Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 05:42:52 +00:00
parent a7c903ad6a
commit 9964992181
1 changed files with 6 additions and 6 deletions

View File

@ -26,7 +26,7 @@ RUT 1 8 g4r8 figs-idiom עִם־הַ⁠מֵּתִ֖ים 1 with the dead **ତୁ
RUT 1 8 acb4 figs-nominaladj הַ⁠מֵּתִ֖ים 1 the dead **ତୁମ୍ଭମାନଙ୍କର ସ୍ୱାମୀମାନେ, ଯେଉଁମାନେ ମୃତ୍ୟୁ ବରