Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 05:36:39 +00:00
parent 7913776e16
commit a7c903ad6a
1 changed files with 5 additions and 5 deletions

View File

@ -74,7 +74,7 @@ RUT 2 2 am6a ר֨וּת הַ⁠מּוֹאֲבִיָּ֜ה 1 Ruth, the Moabite w
RUT 2 2 c7rk הַ⁠מּוֹאֲבִיָּ֜ה 1 the Moabite woman ସେହି ସ୍ତ୍ରୀ ଜଣକ ମୋୟାବ ଦେଶୀୟା କିମ୍ବା ମୋୟାବ ଗୋଷ୍ଠୀରୁ ଥିଲେ ବୋଲି ଏହି ଉପାୟରେ ମଧ୍ୟ ପ୍ରକାଶ କରାଯାଇପାରେ।
RUT 2 2 qt4q וַ⁠אֲלַקֳטָּ֣ה בַ⁠שִׁבֳּלִ֔ים 1 and glean heads of grain **ଶସ୍ୟକଟାଳିମାନଙ୍କ** **ଦ୍ୱାରା ଛାଡାଯାଇଥିବା ବଳକା ଶସ୍ୟ** **ସାଉଣ୍ଟିବି** କିମ୍ବା **ଶସ୍ୟକଟାଳିମାନଙ୍କ** **ଦ୍ୱାରା** **ଛାଡାଯାଇଥିବା** **ବଳକା ଶସ୍ୟ ସଂଗ୍ରହ କରିବି****।**
RUT 2 2 j59b figs-idiom אֶמְצָא־חֵ֖ן בְּ⁠עֵינָ֑י⁠ו 1 In whose eyes I find favor **ମୁଁ ଯାହାର ଦୃଷ୍ଟିରେ ଅନୁଗ୍ରହ ପାଇବି** ଏହି ବାକ୍ୟାଂଶଟି ଏକ ରୂଢ଼ି ଅଟେ ଯାହାର ଅର୍ଥ “ଯେଉଁ ବ୍ୟକ୍ତି ମୋତେ ମଞ୍ଜୁରି ଦେବେ” ଅଟେ। ଅନୁମତି କିମ୍ବା ଅନୁମୋଦନ ପାଇବା ଭଳି କାହାର ଅନୁଗ୍ରହ ପାଇବା ବିଷୟରେ ରୂତ କହନ୍ତି। ବିକଳ୍ପ ଅନୁବାଦ: “ଯିଏ ମୋ ପ୍ରତି ଦୟା ଦେଖାଇବ”(ଦେଖନ୍ତୁ: [[rc://en/ta/man/translate/figs-idiom]])
RUT 2 2 abc5 figs-metaphor בְּ⁠עֵינָ֑י⁠ו 1 in whose eyes **ଆଖି** ଏକ ଲକ୍ଷଣାତ୍ମକ ଶବ୍ଦ ଅଟେ ଯାହା ଦେଖିବାକୁ ପ୍ରତିନିଧିତ୍ୱ କରେ ଏବଂ ଦେଖିବା ଜ୍ଞାନ, ଦୃଷ୍ଟି, ଧ୍ୟାନଦେବା, କିମ୍ବା ନ୍ୟାୟ ବିଚାର ପାଇଁ ଏକ ଉପମା ଅଟେ। ବିକଳ୍ପ ଅନୁବାଦ: “ମୋ ପ୍ରତି ଦୟାଳୁ ହେବାକୁ ଯିଏ ନିର୍ଣ୍ଣୟ କରିବ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
RUT 2 2 abc5 figs-metaphor בְּ⁠עֵינָ֑י⁠ו 1 in whose eyes **ଚକ୍ଷୁ** ଏକ ଲକ୍ଷଣାତ୍ମକ ଶବ୍ଦ ଅଟେ ଯାହା ଦେଖିବାକୁ ପ୍ରତିନିଧିତ୍ୱ କରେ ଏବଂ ଦେଖିବା ଜ୍ଞାନ, ଦୃଷ୍ଟି, ଧ୍ୟାନଦେବା, କିମ୍ବା ନ୍ୟାୟ ବିଚାର ପାଇଁ ଏକ ଉପମା ଅଟେ। ବିକଳ୍ପ ଅନୁବାଦ: “ମୋ ପ୍ରତି ଦୟାଳୁ ହେବାକୁ ଯିଏ ନିର୍ଣ୍ଣୟ କରିବ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
