Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 11:23:07 +00:00
parent 75bd8190ef
commit 53a5371526
1 changed files with 3 additions and 3 deletions

View File

@ -132,7 +132,7 @@ RUT 2 20 ab20 figs-doublenegatives אֲשֶׁר֙ לֹא־עָזַ֣ב חַסְ
RUT 2 20 ur7z אֲשֶׁר֙ לֹא־עָזַ֣ב 1 who has not forsaken **ଯିଏ** ଶବ୍ଦ ସମ୍ଭବତଃ ସଦାପ୍ରଭୁଙ୍କୁ ସୂଚାଏ, ଯିଏ ବୋୟଜଙ୍କ ମାଧ୍ୟମରେ ଜୀବନ୍ତ ଏବଂ ମୃତମାନଙ୍କ ପ୍ରତି ବିଶ୍ୱସ୍ତ ରହିଆସିଥିଲେ । ସମ୍ଭବତଃ ଏହା ବୋୟାଜକୁ ମଧ୍ୟ ଦର୍ଶାଉଥିଲା ।
RUT 2 20 ljz3 figs-nominaladj אֶת־הַ⁠חַיִּ֖ים 1 to the living ନୟମୀ ଏବଂ ରୂତ **ଜୀବିତ** ଥିଲେ। ବିଶେଷ୍ୟସମ୍ବନ୍ଧୀୟ ବିଶେଷଣ **ଜୀବନ୍ତ**କୁ ଅପସାରଣ କରିବା ପାଇଁ ଏହାକୁ ଭିନ୍ନ ଭାବରେ ପ୍ରକାଶ କରାଯାଇପାରେ। ବିକଳ୍ପ ଅନୁବାଦ: "ଯେଉଁମାନେ ଜୀବିତ ଅଛନ୍ତି ସେମାନଙ୍କ ପାଇଁ" (ଦେଖନ୍ତୁ: [[rc://en/ta/man/translate/figs-nominaladj]])
RUT 2 20 wjr4 figs-nominaladj וְ⁠אֶת־הַ⁠מֵּתִ֑ים 1 and to the dead ନୟମୀଙ୍କ ସ୍ୱାମୀ ଏବଂ ପୁତ୍ରମାନେ **ମୃତ୍ୟୁ ବରଣ** କରିଥିଲେ। ମୃତମାନଙ୍କର ନାମ ବିଶେଷଣ **ମୃତ**କୁ ଅପସାରଣ କରିବା ପାଇଁ ଏହାକୁ ଭିନ୍ନ ଭାବରେ ପ୍ରକାଶ କରାଯାଇପାରେ। ବିକଳ୍ପ ଅନୁବାଦ: “ଯେଉଁମାନେ ପୂର୍ବରୁ ମରିଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-nominaladj]])
RUT 2 20 cyy2 figs-parallelism קָר֥וֹב לָ֨⁠נוּ֙ הָ⁠אִ֔ישׁ מִֽ⁠גֹּאֲלֵ֖⁠נוּ הֽוּא 1 That man is closely related to us. He is one of our kinsman-redeemers. ଦ୍ୱିତୀୟ ବାକ୍ୟାଂଶଟି ପ୍ରଥମ ବକ୍ୟାଂଶକୁ ପୁନରାବୃତ୍ତି କରି ବିସ୍ତାର କରେ। ଗୁରୁତ୍ୱ ଦେବାକୁ ଏହା ଏକ ଏବ୍ରୀୟ ଶୈଳୀ ଅଟେ।  (ଦେଖନ୍ତୁ: [[rc://en/ta/man/translate/figs-parallelism]])
