Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-19 13:53:24 +00:00
parent 9e3869ab69
commit 460c1bd90e
1 changed files with 26 additions and 26 deletions

View File

@ -241,34 +241,34 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
5:10 jc72 ταράσσων ὑμᾶς 1 ପାଉଲ ଅନେକ ଲୋକମାନଙ୍କ ବିଷୟରେ କହୁଛନ୍ତି, ଯେଉଁମାନେ ଗାଲାତୀୟ ବିଶ୍ଵାସୀମାନଙ୍କୁ **ଅସ୍ଥିର କରୁଥିଲେ**, କେବଳ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ନୁହଁନ୍ତି । ପାଉଲ [1:7](../01/07.md) ରେ କହନ୍ତି ଯେ ସେଠାରେ ଅନେକ ଭଣ୍ଡ ଶିକ୍ଷକ ଥିଲେ। ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏକ ସାଧାରଣ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ତୁମ୍ଭମାନଙ୍କୁ ଅସୁବିଧାରେ ପକାଉଛନ୍ତି ... ସେମାନେ ଯେକେହି ହୁଅନ୍ତୁ”
5:10 llh5 ὅστις ἐὰν ᾖ 1 ଯଦି ଆପଣଙ୍କର ଭାଷା **ଦଣ୍ଡ ବହନ କରିବ** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ବିଚାର କରାଯିବ”
5:11 d4mm rc://*/ta/man/translate/figs-rquestion ἐγὼ δέ, ἀδελφοί, εἰ περιτομὴν ἔτι κηρύσσω, τί ἔτι διώκομαι 1 ପାଉଲ ଏକ ଉପକଳ୍ପିତ ପରିସ୍ଥିତିକୁ ବ୍ୟବହାର କରି **ସୁନ୍ନତ ପ୍ରଚାର କରନ୍ତି ନାହିଁ** ଗୁରୁତ୍ଵ ଦିଅନ୍ତି । ଏକ ଉପକଳ୍ପିତ ପରିସ୍ଥିତିକୁ ପ୍ରକାଶ କରିବା ପାଇଁ ଆପଣଙ୍କ ଭାଷାରେ ସ୍ବାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: "ଯଦି ମୁଁ ତଥାପି ସୁନ୍ନତ ପ୍ରଚାର କରେ। ତା’ହେଲେ ମୋତେ କାହିଁକି ତାଡନା ଦିଆଯାଉଛି?"
5:11 nv5x ἀδελφοί 1
5:11 nv5x ἀδελφοί 1 ଆପଣ [1:2](../01/02.md) ରେ **ଭାଇ** ଶବ୍ଦକୁ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ । ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ”
5:11 znh3 rc://*/ta/man/translate/figs-hypo ἄρα κατήργηται τὸ σκάνδαλον τοῦ σταυροῦ 1
5:11 dtv9 ἄρα 1
5:11 y3ug rc://*/ta/man/translate/figs-activepassive κατήργηται τὸ σκάνδαλον τοῦ σταυροῦ 1
5:11 arj5 rc://*/ta/man/translate/figs-metaphor κατήργηται τὸ σκάνδαλον τοῦ σταυροῦ 1
