Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-30 15:50:24 +00:00
parent 2e2b39f82a
commit a2606fcce1
1 changed files with 2 additions and 1 deletions

View File

@ -527,4 +527,5 @@ front:intro ku3t οἱ δοκοῦντες 1 ଆପଣ [2:2](../02/02.md). ର
2:20 by5a rc://*/ta/man/translate/figs-explicit παραδόντος ἑαυτὸν 1 **ଆପଣାକୁ ଉତ୍ସର୍ଗ କଲେ** ବାକ୍ୟାଂଶର ଅର୍ଥ ଯୀଶୁ ସ୍ବେଚ୍ଛାକୃତ ଭାବରେ ନିଜକୁ ବଳି ଭାବରେ ଉପଲବ୍ଧ କରାଇଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ସ୍ବେଚ୍ଛାକୃତ ଭାବରେ ନିଜକୁ ଦାନକଲେ”
2:21 xvoq οὐκ ἀθετῶ 1 ବିକଳ୍ପ ଅନୁବାଦ: “ମୁଁ ଅଗ୍ରାହ୍ୟ କରେ ନାହିଁ” କିମ୍ବା “ମୁଁ ବରଖାସ୍ତ କରେ ନାହିଁ”
2:21 g5b8 rc://*/ta/man/translate/figs-abstractnouns τὴν χάριν τοῦ Θεοῦ 1 ଯଦି ଆପଣଙ୍କର ଭାଷା **ଅନୁଗ୍ରହର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଏକ କ୍ରିୟା ବିଶେଷଣରେ ପ୍ରକାଶ କରିପାରିବେ କିମ୍ବା ଆପଣଙ୍କର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କର ଭାଷାରେ ସ୍ୱାଭାବିକ ଅଟେ । ଆପଣ 1:6 ରେ କିପରି ସମାନ ଅଭିବ୍ୟକ୍ତି “ଖ୍ରୀଷ୍ଟଙ୍କ ଅନୁଗ୍ରହ” ଅନୁବାଦ କରିଛନ୍ତି, ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵର ଆପଣା ଦୟାରେ ଯାହା କଲେ”
2:21 ogus rc://*/ta/man/translate/figs-abstractnouns δικαιοσύνη 1
2:21 ogus rc://*/ta/man/translate/figs-abstractnouns δικαιοσύνη 1 ଯଦି ଆପଣଙ୍କର ଭାଷା **ଧାର୍ମିକତାର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ “ଧାର୍ମିକ” ଭଳି ବିଶେଷଣରେ ପ୍ରକାଶ କରିପାରିବେ, କିମ୍ବା ଆପଣ ଏହାର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କର ଭାଷାରେ ସ୍ୱାଭାବିକ ଅଟେ ।
2:21 imxg rc://*/ta/man/translate/grammar-connect-condition-hypothetical εἰ γὰρ διὰ νόμου δικαιοσύνη, ἄρα Χριστὸς δωρεὰν ἀπέθανεν 1

Can't render this file because it contains an unexpected character in line 71 and column 1453.