Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 10:13:35 +00:00
parent d6d9f99eaa
commit 292a0750bf
1 changed files with 1 additions and 1 deletions

View File

@ -208,7 +208,7 @@ RUT 4 1 m4by הַ⁠שַּׁעַר֮ 1 to the gate **ନଗର ଦ୍ଵାର
RUT 4 1 jdr9 figs-distinguish וְ⁠הִנֵּ֨ה 1 And behold, ବୋୟଜର ପଥ ଦେଇ ଯାଉଥିବା ବ୍ୟକ୍ତି ଯାହାଙ୍କୁ ସେ ଦେଖିବାକୁ ଚାହୁଁଥିଲେ ସେହି ବ୍ୟକ୍ତିଙ୍କୁ ଦେଖିବା ବିଷୟରେ **ଦେଖ** ଶବ୍ଦଟି ଦର୍ଶାଏ। କାହାଣୀରେ ପରବର୍ତ୍ତୀ ଘଟଣାଗୁଡ଼ିକ ପ୍ରତି ଧ୍ୟାନ ଦେବା ପାଇଁ ଆପଣଙ୍କ ଭାଷାରେ ମଧ୍ୟ ଏକ ଭିନ୍ନ ଉପାୟ ଥାଇପାରେ। (ଦେଖନ୍ତୁ: [[rc://en/ta/man/translate/figs-distinguish]])
RUT 4 1 kz1g הַ⁠גֹּאֵ֤ל 1 the kinsman-redeemer ଏହି ବ୍ୟକ୍ତି ଏଲିମେଲେକଙ୍କ ନିକଟ- କୁଟୁମ୍ବ ମୁକ୍ତିକର୍ତ୍ତା ଜ୍ଞାତି ଥିଲେ । [2:20](https://create.translationcore.com/02/20/zu5f) ରେ ଆପଣ **ମୁକ୍ତିକର୍ତ୍ତା ଜ୍ଞାତି ଶବ୍ଦ**କୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।
RUT 4 1 ab38 figs-idiom פְּלֹנִ֣י אַלְמֹנִ֑י 1 a certain someone ବୋୟଜ ପ୍ରକୃତରେ ଏହି କଥା କହି ନଥିଲେ; କିନ୍ତୁ ସେ ତାଙ୍କ ନାମ ଧରି ମୁକ୍ତିକର୍ତ୍ତା ଜ୍ଞାତିଙ୍କୁ ଡାକିଥିଲେ। ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଅଟେ କିନ୍ତୁ ଏଠାରେ ନାମ ଉଲ୍ଲେଖ କରାଯାଇ ନାହିଁ। ବର୍ଣ୍ଣନାକାରୀ ଏହି ସାଧାରଣ ଶବ୍ଦକୁ ବ୍ୟକ୍ତିଙ୍କ ନାମ ପାଇଁ ବ୍ୟବହାର କରିଛନ୍ତି କାରଣ କାହାଣୀ ପାଇଁ ନିର୍ଦ୍ଦିଷ୍ଟ ନାମ ଗୁରୁତ୍ୱପୂର୍ଣ୍ଣ ନୁହେଁ କିମ୍ବା ସେହି ବ୍ୟକ୍ତିଙ୍କ ନାମ ସେ ଭୁଲି ଯାଇଥିଲେ। ଯଦି ଆପଣଙ୍କ ଭାଷାରେ ବ୍ୟକ୍ତିଙ୍କ ନାମ ବ୍ୟବହାର ନକରି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସୂଚାଇବା ପାଇଁ ଏକ ରୂଢ଼ି ଅଛି, ତେବେ ସେହି ରୂଢ଼ିକୁ ଏଠାରେ ବ୍ୟବହାର କରନ୍ତୁ।  (ଦେଖନ୍ତୁ: [[rc://en/ta/man/translate/figs-idiom]]).
RUT 4 1 ab39 figs-quotations פְּלֹנִ֣י אַלְמֹנִ֑י 1 a certain someone ଅନେକ ଭାଷାରେ, କାହାକୁ ଏହିପରି ସମ୍ବୋଧନ କରିବା ଏହା ଏକ ଅଖାଡ଼ୁଆ ଏବଂ ଅସ୍ୱାଭାବିକ ବିଷୟ ଅଟେ । ଏହାକୁ ଅଧିକ ସ୍ୱାଭାବିକ କରିବା ପାଇଁ ଏହି ବାକ୍ୟାଂଶକୁ UST ପରି ଏକ ପରୋକ୍ଷ ଉଦ୍ଧୃତିରେ ପରିଣତ କରନ୍ତୁ । ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଉଦ୍ଧୃତିର ଏକ ମିଶ୍ରଣ ମଧ୍ୟ ସମ୍ଭବ ଅଟେ: “ବୋୟଜ ତାଙ୍କୁ ନାମ ଧରି ଡାକି କହିଲେ,“ଏଠିକି ଆସି ବସ।” [[rc://en/ta/man/translate/figs-quotations]]) ଦେଖନ୍ତୁ)
RUT 4 1 ab39 figs-quotations פְּלֹנִ֣י אַלְמֹנִ֑י 1 a certain someone ଅନେକ ଭାଷାରେ, କାହାକୁ ଏହିପରି ସମ୍ବୋଧନ କରିବା ଏହା ଏକ ଅଖାଡ଼ୁଆ ଏବଂ ଅସ୍ୱାଭାବିକ ବିଷୟ ଅଟେ। ଏହାକୁ ଅଧିକ ସ୍ୱାଭାବିକ କରିବା ପାଇଁ ଏହି ବାକ୍ୟାଂଶକୁ UST ପରି ଏକ ପରୋକ୍ଷ ଉଦ୍ଧୃତିରେ ପରିଣତ କରନ୍ତୁ। ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଉଦ୍ଧୃତିର ଏକ ମିଶ୍ରଣ ମଧ୍ୟ ସମ୍ଭବ ଅଟେ: “ବୋୟଜ ତାଙ୍କୁ ନାମ ଧରି ଡାକି କହିଲେ,“ଏଠିକି ଆସି ବସ।” (ଦେଖନ୍ତୁ: [[rc://en/ta/man/translate/figs-quotations]]).
RUT 4 2 ab40 וַ⁠יִּקַּ֞ח עֲשָׂרָ֧ה אֲנָשִׁ֛ים 1 Then he took ten men **ତା’ପରେ ସେ ଦଶ ଜଣ ଲୋକମାନଙ୍କୁ ଡାକିଲେ**
RUT 4 2 bf74 מִ⁠זִּקְנֵ֥י הָ⁠עִ֖יר 1 from the elders of the city **ନଗରସ୍ଥ ପ୍ରାଚୀନ ମାନଙ୍କ ମଧ୍ୟରୁ**
RUT 4 3 es9g חֶלְקַת֙ הַ⁠שָּׂדֶ֔ה…מָכְרָ֣ה נָעֳמִ֔י 1 Naomi … is selling the portion of the field ଏଲିମେଲକଙ୍କର ନିକଟ- କୁଟୁମ୍ବ ମୁକ୍ତିକର୍ତ୍ତା ଜ୍ଞାତିଙ୍କର ଏଲିମେଲେକଙ୍କର ଜମି କିଣିବା ଏବଂ ଏଲିମେଲେକଙ୍କ ପରିବାରର ଯତ୍ନ ନେବାର ଦାୟିତ୍ୱ ଥିଲା ।

Can't render this file because it contains an unexpected character in line 36 and column 916.