RUT 2 20 cyy2 figs-parallelism קָר֥וֹב לָ֨⁠נוּ֙ הָ⁠אִ֔ישׁ מִֽ⁠גֹּאֲלֵ֖⁠נוּ הֽוּא 1 That man is closely related to us. He is one of our kinsman-redeemers. ଦ୍ୱିତୀୟ ବାକ୍ୟାଂଶଟି ପ୍ରଥମ ବକ୍ୟାଂଶକୁ ପୁନରାବୃତ୍ତି କରି ବିସ୍ତାର କରେ। ଗୁରୁତ୍ୱ ଦେବାକୁ ଏହା ଏକ ଏବ୍ରୀୟ ଶୈଳୀ ଅଟେ। (ଦେଖନ୍ତୁ: [[rc://en/ta/man/translate/figs-parallelism]])
RUT 2 20 zu5f מִֽ⁠גֹּאֲלֵ֖⁠נוּ 1 kinsman-redeemers ଜଣେ ନିକଟ-କୁଟୁମ୍ବ ମୁକ୍ତିକର୍ତ୍ତା ଜ୍ଞାତି, ଜଣେ ଘନିଷ୍ଠ ପୁରୁଷ ସମ୍ପର୍କୀୟ ଅଟନ୍ତି ଯିଏକି ପରିବାରର କୌଣସି ବିଧବାଙ୍କର ଯତ୍ନ ନେବାର ଦାୟିତ୍ଵ  ଗ୍ରହଣ କରନ୍ତି । ଯଦି ତାଙ୍କର ଜଣେ ଭାଇ ବିନା ସନ୍ତାନରେ ମୃତ୍ୟୁବରଣ କରନ୍ତି, ତେବେ ସେହି ବିଧବାଙ୍କୁ ବିବାହ କରିବା ତାଙ୍କର ଦାୟିତ୍ଵ ଥିଲା, ଯଦି ସେ ସନ୍ତାନ ପ୍ରସବ କରିବା ବୟସରେ ଥାଆନ୍ତି, ତେବେ ସେ ପୁରୁଷ ସମ୍ପର୍କୀୟ ତାଙ୍କ ଭାଇ ପାଇଁ ଏକ ସନ୍ତାନ ପ୍ରତିପୋଷଣ କରନ୍ତି । ସେ ମଧ୍ୟ ସେହି ଜମିକୁ ପୁନଃଉଦ୍ଧାର କରନ୍ତି ଯେଉଁ ଜମିକୁ ତାଙ୍କ ସମ୍ପର୍କୀୟମାନେ ଦାରିଦ୍ର୍ୟ ଅବସ୍ଥାରେ ବିକ୍ରୀ କରିଥିଲେ ଏବଂ ନିଜକୁ ଦାସତ୍ୱ ଅବସ୍ଥାରେ ବିକ୍ରୟ କରିଥିବା ପରିବାର ସଦସ୍ୟଙ୍କୁ ମୁକ୍ତ କରନ୍ତି । ଅଧିକ ବିବରଣୀ ପାଇଁ ପରିଚୟ ଦେଖନ୍ତୁ ।
RUT 2 21 k2lz גַּ֣ם ׀ כִּי־אָמַ֣ר אֵלַ֗⁠י 1 In addition, he said to me **ସେ ମୋତେ ଆହୁରି କହିଲେ****।** ଏହା ସୂଚିତ କରେ ଯେ ସେମାନେ ରୂତଙ୍କୁ ଜଣେ ଜମି ମାଲିକ ଯାହା କହିବେ ବୋଲି ଆଶା କରିଥିଲେ ସେ ସେଥିରୁ ଅଧିକ କଲେ ।
RUT 2 21 g585 עִם־הַ⁠נְּעָרִ֤ים אֲשֶׁר־לִ⁠י֙ תִּדְבָּקִ֔י⁠ן 1 You should keep close by the servants who belong to me ବୋୟଜଙ୍କ ଶ୍ରମିକମାନେ ରୂତଙ୍କର କିଛି କ୍ଷତି କରିବେ ନାହିଁ ବୋଲି ବୋୟଜ ବିଶ୍ୱାସ କରୁଥିଲେ ।
@ -177,7 +177,7 @@ RUT 3 10 bjw9 הֵיטַ֛בְתְּ חַסְדֵּ֥⁠ךְ הָ⁠אַחֲר
