Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-19 13:39:46 +00:00
parent 80fcc6fdcf
commit 9e3869ab69
1 changed files with 22 additions and 22 deletions

View File

@ -215,37 +215,37 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
4:31 y3c2 rc://*/ta/man/translate/figs-ellipsis ἀλλὰ τῆς ἐλευθέρας 1
5:intro bcg3 0 # ଗାଲାତୀୟ 5 ସାଧାରଣ ଟିପ୍ପଣୀଗୁଡ଼ିକ\n\n\n## ଗଠନ ଏବଂ ଆକାର\n\n\nପାଉଲ ମୋଶାଙ୍କ ବ୍ୟବସ୍ଥା ବିଷୟରେ ଲେଖିବା ଜାରି ରଖିଛନ୍ତି ଯାହା ଜଣେ ବ୍ୟକ୍ତିକୁ ଦାସତ୍ଵ ବନ୍ଧନରେ ଆବଦ୍ଧ କରିଥାଏ । ଏହି ଅଧ୍ୟାୟରେ ପାଉଲ ବାରମ୍ବାର ଉଲ୍ଲେଖ କରିଛନ୍ତି ଯେ ଖ୍ରୀଷ୍ଟ ବିଶ୍ଵାସୀମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାଠାରୁ ମୁକ୍ତ କରିଛନ୍ତି। (ଦେଖନ୍ତୁ: [[rc://*/tw/dict/bible/kt/lawofmoses]])\n\n\n## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ\n\n\n### ଆତ୍ମାଙ୍କର ଫଳ\n\n\n“ଆତ୍ମାଙ୍କର ଫଳ” ବାକ୍ୟ ବହୁବଚନ ନୁହେଁ, ଯଦିଓ ଏହା ଅନେକ ବିଷୟର ତାଲିକାକୁ ପ୍ରଦାନ କରେ । “ଫଳ” ଶବ୍ଦ ଏକବଚନ ଅଟେ ଏବଂ [5:2223](../05/22.md) ରେ ତାଲିକାଭୁକ୍ତ ନଅ ଗୁଣକୁ ଦର୍ଶାଏ ଯାହା ଦର୍ଶାଏ ଯେ ସେଗୁଡ଼ିକ ଏକ ଗୁଣର ଏକ ଗୁଚ୍ଛ ଅଟେ ଯାହା ପ୍ରତ୍ୟେକ ବିଶ୍ଵାସୀମାନଙ୍କଠାରେ ଦେଖାଯାଏ । ଯଦି ସମ୍ଭବ ତେବେ ଅନୁବାଦକ “ଫଳ” ପାଇଁ ଏକବଚନ ଶବକୁ ବ୍ୟବହାର କରିବା ଉଚିତ୍ । (ଦେଖନ୍ତୁ: [[rc://*/tw/dict/bible/other/fruit]])\n\n\n### ବ୍ୟବସ୍ଥା \n\n\n“ବ୍ୟବସ୍ଥା” ଶବ୍ଦ ଏକବଚନ ବିଶେଷ୍ୟ ଅଟେ ଯାହାକି ବ୍ୟବସ୍ଥାର ଏକ ଗୋଷ୍ଠୀକୁ ବୁଝାଏ ଯାହା ଈଶ୍ବର ଇସ୍ରାଏଲକୁ ମୋଶାଙ୍କୁ ନିର୍ଦ୍ଦେଶ ଦେଇ ଦେଇଥିଲେ । ଏହି ବାକ୍ୟାଂଶ ଅଧ୍ୟାୟ 2-5 ରେ ଉଲ୍ଲେଖ ଅଛି । ପ୍ରତ୍ୟେକ ଥର ଏହି ବାକ୍ୟ ଗାଲାତୀୟ ପତ୍ରରେ ଉଲ୍ଲେଖ ଅଛି, ଏହା ବ୍ୟବସ୍ଥା ଗୋଷ୍ଠୀକୁ ବୁଝାଏ ଯାହା ଈଶ୍ବର ସୀନୟ ପର୍ବତରେ ମୋଶାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆପଣ ଏହି ବାକ୍ୟାଂଶକୁ ସମାନ ଭାବରେ ପ୍ରତ୍ୟେକ ସ୍ଥାନରେ ଅନୁବାଦ କରିବା ଉଚିତ୍ । (ଦେଖନ୍ତୁ: [[rc://*/ta/man/translate/grammar-collectivenouns]])\n
