Edit 'en_tn_08-RUT.tsv' using 'tc-create-app'

This commit is contained in:
Gayatri-Digal 2021-08-03 13:09:47 +00:00
parent f4272cf47f
commit 76dbd21e50
1 changed files with 1 additions and 1 deletions

View File

@ -34,7 +34,7 @@ RUT 1 11 ggi3 figs-rquestion לָ֥⁠מָּה תֵלַ֖כְנָה עִמִּ֑
RUT 1 11 q2hn figs-rquestion הַֽ⁠עֽוֹד־לִ֤⁠י בָנִים֙ בְּֽ⁠מֵעַ֔⁠י וְ⁠הָי֥וּ לָ⁠כֶ֖ם לַ⁠אֲנָשִֽׁים 1 Do I still have sons in my womb, that they may become your husbands? ଏହା ଏକ ଆଳଙ୍କାରିକ ପ୍ରଶ୍ନ  (Rhetorical question)। ନୟମୀ ସେମାନେ ବିବାହ କରିବା ପାଇଁ ପୁଣିଥରେ ପୁତ୍ର ସନ୍ତାନମାନଙ୍କୁ ପ୍ରସବ କରି ପାରିବେ ନାହିଁ ବୋଲି କହିବା ପାଇଁ ଏହି ପ୍ରଶ୍ନକୁ ବ୍ୟବହାର। ବିକଳ୍ପ ଅନୁବାଦ: “ତୁମମାନଙ୍କର ସ୍ୱାମୀ ହେବାକୁ ପୁଣିଥରେ ପୁତ୍ରସନ୍ତାନମାନଙ୍କୁ ପ୍ରସବ କରିପାରିବି ମୋ ପକ୍ଷରେ କଦାପି ସମ୍ଭବ ନୁହେଁ ।” [[rc://en/ta/man/translate/figs-rquestion]])(ଦେଖନ୍ତୁ)
RUT 1 12 dyc4 figs-explicit זָקַ֖נְתִּי מִ⁠הְי֣וֹת לְ⁠אִ֑ישׁ 1 I am too old to belong to a husband ସନ୍ତାନ ପ୍ରସବ କରିବା ସ୍ୱାମୀଙ୍କର ଗୁରୁତ୍ୱପୂର୍ଣ୍ଣ ହେବାର କାରଣ ସ୍ପଷ୍ଟ ଭାବରେ କୁହାଯାଇପାରିବ।ବିକଳ୍ପ ଅନୁବାଦ: “ମୁଁ ପୁନର୍ବାର ବିବାହ କରି ସନ୍ତାନ ପ୍ରସବ କରିବା ବୟସର ସୀମା ଅତିକ୍ରମ କରି ସାରିଛି ଏବଂ ମୁଁ ବୃଦ୍ଧ ଅଟେ” (ଅନୁମାନିତ ଜ୍ଞାନ ଏବଂ ଅନ୍ତର୍ନିହିତ ସୂଚନା [[rc://en/ta/man/translate/figs-explicit]])(ଦେଖନ୍ତୁ)
RUT 1 12 abc1 figs-rquestion כִּ֤י אָמַ֨רְתִּי֙ יֶשׁ־לִ֣⁠י תִקְוָ֔ה גַּ֣ם הָיִ֤יתִי הַ⁠לַּ֨יְלָה֙ לְ⁠אִ֔ישׁ וְ⁠גַ֖ם יָלַ֥דְתִּי בָנִֽים 1 If I said I have hope, if I belonged to a husband even tonight, and even if I would give birth to sons, ଏହି ଆଳଙ୍କାରିକ ପ୍ରଶ୍ନ  ଏଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ବାକ୍ୟ ପର୍ଯ୍ୟନ୍ତ ଯାଏ । ନୟମୀ ଏହି ପ୍ରଶ୍ନ ବ୍ୟବହାର କରି କହନ୍ତି ଯେ ସେ ଆଉ ଅନ୍ୟ ପୁତ୍ର ସନ୍ତାନମାନଙ୍କୁ ଯାଉଁମାନଙ୍କୁ ସେମାନେ ବିବାହ କରିବେ,ପ୍ରସବ କରିପାରିବେ ନାହିଁ । ବିକଳ୍ପ ଅନୁବାଦ: "ଯଦିଓ ଏହା ସମ୍ଭବ ହୁଅନ୍ତା ତେବେ ମୁଁ ତୁରନ୍ତ ବିବାହ କରି ତୁରନ୍ତ ପୁତ୍ରମାନଙ୍କୁ ପ୍ରସବ କରିବାକୁ ଆଶା କରନ୍ତି… ”[[rc://en/ta/man/translate/figs-rquestion\] (ଦେଖନ୍ତୁ)