5:12 sfl2 rc://*/ta/man/translate/figs-metaphor ἀποκόψονται 1 ସମ୍ଭାବିତ ଅର୍ଥଗୁଡିକ ୧) ଆକ୍ଷରିକଭାବେ, ନଫୁସକ କରିବା ନିମନ୍ତେ ସେମାନଙ୍କର ପୁରୁଷ ଅଙ୍ଗଗୁଡିକ କାଟିବା କିମ୍ବା ) ରୂପକଭାବରେ, ସମ୍ପୂର୍ଣ୍ଣ ରୂପେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟରୁ ବାହାରିଯିବା । (ଦେଖ: [[rc://or/ta/man/translate/figs-metaphor]])
5:13 y1g7 γὰρ 1 ପାଉଲ [ଗାଲାତୀୟ ୫:୧୨](../୦୫/୧୨.md)ରେ ତାହାଙ୍କ ବାକ୍ୟ ନିମନ୍ତେ କାରଣ ଦର୍ଶାନ୍ତି ।
5:13 v6vs rc://*/ta/man/translate/figs-activepassive ὑμεῖς & ἐπ’ ἐλευθερίᾳ ἐκλήθητε 1 ଏହାକୁ କ୍ରିୟାବାଚ୍ୟ ଆକାରରେ ପ୍ରକାଶ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ସ୍ବାଧିନ କରିବା ନିମନ୍ତେ ଆହ୍ୱାନ କରିଛନ୍ତି” (ଦେଖ: [[rc://or/ta/man/translate/figs-activepassive]])
5:13 ekb2 rc://*/ta/man/translate/figs-metaphor ὑμεῖς & ἐπ’ ἐλευθερίᾳ ἐκλήθητε 1 ଏହା ସୂଚିତ କରେ ଯେ ଖ୍ରୀଷ୍ଟ ବିଶ୍ବାସୀମାନଙ୍କୁ ପୁରାତନ ନିୟମରୁ ମୁକ୍ତ କରିଛନ୍ତି । ଏଠାରେ ପୁରାତନ ନିୟମରୁ ମୁକ୍ତି କରିବା ଏକ ରୂପକ ଅଟେ ଯାହାର ଅର୍ଥ ତାହାକୁ ପାଳନ କରିବା ବାଧ୍ୟ ନୁହେଁ । ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ପୁରାତନ ନିୟମରୁ ସ୍ବାଧିନତା ପାଇବା ନିମନ୍ତେ ଆହ୍ୱାନ ପାଇଥିଲ” କିମ୍ବା “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ପୁରାତନ ନିୟମର ପାଳନ କରିବା ନିମନ୍ତେ ଆହ୍ୱାନ କରି ନାହାନ୍ତି” (ଦେଖ: [[rc://or/ta/man/translate/figs-metaphor]])
5:13 yp6r ἀδελφοί 1 ଦେଖ ତୁମେ ଏହାକୁ [ଗାଲାତୀୟ ୧: ] (../୦୧/.md)ରେ କିପରି ଅନୁବାଦ କରିଅଚ୍ଛ ।
5:13 viv6 rc://*/ta/man/translate/figs-explicit ἀφορμὴν τῇ σαρκί 1 ସୁଯୋଗ ଏବଂ ପାପପୂର୍ଣ୍ଣ ସ୍ୱଭାବ ମଧ୍ୟରେ ଥିବା ସମ୍ବନ୍ଧକୁ ଅଧିକ ସ୍ପଷ୍ଟରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ତୁମମାନଙ୍କ ପାପପୁର୍ଣ୍ଣ ସ୍ବଭାବ ଅନୁସାରେ ଆଚରଣ କରିବା ନିମନ୍ତେ ଏକ ସୁଯୋଗ” (ଦେଖ: [[rc://or/ta/man/translate/figs-explicit]])
5:14 ct8i ὁ & πᾶς νόμος ἐν ἑνὶ λόγῳ πεπλήρωται 1 ସମ୍ଭାବିତ ଅର୍ଥଗୁଡିକ ୧) “ତୁମ୍ଭେମାନେ ସମ୍ପୁର୍ଣ୍ଣ ବ୍ୟବସ୍ଥାକୁ କେବଳ ଗୋଟିଏ ଆଜ୍ଞାରେ କହି ପାରିବ, ତାହା ଏହି ” କିମ୍ବା ) “ଗୋଟିଏ ଆଜ୍ଞା ପାଳନ କରିବା ଦ୍ବାରା, ତୁମ୍ଭେମାନେ ସମସ୍ତ ଆଜ୍ଞାକୁ ପାଳନ କରୁଛ , ଏବଂ ଏହା ସେହି ଆଜ୍ଞା ଅଟେ ।”
