Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-17 15:16:40 +00:00
parent f30823c718
commit 0f09bae1f2
1 changed files with 1 additions and 1 deletions

View File

@ -213,7 +213,7 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
4:29 gt1e κατὰ Πνεῦμα 1 ଏଠାରେ, **ଆତ୍ମା ଅନୁସାରେ** ବାକ୍ୟର ଅର୍ଥ ଇସ୍‌ହାକଙ୍କ ଜନ୍ମ ପବିତ୍ର ଆତ୍ମାଙ୍କର ଅଲୌକିକ ଉପାୟରେ ହେବାକୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆତ୍ମାର ଅଲୌକିକ କାର୍ଯ୍ୟ ହେତୁ ଜନ୍ମ” କିମ୍ବା “ଆତ୍ମାର ଚମତ୍କାର କାର୍ଯ୍ୟ ଦ୍ୱାରା ଜନ୍ମ ହୋଇ”
4:31 sy8u ἀδελφοί 1 ଆପଣ **ଭାଇମାନେ** ଶବ୍ଦକୁ କିପରି [1:2](../01/02.md) ରେ ଅନୁବାଦ କରିଛନ୍ତି, ଯେଉଁଠାରେ ଏହା ସମାନ ଅର୍ଥରେ ବ୍ୟବହୃତ, ଦେଖନ୍ତୁ । ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ’”
4:31 y3c2 rc://*/ta/man/translate/figs-ellipsis ἀλλὰ τῆς ἐλευθέρας 1
5:intro bcg3 0 # ଗାଲାତୀୟ 5 ସାଧାରଣ ଟିପ୍ପଣୀଗୁଡ଼ିକ\n\n\n## ଗଠନ ଏବଂ ଆକାର\n\n\nପାଉଲ ମୋଶାଙ୍କ ବ୍ୟବସ୍ଥା ବିଷୟରେ ଲେଖିବା ଜାରି ରଖିଛନ୍ତି ଯାହା ଜଣେ ବ୍ୟକ୍ତିକୁ ଦାସତ୍ଵ ବନ୍ଧନରେ ଆବଦ୍ଧ କରିଥାଏ । ଏହି ଅଧ୍ୟାୟରେ ପାଉଲ ବାରମ୍ବାର ଉଲ୍ଲେଖ କରିଛନ୍ତି ଯେ ଖ୍ରୀଷ୍ଟ ବିଶ୍ଵାସୀମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାଠାରୁ ମୁକ୍ତ କରିଛନ୍ତି। (ଦେଖନ୍ତୁ: [[rc://*/tw/dict/bible/kt/lawofmoses]])\n\n\n## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ\n\n\n### ଆତ୍ମାଙ୍କର ଫଳ\n\n\n“ଆତ୍ମାଙ୍କର ଫଳ” ବାକ୍ୟ ବହୁବଚନ ନୁହେଁ, ଯଦିଓ ଏହା ଅନେକ ବିଷୟର ତାଲିକାକୁ ପ୍ରଦାନ କରେ । “ଫଳ” ଶବ୍ଦ ଏକବଚନ ଅଟେ ଏବଂ 5:22-23 ରେ ତାଲିକାଭୁକ୍ତ ନଅ ଗୁଣକୁ ଦର୍ଶାଏ ଯାହା ଦର୍ଶାଏ ଯେ ସେଗୁଡ଼ିକ ଏକ ଗୁଣର ଏକ ଗୁଚ୍ଛ ଅଟେ ଯାହା ପ୍ରତ୍ୟେକ ବିଶ୍ଵାସୀମାନଙ୍କଠାରେ ଦେଖାଯାଏ । ଯଦି ସମ୍ଭବ ତେବେ ଅନୁବାଦକ “ଫଳ” ପାଇଁ ଏକବଚନ ଶବକୁ ବ୍ୟବହାର କରିବା ଉଚିତ୍ । (ଦେଖନ୍ତୁ: [[rc://*/tw/dict/bible/other/fruit]])\n\n\n### ବ୍ୟବସ୍ଥା \n\n\n“ବ୍ୟବସ୍ଥା” ଶବ୍ଦ ଏକବଚନ ବିଶେଷ୍ୟ ଅଟେ ଯାହାକି ବ୍ୟବସ୍ଥାର ଏକ ଗୋଷ୍ଠୀକୁ ବୁଝାଏ ଯାହା ଈଶ୍ବର ଇସ୍ରାଏଲକୁ ମୋଶାଙ୍କୁ ନିର୍ଦ୍ଦେଶ ଦେଇ ଦେଇଥିଲେ । ଏହି ବାକ୍ୟାଂଶ ଅଧ୍ୟାୟ 2-5 ରେ ଉଲ୍ଲେଖ ଅଛି । ପ୍ରତ୍ୟେକ ଥର ଏହି ବାକ୍ୟ ଗାଲାତୀୟ ପତ୍ରରେ ଉଲ୍ଲେଖ ଅଛି, ଏହା ବ୍ୟବସ୍ଥା ଗୋଷ୍ଠୀକୁ ବୁଝାଏ ଯାହା ଈଶ୍ବର ସୀନୟ ପର୍ବତରେ ମୋଶାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆପଣ ଏହି ବାକ୍ୟାଂଶକୁ ସମାନ ଭାବରେ ପ୍ରତ୍ୟେକ ସ୍ଥାନରେ ଅନୁବାଦ କରିବା ଉଚିତ୍ । (ଦେଖନ୍ତୁ: [[rc://*/ta/man/translate/grammar-collectivenouns]])\n
5:intro bcg3 0 # ଗାଲାତୀୟ 5 ସାଧାରଣ ଟିପ୍ପଣୀଗୁଡ଼ିକ\n\n\n## ଗଠନ ଏବଂ ଆକାର\n\n\nପାଉଲ ମୋଶାଙ୍କ ବ୍ୟବସ୍ଥା ବିଷୟରେ ଲେଖିବା ଜାରି ରଖିଛନ୍ତି ଯାହା ଜଣେ ବ୍ୟକ୍ତିକୁ ଦାସତ୍ଵ ବନ୍ଧନରେ ଆବଦ୍ଧ କରିଥାଏ । ଏହି ଅଧ୍ୟାୟରେ ପାଉଲ ବାରମ୍ବାର ଉଲ୍ଲେଖ କରିଛନ୍ତି ଯେ ଖ୍ରୀଷ୍ଟ ବିଶ୍ଵାସୀମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାଠାରୁ ମୁକ୍ତ କରିଛନ୍ତି। (ଦେଖନ୍ତୁ: [[rc://*/tw/dict/bible/kt/lawofmoses]])\n\n\n## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ\n\n\n### ଆତ୍ମାଙ୍କର ଫଳ\n\n\n“ଆତ୍ମାଙ୍କର ଫଳ” ବାକ୍ୟ ବହୁବଚନ ନୁହେଁ, ଯଦିଓ ଏହା ଅନେକ ବିଷୟର ତାଲିକାକୁ ପ୍ରଦାନ କରେ । “ଫଳ” ଶବ୍ଦ ଏକବଚନ ଅଟେ ଏବଂ [5:2223](../05/22.md) ରେ ତାଲିକାଭୁକ୍ତ ନଅ ଗୁଣକୁ ଦର୍ଶାଏ ଯାହା ଦର୍ଶାଏ ଯେ ସେଗୁଡ଼ିକ ଏକ ଗୁଣର ଏକ ଗୁଚ୍ଛ ଅଟେ ଯାହା ପ୍ରତ୍ୟେକ ବିଶ୍ଵାସୀମାନଙ୍କଠାରେ ଦେଖାଯାଏ । ଯଦି ସମ୍ଭବ ତେବେ ଅନୁବାଦକ “ଫଳ” ପାଇଁ ଏକବଚନ ଶବକୁ ବ୍ୟବହାର କରିବା ଉଚିତ୍ । (ଦେଖନ୍ତୁ: [[rc://*/tw/dict/bible/other/fruit]])\n\n\n### ବ୍ୟବସ୍ଥା \n\n\n“ବ୍ୟବସ୍ଥା” ଶବ୍ଦ ଏକବଚନ ବିଶେଷ୍ୟ ଅଟେ ଯାହାକି ବ୍ୟବସ୍ଥାର ଏକ ଗୋଷ୍ଠୀକୁ ବୁଝାଏ ଯାହା ଈଶ୍ବର ଇସ୍ରାଏଲକୁ ମୋଶାଙ୍କୁ ନିର୍ଦ୍ଦେଶ ଦେଇ ଦେଇଥିଲେ । ଏହି ବାକ୍ୟାଂଶ ଅଧ୍ୟାୟ 2-5 ରେ ଉଲ୍ଲେଖ ଅଛି । ପ୍ରତ୍ୟେକ ଥର ଏହି ବାକ୍ୟ ଗାଲାତୀୟ ପତ୍ରରେ ଉଲ୍ଲେଖ ଅଛି, ଏହା ବ୍ୟବସ୍ଥା ଗୋଷ୍ଠୀକୁ ବୁଝାଏ ଯାହା ଈଶ୍ବର ସୀନୟ ପର୍ବତରେ ମୋଶାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆପଣ ଏହି ବାକ୍ୟାଂଶକୁ ସମାନ ଭାବରେ ପ୍ରତ୍ୟେକ ସ୍ଥାନରେ ଅନୁବାଦ କରିବା ଉଚିତ୍ । (ଦେଖନ୍ତୁ: [[rc://*/ta/man/translate/grammar-collectivenouns]])\n
5:1 up16 Connecting Statement: 0 \n\n
5:1 kuu9 rc://*/ta/man/translate/figs-explicit τῇ ἐλευθερίᾳ, ἡμᾶς Χριστὸς ἠλευθέρωσεν 1
5:1 j679 rc://*/ta/man/translate/figs-metaphor στήκετε 1

Can't render this file because it contains an unexpected character in line 71 and column 1453.