Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 05:33:54 +00:00
parent 22dfbc918a
commit 7913776e16
1 changed files with 2 additions and 2 deletions

View File

@ -37,7 +37,7 @@ RUT 1 12 abc1 figs-rquestion כִּ֤י אָמַ֨רְתִּי֙ יֶשׁ־לִ
RUT 1 12 kh9g יָלַ֥דְתִּי בָנִֽים 1 would give birth to sons **ସନ୍ତାନମାନଙ୍କୁ ପ୍ରସବ କରିବା କିମ୍ଭା ଶିଶୁପୁତ୍ରମାନଙ୍କୁ ପ୍ରସବ କରିବା**
RUT 1 13 gmc2 figs-rquestion אֲשֶׁ֣ר יִגְדָּ֔לוּ הֲ⁠לָהֵן֙ תֵּֽעָגֵ֔נָה לְ⁠בִלְתִּ֖י הֱי֣וֹת לְ⁠אִ֑ישׁ 1 would you therefore wait until the time when they are grown? Would you for this reason keep yourselves from belonging a husband? ନୟମୀ ପୂର୍ବ ପଦରେ ଆରମ୍ଭ କରିଥିବା ଆଳଙ୍କାରିକ ପ୍ରଶ୍ନକୁ ଏହି ପଦରେ ସମାପ୍ତ କରନ୍ତି ଏବଂ ଦ୍ୱିତୀୟ ଆଳଙ୍କାରିକ ପ୍ରଶ୍ନ କରନ୍ତି ଯାହା ପୂର୍ବ ପ୍ରଶ୍ନର ଅର୍ଥକୁ ଗୁରୁତ୍ୱ ପ୍ରଦାନ କରେ । ବିକଳ୍ପ ଅନୁବାଦ: "… ସେମାନେ ବୟସପ୍ରାପ୍ତି ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ବିବାହ କରିବାକୁ ସେମାନଙ୍କର ଅପେକ୍ଷା କରିବ ନାହିଁ । ଏଥି ପୂର୍ବରୁ ତୁମ୍ଭମାନଙ୍କୁ ବିବାହ କରିବାକୁ ପଡିବ।" [[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 1 13 ab04 אֲשֶׁ֣ר יִגְדָּ֔לוּ הֲ⁠לָהֵן֙ תֵּֽעָגֵ֔נָה לְ⁠בִלְתִּ֖י הֱי֣וֹת לְ⁠אִ֑ישׁ 1 would you therefore wait until the time when they are grown? Would you for this reason keep yourselves from belonging a husband? ଏହା ଲିଭରେଟ୍ ବିବାହ ପ୍ରଥାକୁ ସୂଚିତ କରେ, ଯେଉଁ ପ୍ରଥାରେ ଯଦି ଜଣେ ବିବାହିତ ପୁରୁଷ ମୃତ୍ୟୁବରଣ କରେ, ତେବେ ତାଙ୍କର ଭାଇମାନଙ୍କ ମଧ୍ୟରୁ ଜଣେ ଭାଇ ସେହି ପୁରୁଷର ବିଧବାଙ୍କୁ ବିବାହ କରନ୍ତି। ଏବିଷୟରେ ଅଧିକ ଜାଣିବା ପାଇଁ ପରିଚୟ ଦେଖନ୍ତୁ ।
RUT 1 13 gh99 figs-metaphor מַר־לִ֤⁠י מְאֹד֙ 1 it is exceedingly bitter for me ତିକ୍ତତା ଅତିଶୟ ଦୁଃଖର ଏକ ଉପମା ବା ରୂପକ ଅଳଙ୍କାର ଅଟେ । ବିକଳ୍ପ ଅନୁବାଦ: “ଏହା ମୋତେ ଅତ୍ୟନ୍ତ ଦୁଃଖିତ କରେ” [[rc://en/ta/man/translate/figs-metaphor]]) ଦେଖନ୍ତୁ)
