Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-04 13:59:29 +00:00
parent d6bb988f55
commit d0dd094797
1 changed files with 4 additions and 4 deletions

View File

@ -9,10 +9,10 @@ LUK 1 2 z9dq figs-synecdoche ὑπηρέται ... τοῦ λόγου 1 ବା
LUK 1 3 fud1 παρηκολουθηκότι 1 ଆରମ୍ଭରୁ ଘଟଣାବଳୀର
ବିବରଣ ଅନେକେ ଶୃଙ୍ଖଳିତ ରୂପେ ଲିପିବଦ୍ଧ କରି "ଯତ୍ନର ସହ ଗବେଷଣା କରାଯାଇଛି I ସଠିକ୍ ଭାବରେ କ’ଣ ସବୁ ଘଟିଥିଲା, ସେ ସମ୍ପର୍କରେ ଅନୁସନ୍ଧାନ କରିବାରେ ଲୂକ ଯତ୍ନଶୀଳ ଥିଲେ I ସେ ହୁଏତ ବିଭିନ୍ନ ଲୋକମାନଙ୍କ ସହିତ କଥାବାର୍ତ୍ତା କରିଥିଲେ ଯେଉଁମାନେ ଯାହା ସବୁ ଘଟିଥିଲା ସେସବୁ ଦେଖିଥିଲେ ଯେପରି ସେ ନିଶ୍ଚିତ ହେବେ ଯେ ସେ ଏହି ଘଟଣାଗୁଡିକ ସମ୍ପର୍କରେ ଯାହା ଲେଖିଛନ୍ତି, ତାହା ସଠିକ୍ ଅଟେ I
LUK 1 3 nr63 κράτιστε Θεόφιλε 1 ମାନ୍ୟବର ଥୀୟଫିଲ ଏହି କାର୍ଯ୍ୟକୁ ଲୂକ ଥୀୟଫିଲ ପାଇଁ ଉତ୍ସର୍ଗ କରନ୍ତି ଏବଂ ତାଙ୍କର
ଉତ୍ସର୍ଗୀକୃତତା ମଧ୍ୟରେ ଏହା ପାରମ୍ପାରିକ ବ୍ୟକ୍ତିଗତ ଅଭିବାଦନ ଅଟେ । ଯଦି ଏହା
ଆପଣଙ୍କ ଭାଷା ଏବଂ ସଂସ୍କୃତିରେ ଅଧିକ ପାରମ୍ପାରିକ ହୁଏ, ତେବେ ଆପଣ ଏହି ଅଭିବାଦନକୁ ଉତ୍ସର୍ଗର ଆରମ୍ଭରେ, ପୁସ୍ତକର
ପ୍ରାରମ୍ଭରେ 1: 1 ରେ ଉଲ୍ଲେଖ
କରିପାରିବେ । ବିକଳ୍ପ ଅନୁବାଦ: “ଅତ୍ୟଧିକ ଉତ୍‌କୃଷ୍ଟ ଥୀୟଫିଲ”
LUK 1 3 vhj8 κράτιστε 1 ଅତ୍ୟଧିକ ଉତ୍‌କୃଷ୍ଟ ଥୀୟଫିଲକୁ ସମ୍ମାନ ଏବଂ ଆଦାର ଦେଖାଇବା ପାଇଁ ଲୂକ ଉତ୍କୃଷ୍ଟ ଶବ୍ଦକୁ
ବ୍ୟବହାର କରନ୍ତି । ଏହାର ଅର୍ଥ ହୁଏତ ଥୀୟଫିଲ ଜଣେ ଗୁରୁତ୍ୱପୂର୍ଣ୍ଣ  ଅଧିକାରୀ ଥିଲେ । ଆପଣଙ୍କ
ଅନୁବାଦରେ, ଉଚ୍ଚ
ସଂସ୍କୃତିର ଲୋକମାନଙ୍କ ପାଇଁ ଆପଣଙ୍କ ସଂସ୍କୃତିରେ ବ୍ୟବହାର ହେଉଥିବା ଆଦରବାଚକ ଶବ୍ଦ ବ୍ୟବହାର
କରନ୍ତୁ । ବିକଳ୍ପ
ଅନୁବାଦ: “ଆଦରଣୀୟ”
LUK 1 3 h7q1 translate-names Θεόφιλε 1 Theophilus ଏହି ନାମର ଅର୍ଥ “ଈଶ୍ୱରଙ୍କ ବନ୍ଧୁ I” ଏହା ଏହି ବ୍ୟକ୍ତିଙ୍କର ଚରିତ୍ରକୁ ବର୍ଣ୍ଣନା କରିପାରେ ବା ଏହା ହୁଏତ ତାହାଙ୍କ ପ୍ରକୃତ ନାମ ଥିଲା I ଅନେକ ଅନୁବାଦକ ଏହା ତାଙ୍କର ନାମ ବୋଲି କହନ୍ତି I (ଦେଖ: [[rc://or/ta/man/translate/translate-names]])
LUK 1 5 b4z8 writing-background 0 General Information: ଜିଖରିୟ ଏବଂ ଏଲିଶାବେଥଙ୍କର ପରିଚୟ ପ୍ରଦାନ କରାଯାଇଛି I ଏହି ପଦଗୁଡିକ ସେମାନଙ୍କ ପୃଷ୍ଠଭୂମିଜନିତ ତଥ୍ୟ ଦିଏ I (ଦେଖ: [[rc://or/ta/man/translate/writing-background]])
