Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-21 15:39:06 +00:00
parent 460c1bd90e
commit 9e9dbe3a64
1 changed files with 1 additions and 1 deletions

View File

@ -269,7 +269,7 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
5:25 h9hd εἰ ζῶμεν Πνεύματι 1
5:25 sq7b rc://*/ta/man/translate/figs-metaphor Πνεύματι & στοιχῶμεν 1
5:26 a9x9 γινώμεθα 1
6:intro bv8h 0 # ଗାଲାତୀୟ ୦୬ ଅଧ୍ୟାୟ ସାଧରଣ ଟିପ୍ପଣୀ \n## ଗଠନ ପ୍ରଣାଳୀ ଏବଂ ଆକୃତି \n\n ଏହି ଅଧ୍ୟାୟ ପାଉଲଙ୍କ ପତ୍ରକୁ ସମାପ୍ତ କରେ । ତାହାଙ୍କ ଅନ୍ତିମ ବାକ୍ୟଗୁଡ଼ିକ ଏପରି କିଛି ବିଷୟକୁ ସମ୍ବୋଧିତ କରେ ଯାହା ତାହାଙ୍କ ଅନ୍ୟ ପତ୍ର ସହିତ କିଛି ସଂଯୁକ୍ତ ନହେବା ଦେଖାଯାଏ । \n\n### ଭାଇମାନେ \n ପାଉଲ ଏହି ଅଧ୍ୟାୟରେ ଖ୍ରୀଷ୍ଟିୟାନମାନଙ୍କୁ ଲେଖନ୍ତି । ସେ ସେମାନଙ୍କୁ “ଭାଇମାନେ” କହନ୍ତି । ଏହା ପାଉଲ ଖ୍ରୀଷ୍ଟିୟାନ ଭାଇମାନଙ୍କୁ ବୁଝାଏ ଏବଂ ତାହାଙ୍କ ଯିହୁଦୀ ଭାଇମାନଙ୍କୁ ନୁହେ । \n\n### ଏହି ଅଧ୍ୟାୟରେ ବିଶେଷ ଧାରଣା \n\n### ନୂତନ ସୃଷ୍ଟି \n\n ଯେଉଁମାନେ ପୁନର୍ବାର ଜନ୍ମ ହୋଇଛନ୍ତି ସେମାନେ ଖ୍ରୀଷ୍ଟଙ୍କଠାରେ ଏକ ନୂତନ ସୃଷ୍ଟି ଅଟନ୍ତି । ଖ୍ରୀଷ୍ଟିୟାନମାନଙ୍କୁ ଖ୍ରୀଷ୍ଟଙ୍କଠାରେ ନୂତନ ଜୀବନ ଦିଆଯାଇଛି । ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ପରେ ସେମାନଙ୍କ ମଧ୍ୟରେ ନୂତନ ସ୍ବଭାବ ସୃଷ୍ଟି ହୁଏ । ପାଉଲଙ୍କ ପକ୍ଷରେ, ଏହା ଜଣେ ବ୍ୟକ୍ତିର ବଂଶ ପରମ୍ପରା ଅପେକ୍ଷା ଅଧିକ ଗୁରୁତ୍ବପୁର୍ଣ୍ଣ ଅଟେ । (ଦେଖ: [[rc://or/tw/dict/bible/kt/bornagain]] ଏବଂ [[rc://or/tw/dict/bible/kt/faith]]) \n\n## ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟା \n\n### ଶରୀର \n\n ଏହା ଏକ ଜଟିଳ ବିଷୟ ଅଟେ । “ଶରୀର” ସହିତ “ଆତ୍ମା” ଶଦ୍ଦ ଏକ ବିପରୀତ ଅଟେ । ଏହି ଅଧ୍ୟାୟରେ, ଜାଗତିକ ଶରୀରକୁ ଉଲ୍ଲେଖ କରିବା ନିମନ୍ତେ ଶରୀର ଶଦ୍ଦକୁ ବ୍ୟବହାର କରାଯାଇଛି । (ଦେଖ: [[rc://or/tw/dict/bible/kt/flesh]] ଏବଂ [[rc://or/tw/dict/bible/kt/sin]] ଏବଂ)
6:intro bv8h 0
6:1 x8zg Connecting Statement: 0 # Connecting Statement:\n\nପାଉଲ ବିଶ୍ବାସୀମନଙ୍କୁ ସେମାନେ ଅନ୍ୟ ବିଶ୍ବାସୀମାନଙ୍କ ସହିତ କିପରି ବ୍ୟବହାର କରିବା ଉଚିତ ଏବଂ ଈଶ୍ବର କିପରି ପୁରସ୍କାର ଦିଅନ୍ତି ସେହି ବିଷୟରେ ଶିକ୍ଷା ଦିଅନ୍ତି ।
6:1 ss7l ἀδελφοί 1 ଦେଖ ତୁମେ ଏହାକୁ [ଗାଲାତୀୟ ୧:](../୦୧/.md)ରେ କିପରି ଅନୁବାଦ କରିଅଚ୍ଛ ।
6:1 vm8f ἐὰν & ἄνθρωπος 1 ଯଦି ତୁମ୍ଭମନଙ୍କ ମଧ୍ୟରେ କେହି ଅଛନ୍ତି

Can't render this file because it contains an unexpected character in line 71 and column 1453.