Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-11 11:17:59 +00:00
parent bb7db20144
commit a6df62d826
1 changed files with 1 additions and 1 deletions

View File

@ -64,7 +64,7 @@ JUD 1 22 wbr5 οὓς ... διακρινομένους 1 those who doubt ଏଠ
JUD 1 23 wkj9 figs-metaphor ἐκ πυρὸς ἁρπάζοντες 1 snatching them out of the fire ଏଠାରେ ଯିହୂଦା କେତେକ ଲୋକଙ୍କୁ ନର୍କରୁ ତୁରନ୍ତ ଉଦ୍ଧାର କରିବା ବିଷୟରେ ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି ଯାହା ଲୋକମାନେ ଜଳିବା ଆରମ୍ଭ କରିବା ପୂର୍ବରୁ **ନିଆଁରୁ** ଉଦ୍ଧାର କରିବାକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସାଙ୍କେତିକ ଭାବରେ ଅନୁବାଦ କରି ପାରିବେ କିମ୍ବା ଏକ ଉପମା ବ୍ୟବହାର କରିପାରିବେ
। ବିକଳ୍ପ ଅନୁବାଦ: “ସେମାନଙ୍କୁ ନର୍କର ପଥରୁ ଉଦ୍ଧାର କରିବାକୁ ଯାହା ଆବଶ୍ୟକ ତାହା କରିବା” କିମ୍ବା “ସେମାନଙ୍କୁ ବଞ୍ଚାଇବା ପାଇଁ ଯାହା କରିବା ଆବଶ୍ୟକ ତାହା କରିବା, ଯେପରି ସେମାନଙ୍କୁ ନିଆଁରୁ ସୁରକ୍ଷିତ ରଖିବା” (ଦେଖନ୍ତୁ: [[rc://or/ta/man/translate/figs-metaphor]])
JUD 1 23 ign7 οὓς ... ἐλεᾶτε ἐν φόβῳ 1 To others be merciful with fear ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଦୟା** ପଛରେ
ଥିବା ଧାରଣା ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଦୟା ସହକାରେ ଆଚରଣ କର” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
JUD 1 23 u4px figs-hyperbole μισοῦντες καὶ τὸν ἀπὸ τῆς σαρκὸς ἐσπιλωμένον χιτῶνα 1 Hate even the garment stained by the flesh ଯିହୂଦା ଆପଣା ପାଠକମାନଙ୍କୁ ଚେତାଇବା ପାଇଁ ଅତିଶୟୋକ୍ତି ବ୍ୟବହାର କରି କହନ୍ତି ଯେ ସେମାନେ ସେହି ପାପୀମାନଙ୍କ ପରି ହୋଇପାରନ୍ତି । ବିକଳ୍ପ ଅନୁବାଦ: “ସେମାନଙ୍କର ବସ୍ତ୍ରକୁ ଛୁଇଁ ଯେପରି ସେମାନେ ପାପୀ ହୋଇପାରନ୍ତି” (ଦେଖନ୍ତୁ: [[rc://or/ta/man/translate/figs-hyperbole]])
JUD 1 24 r3jx 0 Connecting Statement: ଯିହୂଦା ଆଶୀର୍ବାଦ ସହ ଶେଷ କରୁଛନ୍ତି I
JUD 1 24 r3jx 0 Connecting Statement: ଏଠାରେ, **ଯେ** ଈଶ୍ଵଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ ନିମନ୍ତେ, ଯିଏ ତୁମ୍ଭମାନଙ୍କୁ ଝୁଣ୍ଟିବାରୁ ରକ୍ଷା କରିବାକୁ ସକ୍ଷମ ଅଟନ୍ତି” (ଦେଖନ୍ତୁ: [[rc://en/ta/man/translate/figs-explicit]])
