Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 11:27:15 +00:00
parent 54d8d70e39
commit 9a965a0154
1 changed files with 2 additions and 2 deletions

View File

@ -181,7 +181,7 @@ RUT 3 11 jdr6 grammar-connect-logic-result וְ⁠עַתָּ֗ה 1 Connecting St
RUT 3 11 ei93 בִּתִּ⁠י֙ 1 my daughter ବୋୟଜ ଏହି ଅଭିବ୍ୟକ୍ତିକୁ ରୂତଙ୍କୁ ଏକ ଯୁବତୀ ମହିଳା ଭାବରେ ସମ୍ମାନର ସଙ୍କେତ ଭାବରେ ବ୍ୟବହାର କରିଥିଲେ । ଆପଣଙ୍କ ଭାଷାରେ ଏହି ଅର୍ଥକୁ ପ୍ରକାଶ କରିବା ନିମନ୍ତେ ଉପଯୁକ୍ତ ବାକ୍ୟାଂଶକୁ ବ୍ୟବହାର କରନ୍ତୁ ।
RUT 3 11 ab08 figs-idiom כָּל־שַׁ֣עַר עַמִּ֔⁠י 1 the whole gate of my people ଫାଟକଟି ସହରର ଏକ ସ୍ଥାନ ଥିଲା ଯେଉଁଠାରେ ଲୋକମାନେ ବ୍ୟବସାୟ କରିବା ପାଇଁ ଏକତ୍ରିତ ହେଉଥିଲେ ଏବଂ ନେତାମାନେ ସେଠାରେ ନିଷ୍ପତ୍ତି ନେଉଥିଲେ। ତେଣୁ ଏହା ଏକ ରୂଢ଼ି ଅର୍ଥ ଥିଲା “ମୋହର ନଗରସ୍ଥ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି।” (ଦେଖନ୍ତୁ: [[rc://en/ta/man/translate/figs-idiom]]).
RUT 3 11 ab31 אֵ֥שֶׁת חַ֖יִל 1 a woman of worth **ଜଣେ ଉତ୍ତମ ଚରିତ୍ରର କନ୍ୟା_,_ ଉତ୍ତମ କନ୍ୟା**
RUT 3 12 jdr7 וְ⁠עַתָּה֙ 1 Connecting Statement: ଏହି ବାକ୍ୟାଂଶ ସୂଚିତ କରେ ଯେ ରୂତ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା ଘଟିବାକୁ ଯାଉଛି ତାହା ପ୍ରତି ଧ୍ୟାନ ଦେବା ଉଚିତ। ବିକଳ୍ପ ଅନୁବାଦ: “ତୁମ୍ଭକୁ ମଧ୍ୟ ତାହା ଜାଣିବା ଉଚିତ”  [[rc://en/ta/man/translate/grammar-connect-logic-contrast]])
RUT 3 12 jdr7 וְ⁠עַתָּה֙ 1 Connecting Statement: ଏହି ବାକ୍ୟାଂଶ ସୂଚିତ କରେ ଯେ ରୂତ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା ଘଟିବାକୁ ଯାଉଛି ତାହା ପ୍ରତି ଧ୍ୟାନ ଦେବା ଉଚିତ। ବିକଳ୍ପ ଅନୁବାଦ: “ତୁମ୍ଭକୁ ମଧ୍ୟ ତାହା ଜାଣିବା ଉଚିତ” (ଦେଖନ୍ତୁ: [[rc://en/ta/man/translate/grammar-connect-words-phrases]])
RUT 3 12 ab30 grammar-connect-logic-contrast וְ⁠גַ֛ם יֵ֥שׁ 1 but there is ଏହି ବାକ୍ୟାଂଶ ବୋୟଜଙ୍କ ରୂତଙ୍କୁ ବିବାହ କରିବାକୁ ଇଚ୍ଛା (୧୧ ପଦ) ଏବଂ ବଦଳରେ ଅନ୍ୟ ଏକ ବ୍ୟକ୍ତି ରୂତଙ୍କୁ ବିବାହ କରିବାର ସମ୍ଭାବନା ମଧ୍ୟରେ ଏକ ପାର୍ଥକ୍ୟ ଦର୍ଶାଏ (୧୨ ପଦ)। ବିକଳ୍ପ ଅନୁବାଦ: “ତଥାପି, ସେଠାରେ ଅଛି” (ଦେଖନ୍ତୁ: [[rc://en/ta/man/translate/grammar-connect-logic-contrast]]).