RUT 2 2 ed93 בִתִּֽ⁠י 1 my daughter ରୂତ ନୟମୀଙ୍କର ନିଜ ମାତା ପରି ଯତ୍ନ ନେଉଥିଲେ, ଏବଂ ନୟମୀ ମଧ୍ୟ ରୂତଙ୍କୁ  ନିଜ ଝିଅ ଭଳି ସ୍ନେହ କରୁଥିଲେ। ଯଦି ଏହି ବିଷୟ ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ତେବେ ଏହିପରି ଶବ୍ଦକୁ  ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ଦୁଇ ମହିଳାଙ୍କ ମଧ୍ୟରେ ଥିବା  ଘନିଷ୍ଠ ସମ୍ପର୍କକୁ ପ୍ରକାଶ କରେ।
RUT 2 3 ht73 וַ⁠יִּ֣קֶר מִקְרֶ֔⁠הָ 1 by chance ଏହାର ଅର୍ଥ ଏହା ଯେ ରୂତ ଯେଉଁ କ୍ଷେତ୍ରରେ ଶସ୍ୟ ସଂଗ୍ରହ କରିବା ପାଇଁ ଯାଉଥିଲେ, ତାହା ନୟମୀଙ୍କ ସମ୍ପର୍କୀୟ ବୋୟଜଙ୍କର ଅଟେ ବୋଲି ସେ ଜାଣି ନଥିଲେ ।
RUT 2 3 ab11 מִ⁠מִּשְׁפַּ֥חַת אֱלִימֶֽלֶךְ 1 from the clan of Elimelek ଏଠାରେ **ବଂଶୀୟ** ଶବ୍ଦର ଅର୍ଥ ବୋୟଜ ଏଲିମେଲକଙ୍କ ସମ୍ପର୍କୀୟ ଥିଲେ କିନ୍ତୁ ଏଲିମେଲକ ଏବଂ ବୋୟଜଙ୍କ ପିତାମାତା ଭିନ୍ନ ଥିଲେ ।  ଏହି ବଂଶୀୟ ଏଲିମେଲକଙ୍କ ନାମରେ ନାମିତ କିମ୍ବା ଏଲିମେଲକଙ୍କର ପରିବାରର ପିତୃପୁରୁଷ କିମ୍ବା ନେତା ଥିଲେ, ସେବିଷୟରେ ଏହି ବାକ୍ୟ ପ୍ରକାଶ କରେ ନାହିଁ।
@ -98,7 +98,7 @@ RUT 2 10 ab12 figs-doublet וַ⁠תִּפֹּל֙ עַל־פָּנֶ֔י⁠הָ
RUT 2 10 ab13 figs-idiom וַ⁠תִּפֹּל֙ עַל־פָּנֶ֔י⁠הָ 1 Then she fell on her face ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ସେ ମୁହଁକୁ ନୁଆଁଇ ପ୍ରଣାମ କଲେ। (ଦେଖନ୍ତୁ: [[rc://en/ta/man/translate/figs-idiom]])
RUT 2 10 ug7p מַדּוּעַ֩ מָצָ֨אתִי חֵ֤ן בְּ⁠עֵינֶ֨י⁠ךָ֙ לְ⁠הַכִּירֵ֔⁠נִי וְ⁠אָּנֹכִ֖י נָכְרִיָּֽה 1 Why have I found favor in your eyes that you should take notice of me, since I am a foreigner? ରୂତ ଏକ ପ୍ରକୃତ ପ୍ରଶ୍ନ ପଚାରୁଛନ୍ତି ।