JUD 1 24 w1dc figs-metaphor στῆσαι κατενώπιον τῆς δόξης αὐτοῦ 1 to cause you to stand before his glorious presence ତାହାଙ୍କ ଗୌରବ ଦିପ୍ତୀମୟ ଆଲୋକ ସଦୃଶ ଯାହା ତାହାଙ୍କ ମହାନତାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଅତଏବ ତାହାଙ୍କ ଗୌରବକୁ ଉପଭୋଗ ଓ ଉପାସନା କରିବା ନିମନ୍ତେ ତୁମ୍ଭମାନଙ୍କୁ ଅନୁମତି ଦେବେ” (ଦେଖ: [[rc://or/ta/man/translate/figs-metaphor]])
JUD 1 24 gq9e figs-metaphor τῆς δόξης αὐτοῦ ἀμώμους ἐν 1 glorious presence without blemish and with ଏଠାରେ ପାପ ବିଷୟରେ କୁହାଯାଏ ଯେପରି ଏହା ଜଣେ ବ୍ୟକ୍ତିର ଶରୀରରେ ମଇଳା ବା ଏକ କଳଙ୍କ ସଦୃଶ ଅଟେ I ଅନ୍ୟଏକ ଅନୁବାଦରେ: “ଗୌରବମୟ ଉପସ୍ଥିତି, ଯେଉଁଠାରେ ତୁମ୍ଭେମାନେ ପାପରହିତ ହେବ ଏବଂ ପ୍ରାପ୍ତ କରିବ” (ଦେଖ: [[rc://or/ta/man/translate/figs-metaphor]])
JUD 1 25 a3ua μόνῳ Θεῷ Σωτῆρι ἡμῶν, διὰ Ἰησοῦ Χριστοῦ τοῦ Κυρίου ἡμῶν 1 to the only God our Savior through Jesus Christ our Lord "ଏକମାତ୍ର ଈଶ୍ବରଙ୍କଠାରେ, ଯେ ଯୀଶୁଖ୍ରୀଷ୍ଟଙ୍କ କର୍ମ ସକାଶୁ ଆମ୍ଭମାନଙ୍କୁ ଉଦ୍ଧାର କଲେ I ଏହା ଗୁରୁତ୍ବାରୋପ କରେ ଯେ ପିତା ଈଶ୍ବର ଓ ପୁତ୍ର ମଧ୍ୟ ତ୍ରାଣକର୍ତ୍ତା ଅଟନ୍ତି I

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
64 JUD 1 23 wkj9 figs-metaphor ἐκ πυρὸς ἁρπάζοντες 1 snatching them out of the fire ଏଠାରେ ଯିହୂଦା କେତେକ ଲୋକଙ୍କୁ ନର୍କରୁ ତୁରନ୍ତ ଉଦ୍ଧାର କରିବା ବିଷୟରେ ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି ଯାହା ଲୋକମାନେ ଜଳିବା ଆରମ୍ଭ କରିବା ପୂର୍ବରୁ **ନିଆଁରୁ** ଉଦ୍ଧାର କରିବାକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସାଙ୍କେତିକ ଭାବରେ ଅନୁବାଦ କରି ପାରିବେ କିମ୍ବା ଏକ ଉପମା ବ୍ୟବହାର କରିପାରିବେ
। ବିକଳ୍ପ ଅନୁବାଦ: “ସେମାନଙ୍କୁ ନର୍କର ପଥରୁ ଉଦ୍ଧାର କରିବାକୁ ଯାହା ଆବଶ୍ୟକ ତାହା କରିବା” କିମ୍ବା “ସେମାନଙ୍କୁ ବଞ୍ଚାଇବା ପାଇଁ ଯାହା କରିବା ଆବଶ୍ୟକ ତାହା କରିବା, ଯେପରି ସେମାନଙ୍କୁ ନିଆଁରୁ ସୁରକ୍ଷିତ ରଖିବା” (ଦେଖନ୍ତୁ: [[rc://or/ta/man/translate/figs-metaphor]])
65 JUD 1 23 ign7 οὓς ... ἐλεᾶτε ἐν φόβῳ 1 To others be merciful with fear ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଦୟା** ପଛରେ
ଥିବା ଧାରଣା ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଦୟା ସହକାରେ ଆଚରଣ କର” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