RUT 3 12 fvq5 גֹּאֵ֖ל קָר֥וֹב מִמֶּֽ⁠נִּי 1 a kinsman-redeemer … nearer than I ଏହା ମୁକ୍ତିକର୍ତ୍ତା ଜ୍ଞାତିଙ୍କ କର୍ତ୍ତବ୍ୟ ଯିଏ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପାରିବାରିକ ସମ୍ପର୍କରେ ନିକଟତମ ଥିଲେ, ଯିଏ ସେହି ବିଧବାଙ୍କୁ ସାହାଯ୍ୟ କରିବେ । [2:20](https://create.translationcore.com/02/20/zu5f) ରେ ଆପଣ **ମୁକ୍ତିକର୍ତ୍ତା ଜ୍ଞାତି****ଙ୍କୁ** କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ଏହା ମଧ୍ୟ ଏଠାରେ ଅର୍ଥପୂର୍ଣ୍ଣ ଅଟେ ।
RUT 3 13 gcl8 figs-explicit אִם־יִגְאָלֵ֥⁠ךְ 1 if he will redeem you ଏଠାରେ **ମୁକ୍ତି କରିବାର** ଅର୍ଥ "ଆମ୍ଭମାନଙ୍କ ପ୍ରଥା ଅନୁଯାୟୀ ବିଧବାମାନଙ୍କୁ ବିବାହ କର।" ବୋୟଜ ଏହି ଆଶାରେ କହୁଛନ୍ତି ଯେ ରୂତଙ୍କ ମୃତ ସ୍ୱାମୀଙ୍କ ନିକଟତମ ପୁରୁଷ ସମ୍ପର୍କୀୟ ତାଙ୍କୁ ବିବାହ କରିବେ ଏବଂ ମୃତ ବ୍ୟକ୍ତିଙ୍କ ପରିବାର ନାମ ବହନ କରିବା ପାଇଁ ଏକ ପୁତ୍ର ଜନ୍ମ କରିବେ। (ଦେଖନ୍ତୁ: [[rc://en/ta/man/translate/figs-explicit]])
@ -232,7 +232,7 @@ RUT 4 8 ab44 וַ⁠יֹּ֧אמֶר הַ⁠גֹּאֵ֛ל 1 So the kinsman-red
RUT 4 9 zz42 figs-hyperbole לַ⁠זְּקֵנִ֜ים וְ⁠כָל־הָ⁠עָ֗ם 1 to the elders and to all the people ଏହା ନଗରର ସମସ୍ତ ଲୋକମାନଙ୍କୁ ସୂଚାଏ ନାହିଁ କିନ୍ତୁ ଯେଉଁମାନେ ସଭାସ୍ଥଳରେ ଉପସ୍ଥିତ ଥିଲେ ସେସମସ୍ତ ଲୋକମାନଙ୍କୁ ଏହା ସୂଚାଏ। (ଦେଖନ୍ତୁ: [[rc://en/ta/man/translate/figs-hyperbole]])
RUT 4 9 lwx9 figs-synecdoche מִ⁠יַּ֖ד נָעֳמִֽי 1 from the hand of Naomi ନୟମୀଙ୍କ ହସ୍ତ ନୟମୀଙ୍କୁ ପ୍ରତିପାଦିତ କରେ। ଯେହେତୁ ତାଙ୍କ ସ୍ୱାମୀ ଏବଂ ପୁତ୍ରମାନେ ମୃତ୍ୟୁବରଣ ଥିଲେ, ସମ୍ପତ୍ତି ଉପରେ ଅଧିକାର ତାଙ୍କର ଥିଲା। ବିକଳ୍ପ ଅନୁବାଦ: “ନୟମୀଙ୍କଠାରୁ” (ଦେଖନ୍ତୁ: [[rc://en/ta/man/translate/figs-synecdoche]])
RUT 4 9 img5 כָּל־אֲשֶׁ֣ר לֶֽ⁠אֱלִימֶ֔לֶךְ וְ⁠אֵ֛ת כָּל־אֲשֶׁ֥ר לְ⁠כִלְי֖וֹן וּ⁠מַחְל֑וֹן 1 everything that belonged to Elimelek and everything that belonged to Kilion and Mahlon ଏହା ନୟମୀଙ୍କର ମୃତ ସ୍ୱାମୀ ଏବଂ ପୁତ୍ରମାନଙ୍କର ସମସ୍ତ ଜମି ଏବଂ ସମ୍ପତ୍ତିକୁ ସୂଚାଏ ।