RUT 2 10 abc7 figs-idiom מָצָ֨אתִי חֵ֤ן בְּ⁠עֵינֶ֨י⁠ךָ֙ 1 have I found favor in your eyes **ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଲି** ବାକ୍ୟାଂଶ ଏକ ରୂଢ଼ି ଅଟେ ଯାହାର ଅର୍ଥ “ଆପଣ କାହାକୁ ଗ୍ରହଣ କରିଛନ୍ତି।” ଦୟା କିମ୍ବା ଅନୁମୋଦନ ଲାଭ କରିବା ଭଳି ରୂତ କୌଣସି ବ୍ୟକ୍ତିର ଅନୁଗ୍ରହ ପାଇବା ବିଷୟରେ କହନ୍ତି। ବିକଳ୍ପ ଅନୁବାଦ: “ଆପଣ ମୋ ପ୍ରତି ଅନୁଗ୍ରହ ଦେଖାଇ ଅଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-idiom]])
RUT 2 10 abc8 figs-metaphor בְּ⁠עֵינֶ֨י⁠ךָ֙ 1 in your eyes **ଦୃଷ୍ଟିରେ** ଏକ ଲକ୍ଷଣାତ୍ମକ ଶବ୍ଦ ଅଟେ ଯାହା ଦେଖିବାକୁ ପ୍ରତିନିଧିତ୍ୱ କରେ ଏବଂ ଦେଖିବା ଜ୍ଞାନ, ଦୃଷ୍ଟି, ଧ୍ୟାନଦେବା, କିମ୍ବା ନ୍ୟାୟ ବିଚାର ପାଇଁ ଏକ ଉପମା ଅଟେ । ବିକଳ୍ପ ଅନୁବାଦ: “ଆପଣଙ୍କ ବିଚାରରେ” କିମ୍ବା “ଆପଣ ନିଷ୍ପତ୍ତି ନେଇଅଛନ୍ତି।” [[rc://en/ta/man/translate/figs-metaphor]])ଦେଖନ୍ତୁ)
RUT 2 10 abc8 figs-metaphor בְּ⁠עֵינֶ֨י⁠ךָ֙ 1 in your eyes **ଚକ୍ଷୁ** ଏକ ଲକ୍ଷଣାତ୍ମକ ଶବ୍ଦ ଅଟେ ଯାହା ଦେଖିବାକୁ ପ୍ରତିନିଧିତ୍ୱ କରେ ଏବଂ ଦେଖିବା ଜ୍ଞାନ, ଦୃଷ୍ଟି, ଧ୍ୟାନଦେବା, କିମ୍ବା ନ୍ୟାୟ ବିଚାର ପାଇଁ ଏକ ଉପମା ଅଟେ। ବିକଳ୍ପ ଅନୁବାଦ: “ଆପଣଙ୍କ ବିଚାରରେ” କିମ୍ବା “ଆପଣ ନିଷ୍ପତ୍ତି ନେଇଅଛନ୍ତି।” (ଦେଖନ୍ତୁ: [[rc://en/ta/man/translate/figs-metaphor]])
RUT 2 10 x6f8 נָכְרִיָּֽה 1 foreigner ଜଣେ **ବିଦେଶୀ** ଅନ୍ୟ ଦେଶର ବ୍ୟକ୍ତି ଅଟନ୍ତି। ଯଦିଓ ରୂତ ବ୍ୟକ୍ତିଗତ ଭାବରେ ଇସ୍ରାଏଲର ଈଶ୍ଵରଙ୍କ ପ୍ରତି ତାଙ୍କର ବିଶ୍ୱସ୍ତତା ପ୍ରତିଜ୍ଞା କରିଥିଲେ କିନ୍ତୁ ସେ ମୋୟାବ ଦେଶୀୟା ବୋଲି ସମସ୍ତେ ଜାଣିଥିଲେ। ପ୍ରାୟତଃ ଇସ୍ରାଏଲୀୟମାନେ ବିଦେଶୀମାନଙ୍କ ପ୍ରତି ଦୟାଳୁ ନଥିଲେ, ଯଦିଓ  ସେମାନଙ୍କ ପ୍ରତି ସେମାନେ ଦୟାଳୁ ହୁଅନ୍ତୁ ବୋଲି ଈଶ୍ଵର ଇଚ୍ଛା କରୁଥିଲେ । ବୋୟଜ ଈଶ୍ଵରଙ୍କୁ ପ୍ରସନ୍ନ କରୁଥିବା ଜୀବନଯାପନ କରୁଥିଲେ ବୋଲି ଏହା ଦର୍ଶାଏ।
RUT 2 11 ab14 figs-doublet וַ⁠יַּ֤עַן בֹּ֨עַז֙ וַ⁠יֹּ֣אמֶר 1 Boaz answered and said ଉଭୟ **ଉତ୍ତର** ଦେଇ **କହିଲେ** ଗୋଟିଏ କ୍କୁରିୟା ବର୍ଣ୍ଣନା କରେ **I** ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ଅଟେ, UST ପରି ଆପଣ ଏଥିପାଇଁ କେବଳ ଗୋଟିଏ କ୍ରିୟା ବ୍ୟବହାର କରିପାରନ୍ତି । [[rc://en/ta/man/translate/figs-doublet]])ଦେଖନ୍ତୁ
