰκῇ 1 ଏଠାରେ ବାକ୍ୟାଂଶ **ଯଦି ପ୍ରକୃତରେ ବ୍ୟର୍ଥ** ତେବେ ଏହା ଏକ ଅଳଙ୍କାରିକ ପ୍ରଶ୍ନ ଅଟେ । ପାଉଲ ଏଠାରେ ପ୍ରଶ୍ନ ବ୍ୟବହାର କରି ଗାଲାତୀୟମାନଙ୍କୁ ସେ ଯାହା କହୁଛନ୍ତି ସେ ବିଷୟରେ ଚିନ୍ତା କରିବାରେ ସାହାଯ୍ୟ କରନ୍ତି ଏବଂ ମିଥ୍ୟା ଶିକ୍ଷକଙ୍କ ଶିକ୍ଷା ବିରୁଦ୍ଧରେ ନିଷ୍ପତ୍ତି ନେବେ ବୋଲି ତାଙ୍କର ନିରନ୍ତର ଆଶା ପ୍ରଦର୍ଶନ କରନ୍ତି । ଯଦି ଆପଣ ଆପଣଙ୍କ ଭାଷାରେ ଏହି ଉଦ୍ଦେଶ୍ୟ ପାଇଁ ଏକ ପ୍ରଶ୍ନ ବ୍ୟବହାର କରିବେ ନାହିଁ, ତେବେ ଆପଣ ତାଙ୍କ ବାକ୍ୟକୁ ଏକ ବିବୃତ୍ତି ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ଏବଂ ଗୁରୁତ୍ୱକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ।
3:5 fuzy rc://*/ta/man/translate/figs-rquestion ὁ οὖν ἐπιχορηγῶν ὑμῖν τὸ Πνεῦμα καὶ ἐνεργῶν δυνάμεις ἐν ὑμῖν, ἐξ ἔργων νόμου ἢ ἐξ ἀκοῆς πίστεως 1 ଏହି ସମଗ୍ର ପଦଟି ଏକ ଅଳଙ୍କାରିକ ପ୍ରଶ୍ନ ଅଟେ । ପାଉଲ ଏଠାରେ ପ୍ରଶ୍ନ ବ୍ୟବହାର କରି ଗାଲାତୀୟମାନଙ୍କୁ ସେମାନଙ୍କର ଯୁକ୍ତି ସହିତ ଏକ ସତ୍ୟ ଶିକ୍ଷା ଦିଅନ୍ତି । ଯଦି ଆପଣ ଆପଣଙ୍କ ଭାଷାରେ ଏହି ଉଦ୍ଦେଶ୍ୟ ପାଇଁ ଏକ ପ୍ରଶ୍ନ ବ୍ୟବହାର କରିବେ ନାହିଁ, ତେବେ ଆପଣ ତାଙ୍କ ବାକ୍ୟକୁ ଏକ ବିବୃତ୍ତି ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ଏବଂ ଗୁରୁତ୍ୱକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ବର ଯିଏ ତୁମ୍ଭମାନଙ୍କୁ ତାଙ୍କ ଆତ୍ମା ପ୍ରଦାନ କରନ୍ତି ଏବଂ ତୁମ୍ଭମାନଙ୍କ ମଧ୍ୟରେ ଚମତ୍କାର କରନ୍ତି, ସେ ଏହି କାର୍ଯ୍ୟ କରନ୍ତି ନାହିଁ କାରଣ ତୁମ୍ଭେମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କର । ନିଶ୍ଚିତ ଭାବରେ ତୁମ୍ଭେମାନେ ଜାଣିବା ଉଚିତ ଯେ ଈଶ୍ବର ତୁମ୍ଭମାନଙ୍କୁ ଏହି ଆଶୀର୍ବାଦ ଦିଅନ୍ତି କାରଣ ତୁମ୍ଭେମାନେ ଏହା ଶୁଣି ଖ୍ରୀଷ୍ଟଙ୍କ ବିଷୟରେ ସୁସମାଚାରକୁ ବିଶ୍ଵାସ କରିଥିଲ”
3:5 upx9 rc://*/ta/man/translate/figs-explicit ὁ 1 ଏଠାରେ, **ଯେ** ବାକ୍ୟାଂଶ ଈଶ୍ବରଙ୍କୁ ସୂଚାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର, ଯିଏ”
3:5 y4ka rc://*/ta/man/translate/grammar-collectivenouns νόμου 1 ଆପଣ [2:16](../02/016.md) ରେ **ବ୍ୟବସ୍ଥା** ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ ।
3:5 qnkz rc://*/ta/man/translate/figs-possession ἐξ ἀκοῆς πίστεως 1

Can't render this file because it contains an unexpected character in line 71 and column 1453.