5:14 qt9c rc://*/ta/man/translate/figs-you ἀγαπήσεις τὸν πλησίον σου ὡς σεαυτόν 1 “ତୁମ୍ଭେମାନେ,” ତୁମ୍ଭର,” ଏବଂ “ତୁମ୍ଭେମାନେ ନିଜେ” ସମସ୍ତ ଶବ୍ଦଗୁଡିକ ଏକବଚନ ଅଟନ୍ତି । (ଦେଖ: [[rc://or/ta/man/translate/figs-you]])
5:16 q8wk Connecting Statement: 0 # Connecting Statement:\n\nଆତ୍ମା କିପରି ପାପ ଉପରେ ନିୟନ୍ତ୍ରଣ କରନ୍ତି ପାଉଲ ବର୍ଣନା କରନ୍ତି ।
5:16 yb58 rc://*/ta/man/translate/figs-metaphor Πνεύματι περιπατεῖτε 1 ଜୀବନଯାପନ କରିବା ନିମନ୍ତେ ଚାଲିବ ଏକ ରୁପକ ଅଟେ । ଅନ୍ୟ ଏକ ଅନୁବାଦରେ: “ପବିତ୍ରଆତ୍ମାଙ୍କ ଶକ୍ତିରେ ଆପଣାର ଜୀବନକୁ ପରିଚାଳନା କର” କିମ୍ବା “ଆତ୍ମାଙ୍କ ଉପରେ ନିର୍ଭର ରଖି ତୁମ୍ଭମାନଙ୍କ ଜୀବନ ଅତିବାହିତ କର” (ଦେଖ: [[rc://or/ta/man/translate/figs-metaphor]])
5:16 dyj7 rc://*/ta/man/translate/figs-idiom ἐπιθυμίαν σαρκὸς οὐ μὴ τελέσητε 1 “ଜଣକର ଅଭିଳାଷକୁ ପୂରଣ କରିବା” ବାକ୍ୟାଂଶ “ଯାହା ଜଣେ ବ୍ୟକ୍ତି ଚାହେଁ ତାହା କର” ରୁଢିର ଅର୍ଥ ଅଟେ । ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କର ପାପପୂର୍ଣ୍ଣ ସ୍ବଭାବ ଅନୁସାରେ ତୁମ୍ଭେମାନେ ତାହା କରିବ ନାହିଁ” (ଦେଖ: [[rc://or/ta/man/translate/figs-idiom]])
5:16 rl5s rc://*/ta/man/translate/figs-personification ἐπιθυμίαν σαρκὸς 1 ପାପପୂର୍ଣ୍ଣ ସ୍ବଭାବ ବାକ୍ୟକୁ ଏପରି କୁହା ଯାଇଛି ଯେପରି ସେ ଜଣେ ବ୍ୟକ୍ତି ଥିଲା ଏବଂ ପାପ କରିବା ଚାହୁଁଥିଲା । ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ତୁମ୍ଭମାନଙ୍କ ପାପପୂର୍ଣ୍ଣ ସ୍ବଭାବ କାରଣରୁ ଯାହା କରିବାକୁ ଚାହୁଁଅଛ” କିମ୍ବା “ତୁମ୍ଭେମାନେ ଯାହା କରିବାକୁ ଚାହୁଛ କାରଣ ତୁମ୍ଭେମାନେ ପାପରେ ପୂର୍ଣ୍ଣ ଅଟ” (ଦେଖ: [[rc://or/ta/man/translate/figs-personification]])
5:18 san8 οὐκ & ὑπὸ νόμον 1 ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ବାଧ୍ୟ ନୁହେଁ
5:19 yf2a τὰ ἔργα τῆς σαρκός 1 ଭାବନାତ୍ମକ ବିଶେଷ “କାର୍ଯ୍ୟ”କୁ କ୍ରିୟା ଶଦ୍ଦରେ “କରିବା” ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ପାପପୂର୍ଣ୍ଣ ସ୍ବଭାବ କ’ଣ କରିପାରେ”
5:19 u2pu rc://*/ta/man/translate/figs-personification τὰ ἔργα τῆς σαρκός 1 ପାପପୂର୍ଣ୍ଣ ସ୍ବଭାବ ବିଷୟରେ ଏପରି କୁହାଯାଉଛି ଯେପରି ଏହା ଏକ ବ୍ୟକ୍ତି ଥିଲା ଯେଉଁ ବ୍ୟକ୍ତି ଏହି କାର୍ଯ୍ୟ କରୁଥିଲା । ଅନ୍ୟ ଏକ ଅନୁବାଦରେ: “ଲୋକମାନେ ସେମାନଙ୍କ ପାପପୂର୍ଣ୍ଣ ସ୍ବଭାବ କାରଣରୁ କ’ଣ କରନ୍ତି” କିମ୍ବା “ ଯାହା ଲୋକମାନେ ସେମାନଙ୍କ ପାପପୂର୍ଣ୍ଣ ସ୍ବଭାବ ସକାଶୁ ଯାହାସବୁ କରନ୍ତି” (ଦେଖ: [[rc://or/ta/man/translate/figs-personification]])
