Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-04 14:02:15 +00:00
parent d0dd094797
commit 45b2991199
1 changed files with 3 additions and 3 deletions

View File

@ -12,9 +12,9 @@ LUK 1 3 vhj8 κράτιστε 1 ଅତ୍ୟଧିକ ଉତ୍‌କୃଷ୍
LUK 1 3 h7q1 translate-names Θεόφιλε 1 ଥୀୟଫିଲ ଏହି ନାମର ଅର୍ଥ “ଈଶ୍ଵରଙ୍କ ବନ୍ଧୁ” ଅଟେ । ଏହା
ହୁଏତ ଏହି ବ୍ୟକ୍ତିର ଚରିତ୍ରକୁ ବର୍ଣ୍ଣନା କରିପାରେ, କିମ୍ବା ଏହା ତାହାର ପ୍ରକୃତ ନାମ ହୋଇଥାଇପାରେ । ଅଧିକାଂଶ
ଅନୁବାଦ ଏହାକୁ ଏକ ନାମ ଭାବରେ ବ୍ୟବହାର କରେ । (ଦେଖନ୍ତୁ: [[rc://en/ta/man/translate/translate-names]])
LUK 1 5 b4z8 writing-background 0
LUK 1 5 kf5y 0
LUK 1 5 gb16 writing-newevent ἐν ταῖς ἡμέραις Ἡρῴδου βασιλέως τῆς Ἰουδαίας 1 ଯିହୂଦିୟାର ରାଜା ହେରୋଦଙ୍କ ସମୟରେ “ସେହି ସମୟରେ” ପଦଟି ଏକ ନୂତନ ଘଟଣା ସମ୍ପର୍କରେ ସୂଚନା ଦେଉଥିଲା I ବିକଳ୍ପ ଅନୁବାଦ : “ଯିହୂଦା ଦେଶର ରାଜା ହେରୋଦଙ୍କ ସମୟରେ “(ଦେଖ: [[rc://or/ta/man/translate/writing-newevent]] )
LUK 1 5 a4q9 writing-participants ἐγένετο ... ἱερεύς τις 1 there was a certain priest "ଏକ ନିର୍ଦ୍ଧିଷ୍ଟ ବିଷୟ ଥିଲା ବା “ସେଠାରେ ଏକ ବିଷୟ ଥିଲା I” ଗୋଟିଏ କାହାଣୀରେ ଏକ ନୂତନ ଚରିତ୍ରର ପରିଚୟ ଦେବା ପାଇଁ ଏହା ଏକ ଶୈଳୀ ଅଟେ I ତୁମର ଭାଷା ଏହା କିପରି କରିଥାଏ, ତାହା ବିବେଚନା କର I (ଦେଖ: [[rc://or/ta/man/translate/writing-participants]])
LUK 1 5 l228 figs-explicit ἐφημερίας 1 the division ଏହା ଯାଜକମାନଙ୍କୁ ସୂଚାଏ ବୋଲି ବୁଝିହୁଏ I ବିକଳ୍ପ ଅନୁବାଦ: “ ଯାଜକମାନଙ୍କ ବିଭାଗ” ବା “ଯାଜକମାନଙ୍କ ଦଳ” (ଦେଖ: [[rc://or/ta/man/translate/figs-explicit]])
LUK 1 5 gb16 writing-newevent ἐν ταῖς ἡμέραις Ἡρῴδου βασιλέως τῆς Ἰουδαίας 1 ଯିହୂଦିୟାର ରାଜା ହେରୋଦଙ୍କ ସମୟରେ ଏହି ପର୍ବ ଏକ ନୂତନ ଘଟଣାକୁ ଉପସ୍ଥାପନ କରେ । ବିକଳ୍ପ