5:1 up16 Connecting Statement: 0 \n\n
5:1 kuu9 rc://*/ta/man/translate/figs-explicit τῇ ἐλευθερίᾳ, ἡμᾶς Χριστὸς ἠλευθέρωσεν 1
5:1 j679 rc://*/ta/man/translate/figs-metaphor στήκετε 1
5:1 kuu9 rc://*/ta/man/translate/figs-explicit τῇ ἐλευθερίᾳ, ἡμᾶς Χριστὸς ἠλευθέρωσεν 1 **ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି** ଏହାର ଅର୍ଥ ଖ୍ରୀଷ୍ଟ ବିଶ୍ଵାସୀମାନଙ୍କୁ ଈଶ୍ବର ଯିହୁଦୀମାନଙ୍କୁ ଦେଇଥିବା ବ୍ୟବସ୍ଥା ପାଳନ କରିବାଠାରୁ **ମୁକ୍ତ କରିଛନ୍ତି** । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଆମ୍ଭମାନଙ୍କୁ ବ୍ୟବସ୍ଥାରୁ ମୁକ୍ତ କରିଛନ୍ତି”
5:1 j679 rc://*/ta/man/translate/figs-metaphor στήκετε 1 ଏଠାରେ **ସ୍ଥିର ହୋଇ ରୁହ** ବାକ୍ୟାଂଶ ଯେଉଁଥିରେ କେହି ବିଶ୍ଵାସ କରେ ଏବଂ ସେଥିରେ ସ୍ଥିରତାର ସହ ରହିବାକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅସ୍ଥିର ହୁଅ ନାହିଁ” କିମ୍ବା “ତୁମ୍ଭମାନଙ୍କ ବିଶ୍ୱାସରେ ଦୃଢ଼ ରୁହ”
5:1 usl9 rc://*/ta/man/translate/figs-metaphor μὴ πάλιν ζυγῷ δουλείας ἐνέχεσθε 1
5:2 bg6b rc://*/ta/man/translate/figs-metonymy ἐὰν περιτέμνησθε 1
5:3 h4q5 μαρτύρομαι δὲ 1
5:3 h4q5 μαρτύρομαι δὲ 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯଦି କେହି କାହାକୁ ସୁନ୍ନତ କରେ”
5:3 s1af rc://*/ta/man/translate/figs-metonymy παντὶ ἀνθρώπῳ περιτεμνομένῳ 1
5:3 j88p ὀφειλέτης ἐστὶν & ποιῆσαι 1
5:4 h4yu rc://*/ta/man/translate/figs-metaphor κατηργήθητε ἀπὸ Χριστοῦ 1
5:4 ipf7 rc://*/ta/man/translate/figs-irony οἵτινες ἐν νόμῳ δικαιοῦσθε 1
5:4 k6xe rc://*/ta/man/translate/figs-explicit τῆς χάριτος ἐξεπέσατε 1
5:5 pdm1 rc://*/ta/man/translate/figs-inclusive General Information: 0
5:5 vvk6 γὰρ Πνεύματι 1
5:5 qg9m ἡμεῖς & ἐκ πίστεως ἐλπίδα δικαιοσύνης ἀπεκδεχόμεθα 1
