Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-04 14:03:48 +00:00
parent 09a0ecf550
commit a9c86b82b5
1 changed files with 1 additions and 1 deletions

View File

@ -17,7 +17,7 @@ LUK 1 5 a4q9 writing-participants ἐγένετο ... ἱερεύς τις 1 ସ
LUK 1 5 l228 figs-explicit ἐφημερίας 1 ଅବିୟଙ୍କ ଦଳରୁ ଲୂକ ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ଜାଣିପାରିବେ ଯେ ଏହି
ଅଭିବ୍ୟକ୍ତି ବିଭିନ୍ନ ଗୋଷ୍ଠୀର ଯାଜକୁ ଦର୍ଶାଏ ଯାହା ପ୍ରତ୍ୟେକେ ଏକ ନିର୍ଦ୍ଦିଷ୍ଟ ଦିନରେ କେତେକ
ଦିନ ମନ୍ଦିରରେ ସେବା କରନ୍ତି ଏବଂ ଗୋଷ୍ଠୀର ନାମର ଅର୍ଥଏହା ଯେ ଅବିୟ ଏହି ଯାଜକମାନଙ୍କ ପୂର୍ବଜ
ଥିଲେ । । ବିକଳ୍ପ
ଅନୁବାଦ: “ଯେଉଁମାନେ ଅବିୟଙ୍କଠାରୁ ଆସିଥିବା ଯାଜକ ଗୋଷ୍ଠୀର ଥିଲେ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 1 5 gzw1 Ἀβιά 1 of Abijah ଅବିୟ ଜଣେ ବ୍ୟକ୍ତିର ନାମ ଅଟେ । (ଦେଖନ୍ତୁ: [[rc://en/ta/man/translate/translate-names]])
LUK 1 5 nnu9 figs-explicit καὶ γυνὴ αὐτῷ ἐκ τῶν θυγατέρων Ἀαρών 1 ହାରୋଣ ବଂଶର କନ୍ୟାଠାରୁ ସଂପୂର୍ଣ୍ଣ ଭାବରେ ଏହାର ଅର୍ଥ ଏହା ଯେ ଜିଖରୀୟଙ୍କ ପରି ସେ ମଧ୍ୟ
ପ୍ରଥମ ମହାଯାଜକ ହାରୋଣଙ୍କ ଯାଜକମାନଙ୍କ ବଂଶରୁ ଆସିଥିଲେ। ବିକଳ୍ପ ଅନୁବାଦ: “ତାଙ୍କ ପତ୍ନୀ
ମଧ୍ୟ ଯାଜକମାନଙ୍କ ବଂଶରୁ ଆସିଥିଲେ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 1 5 d3ua ἐκ τῶν θυγατέρων Ἀαρών 1 from the daughters of Aaron ହାରୋଣଙ୍କଠାରୁ ଜାତ ଥିଲେ I"
LUK 1 5 d3ua ἐκ τῶν θυγατέρων Ἀαρών 1 ତାହାଙ୍କ ଭାର୍ଯ୍ୟା
ହାରୋଣ ବଂଶର କନ୍ୟାଥିଲେ ଏଠାରେ, କନ୍ୟା ଶବ୍ଦର ଅର୍ଥ “ବଂଶଧର” ଅଟେ । ବିକଳ୍ପ
ଅନୁବାଦ: “ତାଙ୍କ ପତ୍ନୀ ହାରୋଣଙ୍କ ବଂଶଧର ଥିଲେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
LUK 1 6 uu87 ἐναντίον τοῦ Θεοῦ 1 before God ଈଶ୍ୱରଙ୍କ ଦୃଷ୍ଟିରେ ବା “ଈଶ୍ୱରଙ୍କ ମତରେ”
LUK 1 6 csc9 πάσαις ταῖς ἐντολαῖς καὶ δικαιώμασιν τοῦ Κυρίου 1 all the commandments and statutes of the Lord ପ୍ରଭୁ ଯାହା ସବୁ ଆଜ୍ଞା ଦେଇଥିଲେ ଓ ଯାହା ସବୁ ପାଳନ କରିବା ଆବଶ୍ୟକ ଥିଲା
LUK 1 7 c7cj καὶ 1 But ଏହି ବିପରୀତାର୍ଥକ ଶବ୍ଦ ଦର୍ଶାଏ ଯେ, ଏହା ପରେ ଯାହା ଘଟିଥିଲା ତାହା ଅପେକ୍ଷାର ବିପରୀତ ଅଟେ I ଲୋକମାନେ ଅପେକ୍ଷା କରୁଥିଲେ ଯେ ଯଦି ସେମାନେ ଉତ୍ତମ କାର୍ଯ୍ୟ କରିବେ, ଈଶ୍ୱର ସେମାନଙ୍କୁ ସନ୍ତାନସନ୍ତତି ଦେବେ I ଯଦିଓ ଏହି ଦମ୍ପତ୍ତି ଉତ୍ତମ କାର୍ଯ୍ୟ କରୁଥିଲେ, ତଥାପି ସେମାନଙ୍କର କୌଣସି ସନ୍ତାନ ନ ଥିଲା I

Can't render this file because it is too large.