RUT 3 10 e7ka הֵיטַ֛בְתְּ חַסְדֵּ֥⁠ךְ הָ⁠אַחֲר֖וֹן 1 You have made your covenant faithfulness better at the end ଏହା ରୂତ ବୋୟଜଙ୍କୁ ତାଙ୍କୁ ବିବାହ କରିବାକୁ ଅନୁରୋଧ କରିବା ବିଷୟକୁ ସୂଚାଏ। ବୋୟଜ ଦେଖନ୍ତି ଯେ  ରୂତ ନୟମୀଙ୍କ ପ୍ରତି ନିସ୍ୱାର୍ଥ ଦୟା ଏବଂ ପରିବାର ପ୍ରତି ବିଶ୍ୱସ୍ତତା ଦେଖାଉଛନ୍ତି । ନୟମୀଙ୍କ ସମ୍ପର୍କୀୟଙ୍କୁ ବିବାହ କରି ରୂତ ନୟମୀଙ୍କୁ ମଧ୍ୟ ଯୋଗାଇଦେବେ, ନୟମୀଙ୍କ ପୁତ୍ରଙ୍କୁ ସମ୍ମାନ ଦେବେ ଏବଂ ନୟମୀଙ୍କ ବଂଶକୁ ଜାରି ରଖିବେ।
RUT 3 10 cbd3 הָ⁠רִאשׁ֑וֹן 1 at the beginning ରୂତ ତାଙ୍କ ଶାଶୁଙ୍କ ପାଇଁ ତାଙ୍କ ସହିତ ରହି ସେମାନଙ୍କ ପାଇଁ ଖାଦ୍ୟ ସଂଗ୍ରହ କରି ଶସ୍ୟ ଯୋଗେଇଥିବା ବିଷୟକୁ ଏହା ସୂଚିତ କରେ ।
RUT 3 10 n84d figs-idiom לְ⁠בִלְתִּי־לֶ֗כֶת אַחֲרֵי֙ 1 by not going after **କାରଣ ତୁମ୍ଭେ ବିବାହ ପାଇଁ ଦେଖି ନାହଁ।** ରୂତ ନୟମୀଙ୍କର ଆବଶ୍ୟକତାକୁ ଅଣଦେଖା କରି, ନୟମୀଙ୍କ ସମ୍ପର୍କୀୟମାନଙ୍କ ବ୍ୟତୀତ ନିଜ ପାଇଁ ଏକ ଯୁବକ ଏବଂ ସୁନ୍ଦର ସ୍ୱାମୀ ଖୋଜି ପାରିଥାନ୍ତେ, କିନ୍ତୁ ସେ ତାହା କରି ନ ଥିଲେ। (ଦେଖନ୍ତୁ: [[rc://en/ta/man/translate/figs-idiom]])
RUT 3 11 jdr6 grammar-connect-logic-result וְ⁠עַתָּ֗ה 1 Connecting Statement: ଏହି ବାକ୍ୟାଂଶ ସୂଚିତ କରେ ଯେ ପଦ ୧୦ ରେ ପ୍ରଥମେ ଯାହା ଆସିଛି ତାହା ପଦ ୧୧ ରେ ଅନୁସରଣ କରେ। ଏହାକୁ **ଏହିପରି** ଏକ ଶବ୍ଦ ବ୍ୟବହାର କରି ସୂଚିତ କରାଯାଇପାରେ। ଯଦି ଆପଣଙ୍କ ଭାଷାରେ ପରିଣାମ ପରେ କାରଣ ଦେବା ସ୍ପଷ୍ଟ, ତେବେ ବାକ୍ୟର କ୍ରମ ଏହିପରି ରଖନ୍ତୁ ଯଥା: ବୋୟଜ-ମୁକ୍ତିକର୍ତ୍ତା ଜ୍ଞାତିର (ପଦ ୧୧) ଭୂମିକା ପାଳନ କରିବାକୁ ଅନୁପ୍ରାଣିତ **କାରଣ** ରୂତ ନୟମୀଙ୍କୁ (ପଦ ୧୧) ଦୟା ଦେଖାଇବା ବିଷୟକୁ ସେ ଦେଖିଛନ୍ତି (ପଦ ୧୦)। ଯଦି ଆପଣ ଏହି କ୍ରମକୁ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ଏହି ପଦ ଏବଂ ପଦ ସଂଖ୍ୟାକୁ ଯୋଗ କରିବାକୁ ପଡିବ (୧୦-୧୧)। (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]]).