RUT 1 13 gh99 figs-metaphor מַר־לִ֤⁠י מְאֹד֙ 1 it is exceedingly bitter for me ତିକ୍ତତା ଅତିଶୟ ଦୁଃଖର ଏକ ଉପମା ବା ରୂପକ ଅଳଙ୍କାର ଅଟେ। ବିକଳ୍ପ ଅନୁବାଦ: “ଏହା ମୋତେ ଅତ୍ୟନ୍ତ ଦୁଃଖିତ କରେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
RUT 1 13 z9u3 figs-metonymy יָצְאָ֥ה בִ֖⁠י יַד־יְהוָֽה 1 the hand of Yahweh has gone out against me **ହସ୍ତ** ଶବ୍ଦ ସଦାପ୍ରଭୁଙ୍କ ଶକ୍ତି ବା ପ୍ରଭାବକୁ ସୂଚାଏ। ବିକଳ୍ପ ଅନୁବାଦ: "ସଦାପ୍ରଭୁ ମୋ ପ୍ରତି ଭୟଙ୍କର ବିଷୟଗୁଡ଼ିକୁ ଘଟେଇଛନ୍ତି" [[rc://en/ta/man/translate/figs-metonymy]]) ଦେଖନ୍ତୁ)
RUT 1 13 ab02 figs-explicit יָצְאָ֥ה בִ֖⁠י יַד־יְהוָֽה 1 the hand of Yahweh has gone out against me ସଦାପ୍ରଭୁ ଯାହା କରିଛନ୍ତି ତାହା ସ୍ପଷ୍ଟ ଭାବରେ ଅନୁବାଦ କରାଯାଇପାରେ । ବିକଳ୍ପି ଅନୁବାଦ: “ସଦାପ୍ରଭୁ ଆମ୍ଭମାନଙ୍କ ସ୍ୱାମୀମାନଙ୍କୁ ନେଇଯାଇଛନ୍ତି” [[rc://en/ta/man/translate/figs-explicit]] ଦେଖନ୍ତୁ)
RUT 1 14 n47v figs-idiom וַ⁠תִּשֶּׂ֣נָה קוֹלָ֔⁠ן וַ⁠תִּבְכֶּ֖ינָה 1 Then they lifted up their voices and cried ଏହାର ଅର୍ଥ ସେମାନେ ଉଚ୍ଚସ୍ୱରରେ ରୋଦନ କଲେ କିମ୍ବା ଅତ୍ଯନ୍ତ ରୋଦନ କଲେ। (ଦେଖନ୍ତୁ: [[rc://en/ta/man/translate/figs-idiom]])
@ -74,7 +74,7 @@ RUT 2 2 am6a ר֨וּת הַ⁠מּוֹאֲבִיָּ֜ה 1 Ruth, the Moabite w
RUT 2 2 c7rk הַ⁠מּוֹאֲבִיָּ֜ה 1 the Moabite woman ସେହି ସ୍ତ୍ରୀ ଜଣକ ମୋୟାବ ଦେଶୀୟା କିମ୍ବା ମୋୟାବ ଗୋଷ୍ଠୀରୁ ଥିଲେ ବୋଲି ଏହି ଉପାୟରେ ମଧ୍ୟ ପ୍ରକାଶ କରାଯାଇପାରେ।
RUT 2 2 qt4q וַ⁠אֲלַקֳטָּ֣ה בַ⁠שִׁבֳּלִ֔ים 1 and glean heads of grain **ଶସ୍ୟକଟାଳିମାନଙ୍କ** **ଦ୍ୱାରା ଛାଡାଯାଇଥିବା ବଳକା ଶସ୍ୟ** **ସାଉଣ୍ଟିବି** କିମ୍ବା **ଶସ୍ୟକଟାଳିମାନଙ୍କ** **ଦ୍ୱାରା** **ଛାଡାଯାଇଥିବା** **ବଳକା ଶସ୍ୟ ସଂଗ୍ରହ କରିବି****।**
RUT 2 2 j59b figs-idiom אֶמְצָא־חֵ֖ן בְּ⁠עֵינָ֑י⁠ו 1 In whose eyes I find favor **ମୁଁ ଯାହାର ଦୃଷ୍ଟିରେ ଅନୁଗ୍ରହ ପାଇବି** ଏହି ବାକ୍ୟାଂଶଟି ଏକ ରୂଢ଼ି ଅଟେ ଯାହାର ଅର୍ଥ “ଯେଉଁ ବ୍ୟକ୍ତି ମୋତେ ମଞ୍ଜୁରି ଦେବେ” ଅଟେ। ଅନୁମତି କିମ୍ବା ଅନୁମୋଦନ ପାଇବା ଭଳି କାହାର ଅନୁଗ୍ରହ ପାଇବା ବିଷୟରେ ରୂତ କହନ୍ତି। ବିକଳ୍ପ ଅନୁବାଦ: “ଯିଏ ମୋ ପ୍ରତି ଦୟା ଦେଖାଇବ”(ଦେଖନ୍ତୁ: [[rc://en/ta/man/translate/figs-idiom]])