66 JUD 1 23 u4px figs-hyperbole μισοῦντες καὶ τὸν ἀπὸ τῆς σαρκὸς ἐσπιλωμένον χιτῶνα 1 Hate even the garment stained by the flesh ଯିହୂଦା ଆପଣା ପାଠକମାନଙ୍କୁ ଚେତାଇବା ପାଇଁ ଅତିଶୟୋକ୍ତି ବ୍ୟବହାର କରି କହନ୍ତି ଯେ ସେମାନେ ସେହି ପାପୀମାନଙ୍କ ପରି ହୋଇପାରନ୍ତି । ବିକଳ୍ପ ଅନୁବାଦ: “ସେମାନଙ୍କର ବସ୍ତ୍ରକୁ ଛୁଇଁ ଯେପରି ସେମାନେ ପାପୀ ହୋଇପାରନ୍ତି” (ଦେଖନ୍ତୁ: [[rc://or/ta/man/translate/figs-hyperbole]])
67 JUD 1 24 r3jx 0 Connecting Statement: ଯିହୂଦା ଆଶୀର୍ବାଦ ସହ ଶେଷ କରୁଛନ୍ତି I ଏଠାରେ, **ଯେ** ଈଶ୍ଵଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ ନିମନ୍ତେ, ଯିଏ ତୁମ୍ଭମାନଙ୍କୁ ଝୁଣ୍ଟିବାରୁ ରକ୍ଷା କରିବାକୁ ସକ୍ଷମ ଅଟନ୍ତି” (ଦେଖନ୍ତୁ: [[rc://en/ta/man/translate/figs-explicit]])
68 JUD 1 24 w1dc figs-metaphor στῆσαι κατενώπιον τῆς δόξης αὐτοῦ 1 to cause you to stand before his glorious presence ତାହାଙ୍କ ଗୌରବ ଦିପ୍ତୀମୟ ଆଲୋକ ସଦୃଶ ଯାହା ତାହାଙ୍କ ମହାନତାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଅତଏବ ତାହାଙ୍କ ଗୌରବକୁ ଉପଭୋଗ ଓ ଉପାସନା କରିବା ନିମନ୍ତେ ତୁମ୍ଭମାନଙ୍କୁ ଅନୁମତି ଦେବେ” (ଦେଖ: [[rc://or/ta/man/translate/figs-metaphor]])
69 JUD 1 24 gq9e figs-metaphor τῆς δόξης αὐτοῦ ἀμώμους ἐν 1 glorious presence without blemish and with ଏଠାରେ ପାପ ବିଷୟରେ କୁହାଯାଏ ଯେପରି ଏହା ଜଣେ ବ୍ୟକ୍ତିର ଶରୀରରେ ମଇଳା ବା ଏକ କଳଙ୍କ ସଦୃଶ ଅଟେ I ଅନ୍ୟଏକ ଅନୁବାଦରେ: “ଗୌରବମୟ ଉପସ୍ଥିତି, ଯେଉଁଠାରେ ତୁମ୍ଭେମାନେ ପାପରହିତ ହେବ ଏବଂ ପ୍ରାପ୍ତ କରିବ” (ଦେଖ: [[rc://or/ta/man/translate/figs-metaphor]])
70 JUD 1 25 a3ua μόνῳ Θεῷ Σωτῆρι ἡμῶν, διὰ Ἰησοῦ Χριστοῦ τοῦ Κυρίου ἡμῶν 1 to the only God our Savior through Jesus Christ our Lord ଏକମାତ୍ର ଈଶ୍ବରଙ୍କଠାରେ, ଯେ ଯୀଶୁଖ୍ରୀଷ୍ଟଙ୍କ କର୍ମ ସକାଶୁ ଆମ୍ଭମାନଙ୍କୁ ଉଦ୍ଧାର କଲେ I ଏହା ଗୁରୁତ୍ବାରୋପ କରେ ଯେ ପିତା ଈଶ୍ବର ଓ ପୁତ୍ର ମଧ୍ୟ ତ୍ରାଣକର୍ତ୍ତା ଅଟନ୍ତି I JUD 1 25 kql5 δόξα, μεγαλωσύνη, κράτος, καὶ ἐξουσία, πρὸ παντὸς τοῦ αἰῶνος, καὶ νῦν, καὶ εἰς πάντας τοὺς αἰῶνας. ἀμήν 1 be glory, majesty, dominion, and power, before all time, now, and forevermore ଈଶ୍ବରଙ୍କ ଗୌରବ, ଉପଯୁକ୍ତ ନେତୃତ୍ବ, ଓ ସମସ୍ତ ବିଷୟର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ସର୍ବଦା ରହିଥିଲା, ବର୍ତ୍ତମାନ ଅଛି, ଏବଂ ରହିବ I