RUT 3 11 jdr6 grammar-connect-logic-result וְ⁠עַתָּ֗ה 1 Connecting Statement: ଏହି ବାକ୍ୟାଂଶ ସୂଚିତ କରେ ଯେ ପଦ ୧୦ ରେ ପ୍ରଥମେ ଯାହା ଆସିଛି ତାହା ୧୧ ପଦରେ ଅନୁସରଣ କରେ। ଏହାକୁ **ଏହିପରି** ଏକ ଶବ୍ଦ ବ୍ୟବହାର କରି ସୂଚିତ କରାଯାଇପାରେ। ଯଦି ଆପଣଙ୍କ ଭାଷାରେ ପରିଣାମ ପରେ କାରଣ ଦେବା ସ୍ପଷ୍ଟ, ତେବେ ବାକ୍ୟର କ୍ରମ ଏହିପରି ରଖନ୍ତୁ ଯଥା: ବୋୟଜ-ମୁକ୍ତିକର୍ତ୍ତା ଜ୍ଞାତିର (୧୧ ପଦ) ଭୂମିକା ପାଳନ କରିବାକୁ ଅନୁପ୍ରାଣିତ **କାରଣ** ରୂତ ନୟମୀଙ୍କୁ (୧୧ ପଦ) ଦୟା ଦେଖାଇବା ବିଷୟକୁ ସେ ଦେଖିଛନ୍ତି (୧୦ ପଦ)। ଯଦି ଆପଣ ଏହି କ୍ରମକୁ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ଏହି ପଦ ଏବଂ ପଦ ସଂଖ୍ୟାକୁ ଯୋଗ କରିବାକୁ ପଡିବ (୧୦-୧୧)। (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]]).
RUT 3 11 ei93 בִּתִּ⁠י֙ 1 my daughter ବୋୟଜ ଏହି ଅଭିବ୍ୟକ୍ତିକୁ ରୂତଙ୍କୁ ଏକ ଯୁବତୀ ମହିଳା ଭାବରେ ସମ୍ମାନର ସଙ୍କେତ ଭାବରେ ବ୍ୟବହାର କରିଥିଲେ । ଆପଣଙ୍କ ଭାଷାରେ ଏହି ଅର୍ଥକୁ ପ୍ରକାଶ କରିବା ନିମନ୍ତେ ଉପଯୁକ୍ତ ବାକ୍ୟାଂଶକୁ ବ୍ୟବହାର କରନ୍ତୁ ।
RUT 3 11 ab08 figs-idiom כָּל־שַׁ֣עַר עַמִּ֔⁠י 1 the whole gate of my people ଫାଟକଟି ସହରର ଏକ ସ୍ଥାନ ଥିଲା ଯେଉଁଠାରେ ଲୋକମାନେ ବ୍ୟବସାୟ କରିବା ପାଇଁ ଏକତ୍ରିତ ହେଉଥିଲେ ଏବଂ ନେତାମାନେ ସେଠାରେ ନିଷ୍ପତ୍ତି ନେଉଥିଲେ। ତେଣୁ ଏହା ଏକ ରୂଢ଼ି ଅର୍ଥ ଥିଲା “ମୋହର ନଗରସ୍ଥ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି।” (ଦେଖନ୍ତୁ: [[rc://en/ta/man/translate/figs-idiom]]).
RUT 3 11 ab31 אֵ֥שֶׁת חַ֖יִל 1 a woman of worth **ଜଣେ ଉତ୍ତମ ଚରିତ୍ରର କନ୍ୟା_,_ ଉତ୍ତମ କନ୍ୟା**
@ -249,7 +249,7 @@ RUT 4 12 fn52 figs-metonymy וִ⁠יהִ֤י בֵֽיתְ⁠ךָ֙ כְּ⁠ב
RUT 4 12 a433 יָלְדָ֥ה תָמָ֖ר לִֽ⁠יהוּדָ֑ה 1 Tamar bore to Judah ତାମର, ରୂତଙ୍କ ପରି ଜଣେ ବିଧବା ଥିଲେ। ତାମରଙ୍କ ସହିତ ଯିହୁଦା ଏକ ପୁତ୍ର ସନ୍ତାନକୁ ଜନ୍ମ କଲେ, ଯିଏ ତାଙ୍କ ମୃତ ସ୍ୱାମୀଙ୍କ ପରିବାର ନାମ ରକ୍ଷା କଲେ ।
RUT 4 12 xym8 מִן־הַ⁠זֶּ֗רַע אֲשֶׁ֨ר יִתֵּ֤ן יְהוָה֙ לְ⁠ךָ֔ 1 from the offspring that Yahweh gives you ଯେପରି ଯିହୋବା ପେରସଙ୍କ ପାଇଁ ସନ୍ତାନ ଆଶୀର୍ବାଦ କରି ଉତ୍ତମ କର୍ମ କରିଥିଲେ ସେହିପରି ଯିହୋବା ବୋୟଜଙ୍କୁ ରୂତଙ୍କ ଦ୍ୱାରା ଅନେକ ସନ୍ତାନ ଦେଇ ଆଶୀର୍ବାଦ କରନ୍ତୁ ବୋଲି ଲୋକମାନେ ପ୍ରାର୍ଥନା କରୁଥିଲେ । ଆପଣଙ୍କ ଭାଷାରେ ଆଶୀର୍ବାଦ କରିବା ପାଇଁ ବ୍ୟବହୃତ ବକ୍ୟାଂଶକୁ ବ୍ୟବହାର କରନ୍ତୁ ।
RUT 4 13 abcc figs-parallelism וַ⁠יִּקַּ֨ח בֹּ֤עַז אֶת־רוּת֙ וַ⁠תְּהִי־ל֣⁠וֹ לְ⁠אִשָּׁ֔ה 1 So Boaz took Ruth, and she became his wife ଏହି ଦୁଇଟି ବକ୍ୟାଂଶର ଅର୍ଥ  ଦ୍ୱିତୀୟ ବାକ୍ୟାଂଶ ପରି ପ୍ରଥମ ବାକ୍ୟାଂଶକୁ ପୁନରାବୃତ୍ତି ଓ ଅଭିବୃଦ୍ଧି କରିବା ସହ  ପ୍ରାୟ ସମାନ ଅର୍ଥ ପ୍ରକାଶ କରେ। ଏହା ଏବ୍ରିୟ କବିତାର ଏକ ଶୈଳୀ ଅଟେ। ଦୁଇଟି ବାକ୍ୟାଂଶକୁ UST ପରି ସଂଯୁକ୍ତ କରାଯାଇପାରେ। (ଦେଖନ୍ତୁ: [[rc://en/ta/man/translate/figs-parallelism]])
RUT 4 13 u21g grammar-connect-logic-result וַ⁠יִּקַּ֨ח בֹּ֤עַז אֶת־רוּת֙ 1 So Boaz took Ruth ୧୦ ପଦରେ ବୋୟଜ ଯାହା କରିବେ ବୋଲି କହିଥିଲେ ତାହା ସେ କଲେ ଏବଂ ଏହି ବାକ୍ୟାଂଶରେ ତାହା ସୂଚାଏ। ଏହା କୌଣସି ପ୍ରକାରର ହିଂସ୍ରତାକୁ ବୁଝାଏ ନାହିଁ। ନିମ୍ନଲିଖିତ ବାକ୍ୟାଂଶ ସହ, ଏହାର ଅର୍ଥ, **ତେଣୁ ବୋୟଜ ରୂତଙ୍କୁ ଗ୍ରହଣ କଲେ** କିମ୍ବା **ବୋୟଜ ରୂତଙ୍କୁ ନିଜ ସ୍ତ୍ରୀ ଭାବରେ ଗ୍ରହଣ କଲେ** ଅଟେ। ସଂଯୋଗ କରୁଥିବା ଶବ୍ଦକୁ (ଯେପରି “ତେଣୁ”) ବ୍ୟବହାର କରନ୍ତୁ ଯାହା ପଦ ୧୦ ରେ ହୋଇଥିବା ଚୁକ୍ତିର ଫଳସ୍ୱରୂପ ଏହା ବୋୟାଜଙ୍କ ଏହି କାର୍ଯ୍ୟଟି ସୂଚାଏ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