5:21 rs9b rc://*/ta/man/translate/figs-metaphor κληρονομήσουσιν 1 ବିଶ୍ବାସୀମାନେ ଈଶ୍ବରଙ୍କଠାରେ ଯେଉଁ ପ୍ରତିଜ୍ଞା କରିଛନ୍ତି ତାହାକୁ ପ୍ରାପ୍ତ କରିବା ବିଷୟରେ କୁହାଯାଏ ଯେପରିକି ସେ ପରିବାରର କୌଣସି ସଦସ୍ୟଙ୍କଠାରୁ ସମ୍ପତି ଏବଂ ଧନ ପ୍ରାପ୍ତ କରୁଥିଲେ । (ଦେଖ: [[rc://or/ta/man/translate/figs-metaphor]])
5:22 hez3 rc://*/ta/man/translate/figs-metaphor ὁ & καρπὸς τοῦ Πνεύματός ἐστιν ἀγάπη & πίστις 1 ଏଠାରେ “ଫଳ” ଏଠାରେ “ପରିଣାମ” କିମ୍ବା “ପ୍ରତିଫଳ” ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ଯାହା ଆତ୍ମା ଉତ୍ପନ କରେ ତାହା ପ୍ରେମ .... ବିଶ୍ବାସ” କିମ୍ବା “ଆତ୍ମା ଈଶ୍ବରଙ୍କ ଲୋକମାନଙ୍କଠାରେ ପ୍ରେମ ..... ବିଶ୍ବାସ ଉତ୍ପନ୍ନ କରନ୍ତି” (ଦେଖ: [[rc://or/ta/man/translate/figs-metaphor]])
5:23 ss5k rc://*/ta/man/translate/figs-metaphor πραΰτης & ἐνκράτεια 1 “ଆତ୍ମାଙ୍କ ଫଳ”ର ତାଲିକା ଯାହା ଏହି ଶବ୍ଦଗୁଡିକଠାରୁ ଆରମ୍ଭ ହୁଏ ଯଥା “ପ୍ରେମ, ଆନନ୍ଦ, ଶାନ୍ତି,” ରେ ସମାପ୍ତ ହୁଏ । ଏଠାରେ “ଫଳ” “ପ୍ରତିଫଳ” କିମ୍ବା “ପରିଣାମ” ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ଆତ୍ମା ଯାହା ପ୍ରେମ, ଆନନ୍ଦ, ଶାନ୍ତି .... ମୃଦୁତା .... ଆତ୍ମସଂଯମ” ଉତ୍ପନ୍ନ କରନ୍ତି କିମ୍ବା “ଆତ୍ମା ଈଶ୍ବରଙ୍କ ଲୋକମାନଙ୍କ ମଧ୍ୟରେ ପ୍ରେମ, ଆନନ୍ଦ, ଶାନ୍ତି.... ମୃଦୁତା.... ଆତ୍ମସଂଯମ” ଉତ୍ପନ କରିଥାଏ” (ଦେଖ: [[rc://or/ta/man/translate/figs-metaphor]])
5:24 l6ux rc://*/ta/man/translate/figs-personification τὴν σάρκα ἐσταύρωσαν σὺν τοῖς παθήμασιν καὶ ταῖς ἐπιθυμίαις 1 ପାଉଲ ଖ୍ରୀଷ୍ଟିୟାନମାନଙ୍କ ବିଷୟରେ କହନ୍ତି ଯେଉଁମାନେ ସେମାନଙ୍କ ନିଜର ପାପପୂର୍ଣ୍ଣ ସ୍ବଭାବ ଅନୁସାରେ ବଞ୍ଚିବା ନିମନ୍ତେ ଅଗ୍ରାହ୍ୟ କରନ୍ତି ଯେପରି ସେ ଜଣେ ବ୍ୟକ୍ତି ଥିଲା ଏବଂ ସେମାନେ ଏହାକୁ ଏକ କ୍ରୁଶରେ ମାରି ଦେଇଛନ୍ତି । ଅନ୍ୟ ଏକ ଅନୁବାଦରେ: “ପାପପୂର୍ଣ୍ଣ ସ୍ବଭାବର ଇଚ୍ଛା ଓ ଲାଲସା ଅନୁସାରେ ବଞ୍ଚିବା ନିମନ୍ତେ ପ୍ରତ୍ୟାଖ୍ୟାନ କରନ୍ତି, ଯେମିତି ସେମାନେ ଏହାକୁ ଏକ କ୍ରୁଶରେ ମାରି ଦେଲେ” (ଦେଖ: [[rc://or/ta/man/translate/figs-personification]] ଏବଂ [[rc://or/ta/man/translate/figs-metaphor]])