ଅନୁବାଦ: “ରାଜା ହେରୋଦ ଯିହୂଦିୟାରେ ଶାସନ
କରିବା ସମୟରେ” (ଦେଖନ୍ତୁ: [[rc://en/ta/man/translate/writing-newevent]])
LUK 1 5 a4q9 writing-participants ἐγένετο ... ἱερεύς τις 1 ସେଠାରେ ଜଣେ ଯାଜକ ଥିଲେ ଏହି ବାକ୍ୟାଂଶ ଏକ
କାହାଣୀରେ ଏକ ନୂତନ ଚରିତ୍ରର ପରିଚୟ କରାଏ । ଯଦି ଆପଣଙ୍କର ଭାଷାରେ ଏହି
ଅର୍ଥକୁ ପ୍ରକାଶ କରୁଥିବା ବାକ୍ୟାଂଶ ଥାଏ ତେବେ ଆପଣ ସେହି ବାକ୍ୟାଂଶକୁ ବ୍ୟବହାର କରନ୍ତୁ । (ଦେଖନ୍ତୁ: [[rc://en/ta/man/translate/writing-participants]])
LUK 1 5 l228 figs-explicit ἐφημερίας 1 ଅବିୟଙ୍କ ଦଳରୁ ଲୂକ ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ଜାଣିପାରିବେ ଯେ ଏହି
ଅଭିବ୍ୟକ୍ତି ବିଭିନ୍ନ ଗୋଷ୍ଠୀର ଯାଜକୁ ଦର୍ଶାଏ ଯାହା ପ୍ରତ୍ୟେକେ ଏକ ନିର୍ଦ୍ଦିଷ୍ଟ ଦିନରେ କେତେକ
ଦିନ ମନ୍ଦିରରେ ସେବା କରନ୍ତି ଏବଂ ଗୋଷ୍ଠୀର ନାମର ଅର୍ଥଏହା ଯେ ଅବିୟ ଏହି ଯାଜକମାନଙ୍କ ପୂର୍ବଜ
ଥିଲେ । । ବିକଳ୍ପ
ଅନୁବାଦ: “ଯେଉଁମାନେ ଅବିୟଙ୍କଠାରୁ ଆସିଥିବା ଯାଜକ ଗୋଷ୍ଠୀର ଥିଲେ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 1 5 gzw1 Ἀβιά 1 of Abijah ସେ ଅବିୟଙ୍କ ଦଳର ଥିଲେ I ଅବିୟ ଏହି ଯାଜକମାନଙ୍କ ଦଳର ପୂର୍ବପୁରୁଷ ଥିଲେ ଏବଂ ସେମାନେ ସମସ୍ତେ ହାରୋଣଙ୍କ ବଂଶଧର ଥିଲେ, ଯିଏ ପ୍ରଥମ ଈଶ୍ରାୟେଲୀୟ ଯାଜକ ଥିଲେ I
LUK 1 5 nnu9 figs-explicit καὶ γυνὴ αὐτῷ ἐκ τῶν θυγατέρων Ἀαρών 1 His wife was from the daughters of Aaron ତାଙ୍କ ଭାର୍ଯ୍ୟା ହାରୋଣଙ୍କ ବଂଶର କନ୍ୟା ଥିଲେ I ଏହାର ଅର୍ଥ ସେ ଜିଖରିୟଙ୍କ ପରି ସମାନ ଯାଜକମାନଙ୍କ ବଂଶର ଥିଲେ I ବିକଳ୍ପ ଅନୁବାଦ : “ତାଙ୍କ ଭାର୍ଯ୍ୟା ମଧ୍ୟ ହାରୋଣଙ୍କ ବଂଶଜାତ ଥିଲେ” ବା “ଜିଖରିୟ ଓ ଏଲିଶାବେଥ ଉଭୟେ ହାରୋଣଙ୍କ ବଂଶଜାତ ଥିଲେ” (ଦେଖ: [[rc://or/ta/man/translate/figs-explicit]])
LUK 1 5 d3ua ἐκ τῶν θυγατέρων Ἀαρών 1 from the daughters of Aaron ହାରୋଣଙ୍କଠାରୁ ଜାତ ଥିଲେ I"

Can't render this file because it is too large.