Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 10:14:53 +00:00
parent 292a0750bf
commit aaf46adee9
1 changed files with 1 additions and 1 deletions

View File

@ -215,7 +215,7 @@ RUT 4 3 es9g חֶלְקַת֙ הַ⁠שָּׂדֶ֔ה…מָכְרָ֣ה נָע
RUT 4 4 ab41 figs-idiom אֶגְלֶ֧ה אָזְנְ⁠ךָ֣ 1 I should uncover your ear ଏହା ଏକ ରୂଢ଼ି  ଅଟେ ଯାହାର ଅର୍ଥ “ମୁଁ ତୁମ୍ଭକୁ କହିବି ଉଚିତ” କିମ୍ବା “ମୁଁ ତୁମ୍ଭକୁ ଜଣାଇବା ଉଚିତ” ଅଟେ । [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 4 4 c6xi נֶ֥גֶד 1 in the presence of **ସାକ୍ଷାତରେ** **\\-** ଏହି ଲୋକମାନଙ୍କୁ ସାକ୍ଷୀ ଭାବରେ ରଖିବା ଆଲୋଚନାକୁ ଆଇନଗତ ଏବଂ ବାଧ୍ୟତାମୂଳକ କରେ ।
RUT 4 4 lgq1 גְּאָ֔ל 1 redeem it **ମୁକ୍ତ କରିବ** - ଏହାର ଅର୍ଥ ପରିବାର ମଧ୍ୟରେ ହିଁ ରଖିବା ପାଇଁ ଜମି କିଣିବା ଅଟେ ।
RUT 4 4 ab42 grammar-connect-exceptions אֵ֤ין זוּלָֽתְ⁠ךָ֙ לִ⁠גְא֔וֹל וְ⁠אָנֹכִ֖י אַחֲרֶ֑י⁠ךָ 1 there is no one to redeem it besides you, and I am after you କେତେକ ଭାଷାରେ, ଏସମସ୍ତ ବିଷୟକୁ ଏକାଠି କହିବା ଦ୍ୱନ୍ଦ୍ୱପୂର୍ଣ୍ଣ ହୋଇପାରେ: 1) ଜମି ମୁକ୍ତ କରିବାକୁ କେହି ନାହାଁନ୍ତି, 2) କେବଳ ତୁମ୍ଭେ ଜମି ମୁକ୍ତ କରିପାରିବ, 3) ତା’ପରେ ମୁଁ ଜମି ମୁକ୍ତ କରିପାରିବି । ଯଦି ଆପଣଙ୍କ ଭାଷାରେ ଏହିପରି ହୁଏ ତେବେ ଏହି ବାକ୍ୟାଂଶକୁ ଅଧିକ ସ୍ପଷ୍ଟ କରିବା ପାଇଁ UST କୁ ଦେଖନ୍ତୁ [[rc://en/ta/man/translate/grammar-connect-exceptions]]) ଦେଖନ୍ତୁ)
RUT 4 4 ab42 grammar-connect-exceptions אֵ֤ין זוּלָֽתְ⁠ךָ֙ לִ⁠גְא֔וֹל וְ⁠אָנֹכִ֖י אַחֲרֶ֑י⁠ךָ 1 there is no one to redeem it besides you, and I am after you କେତେକ ଭାଷାରେ, ଏସମସ୍ତ ବିଷୟକୁ ଏକାଠି କହିବା ଦ୍ୱନ୍ଦ୍ୱପୂର୍ଣ୍ଣ ହୋଇପାରେ: (1) ଜମି ମୁକ୍ତ କରିବାକୁ କେହି ନାହାଁନ୍ତି, (2) କେବଳ ତୁମ୍ଭେ ଜମି ମୁକ୍ତ କରିପାରିବ, (3) ତା’ପରେ ମୁଁ ଜମି ମୁକ୍ତ କରିପାରିବି। ଯଦି ଆପଣଙ୍କ ଭାଷାରେ ଏହିପରି ହୁଏ ତେବେ ଏହି ବାକ୍ୟାଂଶକୁ ଅଧିକ ସ୍ପଷ୍ଟ କରିବା ପାଇଁ UST କୁ ଦେଖନ୍ତୁ। (ଦେଖନ୍ତୁ: [[rc://en/ta/man/translate/grammar-connect-exceptions]])
RUT 4 4 u548 וְ⁠אָנֹכִ֖י אַחֲרֶ֑י⁠ךָ 1 and I am after you ବୋୟଜ ଏଲିମଲେକଙ୍କର ପରବର୍ତ୍ତୀ ନିକଟ- କୁଟୁମ୍ବ ମୁକ୍ତିକର୍ତ୍ତା ଜ୍ଞାତି ଥିଲେ, ଏବଂ ଏହି କ୍ଷେତ୍ରକୁ ମୁକ୍ତ କରିବାର ଦ୍ୱିତୀୟ ଅଧିକାର ତାଙ୍କର ଥିଲା।
RUT 4 5 ut23 בְּ⁠יוֹם־קְנוֹתְ⁠ךָ֥…וּ֠⁠מֵ⁠אֵת…קָנִ֔יתָה 1 On the day that you buy … you also acquire ଯଦି ସେ ଜମି କିଣନ୍ତି ତେବେ ତାଙ୍କର ଅତିରିକ୍ତ ଦାୟିତ୍ଵ କ’ଣ ହେବ ବୋଲି କହିବାକୁ ବୋୟଜ ଏହି ଅଭିବ୍ୟକ୍ତି ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: "ଯେବେ ତୁମ୍ଭେ ଜମି କ୍ରୟ କରିବ, ତୁମ୍ଭେ ମଧ୍ୟ ପାଇବ"
RUT 4 5 ymn8 figs-synecdoche מִ⁠יַּ֣ד נָעֳמִ֑י 1 from the hand of Naomi ଏଠାରେ **ହସ୍ତ** ଶବ୍ଦ କ୍ଷେତ୍ରର ଅଧିକାରୀ ନୟମୀଙ୍କୁ ସୂଚାଏ। ବିକଳ୍ପ ଅନୁବାଦ: "ନୟମୀଙ୍କଠାରୁ" (ଦେଖନ୍ତୁ: [[rc://en/ta/man/translate/figs-synecdoche]])

Can't render this file because it contains an unexpected character in line 36 and column 916.