5:4 h4yu rc://*/ta/man/translate/figs-metaphor κατηργήθητε ἀπὸ Χριστοῦ 1 ଏଠାରେ, **ବିଚ୍ଛିନ୍ନ** ଖ୍ରୀଷ୍ଟଙ୍କଠାରୁ ଅଲଗା ହେବାକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହ ତୁମ୍ଭମାନଙ୍କର ସମ୍ପର୍କ ସମାପ୍ତ କରିଅଛ” କିମ୍ବା “ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରୁ ଅଲଗା ହୋଇଅଛ”
5:4 ipf7 rc://*/ta/man/translate/figs-irony οἵτινες ἐν νόμῳ δικαιοῦσθε 1 ପାଉଲ ସୂଚିତ କରିଛନ୍ତି ଯେ ଏହି ଲୋକମାନେ **ବ୍ୟବସ୍ଥା** ପାଳନ କରି **ଧାର୍ମିକ ହେବାକୁ** ଚେଷ୍ଟା କରୁଥିଲେ, ଯାହା ଅସମ୍ଭବ ଅଟେ। ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ବ୍ୟବସ୍ଥା ପାଳନ କରି ଧାର୍ମିକ ହେବାକୁ ଚେଷ୍ଟା କରେ”
5:4 k6xe rc://*/ta/man/translate/figs-explicit τῆς χάριτος ἐξεπέσατε 1 ଏଠାରେ ପାଉଲ **ଅନୁଗ୍ରହ** ବିଷୟରେ କୁହନ୍ତି ଯେପରି ଏହା ଏପରି କିଛି ଯାହାକି ଜଣେ ବ୍ୟକ୍ତି ଏଥିରୁ ଦୂରେଇ ଯାଇପାରେ । ତାଙ୍କ ଅର୍ଥରେ ଯେଉଁମାନେ ବ୍ୟବସ୍ଥା ପାଳନ କରି ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ସେମାନେ ଈଶ୍ବରଙ୍କ **ଅନୁଗ୍ରହ** ଗ୍ରହଣ କରନ୍ତି ନାହିଁ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଈଶ୍ବରଙ୍କ ଅନୁଗ୍ରହକୁ ପ୍ରତ୍ୟାଖ୍ୟାନ କରିଅଛ” କିମ୍ବା “ଈଶ୍ଵର ଆଉ ତୁମ୍ଭମାନଙ୍କ ପ୍ରତି ଦୟାଳୁ ହେବେ ନାହିଁ”
5:5 pdm1 rc://*/ta/man/translate/figs-inclusive General Information: 0 ଏଠାରେ, **ଆମ୍ଭେମାନେ** ପାଉଲ ଏବଂ ଯେଉଁମାନେ ବ୍ୟବସ୍ଥା ପରିବର୍ତ୍ତେ ଖ୍ରୀଷ୍ଟଙ୍କ ଉପରେ ବିଶ୍ବାସ କରନ୍ତି, ସେମାନଙ୍କୁ ସୂଚାଏ, ତେଣୁ **ଆମ୍ଭେମାନେ** ବହିର୍ଭୂତ ଅଟେ । ଆପଣଙ୍କ ଭାଷା ଆପଣଙ୍କୁ ଏହାକୁ ସ୍ପଷ୍ଟ କରିବା ଆବଶ୍ୟକ କରିପାରେ ।
5:5 vvk6 γὰρ Πνεύματι 1 ଯଦି ଆପଣଙ୍କର ଭାଷା **ବିଶ୍ୱାସ**, **ଭରସା** ଏବଂ **ଧାର୍ମିକତା** ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବ । ଆପଣ [2:16](../02/16.md) ରେ କିପରି **ବିଶ୍ଵାସ** ଏବଂ [2:21](../02/21.md) ରେ **ଧାର୍ମିକତା** ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ବିଶ୍ଵାସ କରି… ଯାହା ଧାର୍ମିକ ତାହା ଉପରେ ବିଶ୍ବାସ ଅଛି”
