Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-06-19 01:00:40 +00:00
parent 4fcfedc5bc
commit 7a2bc91534
1 changed files with 2 additions and 2 deletions

View File

@ -20,9 +20,9 @@ EPH 1 5 e6f6 figs-gendernotations εἰς υἱοθεσίαν 1 for adoption as
EPH 1 5 ciu3 διὰ Ἰησοῦ Χριστοῦ 1 through Jesus Christ ଯୀଶୁ ଖ୍ରୀଷ୍ଟଙ୍କର କାର୍ଯ୍ୟ ଦ୍ଵାରା ଈଶ୍ଵର ବିଶ୍ଵାସୀମାନଙ୍କୁ ତାହାଙ୍କର ପରିବାର ମଧ୍ୟକୁ ଆଣିଲେ।
EPH 1 6 s9qk ἐχαρίτωσεν ἡμᾶς ἐν τῷ ἠγαπημένῳ 1 he has freely given us in the One he loves. ବିକଳ୍ପ ଅନୁବାଦ: “ସେ ତାହା ଆମ୍ଭମାନଙ୍କୁ ଅନୁଗ୍ରହକରି ତାହାଙ୍କ ପ୍ରିୟତମଙ୍କ ଦ୍ଵାରା ପ୍ରଦାନ କରିଛନ୍ତି”
EPH 1 6 x7jp τῷ ἠγαπημένῳ 1 the One he loves ବିକଳ୍ପ ଅନୁବାଦ: “ଯାହାଙ୍କୁ ସେ ପ୍ରେମ କରନ୍ତି (ପ୍ରିୟତମ), ଯୀଶୁ ଖ୍ରୀଷ୍ଟ କିମ୍ବା “ତାହାଙ୍କର ପୁତ୍ର, ଯାହାଙ୍କୁ ସେ ପ୍ରେମ କରନ୍ତି”
EPH 1 7 m9l4 figs-metaphor τὸ πλοῦτος τῆς χάριτος αὐτοῦ 1 riches of his grace ପାଉଲ ଈଶ୍ଵରଙ୍କ ଅନୁଗ୍ରହ ବିଷୟରେ କହନ୍ତି ଯେ ସତେ ଯେପରି ତାହା ପାର୍ଥିବ ସମ୍ପତ୍ତି ଅଟେ I ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଅନୁଗ୍ରହର ମହାନତା” କିମ୍ବା “ଈଶ୍ଵରଙ୍କ ଅନୁଗ୍ରହର ପ୍ରଚୁରତା” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 1 7 m9l4 figs-metaphor τὸ πλοῦτος τῆς χάριτος αὐτοῦ 1 riches of his grace ପାଉଲ ଈଶ୍ଵରଙ୍କ ଅନୁଗ୍ରହ ବିଷୟରେ କହନ୍ତି ଯେ ସତେ ଯେପରି ତାହା ପାର୍ଥିବ ସମ୍ପତ୍ତି ଅଟେ ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଅନୁଗ୍ରହର ମହାନତା” କିମ୍ବା “ଈଶ୍ଵରଙ୍କ ଅନୁଗ୍ରହର ପ୍ରଚୁରତା” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 1 8 pg6j ἧς ἐπερίσσευσεν εἰς ἡμᾶς 1 He lavished this grace upon us “ସେ ଆମ୍ଭମାନଙ୍କୁ ଏହି ପରିମାଣର ଅନୁଗ୍ରହ ଦେଲେ” କିମ୍ବା “ସେ ଆମ୍ଭମାନଙ୍କ ପ୍ରତି ଅତ୍ୟଧିକ ଦୟାଳୁ ହୋଇଅଛନ୍ତି”
EPH 1 8 sw98 ἐν πάσῃ σοφίᾳ καὶ φρονήσει 1 with all wisdom and understanding ସମ୍ଭାବିତ ଅର୍ଥଗୁଡ଼ିକ ହେଲା (1) “କାରଣ ତାହାଙ୍କର ସମସ୍ତ ପ୍ରକାର ଜ୍ଞାନ ଏବଂ ବୁଦ୍ଧି ଅଛି” (2) “ଯେପରି ଆମ୍ଭେମାନେ ମହା ଜ୍ଞାନ ଏବଂ ବୁଦ୍ଧି ପାଇପାରିବା”
EPH 1 8 sw98 ἐν πάσῃ σοφίᾳ καὶ φρονήσει 1 with all wisdom and understanding ସମ୍ଭାବିତ ଅର୍ଥଗୁଡ଼ିକ ହେଲା: (୧) “ଯେହେତୁ ତାହାଙ୍କର ସମସ୍ତ ପ୍ରକାର ଜ୍ଞାନ ଏବଂ ବୁଦ୍ଧି ଅଛି।” () “ଯେପରି ଆମ୍ଭେମାନେ ମହା ଜ୍ଞାନ ଏବଂ ବୁଦ୍ଧି ପାଇପାରିବା
EPH 1 9 v71p κατὰ τὴν εὐδοκίαν αὐτοῦ 1 according to what pleased him ସମ୍ଭାବିତ ଅର୍ଥଗୁଡ଼ିକ ହେଲା (1) “କାରଣ ସେ ତାହା ଆମ୍ଭମାନଙ୍କୁ ଜ୍ଞାତ କରାଇ ଅଛନ୍ତି” କିମ୍ବା (2) “ଯାହା ସେ ସଂକଳ୍ପ କରିଥିଲେ”
EPH 1 9 c2uk ἣν προέθετο ἐν αὐτῷ 1 which he demonstrated in Christ “ଯେପରି ସେ ଖ୍ରୀଷ୍ଟଙ୍କଠାରେ ଏହି ଉଦ୍ଦେଶ୍ୟ ଦେଖାଇଅଛନ୍ତି”
EPH 1 9 u53h ἐν αὐτῷ 1 in Christ "ଖ୍ରୀଷ୍ଟଙ୍କ ମାଧ୍ୟମରେ"

Can't render this file because it contains an unexpected character in line 2 and column 4525.