Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-11 11:15:28 +00:00
parent 7175578219
commit bb7db20144
1 changed files with 2 additions and 2 deletions

View File

@ -62,8 +62,8 @@ JUD 1 21 s6w6 προσδεχόμενοι 1 wait for ଏହି ବାକ୍ୟ
JUD 1 21 p3bw figs-metonymy τὸ ἔλεος τοῦ Κυρίου ἡμῶν, Ἰησοῦ Χριστοῦ, εἰς ζωὴν αἰώνιον 1 the mercy of our Lord Jesus Christ that brings you eternal life ଏଠାରେ, **ଦୟା** ଶବ୍ଦ ବୁଝାଇପାରେ: ଯେବେ ଯୀଶୁ ପୃଥିବୀକୁ ଫେରି ବିଶ୍ଵାସୀମାନଙ୍କୁ ଦୟା ଦେଖାଇବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଫେରିବା ଏବଂ ଦୟାଳୁ ହେବାକୁ” () ସମସ୍ତ ବିଶ୍ଵାସୀଙ୍କ ପ୍ରତି ଯୀଶୁଙ୍କ ଦୟାକୁ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୟାଳୁ କାର୍ଯ୍ୟକୁ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
JUD 1 22 wbr5 οὓς ... διακρινομένους 1 those who doubt ଏଠାରେ **ଯେଉଁମାନେ ସନ୍ଦେହରେ ପଡ଼ିଥାଆନ୍ତି** ବାକ୍ୟାଂଶ ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ମିଥ୍ୟା ଶିକ୍ଷକମାନଙ୍କ ଶିକ୍ଷାଦାନ ଏବଂ କାର୍ଯ୍ୟକଳାପ ହେତୁ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି । ବିକଳ୍ପ ଅନୁବାଦ: “ଯେଉଁମାନେ କ’ଣ ବିଶ୍ୱାସ କରିବେ ସେ ବିଷୟରେ ଅନିଶ୍ଚିତ ଅଟନ୍ତି”
JUD 1 23 wkj9 figs-metaphor ἐκ πυρὸς ἁρπάζοντες 1 snatching them out of the fire ଏଠାରେ ଯିହୂଦା କେତେକ ଲୋକଙ୍କୁ ନର୍କରୁ ତୁରନ୍ତ ଉଦ୍ଧାର କରିବା ବିଷୟରେ ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି ଯାହା ଲୋକମାନେ ଜଳିବା ଆରମ୍ଭ କରିବା ପୂର୍ବରୁ **ନିଆଁରୁ** ଉଦ୍ଧାର କରିବାକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସାଙ୍କେତିକ ଭାବରେ ଅନୁବାଦ କରି ପାରିବେ କିମ୍ବା ଏକ ଉପମା ବ୍ୟବହାର କରିପାରିବେ
। ବିକଳ୍ପ ଅନୁବାଦ: “ସେମାନଙ୍କୁ ନର୍କର ପଥରୁ ଉଦ୍ଧାର କରିବାକୁ ଯାହା ଆବଶ୍ୟକ ତାହା କରିବା” କିମ୍ବା “ସେମାନଙ୍କୁ ବଞ୍ଚାଇବା ପାଇଁ ଯାହା କରିବା ଆବଶ୍ୟକ ତାହା କରିବା, ଯେପରି ସେମାନଙ୍କୁ ନିଆଁରୁ ସୁରକ୍ଷିତ ରଖିବା” (ଦେଖନ୍ତୁ: [[rc://or/ta/man/translate/figs-metaphor]])
