Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-17 15:24:40 +00:00
parent 0f09bae1f2
commit 80fcc6fdcf
1 changed files with 21 additions and 21 deletions

View File

@ -219,27 +219,27 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
5:1 j679 rc://*/ta/man/translate/figs-metaphor στήκετε 1
5:1 usl9 rc://*/ta/man/translate/figs-metaphor μὴ πάλιν ζυγῷ δουλείας ἐνέχεσθε 1
5:2 bg6b rc://*/ta/man/translate/figs-metonymy ἐὰν περιτέμνησθε 1
5:3 h4q5 μαρτύρομαι δὲ 1 ମୁଁ ଘୋଷଣା କରେ କିମ୍ବା “ମୁଁ ଜଣେ ସାକ୍ଷୀ ରୂପରେ ସେବା କରେ”"
5:3 s1af rc://*/ta/man/translate/figs-metonymy παντὶ ἀνθρώπῳ περιτεμνομένῳ 1 ପାଉଲ ଯିହୁଦୀ ଧର୍ମ ନିମନ୍ତେ ଏକ ଲକ୍ଷଣ ସୂଚକଭାବରେ ସୁନ୍ନତ ଶବ୍ଦ ବ୍ୟବହାର କରୁଛନ୍ତି । ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ ଯେ ଜଣେ ଯିହୁଦୀ ହୋଇଛନ୍ତି” (ଦେଖ: [[rc://or/ta/man/translate/figs-metonymy]])
5:3 j88p ὀφειλέτης ἐστὶν & ποιῆσαι 1 ସେ ପାଳନ କରିବା ଉଚିତ୍
5:4 h4yu rc://*/ta/man/translate/figs-metaphor κατηργήθητε ἀπὸ Χριστοῦ 1 ଏଠାରେ “ବିଛିନ୍ନ ହେବା” ଖ୍ରୀଷ୍ଟଙ୍କଠାରୁ ଅଲଗା ହେବା ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଖ୍ରୀଷ୍ଟଙ୍କ ସହିତ ତୁମର ସମ୍ପର୍କ ଶେଷ କରିଅଛ” କିମ୍ବା “ତୁମେମାନେ ଆଉ ଖ୍ରୀଷ୍ଟଙ୍କଠାରେ ଏକତ୍ର ନାହଁ” (ଦେଖ: [[rc://or/ta/man/translate/figs-metaphor]])
5:4 ipf7 rc://*/ta/man/translate/figs-irony οἵτινες ἐν νόμῳ δικαιοῦσθε 1 ପାଉଲ ଏଠାରେ ବ୍ୟଙ୍ଗସୂଚକ ଭାବରେ କହୁଛନ୍ତି । ସେ ପ୍ରକୃତରେ ଶିକ୍ଷା ଦିଅନ୍ତି ଯେ ବ୍ୟବସ୍ଥା ପାଳନ କରିବାକୁ ଚେଷ୍ଟା କଲେ କେହିହେଲେ ଜଣେ ସୁଦ୍ଧା ଧାର୍ମିକ ହୋଇ ପାରିବେ ନାହିଁ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ସମସ୍ତେ ଯେଉଁମାନେ ଭାବୁଛ ତୁମେମାନେ ବ୍ୟବସ୍ଥା ପାଳନ କରିବା ଦ୍ବାରା କାର୍ଯ୍ୟ କରି ଧାର୍ମିକ ହୋଇ ପାରିବ” କିମ୍ବା “ତୁମେମାନେ ଯେଉଁମାନେ ବ୍ୟବସ୍ଥା ଦ୍ବାରା ଧାର୍ମିକ ହେବାକୁ ଚାହୁଁଛ” (ଦେଖ: [[rc://or/ta/man/translate/figs-irony]])