RUT 2 11 app6 figs-activepassive הֻגֵּ֨ד הֻגַּ֜ד לִ֗⁠י 1 Everything … has fully been reported to me ଏହାକୁ ସକ୍ରିୟ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: **ଲୋକମାନେ ମୋତେ** **ଜଣାଇଛନ୍ତି** କିମ୍ବା **ଲୋକମାନେ ମୋତେ କହିଛନ୍ତି**। [[rc://en/ta/man/translate/figs-activepassive]]ଦେଖନ୍ତୁ)
@ -108,9 +108,9 @@ RUT 2 11 ab60 figs-idiom תְּמ֥וֹל שִׁלְשֽׁוֹם׃ 1 the day bef
RUT 2 12 x5ct יְשַׁלֵּ֥ם יְהוָ֖ה פָּעֳלֵ֑⁠ךְ 1 May Yahweh reward your work **ସଦାପ୍ରଭୁ ତୁମ୍ଭ କର୍ମର ଫଳ ଦେଉନ୍ତୁ** କିମ୍ବା **ସଦାପ୍ରଭୁ ତୁମ୍ଭକୁ** **ପୁରସ୍କାର ଦେଉନ୍ତୁ**
RUT 2 12 s2vm פָּעֳלֵ֑⁠ךְ 1 your work ଏହା 11 ପଦରେ ବୋୟଜ ବର୍ଣ୍ଣନା କରିଥିବା ସମସ୍ତ ବିଷୟକୁ ସୂଚାଏ । ବିକଳ୍ପ ଅନୁବାଦ: "ତୁମ୍ଭର ଉତ୍ତମ ବ୍ୟବହାର।"
RUT 2 12 gnn5 figs-parallelism וּ⁠תְהִ֨י מַשְׂכֻּרְתֵּ֜⁠ךְ שְׁלֵמָ֗ה מֵ⁠עִ֤ם יְהוָה֙ 1 may your full wages come from Yahweh ଏହା ପୂର୍ବ ବାକ୍ୟ ପରି ଏକ ଛନ୍ଦୋମୟ ଅଭିବ୍ୟକ୍ତି ଅଟେ । ବିକଳ୍ପ ଅନୁବାଦ: "ସଦାପ୍ରଭୁ ତୁମ୍ଭର ସମ୍ପୂର୍ଣ୍ଣ ଆବଶ୍ୟକତାକୁ ପୁରା କରନ୍ତୁ।" [[rc://en/ta/man/translate/figs-parallelism]],ଦେଖନ୍ତୁ)
RUT 2 12 eh86 figs-metaphor אֲשֶׁר־בָּ֖את לַ⁠חֲס֥וֹת תַּֽחַת־כְּנָפָֽי⁠ו 1 under whose wings you have come for refuge ଏହା ଏକ ରୂପକ ଯାହାକି ପକ୍ଷୀମାନଙ୍କର ଛୁଆମାନଙ୍କୁ ନିଜ ଡେଣା ତଳେ ସୁରକ୍ଷା ଦେବାକୁ ଏକତ୍ର କରୁଥିବା ଚିତ୍ର ବ୍ୟବହାର କରି ଈଶ୍ଵରଙ୍କୁ ବିଶ୍ଵାସ କରୁଥିବା ଲୋକମାନଙ୍କ ପାଇଁ ଈଶ୍ଵରଙ୍କ ସୁରକ୍ଷାକୁ ଦର୍ଶାଏ । ବିକଳ୍ପ ଅନୁବାଦ: "ଯାହାର ସୁରକ୍ଷିତ ଯତ୍ନରେ ତୁମ୍ଭେ ନିଜକୁ ରଖିଅଛ ।" [[rc://en/ta/man/translate/figs-metaphor]]) ଦେଖନ୍ତୁ)
