Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-24 10:26:31 +00:00
parent 93b372b9a8
commit 6aa7a73a29
1 changed files with 3 additions and 3 deletions

View File

@ -147,9 +147,9 @@ EPH 3 12 we6c ἔχομεν τὴν παρρησίαν 1 we have boldness ବ
EPH 3 12 zx5c figs-explicit προσαγωγὴν ἐν πεποιθήσει 1 access with confidence ଏହାକୁ ସ୍ପଷ୍ଟ ଭାବରେ କହିବା ସହାୟକ ହୋଇପାରେ ଯେ ଏହା ଈଶ୍ଵରଙ୍କ ଉପସ୍ଥିତି ମଧ୍ୟକୁ **ପ୍ରବେଶାଧିକାର** ଅଟେ I ବିକଳ୍ପ ଅନୁବାଦ: “ନିର୍ଭୟର ସହିତ ଈଶ୍ଵରଙ୍କ ଉପସ୍ଥିତି ନିକଟକୁ ପ୍ରବେଶାଧିକାର” କିମ୍ବା “ଦୃଢ଼ ବିଶ୍ଵାସର ସହିତ ଈଶ୍ଵରଙ୍କ ଉପସ୍ଥିତି ନିକଟକୁ ପ୍ରବେଶ କରିବାର ସ୍ଵାଧିନତା” (ଦେଖନ୍ତୁ: [[rc://en/ta/man/translate/figs-explicit]])
EPH 3 12 kri2 πεποιθήσει 1 confidence ବିକଳ୍ପ ଅନୁବାଦ: “ନିଶ୍ଚୟତା” କିମ୍ବା “ଭରସା”
EPH 3 13 ciu6 figs-metonymy ὑπὲρ ὑμῶν, ἥτις ἐστὶν δόξα ὑμῶν 1 for you, which is your glory ଏଠାରେ, **ତୁମ୍ଭମାନଙ୍କର ଗୌରବ** ଗୋଟିଏ ରୂପକ ଯାହା ସେମାନେ ଭବିଷ୍ୟତର ରାଜ୍ୟରେ କି ପ୍ରକାର ଗର୍ବ ଅନୁଭବ କରିବା ଉଚିତ ବା କରିବେ, ଏ ବିଷୟକୁ ବୁଝାଏ I ପାଉଲ ବନ୍ଦୀଶାଳାରେ ଦୁଃଖଭୋଗ କରୁଥିବା ବିଷୟରେ ଏଫିସୀୟ ଖ୍ରୀଷ୍ଟିୟାନମାନେ ଗର୍ବ କରିବା ଉଚିତ। ଏହାକୁ ଗୋଟିଏ ନୂଆ ବାକ୍ୟ ଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ନିମନ୍ତେ I ଏହା ତୁମ୍ଭମାନଙ୍କର ଲାଭ ନିମନ୍ତେ” କିମ୍ବା “ତୁମ୍ଭମାନଙ୍କ ନିମନ୍ତେ I ତୁମ୍ଭେମାନେ ଏଥିପାଇଁ ଗର୍ବିତ ହେବା ଉଚିତ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 3 14 v3gd figs-explicit τούτου χάριν 1 For this reason କାରଣଟି କ’ଣ , ଏହା ତୁମକୁ ସ୍ପଷ୍ଟ କରିଦେବା ଆବଶ୍ୟକ I ବିକଳ୍ପ ଅନୁବାଦ: “କରଣ ଈଶ୍ଵର ତୁମ୍ଭମାନଙ୍କ ନିମନ୍ତେ ଏ ସମସ୍ତ କରିଅଛନ୍ତି” ([[rc://en/ta/man/translate/figs-explicit]]ଦେଖନ୍ତୁ)
EPH 3 14 vju2 figs-synecdoche κάμπτω τὰ γόνατά μου πρὸς τὸν Πατέρα 1 I bend my knees to the Father **ନତଜାନୁଗୁଡ଼ିକ** ହେଉଛି ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣଭାବରେ ପ୍ରାର୍ଥନାର ମନୋଭାବରେ ଥିବାର ଗୋଟିଏ ପ୍ରତିଛବି I ବିକଳ୍ପ ଅନୁବାଦ: “ମୁଁ ଜାନୁ ପାତି ପିତାଙ୍କ ନିକଟରେ ପ୍ରାର୍ଥନା କରୁଅଛି” କିମ୍ବା “ମୁଁ ନମ୍ରଭାବରେ ପିତାଙ୍କ ନିକଟରେ ପ୍ରାର୍ଥନା କରୁଅଛି” ([[rc://en/ta/man/translate/figs-synecdoche]]ଦେଖନ୍ତୁ)
