Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-16 01:52:28 +00:00
parent 66484b8884
commit a7c916bd40
1 changed files with 4 additions and 4 deletions

View File

@ -24,10 +24,10 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 1 5 myi5 δὲ 1 Now ପାଉଲ ପୃଷ୍ଠଭୂମି ସୂଚନା ପ୍ରବର୍ତ୍ତାଇବା ପାଇଁ ଏହି ଶବ୍ଦ ବ୍ୟବହାର କରନ୍ତି ଯାହା ତୀମଥିଙ୍କୁ ସେ ଯେଉଁ ଉଦ୍ଦେଶ୍ୟ ପ୍ରକାଶ କରୁଛନ୍ତି ତାହା ବୁଝିବାରେ ସାହାଯ୍ୟ କରିବ I ଆପଣ ଏହାକୁ ଏକ ଶବ୍ଦ କିମ୍ବା ବାକ୍ୟାଂଶ ସହିତ ଆପଣଙ୍କର ଭାଷାରେ ଅନୁବାଦ କରିପାରିବେ ଯାହା ପୃଷ୍ଠଭୂମି ସୂଚନା ଉପସ୍ଥାପନ କରେ I
1TI 1 5 l7un παραγγελίας 1 the commandment ପାଉଲ ତୀମଥିଙ୍କୁ  1:3 and ଏବଂ 1:4 ରେ ଦେଇଥିବା ନିର୍ଦ୍ଦେଶକୁ ସୂଚିତ କରେ I
1TI 1 5 i9rs ἐστὶν ἀγάπη 1 is love ଈଶ୍ଵରଙ୍କ ଲୋକମାନେ **ପ୍ରେମ** ଦେଖାଇବେ ଏହା ହିଁ ଏହି ଆଦେଶର ଲକ୍ଷ୍ୟ ଅଟେ I ଯଦି "ପ୍ରେମ" ର ଅଭିପ୍ରାୟ ଅନ୍ତର୍ଭୂକ୍ତ କରିବା ଆବଶ୍ୟକ, ତେବେ ଆପଣ "ପରସ୍ପର" କିମ୍ବା "ଅନ୍ୟ" କହିପାରିବେ I ଏହା ଈଶ୍ଵରଙ୍କ ପ୍ରତି ପ୍ରେମ ମଧ୍ୟ ଅନ୍ତର୍ଭୁକ୍ତ କରେ I ବିକଳ୍ପ ଅନୁବାଦ: "ଯେ ଈଶ୍ଵରଙ୍କ ଲୋକମାନେ ଅନ୍ୟମାନଙ୍କୁ ପ୍ରେମ କରିବେ" [[rc://en/ta/man/translate/figs-explicit]])ଦେଖନ୍ତୁ)
1TI 1 5 mbe6 figs-metonymy ἐκ καθαρᾶς καρδίας 1 from a pure heart ଏଠାରେ “ଶୁଦ୍ଧ”ର ଅର୍ଥ ଲୋକଟିର ମନ୍ଦ କାର୍ଯ୍ୟ କରିବାକୁ କୌଣସି ଲୁକ୍କାୟିତ ଉଦ୍ଦେଶ୍ୟ ନାହିଁ I ଏଠାରେ “ହୃଦୟ” ଜଣେ ଲୋକର ମନ ଓ ଭାବନାକୁ ବୁଝାଏ I ବିକଳ୍ପ ଅନୁବାଦ: “ସଚ୍ଚୋଟ ମନରୁ” (ଦେଖ: [[rc://en/ta/man/translate/figs-metonymy]])
1TI 1 5 ar8t συνειδήσεως ἀγαθῆς 1 good conscience ଗୋଟିଏ ବିବେକ ଯାହା ଭୁଲ୍ ପରିବର୍ତ୍ତେ ଠିକ୍ ବିଷୟକୁ ବାଛିଥାଏ
1TI 1 5 m53g πίστεως ἀνυποκρίτου 1 sincere faith ନିଷ୍କପଟ ବିଶ୍ବାସ କିମ୍ବା “ଏକ କପଟଶୁନ୍ୟ ବିଶ୍ବାସ”
1TI 1 6 j4z3 figs-metaphor τινες ἀστοχήσαντες 1 Some people have missed the mark ଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ବାସ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ଲକ୍ଷ୍ୟ ସ୍ଥଳ, ଯେଉଁଠିକି ଆମ୍ଭମାନଙ୍କୁ ଲକ୍ଷ୍ୟ କରିବାକୁ ହେବ I ପାଉଲଙ୍କ କହିବାର ଅର୍ଥ ହେଉଛି ଯେ କେତେକ ଲୋକ ସେମାନଙ୍କ ବିଶ୍ବାସର ଉଦ୍ଦେଶ୍ୟକୁ ପୂରଣ କରୁନାହାନ୍ତି, ଯାହା କି ହେଉଛି ପ୍ରେମ ଏବଂ ଯାହା ବିଷୟରେ ସେ ଏବେ ୧:୫ ରେ ବୁଝାଇଛନ୍ତି I (ଦେଖ: [[rc://en/ta/man/translate/figs-metaphor]])