5:24 m3nm rc://*/ta/man/translate/figs-personification τὴν σάρκα & σὺν τοῖς παθήμασιν καὶ ταῖς ἐπιθυμίαις 1 ପାପପୂର୍ଣ୍ଣ ସ୍ବଭାବ ବିଷୟରେ ଏପରି କୁହାଯାଇଛି ଯେପରିକି ଏହା ଏକ ବ୍ୟକ୍ତି ଥିଲା ଯେଉଁଥିରେ ଲାଲସା ଏବଂ ଅଭିଳାଷଗୁଡିକ ଥିଲା । ଅନ୍ୟ ଏକ ଅନୁବାଦରେ: “ସେମାନଙ୍କ ପାପପୂର୍ଣ୍ଣ ସ୍ବଭାବ, ଏବଂ ଏଥିପାଇଁ ସେମାନେ ଏହି କାର୍ଯ୍ୟଗୁଡିକ କରିବା ନିମନ୍ତେ ଦୃଡଭାବରେ କରିବା ଚାହାଁନ୍ତି” (ଦେଖ: [[rc://or/ta/man/translate/figs-personification]])
5:25 h9hd εἰ ζῶμεν Πνεύματι 1 ଯେହେତୁ ଈଶ୍ବରଙ୍କ ଆତ୍ମା ଆମ୍ଭମାନଙ୍କୁ ଜୀବିତ ହେବାର କାରଣ ହେଲେ
5:25 sq7b rc://*/ta/man/translate/figs-metaphor Πνεύματι & στοιχῶμεν 1 "ଏଠାରେ ପ୍ରତ୍ୟେକ ଦିନ ବଞ୍ଚିବା ନିମନ୍ତେ ଚାଲିବ ଏକ ରୁପକ ଅଟେ । ଅନ୍ୟ ଏକ ଅନୁବାଦରେ: “ପବିତ୍ରଆତ୍ମାଙ୍କୁ ଆମ୍ଭମାନଙ୍କୁ ମାର୍ଗଦର୍ଶନ କରିବା ନିମନ୍ତେ ଅନୁମତି ଦିଅ ତେବେ ଆମ୍ଭେମାନେ ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ଏବଂ ଗୌରବ କରିବା” (ଦେଖ: [[rc://or/ta/man/translate/figs-metaphor]])
5:26 a9x9 γινώμεθα 1 ଆମ୍ଭେମାନେ କରିବା ଉଚିତ୍"
5:11 y3ug rc://*/ta/man/translate/figs-activepassive κατήργηται τὸ σκάνδαλον τοῦ σταυροῦ 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “କାହିଁକି ଲୋକମାନେ ମୋତେ ତାଡ଼ନା ଦେଉଛନ୍ତି… ମୁଁ କ୍ରୁଶର ବିଘ୍ନର କାରଣ ଦୂରକରି ଦେଇଥା’ନ୍ତି”
5:11 arj5 rc://*/ta/man/translate/figs-metaphor κατήργηται τὸ σκάνδαλον τοῦ σταυροῦ 1 ଏଠାରେ, **ବିଘ୍ନର କାରଣ** ଏପରି ବିଷୟକୁ ବୁଝାଏ ଯାହା ଲୋକମାନଙ୍କୁ ଅପମାନିତ କରେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅପରାଧ”
5:12 sfl2 rc://*/ta/man/translate/figs-metaphor ἀποκόψονται 1 ଏହାର ଅର୍ଥ ହୋଇପାରେ: (1) ପାଉଲ ଚାହୁଁଥିଲେ ଯେ ଗାଲାତୀୟ ବିଶ୍ଵାସୀମାନଙ୍କୁ ସୁନ୍ନତ କରେଇବାକୁ ଚାହୁଁଥିବା ଭଣ୍ଡ ଶିକ୍ଷକମାନେ ପୂରାପୂରି ନିଜ ନିଜର ଯୌନାଙ୍ଗ ଛେଦନ କରନ୍ତୁ, ଯେପରି ULT ରେ ଆକ୍ଷରିକ ଭାବରେ ଲେଖାଅଛି । (2) ପାଉଲ ଚାହୁଁଥିଲେ ଯେ ଭଣ୍ଡ ଶିକ୍ଷକମାନେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟକୁ ଛାଡନ୍ତୁ। ବିକଳ୍ପ ଅନୁବାଦ: “ଏପରିକି ତୁମ୍ଭମାନଙ୍କ ମଧ୍ୟରୁ ନିଜକୁ ଦୂରେଇ ଦେବେ”