EPH 3 15 c492 figs-activepassive ἐξ οὗ πᾶσα πατριὰ ἐν οὐρανοῖς καὶ ἐπὶ γῆς ὀνομάζεται 1 from whom every family in heaven and on earth is named ଏଠାରେ ନାମ ଦେବାର କାର୍ଯ୍ୟ ସମ୍ଭବତଃ ସୃଷ୍ଟି କରିବାର କାର୍ଯ୍ୟକୁ ବୁଝାଉଛି I ବିକଳ୍ପ ଅନୁବାଦ: “ଯେ କି ସ୍ଵର୍ଗରେ ଏବଂ ପୃଥିବୀରେ ପ୍ରତ୍ୟେକ ପରିବାରକୁ ସୃଷ୍ଟି କରି ନାମ ଦେଲେ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 3 14 v3gd figs-explicit τούτου χάριν 1 For this reason କାରଣଟି କ’ଣ, ଏହା ତୁମକୁ ସ୍ପଷ୍ଟ କରିଦେବା ଆବଶ୍ୟକ ବିକଳ୍ପ ଅନୁବାଦ: “କରଣ ଈଶ୍ଵର ଏ ସମସ୍ତ ତୁମ୍ଭମାନଙ୍କ ନିମନ୍ତେ କରିଅଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-explicit]])
EPH 3 14 vju2 figs-synecdoche κάμπτω τὰ γόνατά μου πρὸς τὸν Πατέρα 1 I bend my knees to the Father **ଜାନୁଗୁଡ଼ିକ** ନତ ହେଉଛି ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣଭାବରେ ପ୍ରାର୍ଥନାର ମନୋଭାବରେ ଥିବାର ଗୋଟିଏ ପ୍ରତିଛବି ବିକଳ୍ପ ଅନୁବାଦ: “ମୁଁ ଜାନୁ ପାତି ପିତାଙ୍କ ନିକଟରେ ପ୍ରାର୍ଥନା କରୁଅଛି” କିମ୍ବା “ମୁଁ ନମ୍ରଭାବରେ ପିତାଙ୍କ ନିକଟରେ ପ୍ରାର୍ଥନା କରୁଅଛି” (ଦେଖନ୍ତୁ: [[rc://en/ta/man/translate/figs-synecdoche]])
EPH 3 15 c492 figs-activepassive ἐξ οὗ πᾶσα πατριὰ ἐν οὐρανοῖς καὶ ἐπὶ γῆς ὀνομάζεται 1 from whom every family in heaven and on earth is named ଏଠାରେ ନାମ ଦେବାର କାର୍ଯ୍ୟ ସମ୍ଭବତଃ ସୃଷ୍ଟି କରିବାର କାର୍ଯ୍ୟକୁ ବୁଝାଉଛି I ବିକଳ୍ପ ଅନୁବାଦ: “ଯେ କି ସ୍ଵର୍ଗରେ ଏବଂ ପୃଥିବୀରେ ପ୍ରତ୍ୟେକ ପରିବାରକୁ ସୃଷ୍ଟି କରି ନାମ ଦେଲେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 3 16 z9q5 δῷ ὑμῖν κατὰ τὸ πλοῦτος τῆς δόξης αὐτοῦ, δυνάμει κραταιωθῆναι 1 he would grant you, according to the riches of his glory, to be strengthened with power “କାରଣ ସେ ଅତି ମହାନ୍ ଏବଂ ପରାକ୍ରମୀ ଈଶ୍ଵର, ସେ ତୁମ୍ଭମାନଙ୍କୁ ଆପଣା ପରାକ୍ରମରେ ବଳବାନ୍ କରିବେ”
EPH 3 16 rgf5 δῷ 1 would grant “ସେ ଦେବେ”
EPH 3 17 n87p 0 Connecting Statement: ପାଉଲ [ଏଫିସୀୟ 3:14](https://create.translationcore.com/03/14.md) ରେ ଆରମ୍ଭ କରିଥିବା ପ୍ରାର୍ଥନା ଜାରିରଖନ୍ତି I

Can't render this file because it contains an unexpected character in line 2 and column 4525.