Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-24 10:28:16 +00:00
parent 6aa7a73a29
commit a58b1d621f
1 changed files with 3 additions and 3 deletions

View File

@ -150,9 +150,9 @@ EPH 3 13 ciu6 figs-metonymy ὑπὲρ ὑμῶν, ἥτις ἐστὶν δόξ
EPH 3 14 v3gd figs-explicit τούτου χάριν 1 For this reason କାରଣଟି କ’ଣ, ଏହା ତୁମକୁ ସ୍ପଷ୍ଟ କରିଦେବା ଆବଶ୍ୟକ। ବିକଳ୍ପ ଅନୁବାଦ: “କରଣ ଈଶ୍ଵର ଏ ସମସ୍ତ ତୁମ୍ଭମାନଙ୍କ ନିମନ୍ତେ କରିଅଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-explicit]])
EPH 3 14 vju2 figs-synecdoche κάμπτω τὰ γόνατά μου πρὸς τὸν Πατέρα 1 I bend my knees to the Father **ଜାନୁଗୁଡ଼ିକ** ନତ ହେଉଛି ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣଭାବରେ ପ୍ରାର୍ଥନାର ମନୋଭାବରେ ଥିବାର ଗୋଟିଏ ପ୍ରତିଛବି। ବିକଳ୍ପ ଅନୁବାଦ: “ମୁଁ ଜାନୁ ପାତି ପିତାଙ୍କ ନିକଟରେ ପ୍ରାର୍ଥନା କରୁଅଛି” କିମ୍ବା “ମୁଁ ନମ୍ରଭାବରେ ପିତାଙ୍କ ନିକଟରେ ପ୍ରାର୍ଥନା କରୁଅଛି” (ଦେଖନ୍ତୁ: [[rc://en/ta/man/translate/figs-synecdoche]])
EPH 3 15 c492 figs-activepassive ἐξ οὗ πᾶσα πατριὰ ἐν οὐρανοῖς καὶ ἐπὶ γῆς ὀνομάζεται 1 from whom every family in heaven and on earth is named ଏଠାରେ ନାମ ଦେବାର କାର୍ଯ୍ୟ ସମ୍ଭବତଃ ସୃଷ୍ଟି କରିବାର କାର୍ଯ୍ୟକୁ ବୁଝାଉଛି I ବିକଳ୍ପ ଅନୁବାଦ: “ଯେ କି ସ୍ଵର୍ଗରେ ଏବଂ ପୃଥିବୀରେ ପ୍ରତ୍ୟେକ ପରିବାରକୁ ସୃଷ୍ଟି କରି ନାମ ଦେଲେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 3 16 z9q5 δῷ ὑμῖν κατὰ τὸ πλοῦτος τῆς δόξης αὐτοῦ, δυνάμει κραταιωθῆναι 1 he would grant you, according to the riches of his glory, to be strengthened with power “କାରଣ ସେ ଅତି ମହାନ୍ ଏବଂ ପରାକ୍ରମୀ ଈଶ୍ଵର, ସେ ତୁମ୍ଭମାନଙ୍କୁ ଆପଣା ପରାକ୍ରମରେ ବଳବାନ୍ କରିବେ”
EPH 3 16 rgf5 δῷ 1 would grant “ସେ ଦେବେ”
EPH 3 17 n87p 0 Connecting Statement: ପାଉଲ [ଏଫିସୀୟ 3:14](https://create.translationcore.com/03/14.md) ରେ ଆରମ୍ଭ କରିଥିବା ପ୍ରାର୍ଥନା ଜାରିରଖନ୍ତି I
EPH 3 16 z9q5 δῷ ὑμῖν κατὰ τὸ πλοῦτος τῆς δόξης αὐτοῦ, δυνάμει κραταιωθῆναι 1 he would grant you, according to the riches of his glory, to be strengthened with power ବିକଳ୍ପ ଅନୁବାଦ: “କାରଣ ସେ ଅତି ମହାନ୍ ଏବଂ ପରାକ୍ରମୀ ଈଶ୍ଵର, ସେ ତୁମ୍ଭମାନଙ୍କୁ ଆପଣା ପରାକ୍ରମରେ ବଳବାନ୍ କରିବେ”
EPH 3 16 rgf5 δῷ 1 would grant ବିକଳ୍ପ ଅନୁବାଦ: “ସେ ଯୋଗାଇବେ / ଦେବେ”
EPH 3 17 n87p 0 Connecting Statement: ପାଉଲ [ଏଫିସୀୟ ୩:୧୪](../03/14.md) ରେ ଆରମ୍ଭ କରିଥିବା ପ୍ରାର୍ଥନା ଜାରିରଖନ୍ତି I
EPH 3 17 wg1v κατοικῆσαι τὸν Χριστὸν διὰ τῆς πίστεως ἐν ταῖς καρδίαις ὑμῶν ἐν ἀγάπῃ, ἐρριζωμένοι καὶ τεθεμελιωμένοι 1 that Christ may live in your hearts through faith, that you will be rooted and grounded in his love ଏହା ପାଉଲଙ୍କ ପ୍ରାର୍ଥନାର ଦ୍ଵିତୀୟ ବିଷୟ ଯାହା ଈଶ୍ଵର “ଆପଣା ଗୌରବରୂପ ନିଧି ଅନୁସାରେ” ଏଫିସୀୟ ମାନଙ୍କୁ ଦେବେ ବୋଲି କହୁଛନ୍ତି I ପ୍ରଥମ ବିଷୟ ହେଉଛି ସେମାନେ “ବଳବାନ୍ ହେବେ” ([ଏଫିସୀୟ 3:16](https://create.translationcore.com/03/16.md))I
EPH 3 17 q6yy figs-metonymy κατοικῆσαι τὸν Χριστὸν διὰ τῆς πίστεως ἐν ταῖς καρδίαις ὑμῶν 1 that Christ may live in your hearts through faith ଏଠାରେ “**ହୃଦୟ**” ଜଣେ ଲୋକର ଆନ୍ତରିକ ପୁରୁଷକୁ ବୁଝାଏ ଏବଂ “ଦ୍ଵାରା” **ମାଧ୍ୟମକୁ** ବୁଝାଏ, ଯାହା ଦ୍ଵାରା ଖ୍ରୀଷ୍ଟ ବିଶ୍ଵାସୀମାନଙ୍କ ଅନ୍ତରରେ ବାସ କରନ୍ତି I ଖ୍ରୀଷ୍ଟ ବିଶ୍ଵାସୀମାନଙ୍କ ହୃଦୟରେ ବାସ କରନ୍ତି, କାରଣ ଈଶ୍ଵର ଅନୁଗ୍ରହରେ ସେମାନଙ୍କୁ ବିଶ୍ଵାସ ଦିଅନ୍ତି I ବିକଳ୍ପ ଅନୁବାଦ: “ଯେପରି ଖ୍ରୀଷ୍ଟ ତୁମ୍ଭମାନଙ୍କ ଅନ୍ତରରେ ବାସ କରିବେ, କାରଣ ତୁମ୍ଭେମାନେ ତାହାଙ୍କଠାରେ ବିଶ୍ଵାସ କରୁଅଛ” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 3 17 g4g1 figs-metaphor ἐν ἀγάπῃ, ἐρριζωμένοι καὶ τεθεμελιωμένοι 1 that you will be rooted and grounded in his love ପାଉଲ ସେମାନଙ୍କ ବିଶ୍ଵାସ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଗଭୀର ମୂଳ ଥିବା ବୃକ୍ଷ ବା ଏକ ଦୃଢ଼ ଭିତ୍ତିମୂଳ ଉପରେ ସ୍ଥାପିତ ଗୋଟିଏ ଗୃହ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେ ଦୃଢ଼ଭାବରେ ବଦ୍ଧମୂଳ ଗୋଟିଏ ବୃକ୍ଷ ବା ପ୍ରସ୍ତର ଉପରେ ସ୍ଥାପିତ ଗୋଟିଏ ଗୃହ ହେବ” ([[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.