RUT 2 2 abc5 figs-metaphor בְּ⁠עֵינָ֑י⁠ו 1 in whose eyes **ଦୃଷ୍ଟିରେ** ଏକ ଲକ୍ଷଣାତ୍ମକ ଶବ୍ଦ ଅଟେ ଯାହା ଦେଖିବାକୁ ପ୍ରତିନିଧିତ୍ୱ କରେ ଏବଂ ଦେଖିବା ଜ୍ଞାନ, ଦୃଷ୍ଟି, ଧ୍ୟାନଦେବା, କିମ୍ବା ନ୍ୟାୟ ବିଚାର ପାଇଁ ଏକ ଉପମା ଅଟେ । ବିକଳ୍ପ ଅନୁବାଦ: “ମୋ ପ୍ରତି ଦୟାଳୁ ହେବାକୁ ଯିଏ ନିର୍ଣ୍ଣୟ କରିବ” [[rc://en/ta/man/translate/figs-metaphor]])ଦେଖନ୍ତୁ)
RUT 2 2 abc5 figs-metaphor בְּ⁠עֵינָ֑י⁠ו 1 in whose eyes **ଆଖି** ଏକ ଲକ୍ଷଣାତ୍ମକ ଶବ୍ଦ ଅଟେ ଯାହା ଦେଖିବାକୁ ପ୍ରତିନିଧିତ୍ୱ କରେ ଏବଂ ଦେଖିବା ଜ୍ଞାନ, ଦୃଷ୍ଟି, ଧ୍ୟାନଦେବା, କିମ୍ବା ନ୍ୟାୟ ବିଚାର ପାଇଁ ଏକ ଉପମା ଅଟେ। ବିକଳ୍ପ ଅନୁବାଦ: “ମୋ ପ୍ରତି ଦୟାଳୁ ହେବାକୁ ଯିଏ ନିର୍ଣ୍ଣୟ କରିବ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
RUT 2 2 ed93 בִתִּֽ⁠י 1 my daughter ରୂତ ନୟମୀଙ୍କର ନିଜ ମାତା ପରି ଯତ୍ନ ନେଉଥିଲେ, ଏବଂ ନୟମୀ ମଧ୍ୟ ରୂତଙ୍କୁ  ନିଜ ଝିଅ ଭଳି ସ୍ନେହ କରୁଥିଲେ। ଯଦି ଏହି ବିଷୟ ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ତେବେ ଏହିପରି ଶବ୍ଦକୁ  ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ଦୁଇ ମହିଳାଙ୍କ ମଧ୍ୟରେ ଥିବା  ଘନିଷ୍ଠ ସମ୍ପର୍କକୁ ପ୍ରକାଶ କରେ।
RUT 2 3 ht73 וַ⁠יִּ֣קֶר מִקְרֶ֔⁠הָ 1 by chance ଏହାର ଅର୍ଥ ଏହା ଯେ ରୂତ ଯେଉଁ କ୍ଷେତ୍ରରେ ଶସ୍ୟ ସଂଗ୍ରହ କରିବା ପାଇଁ ଯାଉଥିଲେ, ତାହା ନୟମୀଙ୍କ ସମ୍ପର୍କୀୟ ବୋୟଜଙ୍କର ଅଟେ ବୋଲି ସେ ଜାଣି ନଥିଲେ ।
RUT 2 3 ab11 מִ⁠מִּשְׁפַּ֥חַת אֱלִימֶֽלֶךְ 1 from the clan of Elimelek ଏଠାରେ **ବଂଶୀୟ** ଶବ୍ଦର ଅର୍ଥ ବୋୟଜ ଏଲିମେଲକଙ୍କ ସମ୍ପର୍କୀୟ ଥିଲେ କିନ୍ତୁ ଏଲିମେଲକ ଏବଂ ବୋୟଜଙ୍କ ପିତାମାତା ଭିନ୍ନ ଥିଲେ ।  ଏହି ବଂଶୀୟ ଏଲିମେଲକଙ୍କ ନାମରେ ନାମିତ କିମ୍ବା ଏଲିମେଲକଙ୍କର ପରିବାରର ପିତୃପୁରୁଷ କିମ୍ବା ନେତା ଥିଲେ, ସେବିଷୟରେ ଏହି ବାକ୍ୟ ପ୍ରକାଶ କରେ ନାହିଁ।

Can't render this file because it contains an unexpected character in line 36 and column 919.