Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-06-19 01:08:04 +00:00
parent 7a2bc91534
commit 2e5af107dd
1 changed files with 3 additions and 3 deletions

View File

@ -23,9 +23,9 @@ EPH 1 6 x7jp τῷ ἠγαπημένῳ 1 the One he loves ବିକଳ୍ପ
EPH 1 7 m9l4 figs-metaphor τὸ πλοῦτος τῆς χάριτος αὐτοῦ 1 riches of his grace ପାଉଲ ଈଶ୍ଵରଙ୍କ ଅନୁଗ୍ରହ ବିଷୟରେ କହନ୍ତି ଯେ ସତେ ଯେପରି ତାହା ପାର୍ଥିବ ସମ୍ପତ୍ତି ଅଟେ। ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଅନୁଗ୍ରହର ମହାନତା” କିମ୍ବା “ଈଶ୍ଵରଙ୍କ ଅନୁଗ୍ରହର ପ୍ରଚୁରତା” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 1 8 pg6j ἧς ἐπερίσσευσεν εἰς ἡμᾶς 1 He lavished this grace upon us “ସେ ଆମ୍ଭମାନଙ୍କୁ ଏହି ପରିମାଣର ଅନୁଗ୍ରହ ଦେଲେ” କିମ୍ବା “ସେ ଆମ୍ଭମାନଙ୍କ ପ୍ରତି ଅତ୍ୟଧିକ ଦୟାଳୁ ହୋଇଅଛନ୍ତି”
EPH 1 8 sw98 ἐν πάσῃ σοφίᾳ καὶ φρονήσει 1 with all wisdom and understanding ସମ୍ଭାବିତ ଅର୍ଥଗୁଡ଼ିକ ହେଲା: (୧) “ଯେହେତୁ ତାହାଙ୍କର ସମସ୍ତ ପ୍ରକାର ଜ୍ଞାନ ଏବଂ ବୁଦ୍ଧି ଅଛି।” () “ଯେପରି ଆମ୍ଭେମାନେ ମହା ଜ୍ଞାନ ଏବଂ ବୁଦ୍ଧି ପାଇପାରିବା।”
EPH 1 9 v71p κατὰ τὴν εὐδοκίαν αὐτοῦ 1 according to what pleased him ସମ୍ଭାବିତ ଅର୍ଥଗୁଡ଼ିକ ହେଲା (1) “କାରଣ ସେ ତାହା ଆମ୍ଭମାନଙ୍କୁ ଜ୍ଞାତ କରାଇ ଅଛନ୍ତି” କିମ୍ବା (2) “ଯାହା ସେ ସଂକଳ୍ପ କରିଥିଲେ”
EPH 1 9 c2uk ἣν προέθετο ἐν αὐτῷ 1 which he demonstrated in Christ “ଯେପରି ସେ ଖ୍ରୀଷ୍ଟଙ୍କଠାରେ ଏହି ଉଦ୍ଦେଶ୍ୟ ଦେଖାଇଅଛନ୍ତି”
EPH 1 9 u53h ἐν αὐτῷ 1 in Christ "ଖ୍ରୀଷ୍ଟଙ୍କ ମାଧ୍ୟମରେ"
EPH 1 9 v71p κατὰ τὴν εὐδοκίαν αὐτοῦ 1 according to what pleased him ସମ୍ଭାବିତ ଅର୍ଥଗୁଡ଼ିକ ହେଲା () “କାରଣ ସେ ତାହା ଆମ୍ଭମାନଙ୍କୁ ଜ୍ଞାତ କରାଇ ଅଛନ୍ତି।” କିମ୍ବା () “ଯାହା ସେ ସଂକଳ୍ପ କରିଥିଲେ
EPH 1 9 c2uk ἣν προέθετο ἐν αὐτῷ 1 which he demonstrated in Christ ବିକଳ୍ପ ଅନୁବାଦ: “ଯେପରି ସେ ଖ୍ରୀଷ୍ଟଙ୍କଠାରେ ଏହି ଉଦ୍ଦେଶ୍ୟ ଦେଖାଇଅଛନ୍ତି”
EPH 1 9 u53h ἐν αὐτῷ 1 in Christ ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ମାଧ୍ୟମରେ”
EPH 1 10 n2sl εἰς οἰκονομίαν 1 with a view to a plan ଏଠାରେ ଗୋଟିଏ ନୂଆ ବାକ୍ୟକୁ ଆରମ୍ଭ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏକ ପରିଚାରକ ଉପରେ ଦୃଷ୍ଟିରଖି ସେ ଏହା କଲେ” କିମ୍ବା “ଜଣେ ତତ୍ତ୍ୱାବଧାରକ ବିଷୟରେ ଭାବି ସେ ଏହା କଲେ”
EPH 1 10 em7q τοῦ πληρώματος τῶν καιρῶν 1 for the fullness of time “ଯେବେ ଉପଯୁକ୍ତ ସମୟ ଆସେ କିମ୍ବା “ସେ ନିରୂପିତ କରିଥିବା ସମୟରେ”
EPH 1 11 t281 figs-activepassive ἐκληρώθημεν 1 we were appointed as heirs ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରାଯାଇପାରିବ I ସମ୍ଭାବ୍ୟ ଅର୍ଥଗୁଡ଼ିକ: (1) "ଈଶ୍ଵର ମଧ୍ୟ ତାଙ୍କର ସମ୍ପତ୍ତି ହେବା ପାଇଁ ଆମକୁ ମନୋନୀତ କଲେ" (2) "ଈଶ୍ଵର ମଧ୍ୟ ଆମକୁ ଉତ୍ତରାଧିକାରୀ ହେବାକୁ ମନୋନୀତ କଲେ I ([[rc://en/ta/man/translate/figs-activepassive]]ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.