Edit 'en_tn_08-RUT.tsv' using 'tc-create-app'

This commit is contained in:
Gayatri-Digal 2021-08-03 13:10:16 +00:00
parent 76dbd21e50
commit a7bff7f393
1 changed files with 1 additions and 1 deletions

View File

@ -42,7 +42,7 @@ RUT 1 13 z9u3 figs-metonymy יָצְאָ֥ה בִ֖⁠י יַד־יְהוָֽה
RUT 1 13 ab02 figs-explicit יָצְאָ֥ה בִ֖⁠י יַד־יְהוָֽה 1 the hand of Yahweh has gone out against me ସଦାପ୍ରଭୁ ଯାହା କରିଛନ୍ତି ତାହା ସ୍ପଷ୍ଟ ଭାବରେ ପ୍ରକାଶ କରାଯାଇ ପାରିବ।ବିକଳ୍ପି ଅନୁବାଦ: “ସଦାପ୍ରଭୁ ଆମ ସ୍ୱାମୀମାନଙ୍କୁ ନେଇଯାଇଛନ୍ତି” [[rc://en/ta/man/translate/figs-explicit]])(ଦେଖନ୍ତୁ)
RUT 1 14 n47v figs-idiom וַ⁠תִּשֶּׂ֣נָה קוֹלָ֔⁠ן וַ⁠תִּבְכֶּ֖ינָה 1 Then they lifted up their voices and cried ଏହାର ଅର୍ଥ ସେମାନେ ସ୍ୱର ଉତ୍ତୋଳନ କରି କାନ୍ଦିଲେ କିମ୍ବା ଅତି ବେଶି କାନ୍ଦିଲେ। [[rc://en/ta/man/translate/figs-idiom]])(ଦେଖନ୍ତୁ)
RUT 1 14 t4sl figs-explicit וְ⁠ר֖וּת דָּ֥בְקָה בָּֽ⁠הּ 1 but Ruth clung to her **ରୂତ ତା ’ପାଖରେ ରହିଲେ**। ବିକଳ୍ପି ଅନୁବାଦ: “ରୂତ ତାଙ୍କୁ ଛାଡି ଯିବାକୁ ମନା କଲେ” କିମ୍ବା “ରୂତ ତାଙ୍କୁ ଛାଡିବେ ନାହିଁ” (ଅନୁମାନିତ ଜ୍ଞାନ ଏବଂ ଅନ୍ତର୍ନିହିତ ସୂଚନା [[rc://en/ta/man/translate/figs-explicit]])(ଦେଖନ୍ତୁ)
RUT 1 15 ld6g הִנֵּה֙ 1 Look ଧ୍ୟାନଦିଅ**_,_** କାରଣ ମୁଁ ଯାହା କହିବାକୁ ଯାଉଛି ତାହା ଉଭୟସତ୍ୟଏବଂଗୁରୁତ୍ୱପୂର୍ଣ୍ଣଅଟେ।
RUT 1 15 ld6g הִנֵּה֙ 1 Look **ଧ୍ୟାନଦିଅ*,* କାରଣ ମୁଁ ଯାହା କହିବାକୁ ଯାଉଛି ତାହା ଉଭୟସତ୍ୟଏବଂଗୁରୁତ୍ୱପୂର୍ଣ୍ଣଅଟେ।**
RUT 1 15 nqm3 writing-participants יְבִמְתֵּ֔⁠ךְ 1 your sister-in-law **ତୁମ ସ୍ୱାମୀଙ୍କ ଭାଇର ସ୍ତ୍ରୀ କିମ୍ବା ଅର୍ପାଙ୍କ।** ଏହି ବ୍ୟକ୍ତିଙ୍କୁ ସୂଚାଇବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ।(ନୂତନ ଏବଂ ପୁରାତନ ଅଂଶଗ୍ରହଣକାରୀଙ୍କପରିଚୟ [[rc://en/ta/man/translate/writing-participants]])(ଦେଖନ୍ତୁ)
RUT 1 15 man4 אֱלֹהֶ֑י⁠הָ 1 her gods ଅର୍ପା ଏବଂ ରୂତ ନୟମୀର ପୁତ୍ରମାନଙ୍କୁ ବିବାହ କରିବା ପୂର୍ବରୁ ସେମାନେ ମୋୟାବ ଦେଶର ଦେବତାମାନଙ୍କୁ ପୂଜା କରୁଥିଲେ। ସେମାନଙ୍କର ବିବାହ ସମୟରେ ସେମାନେ ସଦାପ୍ରଭୁଙ୍କୁ ଉପାସନା କରିବାକୁ ଲାଗିଲେ। ବର୍ତ୍ତମାନ, ଅର୍ପା ପୁଣି ମୋୟାବ ଦେଶର ଦେବତାମାନଙ୍କୁ ପୂଜା କରିବାକୁ ଯାଉଥିଲେ।
RUT 1 16 z5ug וּ⁠בַ⁠אֲשֶׁ֤ר תָּלִ֨ינִי֙ 1 where you stay ତୁମେ ଯେଉଁଠାରେ ରହିବ

Can't render this file because it contains an unexpected character in line 36 and column 901.