Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-06-19 01:16:29 +00:00
parent 2e5af107dd
commit 996f2627cf
1 changed files with 3 additions and 3 deletions

View File

@ -26,9 +26,9 @@ EPH 1 8 sw98 ἐν πάσῃ σοφίᾳ καὶ φρονήσει 1 with all wi
EPH 1 9 v71p κατὰ τὴν εὐδοκίαν αὐτοῦ 1 according to what pleased him ସମ୍ଭାବିତ ଅର୍ଥଗୁଡ଼ିକ ହେଲା (୧) “କାରଣ ସେ ତାହା ଆମ୍ଭମାନଙ୍କୁ ଜ୍ଞାତ କରାଇ ଅଛନ୍ତି।” କିମ୍ବା () “ଯାହା ସେ ସଂକଳ୍ପ କରିଥିଲେ।”
EPH 1 9 c2uk ἣν προέθετο ἐν αὐτῷ 1 which he demonstrated in Christ ବିକଳ୍ପ ଅନୁବାଦ: “ଯେପରି ସେ ଖ୍ରୀଷ୍ଟଙ୍କଠାରେ ଏହି ଉଦ୍ଦେଶ୍ୟ ଦେଖାଇଅଛନ୍ତି”
EPH 1 9 u53h ἐν αὐτῷ 1 in Christ ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ମାଧ୍ୟମରେ”
EPH 1 10 n2sl εἰς οἰκονομίαν 1 with a view to a plan ଏଠାରେ ଗୋଟିଏ ନୂଆ ବାକ୍ୟକୁ ଆରମ୍ଭ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏକ ପରିଚାରକ ଉପରେ ଦୃଷ୍ଟିରଖି ସେ ଏହା କଲେ” କିମ୍ବା “ଜଣେ ତତ୍ତ୍ୱାବଧାରକ ବିଷୟରେ ଭାବି ସେ ଏହା କଲେ”
EPH 1 10 em7q τοῦ πληρώματος τῶν καιρῶν 1 for the fullness of time “ଯେବେ ଉପଯୁକ୍ତ ସମୟ ଆସେ କିମ୍ବା “ସେ ନିରୂପିତ କରିଥିବା ସମୟରେ”
EPH 1 11 t281 figs-activepassive ἐκληρώθημεν 1 we were appointed as heirs ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରାଯାଇପାରିବ I ସମ୍ଭାବ୍ୟ ଅର୍ଥଗୁଡ଼ିକ: (1) "ଈଶ୍ଵର ମଧ୍ୟ ତାଙ୍କର ସମ୍ପତ୍ତି ହେବା ପାଇଁ ଆମକୁ ମନୋନୀତ କଲେ" (2) "ଈଶ୍ଵର ମଧ୍ୟ ଆମକୁ ଉତ୍ତରାଧିକାରୀ ହେବାକୁ ମନୋନୀତ କଲେ I ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 1 10 n2sl εἰς οἰκονομίαν 1 with a view to a plan ଏଠାରେ ଗୋଟିଏ ନୂଆ ବାକ୍ୟକୁ ଆରମ୍ଭ କରାଯାଇପାରିବ ବିକଳ୍ପ ଅନୁବାଦ: “ଏକ ପରିଚାରକ ଉପରେ ଦୃଷ୍ଟିରଖି ସେ ଏହା କଲେ” କିମ୍ବା “ଜଣେ ତତ୍ତ୍ୱାବଧାରକ ବିଷୟରେ ଭାବି ସେ ଏହା କଲେ”
EPH 1 10 em7q τοῦ πληρώματος τῶν καιρῶν 1 for the fullness of time ବିକଳ୍ପ ଅନୁବାଦ: “ଯେବେ ଉପଯୁକ୍ତ ସମୟ ଆସେ କିମ୍ବା “ସେ ନିରୂପିତ କରିଥିବା ସମୟରେ”
EPH 1 11 t281 figs-activepassive ἐκληρώθημεν 1 we were appointed as heirs ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରାଯାଇପାରିବ। ସମ୍ଭାବ୍ୟ ଅର୍ଥଗୁଡ଼ିକ: (୧) ଈଶ୍ଵର ମଧ୍ୟ ତାଙ୍କର ସମ୍ପତ୍ତି ହେବା ପାଇଁ ଆମ୍ଭମାନଙ୍କୁ ମନୋନୀତ କଲେ। () “ଈଶ୍ଵର ମଧ୍ୟ ଆମ୍ଭମାନଙ୍କୁ ଉତ୍ତରାଧିକାରୀ ହେବାକୁ ମନୋନୀତ କଲେ। (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 1 11 nkf8 figs-activepassive προορισθέντες 1 We were decided on beforehand ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ଵର ସମୟର ପୂର୍ବେ ଆମ୍ଭମାନଙ୍କୁ ମନୋନୀତ କରିଅଛନ୍ତି” କିମ୍ବା “ଈଶ୍ଵର ବହୁ ପୂର୍ବରୁ ଆମ୍ଭମାନଙ୍କୁ ମନୋନୀତ କରିଅଛନ୍ତି” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 1 11 ww9s figs-exclusive ἐκληρώθημεν προορισθέντες 1 we were appointed as heirs ... We were decided on beforehand “**ଆମ୍ଭେମାନେ**” ସର୍ବନାମଗୁଡ଼ିକ ବ୍ୟବହାରକରି ପାଉଲ ଆପଣାକୁ ଏବଂ ଅନ୍ୟ ଯିହୂଦୀ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଉଛନ୍ତି, ଯେଉଁମାନେ ଏଫିସୀୟ ବିଶ୍ଵାସୀମାନଙ୍କ ପୂର୍ବରୁ ଖ୍ରୀଷ୍ଟଙ୍କୁ ବିଶ୍ଵାସ କରିଥିଲେ I ପଦ 12 ଏବଂ 13 ରେ ସେ ଏହି ଗୋଷ୍ଠୀକୁ "ଆମେ" (ବହିର୍ଭୂତ) ଯିହୁଦୀ ଖ୍ରୀଷ୍ଟିଆନ ଏବଂ "ତୁମେ" ଅଣଯିହୂଦୀ ଖ୍ରୀଷ୍ଟିଆନମାନଙ୍କରେ ବିଭକ୍ତ କରନ୍ତି I ([[rc://en/ta/man/translate/figs-exclusive]]ଦେଖନ୍ତୁ)
EPH 1 12 gj44 figs-exclusive εἰς τὸ εἶναι ἡμᾶς 1 so that we might be the first ପୁନର୍ବାର, “**ଆମ୍ଭେମାନେ**” ଶବ୍ଦଟି ଏଫିସର ବିଶ୍ଵାସୀମାନଙ୍କୁ ନୁହେଁ, ମାତ୍ର ଯିହୂଦୀ ବିଶ୍ଵାସୀମାନଙ୍କୁ ବୁଝାଉଛି,ଯେଉଁମାନେ ପ୍ରଥମେ ସୁସମାଚାର ଶୁଣିଥିଲେ I ([[rc://en/ta/man/translate/figs-exclusive]]ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.