Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-04 14:03:18 +00:00
parent 45b2991199
commit 09a0ecf550
1 changed files with 2 additions and 2 deletions

View File

@ -15,8 +15,8 @@ LUK 1 5 kf5y 0
LUK 1 5 gb16 writing-newevent ἐν ταῖς ἡμέραις Ἡρῴδου βασιλέως τῆς Ἰουδαίας 1 ଯିହୂଦିୟାର ରାଜା ହେରୋଦଙ୍କ ସମୟରେ ଏହି ପର୍ବ ଏକ ନୂତନ ଘଟଣାକୁ ଉପସ୍ଥାପନ କରେ । ବିକଳ୍ପ
ଅନୁବାଦ: “ରାଜା ହେରୋଦ ଯିହୂଦିୟାରେ ଶାସନ
କରିବା ସମୟରେ” (ଦେଖନ୍ତୁ: [[rc://en/ta/man/translate/writing-newevent]])
LUK 1 5 a4q9 writing-participants ἐγένετο ... ἱερεύς τις 1 ସେଠାରେ ଜଣେ ଯାଜକ ଥିଲେ ଏହି ବାକ୍ୟାଂଶ ଏକ
କାହାଣୀରେ ଏକ ନୂତନ ଚରିତ୍ରର ପରିଚୟ କରାଏ । ଯଦି ଆପଣଙ୍କର ଭାଷାରେ ଏହି
ଅର୍ଥକୁ ପ୍ରକାଶ କରୁଥିବା ବାକ୍ୟାଂଶ ଥାଏ ତେବେ ଆପଣ ସେହି ବାକ୍ୟାଂଶକୁ ବ୍ୟବହାର କରନ୍ତୁ । (ଦେଖନ୍ତୁ: [[rc://en/ta/man/translate/writing-participants]])
LUK 1 5 l228 figs-explicit ἐφημερίας 1 ଅବିୟଙ୍କ ଦଳରୁ ଲୂକ ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ଜାଣିପାରିବେ ଯେ ଏହି
ଅଭିବ୍ୟକ୍ତି ବିଭିନ୍ନ ଗୋଷ୍ଠୀର ଯାଜକୁ ଦର୍ଶାଏ ଯାହା ପ୍ରତ୍ୟେକେ ଏକ ନିର୍ଦ୍ଦିଷ୍ଟ ଦିନରେ କେତେକ
ଦିନ ମନ୍ଦିରରେ ସେବା କରନ୍ତି ଏବଂ ଗୋଷ୍ଠୀର ନାମର ଅର୍ଥଏହା ଯେ ଅବିୟ ଏହି ଯାଜକମାନଙ୍କ ପୂର୍ବଜ
ଥିଲେ । । ବିକଳ୍ପ
ଅନୁବାଦ: “ଯେଉଁମାନେ ଅବିୟଙ୍କଠାରୁ ଆସିଥିବା ଯାଜକ ଗୋଷ୍ଠୀର ଥିଲେ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 1 5 gzw1 Ἀβιά 1 of Abijah ସେ ଅବିୟଙ୍କ ଦଳର ଥିଲେ I ଅବିୟ ଏହି ଯାଜକମାନଙ୍କ ଦଳର ପୂର୍ବପୁରୁଷ ଥିଲେ ଏବଂ ସେମାନେ ସମସ୍ତେ ହାରୋଣଙ୍କ ବଂଶଧର ଥିଲେ, ଯିଏ ପ୍ରଥମ ଈଶ୍ରାୟେଲୀୟ ଯାଜକ ଥିଲେ I
LUK 1 5 nnu9 figs-explicit καὶ γυνὴ αὐτῷ ἐκ τῶν θυγατέρων Ἀαρών 1 His wife was from the daughters of Aaron ତାଙ୍କ ଭାର୍ଯ୍ୟା ହାରୋଣଙ୍କ ବଂଶର କନ୍ୟା ଥିଲେ I ଏହାର ଅର୍ଥ ସେ ଜିଖରିୟଙ୍କ ପରି ସମାନ ଯାଜକମାନଙ୍କ ବଂଶର ଥିଲେ I ବିକଳ୍ପ ଅନୁବାଦ : “ତାଙ୍କ ଭାର୍ଯ୍ୟା ମଧ୍ୟ ହାରୋଣଙ୍କ ବଂଶଜାତ ଥିଲେ” ବା “ଜିଖରିୟ ଓ ଏଲିଶାବେଥ ଉଭୟେ ହାରୋଣଙ୍କ ବଂଶଜାତ ଥିଲେ” (ଦେଖ: [[rc://or/ta/man/translate/figs-explicit]])
LUK 1 5 gzw1 Ἀβιά 1 of Abijah ଅବିୟ ଜଣେ ବ୍ୟକ୍ତିର ନାମ ଅଟେ । (ଦେଖନ୍ତୁ: [[rc://en/ta/man/translate/translate-names]])
LUK 1 5 nnu9 figs-explicit καὶ γυνὴ αὐτῷ ἐκ τῶν θυγατέρων Ἀαρών 1 ହାରୋଣ ବଂଶର କନ୍ୟାଠାରୁ ସଂପୂର୍ଣ୍ଣ ଭାବରେ ଏହାର ଅର୍ଥ ଏହା ଯେ ଜିଖରୀୟଙ୍କ ପରି ସେ ମଧ୍ୟ
ପ୍ରଥମ ମହାଯାଜକ ହାରୋଣଙ୍କ ଯାଜକମାନଙ୍କ ବଂଶରୁ ଆସିଥିଲେ। ବିକଳ୍ପ ଅନୁବାଦ: “ତାଙ୍କ ପତ୍ନୀ
ମଧ୍ୟ ଯାଜକମାନଙ୍କ ବଂଶରୁ ଆସିଥିଲେ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 1 5 d3ua ἐκ τῶν θυγατέρων Ἀαρών 1 from the daughters of Aaron ହାରୋଣଙ୍କଠାରୁ ଜାତ ଥିଲେ I"
LUK 1 6 uu87 ἐναντίον τοῦ Θεοῦ 1 before God ଈଶ୍ୱରଙ୍କ ଦୃଷ୍ଟିରେ ବା “ଈଶ୍ୱରଙ୍କ ମତରେ”
LUK 1 6 csc9 πάσαις ταῖς ἐντολαῖς καὶ δικαιώμασιν τοῦ Κυρίου 1 all the commandments and statutes of the Lord ପ୍ରଭୁ ଯାହା ସବୁ ଆଜ୍ଞା ଦେଇଥିଲେ ଓ ଯାହା ସବୁ ପାଳନ କରିବା ଆବଶ୍ୟକ ଥିଲା

Can't render this file because it is too large.