RUT 2 12 eh86 figs-metaphor אֲשֶׁר־בָּ֖את לַ⁠חֲס֥וֹת תַּֽחַת־כְּנָפָֽי⁠ו 1 under whose wings you have come for refuge ଏହା ଏକ ରୂପକ ଯାହାକି ପକ୍ଷୀମାନଙ୍କର ଛୁଆମାନଙ୍କୁ ନିଜ ଡେଣା ତଳେ ସୁରକ୍ଷା ଦେବାକୁ ଏକତ୍ର କରୁଥିବା ଚିତ୍ର ବ୍ୟବହାର କରି ଈଶ୍ଵରଙ୍କୁ ବିଶ୍ଵାସ କରୁଥିବା ଲୋକମାନଙ୍କ ପାଇଁ ଈଶ୍ଵରଙ୍କ ସୁରକ୍ଷାକୁ ଦର୍ଶାଏ । ବିକଳ୍ପ ଅନୁବାଦ: ଯାହାର ସୁରକ୍ଷିତ ଯତ୍ନରେ ତୁମ୍ଭେ ନିଜକୁ ରଖିଅଛ।” (See: [[rc://en/ta/man/translate/figs-metaphor]])
RUT 2 13 abc6 figs-idiom אֶמְצָא־חֵ֨ן 1 May I find favor ଏଠାରେ **ଅନୁଗ୍ରହ ପାଇବା** ଏକ ରୂଢ଼ି ଅଟେ ଯାହାର ଅର୍ଥ ଗ୍ରହଣ କରାଯିବା କିମ୍ବା ସେ ସନ୍ତୁଷ୍ଟ ଅଟନ୍ତି । ବିକଳ୍ପ ଅନୁବାଦ: "ତୁମ୍ଭେ ମୋତେ ଗ୍ରହଣ କର" କିମ୍ବା "ତୁମ୍ଭେ ମୋଠାରେ ସନ୍ତୁଷ୍ଟ ହେବାକୁ ହୁଅ" [[rc://en/ta/man/translate/figs-idiom]])ଦେଖନ୍ତୁ
RUT 2 13 v2q1 figs-metaphor בְּ⁠עֵינֶ֤י⁠ךָ 1 in your eyes **ଦୃଷ୍ଟିରେ** ଏକ ଲକ୍ଷଣାତ୍ମକ ଶବ୍ଦ ଅଟେ ଯାହା ଦେଖିବାକୁ ପ୍ରତିନିଧିତ୍ୱ କରେ ଏବଂ ଦେଖିବା ଜ୍ଞାନ, ଦୃଷ୍ଟି, ଧ୍ୟାନଦେବା, କିମ୍ବା ନ୍ୟାୟ ବିଚାର ପାଇଁ ଏକ ଉପମା ଅଟେ । ବିକଳ୍ପ ଅନୁବାଦ: “ଏବଂ ମୋତେ ଗ୍ରହଣ କର” [[rc://en/ta/man/translate/figs-metaphor]])ଦେଖନ୍ତୁ)
RUT 2 13 v2q1 figs-metaphor בְּ⁠עֵינֶ֤י⁠ךָ 1 in your eyes **ଚକ୍ଷୁ** ଏକ ଲକ୍ଷଣାତ୍ମକ ଶବ୍ଦ ଅଟେ ଯାହା ଦେଖିବାକୁ ପ୍ରତିନିଧିତ୍ୱ କରେ ଏବଂ ଦେଖିବା ଜ୍ଞାନ, ଦୃଷ୍ଟି, ଧ୍ୟାନଦେବା, କିମ୍ବା ନ୍ୟାୟ ବିଚାର ପାଇଁ ଏକ ଉପମା ଅଟେ । ବିକଳ୍ପ ଅନୁବାଦ: “ଏବଂ ମୋତେ ଗ୍ରହଣ କର” (ଦେଖନ୍ତୁ: [[rc://en/ta/man/translate/figs-metaphor]])
RUT 2 13 abc4 אֲדֹנִ⁠י֙ 1 my lord ବୋୟଜ ରୂତଙ୍କ ସ୍ଵାମୀ ନୁହଁନ୍ତି, କିନ୍ତୁ ସେ ସେହି କ୍ଷେତ୍ରର ମାଲିକ ଅଟନ୍ତି ଯେଉଁଠାରେ ରୂତ ଶସ୍ୟ ସଂଗ୍ରହ କରନ୍ତି । ସେ ଜଣେ ଯିହୁଦୀ ଏବଂ ନଗରର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ। ସେଥିପାଇଁ ରୂତ ତାଙ୍କୁ ନିଜର **ପ୍ରଭୁ** ବୋଲି ଡାକି, ନିଜକୁ ଦାସୀ ବୋଲି କହି ସମ୍ମାନିତ କରନ୍ତି । ବିକଳ୍ପ ଅନୁବାଦ: " ମହାଶୟ" କିମ୍ବା "ପ୍ରଭୁ" ।
