Edit 'en_tn_08-RUT.tsv' using 'tc-create-app'
This commit is contained in:
parent
53a5371526
commit
54d8d70e39
|
@ -170,7 +170,7 @@ RUT 3 8 pz92 ନୂତନ ଘଟଣାଗୁଡ଼ିକୁ-ଲେଖିବା
|
|||
RUT 3 8 xun6 וַיֶּחֱרַ֥ד 1 that … was startled ବୋୟଜ କାହିଁକି ଚକିତ ହେଲେ ତାହା ସ୍ପଷ୍ଟ ନୁହେଁ। ସମ୍ଭବତଃ ସେ ତାଙ୍କ ପାଦରେ କିମ୍ବା ଗୋଡରେ ହଠାତ୍ ଥଣ୍ଡା ପବନକୁ ଅନୁଭବ କଲେ।
|
||||
RUT 3 8 ab23 ଅଳଙ୍କାରିକ-ବିସ୍ମୟ ସୂଚକ ଅବ୍ୟୟ וְהִנֵּ֣ה 1 And behold ଏହି ଶବ୍ଦଟି ଦର୍ଶାଏ ଯେ ଯାହା ଘଟିଲା ତାହା ବୋୟଜଙ୍କ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା। ଆଶ୍ଚର୍ଯ୍ୟ ପ୍ରକଟ କରିବା ପାଇଁ ଆପଣଙ୍କ ଭାଷା ବ୍ୟବହାର କରୁଥିବା ଉପାୟକୁ ବ୍ୟବାହର କରନ୍ତୁ। (ଦେଖନ୍ତୁ: [[rc://en/ta/man/translate/writing-newevent]])
|
||||
RUT 3 8 e7ui אִשָּׁ֔ה שֹׁכֶ֖בֶת מַרְגְּלֹתָֽיו 1 a woman was lying at his feet ସେହି ସ୍ତ୍ରୀ ରୂତ ଥିଲେ, କିନ୍ତୁ ଅନ୍ଧକାର ହେତୁ ବୋୟଜ ତାଙ୍କୁ ଚିହ୍ନି ପାରିଲେ ନାହିଁ।
|
||||
RUT 3 9 wj9e אֲמָתֶ֔ךָ -1 your female servant ରୂତ ବୋୟଜଙ୍କର ଦାସୀମାନଙ୍କ ମଧ୍ୟରୁ ଜଣେ ନ ଥିଲେ, କିନ୍ତୁ ସେ ନିଜକୁ ବୋୟଜଙ୍କର ଦାସୀ ବୋଲି ଭଦ୍ରତା ଏବଂ ସମ୍ମାନ ପ୍ରକାଶ କରିବାକୁ ନିଜକୁ କହିଥିଲେ। ଭଦ୍ରତା ଏବଂ ସମ୍ମାନ ପ୍ରକାଶ କରିବାକୁ ଆପଣଙ୍କ ଭାଷାର ଉପାୟ ବ୍ୟବହାର କରନ୍ତୁ। (ଦେଖନ୍ତୁ rc://en/ta/man/translate/writing-politeness)
|
||||
RUT 3 9 wj9e אֲמָתֶ֔ךָ -1 your female servant ରୂତ ବୋୟଜଙ୍କର ଦାସୀମାନଙ୍କ ମଧ୍ୟରୁ ଜଣେ ନ ଥିଲେ, କିନ୍ତୁ ସେ ନିଜକୁ ବୋୟଜଙ୍କର ଦାସୀ ବୋଲି ଭଦ୍ରତା ଏବଂ ସମ୍ମାନ ପ୍ରକାଶ କରିବାକୁ ନିଜକୁ କହିଥିଲେ। ଭଦ୍ରତା ଏବଂ ସମ୍ମାନ ପ୍ରକାଶ କରିବାକୁ ଆପଣଙ୍କ ଭାଷାର ଉପାୟ ବ୍ୟବହାର କରନ୍ତୁ। (ଦେଖନ୍ତୁ rc://en/ta/man/translate/writing-politeness)
|
||||
RUT 3 9 xp1b ଅଳଙ୍କାରିକ-ରୂଢ଼ି וּפָרַשְׂתָּ֤ כְנָפֶ֨ךָ֙ עַל־אֲמָ֣תְךָ֔ 1 And you can spread the edge of your cloak over your female servant ବିବାହ ପାଇଁ ଏହା ଏକ ସାଂସ୍କୃତିକ ରୂଢ଼ି ଥିଲା। ବିକଳ୍ପ ଅନୁବାଦ "ଦୟାକରି ମୋତେ ବିବାହ କରନ୍ତୁ" (ଦେଖନ୍ତୁ: [[rc://en/ta/man/translate/figs-idiom]])
|
||||
RUT 3 9 l5g4 גֹאֵ֖ל 1 a kinsman-redeemer 2:20 ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।
|
||||
RUT 3 10 bjw9 הֵיטַ֛בְתְּ חַסְדֵּ֥ךְ הָאַחֲר֖וֹן מִן־הָרִאשׁ֑וֹן 1 You have made your covenant faithfulness better at the end than at the beginning **ତୁମ୍ଭେ ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ସ୍ନେହପୂର୍ଣ୍ଣ କରୁଣା** **ଦେଖାଇଅଛ**
|
||||
|
|
Can't render this file because it contains an unexpected character in line 36 and column 916.
|
Loading…
Reference in New Issue