RUT 4 10 jdr0 grammar-connect-words-phrases וְ⁠גַ֣ם 1 Connecting Statement: ଏହି ସମ୍ପୃକ୍ତ ବାକ୍ୟାଂଶ ସୂଚିତ କରେ ଯେ ଫାଟକରେ ବସିଥିବା ଲୋକମାନେ ବୋୟଜ ନୟମୀଙ୍କ (4: 9) ପାଇଁ ଏଲିମେଲକଙ୍କ ପରିବାର ଜମି କ୍ରୟ କରିବା ଏବଂ ବୋୟଜ ରୂତଙ୍କୁ ତାଙ୍କ ପତ୍ନୀ ବୋଲି ସ୍ୱୀକାର କରିବା ବିଷୟର ସାକ୍ଷୀ ଅଟନ୍ତି । (4:10) [[rc://en/ta/man/translate/grammar-connect-words-phrases]]) ଦେଖନ୍ତୁ)
RUT 4 10 jdr0 grammar-connect-words-phrases וְ⁠גַ֣ם 1 Connecting Statement: ଏହି ସମ୍ପୃକ୍ତ ବାକ୍ୟାଂଶ ସୂଚିତ କରେ ଯେ ଫାଟକରେ ବସିଥିବା ଲୋକମାନେ ବୋୟଜ ନୟମୀଙ୍କ (୪:୯) ପାଇଁ ଏଲିମେଲକଙ୍କ ପରିବାର ଜମି କ୍ରୟ କରିବା ଆହୁରି ମଧ୍ୟ ବୋୟଜ ରୂତଙ୍କୁ ତାଙ୍କ ପତ୍ନୀ ବୋଲି ସ୍ୱୀକାର କରିବା ବିଷୟର ସାକ୍ଷୀ ଅଟନ୍ତି (୪:୧୦)। (ଦେଖନ୍ତୁ: [[rc://en/ta/man/translate/grammar-connect-words-phrases]])ଦେଖନ୍ତୁ)
RUT 4 10 nm32 לְ⁠הָקִ֤ים שֵׁם־הַ⁠מֵּת֙ עַל־נַ֣חֲלָת֔⁠וֹ 1 to raise up the name of the dead man over his inheritance 4:5 ରେ ଆପଣ ଏହି ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ମୁଁ ତାଙ୍କୁ ଏକ ପୁତ୍ର ଦେଇପାରିବି ଯିଏ ମୃତ ବ୍ୟକ୍ତିଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହେବ"
RUT 4 10 gg1m figs-metaphor וְ⁠לֹא־יִכָּרֵ֧ת שֵׁם־הַ⁠מֵּ֛ת מֵ⁠עִ֥ם אֶחָ֖י⁠ו 1 so that the name of the dead man will not be cut off from among his brothers and from the gate of his place ଭୁଲିଯିବା ଶବ୍ଦକୁ ପୂର୍ବରୁ ଜୀବିତ ଥିବା ଲୋକମାନଙ୍କ ନାମ ତାଲିକାରୁ କାଟି ଦିଆଯିବା ଅର୍ଥରେ ବ୍ୟବହାର ହୋଇଅଛି। ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ତାଙ୍କୁ ତାଙ୍କ ଭାଇମାନଙ୍କ ବଂଶଧର ଏବଂ ଏହି ସହରର ଲୋକମାନେ ଭୁଲିବେ ନାହିଁ।" [[rc://en/ta/man/translate/figs-metaphor]]) ଦେଖନ୍ତୁ)
RUT 4 10 ab61 figs-doublenegatives וְ⁠לֹא־יִכָּרֵ֧ת שֵׁם־הַ⁠מֵּ֛ת 1 so that the name of the dead man will not be cut off  ଏହାକୁ ସକରାତ୍ମକ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ। ବିକଳ୍ପ ଅନୁବାଦ: “ଯାହାଫଳରେ ତାଙ୍କ ନାମ ରକ୍ଷା କରାଯିବ” (ଦେଖନ୍ତୁ: [[rc://en/ta/man/translate/figs-doublenegatives]])

Can't render this file because it contains an unexpected character in line 36 and column 916.