JUD 1 23 ign7 οὓς ... ἐλεᾶτε ἐν φόβῳ 1 To others be merciful with fear ଅନ୍ୟମାନଙ୍କ ପ୍ରତି ଦୟାଳୁ ହୁଅ, କିନ୍ତୁ ସେମାନେ ଯେପ୍ରକାରେ ପାପ କଲେ, ସେପରି କରିବାକୁ ଭୟଭୀତ ହୁଅ
JUD 1 23 u4px figs-hyperbole μισοῦντες καὶ τὸν ἀπὸ τῆς σαρκὸς ἐσπιλωμένον χιτῶνα 1 Hate even the garment stained by the flesh ଯିହୂଦା ଆପଣା ପାଠକମାନଙ୍କୁ ସତର୍କ କରାଇବା ନିମନ୍ତେ ଅତିରଞ୍ଜନ କରୁଛନ୍ତି ଯେ ସେମାନେ ସେହି ପାପୀମାନଙ୍କ ସଦୃଶ ହୋଇ ଯିବେ I ଅନ୍ୟଏକ ଅନୁବାଦରେ: “ସେମାନଙ୍କୁ ଏପରି ବ୍ୟବହାର କର ଯେପରି ସେମାନଙ୍କ ବସ୍ତ୍ର ସ୍ପର୍ଶ କରିବା ଦ୍ବାରା ତୁମ୍ଭେମାନେ ପାପର ଦୋଷୀ ହୋଇ ପାର” (ଦେଖ: [[rc://or/ta/man/translate/figs-hyperbole]])
JUD 1 23 ign7 οὓς ... ἐλεᾶτε ἐν φόβῳ 1 To others be merciful with fear ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଦୟା** ପଛରେ
ଥିବା ଧାରଣା ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଦୟା ସହକାରେ ଆଚରଣ କର” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
JUD 1 23 u4px figs-hyperbole μισοῦντες καὶ τὸν ἀπὸ τῆς σαρκὸς ἐσπιλωμένον χιτῶνα 1 Hate even the garment stained by the flesh ଯିହୂଦା ଆପଣା ପାଠକମାନଙ୍କୁ ଚେତାଇବା ପାଇଁ ଅତିଶୟୋକ୍ତି ବ୍ୟବହାର କରି କହନ୍ତି ଯେ ସେମାନେ ସେହି ପାପୀମାନଙ୍କ ପରି ହୋଇପାରନ୍ତି । ବିକଳ୍ପ ଅନୁବାଦ: “ସେମାନଙ୍କର ବସ୍ତ୍ରକୁ ଛୁଇଁ ଯେପରି ସେମାନେ ପାପୀ ହୋଇପାରନ୍ତି” (ଦେଖନ୍ତୁ: [[rc://or/ta/man/translate/figs-hyperbole]])
JUD 1 24 r3jx 0 Connecting Statement: ଯିହୂଦା ଆଶୀର୍ବାଦ ସହ ଶେଷ କରୁଛନ୍ତି I
JUD 1 24 w1dc figs-metaphor στῆσαι κατενώπιον τῆς δόξης αὐτοῦ 1 to cause you to stand before his glorious presence ତାହାଙ୍କ ଗୌରବ ଦିପ୍ତୀମୟ ଆଲୋକ ସଦୃଶ ଯାହା ତାହାଙ୍କ ମହାନତାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଅତଏବ ତାହାଙ୍କ ଗୌରବକୁ ଉପଭୋଗ ଓ ଉପାସନା କରିବା ନିମନ୍ତେ ତୁମ୍ଭମାନଙ୍କୁ ଅନୁମତି ଦେବେ” (ଦେଖ: [[rc://or/ta/man/translate/figs-metaphor]])