1TI 1 5 mbe6 figs-metonymy ἐκ καθαρᾶς καρδίας 1 from a pure heart ଏଠାରେ, **ପବିତ୍ର** ସମ୍ପୂର୍ଣ୍ଣ ରୂପେ ସାଙ୍କେତିକ ଭାବରେ ସୂଚିତ କରେ ଯେ ଜଣେ ବ୍ୟକ୍ତି କେବଳ ଉତ୍ତମ ବିଷୟକୁ  ଚାହେଁ ଏବଂ କୌଣସି ମନ୍ଦ ବିଷୟ ସହିତ ମିଶ୍ରତ ହୁଏ ନାହିଁ I ବିକଳ୍ପ ଅନୁବାଦ: "କେବଳ ଉତ୍ତମ ବିଷୟର ପ୍ରେମୀ" [[rc://en/ta/man/translate/figs-metonymy]])ଦେଖନ୍ତୁ)
1TI 1 5 ar8t συνειδήσεως ἀγαθῆς 1 good conscience ଆପଣଙ୍କ ଅନୁବାଦରୁ ଏହା ସ୍ପଷ୍ଟ ହେବା ଉଚିତ ଯେ ପ୍ରେମ ହିଁ ଏହି ଆଦେଶର ଏକ ଲକ୍ଷ୍ୟ ଏବଂ ତା’ପରେ ତିନୋଟି ବିଷୟ ଅଛି ଯାହା ଏହି ପ୍ରେମକୁ ପ୍ରେରଣ କରିଥାଏ I "ଶୁଦ୍ଧ ହୃଦୟ" ପରେ ଏହା ଦ୍ୱିତୀୟ ବିଷୟ ଅଟେ I ବିକଳ୍ପ ଅନୁବାଦ: "ଏବଂ ବିବେକ ହିଁ ଏକ ବ୍ୟକ୍ତିଙ୍କୁ ମନ୍ଦ ପରିବର୍ତ୍ତେ ଉତ୍ତମ ବିଷୟ ବାଛିବାକୁ ସାହାଯ୍ୟ କରିଥାଏ"
1TI 1 5 m53g πίστεως ἀνυποκρίτου 1 sincere faith ଏହା ତୃତୀୟ ବିଷୟ ଅଟେ  ଯାହା ପ୍ରେମକୁ ପ୍ରେରଣ କରିଥାଏ, ଯାହା ଆଦେଶର  ଏକ ଲକ୍ଷ୍ୟ ଅଟେ I ଏହା ଆଦେଶର ତୃତୀୟ ଲକ୍ଷ୍ୟ ନୁହେଁ I ବିକଳ୍ପ ଅନୁବାଦ: "ଏବଂ ପ୍ରକୃତ ବିଶ୍ଵାସରୁ" ବା "ଏବଂ ଅକପଟୀ ବିଶ୍ଵାସରୁ" I
1TI 1 6 j4z3 figs-metaphor τινες ἀστοχήσαντες 1 Some people have missed the mark ପାଉଲ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସକୁ ସାଙ୍କେତିକ ଭାବରେ କହନ୍ତି ଯେପରି ଏହା ଏକ ଲକ୍ଷ୍ୟ ଯାହାକୁ ଲୋକମାନେ ଲକ୍ଷ୍ୟ କରିବା ଉଚିତ I ପାଉଲଙ୍କର ଅର୍ଥ ଏହା ଯେ କେତେକ ଲୋକ ସେମାନଙ୍କର ବିଶ୍ଵାସର ଉଦ୍ଦେଶ୍ୟ ପୂରଣ କରୁନାହାଁନ୍ତି, ଯାହାକି ପ୍ରେମ କରିବା, ଯେହା ସେ ବ୍ୟାଖ୍ୟା କରିଛନ୍ତି I ବିକଳ୍ପ ଅନୁବାଦ: "କେତେକ ଲୋକ ଯୀଶୁଙ୍କଠାରେ ବିଶ୍ଵାସର ଉଦ୍ଦେଶ୍ୟ ପୂରଣ କରୁନାହାଁନ୍ତି"[[rc://en/ta/man/translate/figs-metaphor]])
1TI 1 6 se38 figs-idiom ὧν ... ἐξετράπησαν 1 have turned away from these things ଏଠାରେ “ପଥଭ୍ରଷ୍ଟ” ଗୋଟିଏ ରୂଢ଼ି, ଯାହାର ଅର୍ଥ ସେମାନେ ଈଶ୍ବର ଦେଇଥିବା ଆଜ୍ଞା ମାନିବା ବନ୍ଦ କରିଦେଇଛନ୍ତି I (ଦେଖ: [[rc://en/ta/man/translate/figs-idiom]])
1TI 1 7 v28u νομοδιδάσκαλοι 1 teachers of the law ଏଠାରେ “ବ୍ୟବସ୍ଥା” ମୋଶାଙ୍କର ବ୍ୟବସ୍ଥାକୁ ବୁଝାଏ I
1TI 1 7 kz8x μὴ νοοῦντες 1 but they do not understand ଯଦିଓ ସେମାନେ ବୁଝନ୍ତି ନାହିଁ କିମ୍ବା “ଆଉ ତଥାପି ସେମାନେ ବୁଝନ୍ତି ନାହିଁ”

Can't render this file because it contains an unexpected character in line 2 and column 7882.