5:13 y1g7 γὰρ 1 **କାରଣ** ଏଠାରେ ସୂଚାଇପାରେ: (1) ପାଉଲ 5:1 ରେ ସେ ଉପସ୍ଥାପନ କରିଥିବା ବିଷୟକୁ ଫେରିଯାଉଛନ୍ତି । ବିକଳ୍ପ ଅନୁବାଦ: “ପ୍ରକୃତରେ,” (2) ପାଉଲ ପୂର୍ବ ପଦରେ କହିଥିବା କଠୋର ଶବ୍ଦର କାରଣ । ବିକଳ୍ପ ଅନୁବାଦ: “ମୁଁ ଇଚ୍ଛା କରେ ସେମାନେ ଏହା କରିବେ କାରଣ”
5:13 v6vs rc://*/ta/man/translate/figs-activepassive ὑμεῖς & ἐπ’ ἐλευθερίᾳ ἐκλήθητε 1
5:13 ekb2 rc://*/ta/man/translate/figs-metaphor ὑμεῖς & ἐπ’ ἐλευθερίᾳ ἐκλήθητε 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ସ୍ୱାଧୀନତା ପାଇଁ ଆହ୍ୱାନ କରିଛନ୍ତି”
5:13 yp6r ἀδελφοί 1 ଆପଣ [1:2](../01/02.md) ରେ **ଭାଇମାନଙ୍କର** ସମାନ ବ୍ୟବହାର କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ । ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ”
5:13 viv6 rc://*/ta/man/translate/figs-explicit ἀφορμὴν τῇ σαρκί 1 ଏଠାରେ **ଶରୀର** ଶବ୍ଦକୁ ବ୍ୟବହାର କରି ପାଉଲ ପାପପୂର୍ଣ୍ଣ ମାନବ ପ୍ରକୃତିକୁ ସୂଚାନ୍ତି। ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନର ପାପପୂର୍ଣ୍ଣ ପ୍ରକୃତି ପାଇଁ”
5:14 ct8i ὁ & πᾶς νόμος ἐν ἑνὶ λόγῳ πεπλήρωται 1
5:14 qt9c rc://*/ta/man/translate/figs-you ἀγαπήσεις τὸν πλησίον σου ὡς σεαυτόν 1
5:16 q8wk Connecting Statement: 0
5:16 yb58 rc://*/ta/man/translate/figs-metaphor Πνεύματι περιπατεῖτε 1
5:16 dyj7 rc://*/ta/man/translate/figs-idiom ἐπιθυμίαν σαρκὸς οὐ μὴ τελέσητε 1
5:16 rl5s rc://*/ta/man/translate/figs-personification ἐπιθυμίαν σαρκὸς 1
5:18 san8 οὐκ & ὑπὸ νόμον 1
5:19 yf2a τὰ ἔργα τῆς σαρκός 1
5:19 u2pu rc://*/ta/man/translate/figs-personification τὰ ἔργα τῆς σαρκός 1
5:21 rs9b rc://*/ta/man/translate/figs-metaphor κληρονομήσουσιν 1
5:22 hez3 rc://*/ta/man/translate/figs-metaphor ὁ & καρπὸς τοῦ Πνεύματός ἐστιν ἀγάπη & πίστις 1
5:23 ss5k rc://*/ta/man/translate/figs-metaphor πραΰτης & ἐνκράτεια 1
5:24 l6ux rc://*/ta/man/translate/figs-personification τὴν σάρκα ἐσταύρωσαν σὺν τοῖς παθήμασιν καὶ ταῖς ἐπιθυμίαις 1