RUT 2 13 zc5n וְ⁠אָנֹכִי֙ לֹ֣א אֶֽהְיֶ֔ה כְּ⁠אַחַ֖ת שִׁפְחֹתֶֽי⁠ךָ 1 But as for me, I am not even like one of your female servants ରୂତ ଆଶ୍ଚର୍ଯ୍ୟତା ଏବଂ କୃତଜ୍ଞତା ପ୍ରକାଶ କରନ୍ତି କାରଣ ବୋୟଜ ତାଙ୍କୁ ତାଙ୍କର ଜଣେ ଦାସୀ ଭାବରେ ବ୍ୟବହାର କରୁଛନ୍ତି କିନ୍ତୁ ପ୍ରକୃତରେ ସେ ଦାସୀ ନ ଥିଲେ।
RUT 2 14 yht2 לְ⁠עֵ֣ת הָ⁠אֹ֗כֶל 1 At the time of the meal ଏହା ମଧ୍ୟାହ୍ନ ଭୋଜନକୁ  ସୂଚିତ କରେ ।
@ -146,7 +146,7 @@ RUT 3 1 jdr3 writing-newevent וַ⁠תֹּ֥אמֶר לָ֖⁠הּ נָעֳמִ
RUT 3 1 r7ar חֲמוֹתָ֑⁠הּ 1 her mother-in-law ନୟମୀ ରୂତଙ୍କ ମୃତ ସ୍ୱାମୀଙ୍କର ମାତା ଅଟନ୍ତି।
RUT 3 1 f1uc בִּתִּ֞⁠י 1 My daughter ରୂତ ନୟମୀଙ୍କ ପୁତ୍ରଙ୍କୁ ବିବାହ କରି ପରିବାରର ଜଣେ ସଦସ୍ୟ ହେଲେ ଓ ବେଥଲିହିମକୁ ଫେରିବା ପରେ ନିଜର କାର୍ଯ୍ୟ ଓ ଭଲପାଇବା ଦ୍ୱାରା ସେ ନୟମୀଙ୍କର ଜଣେ ଝିଅ ପରି ହେଲେ।
RUT 3 1 nxr8 figs-rquestion הֲ⁠לֹ֧א אֲבַקֶּשׁ־לָ֛⁠ךְ מָנ֖וֹחַ אֲשֶׁ֥ר יִֽיטַב־לָֽ⁠ךְ 1 should I not seek a resting place for you, that will be good for you? ନୟମୀ ରୂତଙ୍କୁ ଆପଣା ଯୋଜନା ଜଣାଇବାକୁ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭର ବିଶ୍ରାମ ନେବା ପାଇଁ ମୁଁ ଏକ ସ୍ଥାନ ଖୋଜିବି, ଯାହା ଦ୍ୱାରା ତୁମ୍ଭର ଯତ୍ନ ନିଆଯିବ।” କିମ୍ବା “ତୁମ୍ଭର ଯତ୍ନ ନେବା ପାଇଁ ମୁଁ ନିଶ୍ଚିତ ତୁମ୍ଭ ପାଇଁ ଏକ ସ୍ୱାମୀ ଖୋଜିବି, ଯାହା ଦ୍ୱାରା ତୁମ୍ଭେ ବିନା ଚିନ୍ତାରେ ଜୀବନ ଯାପନ କରିପାରିବ |” [[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 3 1 uw2p figs-metaphor לָ֛⁠ךְ מָנ֖וֹחַ 1 a resting place for you ଏହାର ଅର୍ଥ କ୍ଳାନ୍ତରୁ ଅସ୍ଥାୟୀ ଭାବରେ ବିଶ୍ରାମ ନେବାକୁ ଏକ ସ୍ଥାନ ନୁହେଁ । ଏହାର ଅର୍ଥ ସ୍ୱାମୀ ସହିତ ଏକ ଉତ୍ତମ ଗୃହରେ ସ୍ଥାୟୀ ବିଶ୍ରାମ ଏବଂ ସୁରକ୍ଷିତ ସ୍ଥାନ ଅଟେ । ([[rc://en/ta/man/translate/figs-metaphor]]ଦେଖନ୍ତୁ)