5:4 k6xe rc://*/ta/man/translate/figs-explicit τῆς χάριτος ἐξεπέσατε 1 ସେହି ଅନୁଗ୍ରହ କେଉଁଠାରୁ ମିଳେ ଏହା ସ୍ପଷ୍ଟଭାବେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମମାନଙ୍କୁ ଅନୁଗ୍ରହ କରିବେ ନାହିଁ” (ଦେଖ: [[rc://or/ta/man/translate/figs-explicit]])
5:5 pdm1 rc://*/ta/man/translate/figs-inclusive General Information: 0 # General Information:\n\nଏାରେ “ଆମ୍ଭେମାନେ” ଶବ୍ଦ ପାଉଲଙ୍କୁ ଏବଂ ଯେଉଁମାନେ ଖ୍ରୀଷ୍ଟିୟାନ ମାନଙ୍କ ସୁନ୍ନତକୁ ବିରୋଧ କରନ୍ତି ସେମାନଙ୍କୁ ବୁଝାଏ । ସେ ହୁଏତ ଗାଲାତିୟମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି । (ଦେଖ: [[rc://or/ta/man/translate/figs-inclusive]])
5:5 vvk6 γὰρ Πνεύματι 1 ଏହା ଆତ୍ମଙ୍କ ଦ୍ବାରା ହୋଇଥାଏ
5:5 qg9m ἡμεῖς & ἐκ πίστεως ἐλπίδα δικαιοσύνης ἀπεκδεχόμεθα 1 ସମ୍ଭାବିତ ଅର୍ଥଗୁଡିକ ୧) “ଆମ୍ଭେ ବିଶ୍ବାସର ସହିତ ଧାର୍ମିକତାର ଆଶା ନିମନ୍ତେ ଅପେକ୍ଷା କରିଅଛୁ” କିମ୍ବା ) “ଆମ୍ଭେ ସେହି ଧାର୍ମିକତାର ଅପେକ୍ଷା କରିଅଛୁ ଯାହା ବିଶ୍ବାସରୁ ଆସିଥାଏ”
5:5 z3ga ἡμεῖς & ἐλπίδα δικαιοσύνης ἀπεκδεχόμεθα 1 ଆମ୍ଭେମାନେ ଧର୍ଯ୍ୟପୂର୍ବକ ଅପେକ୍ଷା କରିଅଛୁ ଓ ଈଶ୍ବରଙ୍କ ନିମନ୍ତେ ଉତ୍ସାହର ସହିତ ଅପେକ୍ଷା କରିଅଛୁ ଯେ ସେ ଆମକୁ ତାହାଙ୍କ ସହିତ ଧାର୍ମିକ କରି ସ୍ଥାପନ କରିବେ, ଏବଂ ଆମ୍ଭେମାନେ ତାହା ତାହାଙ୍କଠାରୁ ଆଶା କରୁ ।
5:6 y2ww rc://*/ta/man/translate/figs-metonymy οὔτε περιτομή & οὔτε ἀκροβυστία 1 ଏହା ଯିହୁଦୀ କିମ୍ବା ଅଣ-ଯିହୁଦୀ ହେବା ନିମନ୍ତେ ଏକ ଲକ୍ଷଣ ସୂଚକ ଶବ୍ଦ ଅଟେ । ଅନ୍ୟ ଏକ ଅନୁବାଦରେ: “ନା ତ ଯିହୁଦୀ ରହିଲ ନା ଅଣ-ଯିହୁଦୀ ହେଲ” (ଦେଖ: [[rc://or/ta/man/translate/figs-metonymy]])
5:6 n1hc ἀλλὰ πίστις δι’ ἀγάπης ἐνεργουμένη 1 ବରଂ, ଈଶ୍ବର ବିବେଚନା କରନ୍ତି ଆମ୍ଭେମାନେ କେମିତି ତାହାଙ୍କ ଉପରେ ଆମର ବିଶ୍ବାସ ରଖିଅଛୁ, ଯାହା ଅମେମାନେ ଅନ୍ୟମାନଙ୍କୁ ପ୍ରେମ କରି ଦେଖାଉ
5:6 qp6b τι ἰσχύει 1 ସାର୍ଥକ ଅଟେ
5:7 jj48 ἐτρέχετε 1 ଯୀଶୁ ଯାହା ଶିକ୍ଷା ଦେଇଥିଲେ ତୁମ୍ଭେମାନେ ତାହା ପାଳନ କରୁଥିଲ