5:24 m3nm rc://*/ta/man/translate/figs-personification τὴν σάρκα & σὺν τοῖς παθήμασιν καὶ ταῖς ἐπιθυμίαις 1
5:25 h9hd εἰ ζῶμεν Πνεύματι 1
5:25 sq7b rc://*/ta/man/translate/figs-metaphor Πνεύματι & στοιχῶμεν 1
5:26 a9x9 γινώμεθα 1
6:intro bv8h 0 # ଗାଲାତୀୟ ୦୬ ଅଧ୍ୟାୟ ସାଧରଣ ଟିପ୍ପଣୀ \n## ଗଠନ ପ୍ରଣାଳୀ ଏବଂ ଆକୃତି \n\n ଏହି ଅଧ୍ୟାୟ ପାଉଲଙ୍କ ପତ୍ରକୁ ସମାପ୍ତ କରେ । ତାହାଙ୍କ ଅନ୍ତିମ ବାକ୍ୟଗୁଡ଼ିକ ଏପରି କିଛି ବିଷୟକୁ ସମ୍ବୋଧିତ କରେ ଯାହା ତାହାଙ୍କ ଅନ୍ୟ ପତ୍ର ସହିତ କିଛି ସଂଯୁକ୍ତ ନହେବା ଦେଖାଯାଏ । \n\n### ଭାଇମାନେ \n ପାଉଲ ଏହି ଅଧ୍ୟାୟରେ ଖ୍ରୀଷ୍ଟିୟାନମାନଙ୍କୁ ଲେଖନ୍ତି । ସେ ସେମାନଙ୍କୁ “ଭାଇମାନେ” କହନ୍ତି । ଏହା ପାଉଲ ଖ୍ରୀଷ୍ଟିୟାନ ଭାଇମାନଙ୍କୁ ବୁଝାଏ ଏବଂ ତାହାଙ୍କ ଯିହୁଦୀ ଭାଇମାନଙ୍କୁ ନୁହେ । \n\n### ଏହି ଅଧ୍ୟାୟରେ ବିଶେଷ ଧାରଣା \n\n### ନୂତନ ସୃଷ୍ଟି \n\n ଯେଉଁମାନେ ପୁନର୍ବାର ଜନ୍ମ ହୋଇଛନ୍ତି ସେମାନେ ଖ୍ରୀଷ୍ଟଙ୍କଠାରେ ଏକ ନୂତନ ସୃଷ୍ଟି ଅଟନ୍ତି । ଖ୍ରୀଷ୍ଟିୟାନମାନଙ୍କୁ ଖ୍ରୀଷ୍ଟଙ୍କଠାରେ ନୂତନ ଜୀବନ ଦିଆଯାଇଛି । ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ପରେ ସେମାନଙ୍କ ମଧ୍ୟରେ ନୂତନ ସ୍ବଭାବ ସୃଷ୍ଟି ହୁଏ । ପାଉଲଙ୍କ ପକ୍ଷରେ, ଏହା ଜଣେ ବ୍ୟକ୍ତିର ବଂଶ ପରମ୍ପରା ଅପେକ୍ଷା ଅଧିକ ଗୁରୁତ୍ବପୁର୍ଣ୍ଣ ଅଟେ । (ଦେଖ: [[rc://or/tw/dict/bible/kt/bornagain]] ଏବଂ [[rc://or/tw/dict/bible/kt/faith]]) \n\n## ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟା \n\n### ଶରୀର \n\n ଏହା ଏକ ଜଟିଳ ବିଷୟ ଅଟେ । “ଶରୀର” ସହିତ “ଆତ୍ମା” ଶଦ୍ଦ ଏକ ବିପରୀତ ଅଟେ । ଏହି ଅଧ୍ୟାୟରେ, ଜାଗତିକ ଶରୀରକୁ ଉଲ୍ଲେଖ କରିବା ନିମନ୍ତେ ଶରୀର ଶଦ୍ଦକୁ ବ୍ୟବହାର କରାଯାଇଛି । (ଦେଖ: [[rc://or/tw/dict/bible/kt/flesh]] ଏବଂ [[rc://or/tw/dict/bible/kt/sin]] ଏବଂ)
6:1 x8zg Connecting Statement: 0 # Connecting Statement:\n\nପାଉଲ ବିଶ୍ବାସୀମନଙ୍କୁ ସେମାନେ ଅନ୍ୟ ବିଶ୍ବାସୀମାନଙ୍କ ସହିତ କିପରି ବ୍ୟବହାର କରିବା ଉଚିତ ଏବଂ ଈଶ୍ବର କିପରି ପୁରସ୍କାର ଦିଅନ୍ତି ସେହି ବିଷୟରେ ଶିକ୍ଷା ଦିଅନ୍ତି ।
6:1 ss7l ἀδελφοί 1 ଦେଖ ତୁମେ ଏହାକୁ [ଗାଲାତୀୟ ୧:](../୦୧/.md)ରେ କିପରି ଅନୁବାଦ କରିଅଚ୍ଛ ।

Can't render this file because it contains an unexpected character in line 71 and column 1453.