RUT 1 12 kh9g יָלַ֥דְתִּי בָנִֽים 1 would give birth to sons **bear children** or **deliver baby boys**
RUT 1 12 kh9g יָלַ֥דְתִּי בָנִֽים 1 would give birth to sons **ସନ୍ତାନମାନଙ୍କୁ ପ୍ରସବ କରିବା କିମ୍ଭା ଶିଶୁପୁତ୍ରମାନଙ୍କୁ ପ୍ରସବ କରିବା**
RUT 1 13 gmc2 figs-rquestion אֲשֶׁ֣ר יִגְדָּ֔לוּ הֲ⁠לָהֵן֙ תֵּֽעָגֵ֔נָה לְ⁠בִלְתִּ֖י הֱי֣וֹת לְ⁠אִ֑ישׁ 1 would you therefore wait until the time when they are grown? Would you for this reason keep yourselves from belonging a husband? ନୟମୀ ପୂର୍ବ ପଦରେ ପଚାରିଥିବା  ଆଳଙ୍କାରିକ ପ୍ରଶ୍ନକୁ ଏହି ପଦରେ ସମାପ୍ତ କରନ୍ତି ଏବଂ ଦ୍ୱିତୀୟ ଆଳଙ୍କାରିକ ପ୍ରଶ୍ନ କରନ୍ତି ଯାହା ପୂର୍ବ ପ୍ରଶ୍ନର ଅର୍ଥକୁ ଗୁରୁତ୍ୱ ପ୍ରଦାନ କରେ।ବିକଳ୍ପ ଅନୁବାଦ: "… ସେମାନେ ବୟସ୍କ ହେବା ପର୍ଯ୍ୟନ୍ତ ତୁମେମାନେ ବିବାହ କରିବାକୁ ସେମାନଙ୍କର ଅପେକ୍ଷା କରିବ ନାହିଁ । ଏଥି ପୂର୍ବରୁ ତୁମେମାନଙ୍କୁ ବିବାହ କରିବାକୁ ପଡିବ।" [[rc://en/ta/man/translate/figs-rquestion]])(ଦେଖନ୍ତୁ)
RUT 1 13 ab04 אֲשֶׁ֣ר יִגְדָּ֔לוּ הֲ⁠לָהֵן֙ תֵּֽעָגֵ֔נָה לְ⁠בִלְתִּ֖י הֱי֣וֹת לְ⁠אִ֑ישׁ 1 would you therefore wait until the time when they are grown? Would you for this reason keep yourselves from belonging a husband? ଏହା ଲିଭରେଟ୍ ବିବାହ ଅଭ୍ୟାସକୁ ସୂଚିତ କରେ, ଯେଉଁ ଅଭ୍ୟାସରେ ଯଦି ଜଣେ ବିବାହିତ ପୁରୁଷ ମରିଯାଏ, ତେବେ ତାଙ୍କର ଜଣେ ଭାଇ ସେହି ପୁରୁଷର ବିଧବାଙ୍କୁ ବିବାହ କରନ୍ତି। ଏବିଷୟରେ ଅଧିକ ଜାଣିବା ପାଇଁ ପରିଚୟ ଦେଖନ୍ତୁ ।
RUT 1 13 gh99 figs-metaphor מַר־לִ֤⁠י מְאֹד֙ 1 it is exceedingly bitter for me ତିକ୍ତତା ଦୁଃଖର ଏକ ଉପମା ବା ରୂପକ ଅଳଙ୍କାର ଅଟେ।ବିକଳ୍ପିକ ଅନୁବାଦ: “ଏହା ମୋତେ ଅତ୍ଯନ୍ତ ଦୁଃଖିତ କରେ” [[rc://en/ta/man/translate/figs-metaphor]])(ଦେଖନ୍ତୁ)

Can't render this file because it contains an unexpected character in line 36 and column 901.