5:8 ct7g ἡ πεισμονὴ οὐκ ἐκ τοῦ καλοῦντος ὑμᾶς 1 ଯେ ତୁମ୍ଭମାନଙ୍କୁ ପ୍ରବର୍ତାଏ ଯେ ସେ ଈଶ୍ବର ନୁହନ୍ତି, ଯେ ତୁମ୍ଭମାନଙ୍କୁ ଆହ୍ବାନ କରନ୍ତି
5:8 j7f8 rc://*/ta/man/translate/figs-explicit τοῦ καλοῦντος ὑμᾶς 1 ସେ ସେମାନଙ୍କୁ କିପରି ଆହ୍ବାନ କରନ୍ତି ଏହା ସ୍ପଷ୍ଟଭାବରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯେ ଆପଣା ଲୋକ ହେବା ନିମନ୍ତେ ତୁମମାନଙ୍କୁ ଆହ୍ବାନ କରନ୍ତି” (ଦେଖ: [[rc://or/ta/man/translate/figs-explicit]])
5:8 sx6u πεισμονὴ 1 ଯେକେହି ସେହି ବ୍ୟକ୍ତିକୁ ପରିବର୍ତ୍ତନ କରିବା ନିମନ୍ତେ ପ୍ରବର୍ତାଏ ଯାହା ସେ ବିଶ୍ବାସ କରେ ଏବଂ ଭିନ୍ନ ପ୍ରକାରେ କାର୍ଯ୍ୟ କରେ ।
5:10 enp1 οὐδὲν ἄλλο φρονήσετε 1 ମୁଁ ଯାହା କିଛି ତୁମ୍ଭମାନଙ୍କୁ କହୁଅଛି ତାହା ଛଡା ଅନ୍ୟକାହିରିଠାରେ ଆଉ ବିଶ୍ବାସ କରନାହିଁ
5:10 rb76 ὁ δὲ ταράσσων ὑμᾶς, βαστάσει τὸ κρίμα 1 ଯେ ତୁମ୍ଭମାନଙ୍କୁ ବିପଦରେ ପକାଉଅଛି ଈଶ୍ବର ତାହାକୁ ଦଣ୍ଡ ଦେବେ
5:10 jc72 ταράσσων ὑμᾶς 1 ଯାହା ତୁମ୍ଭମାନଙ୍କୁ ସତ୍ୟ ବିଷୟରେ ଅନଶ୍ଚିତତା କରୁଅଛି ବା “ତୁମ୍ଭମାନଙ୍କ ମଧ୍ୟରେ ଦ୍ବନ୍ଦ ସୃଷ୍ଟି କରେ”
5:10 llh5 ὅστις ἐὰν ᾖ 1 ସମ୍ଭାବିତ ଅର୍ଥଗୁଡିକ ୧) ପାଉଲଙ୍କୁ ସେହି ଲୋକମାନଙ୍କ ନାମ ଜାଣନ୍ତି ନାହିଁ ଯେଉଁମାନେ ଗାଲାତିୟ ମାନଙ୍କୁ କହୁଛନ୍ତି ଯେ ସେମାନେ ମୋଶାଙ୍କ ନିୟମ ପାଳନ କରିବା ଆବଶ୍ୟକତା ଅଛି କିମ୍ବା ) ପାଉଲ ଏହା ଚାହୁଁ ନାହାନ୍ତି ଯେ ଗାଲାତିୟମାନେ ଏହି କଥାକୁ ଧ୍ୟାନ ଦିଅନ୍ତୁ କି ଯେଉଁମାନେ ସେମାନଙ୍କୁ ଭ୍ରମିତ କରୁଛନ୍ତି ସେ ଧନୀ କି ଗରିବ, ମହାନ କିମ୍ବା ଛୋଟ କିମ୍ବା ଧାର୍ମିକ କିମ୍ବା ଅଧାର୍ମିକ ହେଅନ୍ତୁ ।
5:3 h4q5 μαρτύρομαι δὲ 1
5:3 s1af rc://*/ta/man/translate/figs-metonymy παντὶ ἀνθρώπῳ περιτεμνομένῳ 1
5:3 j88p ὀφειλέτης ἐστὶν & ποιῆσαι 1
5:4 h4yu rc://*/ta/man/translate/figs-metaphor κατηργήθητε ἀπὸ Χριστοῦ 1
5:4 ipf7 rc://*/ta/man/translate/figs-irony οἵτινες ἐν νόμῳ δικαιοῦσθε 1
5:4 k6xe rc://*/ta/man/translate/figs-explicit τῆς χάριτος ἐξεπέσατε 1
5:5 pdm1 rc://*/ta/man/translate/figs-inclusive General Information: 0
5:5 vvk6 γὰρ Πνεύματι 1