5:5 qg9m ἡμεῖς & ἐκ πίστεως ἐλπίδα δικαιοσύνης ἀπεκδεχόμεθα 1 ଏହାର ଅର୍ଥ ହୋଇପାରେ: (1) ** ବିଶ୍ୱାସ ହେତୁ ଅପେକ୍ଷା କରୁଅଛୁ** । ବିକଳ୍ପ ଅନୁବାଦ: “ଧାର୍ମିକତାର ଆଶା ହେତୁ ଆମ୍ଭେମାନେ ଉତ୍ସାହର ସହ ଅପେକ୍ଷାରେ ଅଛୁ” (2) **ବିଶ୍ୱାସ ଦ୍ୱାରା** **ଧାର୍ମିକତା** ହୁଏ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ବିଶ୍ୱାସ ଦ୍ୱାରା ଧାର୍ମିକତାର ଆଶାଲକୁ ଅପେକ୍ଷା ଅଛୁ”
5:5 z3ga ἡμεῖς & ἐλπίδα δικαιοσύνης ἀπεκδεχόμεθα 1
5:6 y2ww rc://*/ta/man/translate/figs-metonymy οὔτε περιτομή & οὔτε ἀκροβυστία 1
5:6 y2ww rc://*/ta/man/translate/figs-metonymy οὔτε περιτομή & οὔτε ἀκροβυστία 1 ଯଦି ଆପଣଙ୍କର ଭାଷା **ସୁନ୍ନତ**, **ଅସୁନ୍ନତ**, **ବିଶ୍ୱାସ**, ଏବଂ **ପ୍ରେମ** ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ଆପଣ [2:16](../02/16.md) ରେ କିପରି **ବିଶ୍ଵାସକୁ** ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ସୁନ୍ନତ ହେବା… ସୁନ୍ନତ ନହେବା… ବିଶ୍ୱାସ କରିବା… ପ୍ରେମ”
5:6 n1hc ἀλλὰ πίστις δι’ ἀγάπης ἐνεργουμένη 1
5:6 qp6b τι ἰσχύει 1
5:7 jj48 ἐτρέχετε 1
5:6 qp6b τι ἰσχύει 1 ଏଠାରେ, **କିଛି** ଈଶ୍ବରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ନା ସୁନ୍ନତ କିମ୍ବା ଅସୁନ୍ନତ ଈଶ୍ବରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବାରେ ସକ୍ଷମ ନୁହେଁ” କିମ୍ବା “ନା ସୁନ୍ନତ କିମ୍ବା ଅସୁନ୍ନତ କିଛି ନୁହେଁ”
5:7 jj48 ἐτρέχετε 1 ଏଠାରେ ପାଉଲ **ଦୌଡ଼** ଶବ୍ଦକୁ ବ୍ୟବହାର କରି ଅଧିକ ଆତ୍ମିକ ପରିପକ୍ୱ ହେବାକୁ ସୂଚାନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ନିଜର ବିଶ୍ୱାସରେ ଉତ୍କୃଷ୍ଟ ଭାବରେ ଦୌଡ଼ୁଥିଲ” କିମ୍ବା “ତୁମ୍ଭେମାନେ ଅତ୍ଯନ୍ତ ଉତ୍ତମ କରୁଥିଲ”
5:8 ct7g ἡ πεισμονὴ οὐκ ἐκ τοῦ καλοῦντος ὑμᾶς 1
5:8 j7f8 rc://*/ta/man/translate/figs-explicit τοῦ καλοῦντος ὑμᾶς 1
5:8 sx6u πεισμονὴ 1