LUK 1 5 kf5y 0 Connecting Statement: ଯୋହନଙ୍କ ଜନ୍ମ ସମ୍ପର୍କରେ ଦୂତ ଭାବବାଣୀ କହନ୍ତି I
LUK 1 5 gb16 writing-newevent ἐν ταῖς ἡμέραις Ἡρῴδου βασιλέως τῆς Ἰουδαίας 1 In the days of Herod, king of Judea “ସେହି ସମୟରେ” ପଦଟି ଏକ ନୂତନ ଘଟଣା ସମ୍ପର୍କରେ ସୂଚନା ଦେଉଥିଲା I ବିକଳ୍ପ ଅନୁବାଦ : “ଯିହୂଦା ଦେଶର ରାଜା ହେରୋଦଙ୍କ ସମୟରେ “(ଦେଖ: [[rc://or/ta/man/translate/writing-newevent]] )
LUK 1 3 h7q1 translate-names Θεόφιλε 1 ଥୀୟଫିଲ ଏହି ନାମର ଅର୍ଥ “ଈଶ୍ଵରଙ୍କ ବନ୍ଧୁ” ଅଟେ । ଏହା
ହୁଏତ ଏହି ବ୍ୟକ୍ତିର ଚରିତ୍ରକୁ ବର୍ଣ୍ଣନା କରିପାରେ, କିମ୍ବା ଏହା ତାହାର ପ୍ରକୃତ ନାମ ହୋଇଥାଇପାରେ । ଅଧିକାଂଶ
ଅନୁବାଦ ଏହାକୁ ଏକ ନାମ ଭାବରେ ବ୍ୟବହାର କରେ । (ଦେଖନ୍ତୁ: [[rc://en/ta/man/translate/translate-names]])
LUK 1 5 b4z8 writing-background 0
LUK 1 5 kf5y 0
LUK 1 5 gb16 writing-newevent ἐν ταῖς ἡμέραις Ἡρῴδου βασιλέως τῆς Ἰουδαίας 1 ଯିହୂଦିୟାର ରାଜା ହେରୋଦଙ୍କ ସମୟରେ “ସେହି ସମୟରେ” ପଦଟି ଏକ ନୂତନ ଘଟଣା ସମ୍ପର୍କରେ ସୂଚନା ଦେଉଥିଲା I ବିକଳ୍ପ ଅନୁବାଦ : “ଯିହୂଦା ଦେଶର ରାଜା ହେରୋଦଙ୍କ ସମୟରେ “(ଦେଖ: [[rc://or/ta/man/translate/writing-newevent]] )
LUK 1 5 a4q9 writing-participants ἐγένετο ... ἱερεύς τις 1 there was a certain priest "ଏକ ନିର୍ଦ୍ଧିଷ୍ଟ ବିଷୟ ଥିଲା ବା “ସେଠାରେ ଏକ ବିଷୟ ଥିଲା I” ଗୋଟିଏ କାହାଣୀରେ ଏକ ନୂତନ ଚରିତ୍ରର ପରିଚୟ ଦେବା ପାଇଁ ଏହା ଏକ ଶୈଳୀ ଅଟେ I ତୁମର ଭାଷା ଏହା କିପରି କରିଥାଏ, ତାହା ବିବେଚନା କର I (ଦେଖ: [[rc://or/ta/man/translate/writing-participants]])
LUK 1 5 l228 figs-explicit ἐφημερίας 1 the division ଏହା ଯାଜକମାନଙ୍କୁ ସୂଚାଏ ବୋଲି ବୁଝିହୁଏ I ବିକଳ୍ପ ଅନୁବାଦ: “ ଯାଜକମାନଙ୍କ ବିଭାଗ” ବା “ଯାଜକମାନଙ୍କ ଦଳ” (ଦେଖ: [[rc://or/ta/man/translate/figs-explicit]])
LUK 1 5 gzw1 Ἀβιά 1 of Abijah ସେ ଅବିୟଙ୍କ ଦଳର ଥିଲେ I ଅବିୟ ଏହି ଯାଜକମାନଙ୍କ ଦଳର ପୂର୍ବପୁରୁଷ ଥିଲେ ଏବଂ ସେମାନେ ସମସ୍ତେ ହାରୋଣଙ୍କ ବଂଶଧର ଥିଲେ, ଯିଏ ପ୍ରଥମ ଈଶ୍ରାୟେଲୀୟ ଯାଜକ ଥିଲେ I

Can't render this file because it is too large.