RUT 3 1 uw2p figs-metaphor לָ֛⁠ךְ מָנ֖וֹחַ 1 a resting place for you ଏହାର ଅର୍ଥ କ୍ଳାନ୍ତରୁ ଅସ୍ଥାୟୀ ଭାବରେ ବିଶ୍ରାମ ନେବାକୁ ଏକ ସ୍ଥାନ ନୁହେଁ। ଏହାର ଅର୍ଥ ସ୍ୱାମୀ ସହିତ ଏକ ଉତ୍ତମ ଗୃହରେ ସ୍ଥାୟୀ ବିଶ୍ରାମ ଏବଂ ସୁରକ୍ଷିତ ସ୍ଥାନ ଅଟେ। (ଦେଖନ୍ତୁ: [[rc://en/ta/man/translate/figs-metaphor]])
RUT 3 2 jdr4 grammar-connect-logic-result וְ⁠עַתָּ֗ה 1 Connecting Statement: ପଦ ୧ ରେ ନୟମୀଙ୍କ ଆଳଙ୍କାରିକ ପ୍ରଶ୍ନ ସେ ପଦ -୪ ରେ ରୂତଙ୍କୁ ଦେବାକୁ ଯାଉଥିବା ପରାମର୍ଶର କାରଣ ଦର୍ଶାଏ । ଏହି ଶବ୍ଦ ପଦ ୧ ର ଫଳାଫଳକୁ ଚିହ୍ନିତ କରେ। ଅନ୍ୟ ଅର୍ଥରେ, ନୟମୀ ରୂତଙ୍କୁ କ’ଣ କରିବା ଆବଶ୍ୟକ (୩:-୪) ସେ ବିଷୟରେ ତାଙ୍କୁ ପରାମର୍ଶ ଦିଅନ୍ତି (୩:୧) କାରଣ ସେ ରୂତଙ୍କ ପାଇଁ ଏକ ଉତ୍ତମ, ସୁରକ୍ଷିତ ଗୃହ ଖୋଜିବାକୁ ଇଚ୍ଛା କରନ୍ତି। ଯଦି ଫଳାଫଳ ପରେ କାରଣ ଦେବା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ପଦ -୪ ପରେ ପଦ ୧ କୁ ରଖି ପାରନ୍ତି, ଯାହାକି ପଦ ୧-୪ ଭାବରେ ଚିହ୍ନିତ ହେବ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
RUT 3 2 b4h8 figs-rquestion הֲ⁠לֹ֥א בֹ֨עַז֙ מֹֽדַעְתָּ֔⁠נוּ 1 is not Boaz our relative ପୂର୍ବରୁ ରୂତଙ୍କୁ କହିଥିବା କଥାକୁ ସ୍ମରଣ କରାଇବା ପାଇଁ, ସେ ଯାହା କହିବାକୁ ଯାଉଛନ୍ତି ତାହାର କାରଣ ଦର୍ଶାଇବା ପାଇଁ ନୟମୀ ଏହି ପ୍ରଶ୍ନକୁ ବ୍ୟବହାର କଲେ (2:20 ଦେଖନ୍ତୁ) । ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେ ଜାଣ ଯେ ବୋୟଜ ଆମ୍ଭର କୁଟୁମ୍ବିୟ ଅଟନ୍ତି।” [[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 3 2 j31t figs-explicit הָיִ֖ית אֶת־נַעֲרוֹתָ֑י⁠ו 1 whose young female workers you have been working ଯଦି ଏହା ବୁଝିବାରେ ସାହାଯ୍ୟ କରେ ତେବେ ରୂତ ଦାସୀମାନଙ୍କ ସଙ୍ଗରେ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ବୋଲି ଅନୁବାଦକୁ ସ୍ପଷ୍ଟ କରାଯାଇପାରେ । ବିକଳ୍ପ ଅନୁବାଦ: “ଯେଉଁ ମହିଳା ଦାସୀମାନଙ୍କ ସଙ୍ଗରେ ତୁମ୍ଭେ କ୍ଷେତ୍ରରେ ଥିଲ ।” (ଦେଖନ୍ତୁ: [[rc://en/ta/man/translate/figs-explicit]])

Can't render this file because it contains an unexpected character in line 36 and column 919.