5:10 enp1 οὐδὲν ἄλλο φρονήσετε 1
5:8 sx6u πεισμονὴ 1 ଏଠାରେ, **ପ୍ରବର୍ତ୍ତନା** କେତେକ ଗାଲାତୀୟମାନଙ୍କୁ ବୁଝାଏ ଯେ ସେମାନଙ୍କୁ ଉଦ୍ଧାର କରିବା ପାଇଁ କେବଳ ଯୀଶୁଙ୍କ ଉପରେ ବିଶ୍ୱାସ କରିବା ପରିବର୍ତ୍ତେ ଈଶ୍ବର ଯିହୁଦୀୟମାନଙ୍କୁ ଦେଇଥିବା ବ୍ୟବସ୍ଥା ପାଳନ କରିବାକୁ ପ୍ରବର୍ତ୍ତାଉଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ ନ କରିବାକୁ ପ୍ରବର୍ତ୍ତିତ ହୋଇଅଛ”
5:10 enp1 οὐδὲν ἄλλο φρονήσετε 1 ଏଠାରେ, ପାଉଲ ତାଙ୍କ ପାଠକମାନଙ୍କୁ ଯାହା କହିଛନ୍ତି ତାହା ବ୍ୟତୀତ **କିଛି ନୁହେଁ** ବାକ୍ୟାଂଶ ଅନ୍ୟ କୌଣସି ବିଷୟକୁ ବୁଝାଏ ନାହିଁ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ଯାହା କହୁଅଛି ତାହା ବ୍ୟତୀତ ତୁମ୍ଭେମାନେ ଆଉ କିଛି ଭାବିବ ନାହିଁ”
5:10 rb76 ὁ δὲ ταράσσων ὑμᾶς, βαστάσει τὸ κρίμα 1
5:10 jc72 ταράσσων ὑμᾶς 1
5:10 llh5 ὅστις ἐὰν ᾖ 1
5:11 d4mm rc://*/ta/man/translate/figs-rquestion ἐγὼ δέ, ἀδελφοί, εἰ περιτομὴν ἔτι κηρύσσω, τί ἔτι διώκομαι 1 ପାଉଲ ଗୁରୁତ୍ବାରୋପ କରିବା ନିମନ୍ତେ ଯାହା ଘଟି ନାହିଁ ଏପରି ଏକ ପରିସ୍ଥିତିକୁ ଉଲ୍ଲେଖ କରନ୍ତି ଯେ ଲୋକମାନେ ତାହାଙ୍କୁ ତାଡନା କରୁଥିଲେ କାରଣ ସେ ପ୍ରଚାର କରୁ ନଥିଲେ ଯେ ଲୋକମାନଙ୍କୁ ଯିହୁଦୀ ହେବା ବିଷୟରେ ଶିକ୍ଷା ଦେଉ ନଥିଲେ । ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଭାଇମାନେ, ତୁମ୍ଭେମାନେ ଦେଖିପାରିବ ଯେ ମୁଁ ଏବେ ସୁଦ୍ଧା ସୁନ୍ନତ ବିଷୟରେ ପ୍ରଚାର କରିନାହିଁ କାରଣ ଯିହୁଦୀମାନେ ମୋତେ ତାଡ଼ନା କରୁଛନ୍ତି ।” (ଦେଖ: [[rc://or/ta/man/translate/figs-rquestion]] ଏବଂ [[rc://or/ta/man/translate/figs-hypo]])
5:11 nv5x ἀδελφοί 1 ଦେଖ ତୁମେ ଏହାକୁ [ଗାଲାତିୟ ୧:] (../୦୧/.md)ରେ କିପରି ଅନୁବାଦ କରିଅଚ୍ଛ ।
5:11 znh3 rc://*/ta/man/translate/figs-hypo ἄρα κατήργηται τὸ σκάνδαλον τοῦ σταυροῦ 1 ପାଉଲ ଗୁରୁତ୍ବାରୋପ କରିବା ନିମନ୍ତେ ଯାହା ଘଟି ନାହି ଏପରି ଏକ ପରିସ୍ଥିତି ବିଷୟରେ ଉଲ୍ଲେଖ କରୁଛନ୍ତି ଯେ ଲୋକମାନେ ତାହାଙ୍କୁ ତାଡନା କରୁଥିଲେ କାରଣ ସେ ପ୍ରଚାର କରୁଥିଲେ ଯେ ଯୀଶୁଙ୍କ ମୃତ୍ୟୁ କ୍ରୁଶରେ ହେବା ସକାଶୁ ଈଶ୍ବର ଲୋକମାନଙ୍କୁ କ୍ଷମା କରନ୍ତି । (ଦେଖ: [[rc://or/ta/man/translate/figs-hypo]])