JUD 1 24 gq9e figs-metaphor τῆς δόξης αὐτοῦ ἀμώμους ἐν 1 glorious presence without blemish and with ଏଠାରେ ପାପ ବିଷୟରେ କୁହାଯାଏ ଯେପରି ଏହା ଜଣେ ବ୍ୟକ୍ତିର ଶରୀରରେ ମଇଳା ବା ଏକ କଳଙ୍କ ସଦୃଶ ଅଟେ I ଅନ୍ୟଏକ ଅନୁବାଦରେ: “ଗୌରବମୟ ଉପସ୍ଥିତି, ଯେଉଁଠାରେ ତୁମ୍ଭେମାନେ ପାପରହିତ ହେବ ଏବଂ ପ୍ରାପ୍ତ କରିବ” (ଦେଖ: [[rc://or/ta/man/translate/figs-metaphor]])

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
62 JUD 1 21 p3bw figs-metonymy τὸ ἔλεος τοῦ Κυρίου ἡμῶν, Ἰησοῦ Χριστοῦ, εἰς ζωὴν αἰώνιον 1 the mercy of our Lord Jesus Christ that brings you eternal life ଏଠାରେ, **ଦୟା** ଶବ୍ଦ ବୁଝାଇପାରେ: ଯେବେ ଯୀଶୁ ପୃଥିବୀକୁ ଫେରି ବିଶ୍ଵାସୀମାନଙ୍କୁ ଦୟା ଦେଖାଇବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଫେରିବା ଏବଂ ଦୟାଳୁ ହେବାକୁ” (୨) ସମସ୍ତ ବିଶ୍ଵାସୀଙ୍କ ପ୍ରତି ଯୀଶୁଙ୍କ ଦୟାକୁ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୟାଳୁ କାର୍ଯ୍ୟକୁ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
63 JUD 1 22 wbr5 οὓς ... διακρινομένους 1 those who doubt ଏଠାରେ **ଯେଉଁମାନେ ସନ୍ଦେହରେ ପଡ଼ିଥାଆନ୍ତି** ବାକ୍ୟାଂଶ ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ମିଥ୍ୟା ଶିକ୍ଷକମାନଙ୍କ ଶିକ୍ଷାଦାନ ଏବଂ କାର୍ଯ୍ୟକଳାପ ହେତୁ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି । ବିକଳ୍ପ ଅନୁବାଦ: “ଯେଉଁମାନେ କ’ଣ ବିଶ୍ୱାସ କରିବେ ସେ ବିଷୟରେ ଅନିଶ୍ଚିତ ଅଟନ୍ତି”
64 JUD 1 23 wkj9 figs-metaphor ἐκ πυρὸς ἁρπάζοντες 1 snatching them out of the fire ଏଠାରେ ଯିହୂଦା କେତେକ ଲୋକଙ୍କୁ ନର୍କରୁ ତୁରନ୍ତ ଉଦ୍ଧାର କରିବା ବିଷୟରେ ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି ଯାହା ଲୋକମାନେ ଜଳିବା ଆରମ୍ଭ କରିବା ପୂର୍ବରୁ **ନିଆଁରୁ** ଉଦ୍ଧାର କରିବାକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସାଙ୍କେତିକ ଭାବରେ ଅନୁବାଦ କରି ପାରିବେ କିମ୍ବା ଏକ ଉପମା ବ୍ୟବହାର କରିପାରିବେ
। ବିକଳ୍ପ ଅନୁବାଦ: “ସେମାନଙ୍କୁ ନର୍କର ପଥରୁ ଉଦ୍ଧାର କରିବାକୁ ଯାହା ଆବଶ୍ୟକ ତାହା କରିବା” କିମ୍ବା “ସେମାନଙ୍କୁ ବଞ୍ଚାଇବା ପାଇଁ ଯାହା କରିବା ଆବଶ୍ୟକ ତାହା କରିବା, ଯେପରି ସେମାନଙ୍କୁ ନିଆଁରୁ ସୁରକ୍ଷିତ ରଖିବା” (ଦେଖନ୍ତୁ: [[rc://or/ta/man/translate/figs-metaphor]])