5:5 qg9m ἡμεῖς & ἐκ πίστεως ἐλπίδα δικαιοσύνης ἀπεκδεχόμεθα 1
5:5 z3ga ἡμεῖς & ἐλπίδα δικαιοσύνης ἀπεκδεχόμεθα 1
5:6 y2ww rc://*/ta/man/translate/figs-metonymy οὔτε περιτομή & οὔτε ἀκροβυστία 1
5:6 n1hc ἀλλὰ πίστις δι’ ἀγάπης ἐνεργουμένη 1
5:6 qp6b τι ἰσχύει 1
5:7 jj48 ἐτρέχετε 1
5:8 ct7g ἡ πεισμονὴ οὐκ ἐκ τοῦ καλοῦντος ὑμᾶς 1
5:8 j7f8 rc://*/ta/man/translate/figs-explicit τοῦ καλοῦντος ὑμᾶς 1
5:8 sx6u πεισμονὴ 1
5:10 enp1 οὐδὲν ἄλλο φρονήσετε 1
5:10 rb76 ὁ δὲ ταράσσων ὑμᾶς, βαστάσει τὸ κρίμα 1
5:10 jc72 ταράσσων ὑμᾶς 1
5:10 llh5 ὅστις ἐὰν ᾖ 1
5:11 d4mm rc://*/ta/man/translate/figs-rquestion ἐγὼ δέ, ἀδελφοί, εἰ περιτομὴν ἔτι κηρύσσω, τί ἔτι διώκομαι 1 ପାଉଲ ଗୁରୁତ୍ବାରୋପ କରିବା ନିମନ୍ତେ ଯାହା ଘଟି ନାହିଁ ଏପରି ଏକ ପରିସ୍ଥିତିକୁ ଉଲ୍ଲେଖ କରନ୍ତି ଯେ ଲୋକମାନେ ତାହାଙ୍କୁ ତାଡନା କରୁଥିଲେ କାରଣ ସେ ପ୍ରଚାର କରୁ ନଥିଲେ ଯେ ଲୋକମାନଙ୍କୁ ଯିହୁଦୀ ହେବା ବିଷୟରେ ଶିକ୍ଷା ଦେଉ ନଥିଲେ । ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଭାଇମାନେ, ତୁମ୍ଭେମାନେ ଦେଖିପାରିବ ଯେ ମୁଁ ଏବେ ସୁଦ୍ଧା ସୁନ୍ନତ ବିଷୟରେ ପ୍ରଚାର କରିନାହିଁ କାରଣ ଯିହୁଦୀମାନେ ମୋତେ ତାଡ଼ନା କରୁଛନ୍ତି ।” (ଦେଖ: [[rc://or/ta/man/translate/figs-rquestion]] ଏବଂ [[rc://or/ta/man/translate/figs-hypo]])
5:11 nv5x ἀδελφοί 1 ଦେଖ ତୁମେ ଏହାକୁ [ଗାଲାତିୟ ୧:] (../୦୧/.md)ରେ କିପରି ଅନୁବାଦ କରିଅଚ୍ଛ ।
5:11 znh3 rc://*/ta/man/translate/figs-hypo ἄρα κατήργηται τὸ σκάνδαλον τοῦ σταυροῦ 1 ପାଉଲ ଗୁରୁତ୍ବାରୋପ କରିବା ନିମନ୍ତେ ଯାହା ଘଟି ନାହି ଏପରି ଏକ ପରିସ୍ଥିତି ବିଷୟରେ ଉଲ୍ଲେଖ କରୁଛନ୍ତି ଯେ ଲୋକମାନେ ତାହାଙ୍କୁ ତାଡନା କରୁଥିଲେ କାରଣ ସେ ପ୍ରଚାର କରୁଥିଲେ ଯେ ଯୀଶୁଙ୍କ ମୃତ୍ୟୁ କ୍ରୁଶରେ ହେବା ସକାଶୁ ଈଶ୍ବର ଲୋକମାନଙ୍କୁ କ୍ଷମା କରନ୍ତି । (ଦେଖ: [[rc://or/ta/man/translate/figs-hypo]])

Can't render this file because it contains an unexpected character in line 71 and column 1453.