5:11 dtv9 ἄρα 1 ଯଦି ଏବେ ସୁଦ୍ଧା ମୁଁ କହୁଅଛି ଯେ ଲୋକମାନେ ଯିହୁଦୀ ହେବା ଆବଶ୍ୟକ
5:11 y3ug rc://*/ta/man/translate/figs-activepassive κατήργηται τὸ σκάνδαλον τοῦ σταυροῦ 1 ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “କ୍ରୁଶ ବିଷୟରେ ଶିକ୍ଷାଦେବା କୌଣସି ବିଘ୍ନ ନାହିଁ” କିମ୍ବା “କ୍ରୁଶର ବିଷୟରେ ଶିକ୍ଷାଦେବାରେ କୌଣସି ବିଘ୍ନ ନାହିଁ ଯେଉଁଥିରେ ଲୋକମାନେ ବିଘ୍ନ ପାଇବେ” (ଦେଖ: [[rc://or/ta/man/translate/figs-activepassive]])
5:11 arj5 rc://*/ta/man/translate/figs-metaphor κατήργηται τὸ σκάνδαλον τοῦ σταυροῦ 1 ବିଘ୍ନହେବା ପାପ ବିଷୟକୁ ଉଲ୍ଲେଖ କରେ, ଏବଂ ବିଘ୍ନର କାରଣ ଯାହା ଲୋକମାନଙ୍କୁ ପାପ କରିବାକୁ ପ୍ରବର୍ତ୍ତାଇଥାଏ । ଏହି ଘଟଣାରେ ପାପ ଶିକ୍ଷାର ସତ୍ୟତାକୁ ପ୍ରତ୍ୟାଖ୍ୟାନ କରେ ଯାହା ଈଶ୍ବରଙ୍କ ସହିତ ଧାର୍ମିକ କରେ, ଲୋକମାନେ କେବଳ ଏହା ବିଶ୍ବାସ କରିବା ଆବଶ୍ୟକ ଯେ ଯୀଶୁ ଆମମାନଙ୍କ ନିମନ୍ତେ କ୍ରୁଶରେ ମୃତ୍ୟୁବରଣ କଲେ । ଅନ୍ୟ ଏକ ଅନୁବାଦରେ: “ସେହି କ୍ରୁଶ ବିଷୟର ଶିକ୍ଷା ଲୋକମାନଙ୍କୁ ସତ୍ୟକୁ ଅସ୍ବୀକାର କରିବାର କାରଣ କରିଥାଏ” କିମ୍ବା “କ୍ରୁଶରେ ଯିଶୁଙ୍କ ମୃତ୍ୟୁବରଣର ଶିକ୍ଷା ଲୋକମାନଙ୍କୁ ଅସ୍ବୀକାର କରିବା ନିମନ୍ତେ ପ୍ରବର୍ତ୍ତାଇଥାଏ” (ଦେଖ: [[rc://or/ta/man/translate/figs-metaphor]] ଏବଂ [[rc://or/ta/man/translate/figs-explicit]])
5:10 jc72 ταράσσων ὑμᾶς 1 ପାଉଲ ଅନେକ ଲୋକମାନଙ୍କ ବିଷୟରେ କହୁଛନ୍ତି, ଯେଉଁମାନେ ଗାଲାତୀୟ ବିଶ୍ଵାସୀମାନଙ୍କୁ **ଅସ୍ଥିର କରୁଥିଲେ**, କେବଳ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ନୁହଁନ୍ତି । ପାଉଲ [1:7](../01/07.md) ରେ କହନ୍ତି ଯେ ସେଠାରେ ଅନେକ ଭଣ୍ଡ ଶିକ୍ଷକ ଥିଲେ। ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏକ ସାଧାରଣ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ତୁମ୍ଭମାନଙ୍କୁ ଅସୁବିଧାରେ ପକାଉଛନ୍ତି ... ସେମାନେ ଯେକେହି ହୁଅନ୍ତୁ”