65 JUD 1 23 ign7 οὓς ... ἐλεᾶτε ἐν φόβῳ 1 To others be merciful with fear ଅନ୍ୟମାନଙ୍କ ପ୍ରତି ଦୟାଳୁ ହୁଅ, କିନ୍ତୁ ସେମାନେ ଯେପ୍ରକାରେ ପାପ କଲେ, ସେପରି କରିବାକୁ ଭୟଭୀତ ହୁଅ ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଦୟା** ପଛରେ
ଥିବା ଧାରଣା ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଦୟା ସହକାରେ ଆଚରଣ କର” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
66 JUD 1 23 u4px figs-hyperbole μισοῦντες καὶ τὸν ἀπὸ τῆς σαρκὸς ἐσπιλωμένον χιτῶνα 1 Hate even the garment stained by the flesh ଯିହୂଦା ଆପଣା ପାଠକମାନଙ୍କୁ ସତର୍କ କରାଇବା ନିମନ୍ତେ ଅତିରଞ୍ଜନ କରୁଛନ୍ତି ଯେ ସେମାନେ ସେହି ପାପୀମାନଙ୍କ ସଦୃଶ ହୋଇ ଯିବେ I ଅନ୍ୟଏକ ଅନୁବାଦରେ: “ସେମାନଙ୍କୁ ଏପରି ବ୍ୟବହାର କର ଯେପରି ସେମାନଙ୍କ ବସ୍ତ୍ର ସ୍ପର୍ଶ କରିବା ଦ୍ବାରା ତୁମ୍ଭେମାନେ ପାପର ଦୋଷୀ ହୋଇ ପାର” (ଦେଖ: [[rc://or/ta/man/translate/figs-hyperbole]]) ଯିହୂଦା ଆପଣା ପାଠକମାନଙ୍କୁ ଚେତାଇବା ପାଇଁ ଅତିଶୟୋକ୍ତି ବ୍ୟବହାର କରି କହନ୍ତି ଯେ ସେମାନେ ସେହି ପାପୀମାନଙ୍କ ପରି ହୋଇପାରନ୍ତି । ବିକଳ୍ପ ଅନୁବାଦ: “ସେମାନଙ୍କର ବସ୍ତ୍ରକୁ ଛୁଇଁ ଯେପରି ସେମାନେ ପାପୀ ହୋଇପାରନ୍ତି” (ଦେଖନ୍ତୁ: [[rc://or/ta/man/translate/figs-hyperbole]])
67 JUD 1 24 r3jx 0 Connecting Statement: ଯିହୂଦା ଆଶୀର୍ବାଦ ସହ ଶେଷ କରୁଛନ୍ତି I
68 JUD 1 24 w1dc figs-metaphor στῆσαι κατενώπιον τῆς δόξης αὐτοῦ 1 to cause you to stand before his glorious presence ତାହାଙ୍କ ଗୌରବ ଦିପ୍ତୀମୟ ଆଲୋକ ସଦୃଶ ଯାହା ତାହାଙ୍କ ମହାନତାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଅତଏବ ତାହାଙ୍କ ଗୌରବକୁ ଉପଭୋଗ ଓ ଉପାସନା କରିବା ନିମନ୍ତେ ତୁମ୍ଭମାନଙ୍କୁ ଅନୁମତି ଦେବେ” (ଦେଖ: [[rc://or/ta/man/translate/figs-metaphor]])
69 JUD 1 24 gq9e figs-metaphor τῆς δόξης αὐτοῦ ἀμώμους ἐν 1 glorious presence without blemish and with ଏଠାରେ ପାପ ବିଷୟରେ କୁହାଯାଏ ଯେପରି ଏହା ଜଣେ ବ୍ୟକ୍ତିର ଶରୀରରେ ମଇଳା ବା ଏକ କଳଙ୍କ ସଦୃଶ ଅଟେ I ଅନ୍ୟଏକ ଅନୁବାଦରେ: “ଗୌରବମୟ ଉପସ୍ଥିତି, ଯେଉଁଠାରେ ତୁମ୍ଭେମାନେ ପାପରହିତ ହେବ ଏବଂ ପ୍ରାପ୍ତ କରିବ” (ଦେଖ: [[rc://or/ta/man/translate/figs-metaphor]])