RUT 4 13 u21g grammar-connect-logic-result וַ⁠יִּקַּ֨ח בֹּ֤עַז אֶת־רוּת֙ 1 So Boaz took Ruth ୧୦ ପଦରେ ବୋୟଜ ଯାହା କରିବେ ବୋଲି କହିଥିଲେ ତାହା ସେ କଲେ ଏବଂ ଏହି ବାକ୍ୟାଂଶରେ ତାହା ସୂଚାଏ। ଏହା କୌଣସି ପ୍ରକାରର ହିଂସ୍ରତାକୁ ବୁଝାଏ ନାହିଁ। ନିମ୍ନଲିଖିତ ବାକ୍ୟାଂଶ ସହ, ଏହାର ଅର୍ଥ, **ତେଣୁ ବୋୟଜ ରୂତଙ୍କୁ ଗ୍ରହଣ କଲେ** କିମ୍ବା **ବୋୟଜ ରୂତଙ୍କୁ ନିଜ ସ୍ତ୍ରୀ ଭାବରେ ଗ୍ରହଣ କଲେ** ଅଟେ। ସଂଯୋଗ କରୁଥିବା ଶବ୍ଦକୁ (ଯେପରି “ତେଣୁ”) ବ୍ୟବହାର କରନ୍ତୁ ଯାହା ୧୦ ପଦରେ ହୋଇଥିବା ଚୁକ୍ତିର ଫଳସ୍ୱରୂପ ଏହା ବୋୟାଜଙ୍କ ଏହି କାର୍ଯ୍ୟଟି ସୂଚାଏ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
RUT 4 13 gw77 figs-euphemism וַ⁠יָּבֹ֖א אֵלֶ֑י⁠הָ 1 he went in to her ଏହା ଏକ ଅପ୍ରୀତିକର କଥାକୁ ସୁଖକର ଭାବରେ ପ୍ରକାଶ (ଶିଷ୍ଟୋକ୍ତି) ଅଟେ ଯାହା ଯୌନକ୍ରିୟାକୁ ସୂଚାଏ। ବିକଳ୍ପ ଅନୁବାଦ: “ପୁଣି ସେ ତାଙ୍କ ସହିତ ସହବାସ କରନ୍ତେ”  (ଦେଖନ୍ତୁ: [[rc://en/ta/man/translate/figs-euphemism]])
RUT 4 14 ab46 figs-explicit הַ⁠נָּשִׁים֙ 1 the women ଏମାନେ ୧:୧୯ ପଦରେ ଉଲ୍ଲେଖ ଥିବା ନଗରର ସ୍ତ୍ରୀମାନେ ଅଟନ୍ତି। ଯଦି ଆବଶ୍ୟକ ହୁଏ ତେବେ ଏହା ସ୍ପଷ୍ଟ କରାଯାଇପାରିବ। (ଦେଖନ୍ତୁ: [[rc://en/ta/man/translate/figs-explicit]])
RUT 4 14 ab47 בָּר֣וּךְ יְהוָ֔ה 1 Blessed be Yahweh ଈଶ୍ଵର ନୟମୀ ଓ ରୂତଙ୍କ ପାଇଁ କରିଥିବା କାର୍ଯ୍ୟ ହେତୁ ସ୍ତ୍ରୀମାନେ ତାହାଙ୍କର ପ୍ରଶଂସା କରନ୍ତି । ଯଦି ଆପଣଙ୍କ ଭାଷାରେ ଈଶ୍ଵରଙ୍କୁ  “ଆଶୀର୍ବାଦ କରିବା” ବିଷୟ ନିରର୍ଥକ ଅଟେ ତେବେ “ପ୍ରଶଂସା” କିମ୍ବା “ଆମ୍ଭେ ଧନ୍ୟବାଦ ଦେଉ”  ପରି ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତୁ  UST ଦେଖନ୍ତୁ ।

Can't render this file because it contains an unexpected character in line 36 and column 916.