5:10 llh5 ὅστις ἐὰν ᾖ 1 ଯଦି ଆପଣଙ୍କର ଭାଷା **ଦଣ୍ଡ ବହନ କରିବ** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ବିଚାର କରାଯିବ”
5:11 d4mm rc://*/ta/man/translate/figs-rquestion ἐγὼ δέ, ἀδελφοί, εἰ περιτομὴν ἔτι κηρύσσω, τί ἔτι διώκομαι 1 ପାଉଲ ଏକ ଉପକଳ୍ପିତ ପରିସ୍ଥିତିକୁ ବ୍ୟବହାର କରି **ସୁନ୍ନତ ପ୍ରଚାର କରନ୍ତି ନାହିଁ** ଗୁରୁତ୍ଵ ଦିଅନ୍ତି । ଏକ ଉପକଳ୍ପିତ ପରିସ୍ଥିତିକୁ ପ୍ରକାଶ କରିବା ପାଇଁ ଆପଣଙ୍କ ଭାଷାରେ ସ୍ବାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: "ଯଦି ମୁଁ ତଥାପି ସୁନ୍ନତ ପ୍ରଚାର କରେ। ତା’ହେଲେ ମୋତେ କାହିଁକି ତାଡନା ଦିଆଯାଉଛି?"
5:11 nv5x ἀδελφοί 1
5:11 znh3 rc://*/ta/man/translate/figs-hypo ἄρα κατήργηται τὸ σκάνδαλον τοῦ σταυροῦ 1
5:11 dtv9 ἄρα 1
5:11 y3ug rc://*/ta/man/translate/figs-activepassive κατήργηται τὸ σκάνδαλον τοῦ σταυροῦ 1
5:11 arj5 rc://*/ta/man/translate/figs-metaphor κατήργηται τὸ σκάνδαλον τοῦ σταυροῦ 1
5:12 sfl2 rc://*/ta/man/translate/figs-metaphor ἀποκόψονται 1 ସମ୍ଭାବିତ ଅର୍ଥଗୁଡିକ ୧) ଆକ୍ଷରିକଭାବେ, ନଫୁସକ କରିବା ନିମନ୍ତେ ସେମାନଙ୍କର ପୁରୁଷ ଅଙ୍ଗଗୁଡିକ କାଟିବା କିମ୍ବା ) ରୂପକଭାବରେ, ସମ୍ପୂର୍ଣ୍ଣ ରୂପେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟରୁ ବାହାରିଯିବା । (ଦେଖ: [[rc://or/ta/man/translate/figs-metaphor]])
5:13 y1g7 γὰρ 1 ପାଉଲ [ଗାଲାତୀୟ ୫:୧୨](../୦୫/୧୨.md)ରେ ତାହାଙ୍କ ବାକ୍ୟ ନିମନ୍ତେ କାରଣ ଦର୍ଶାନ୍ତି ।
5:13 v6vs rc://*/ta/man/translate/figs-activepassive ὑμεῖς & ἐπ’ ἐλευθερίᾳ ἐκλήθητε 1 ଏହାକୁ କ୍ରିୟାବାଚ୍ୟ ଆକାରରେ ପ୍ରକାଶ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ସ୍ବାଧିନ କରିବା ନିମନ୍ତେ ଆହ୍ୱାନ କରିଛନ୍ତି” (ଦେଖ: [[rc://or/ta/man/translate/figs-activepassive]])

Can't render this file because it contains an unexpected character in line 71 and column 1453.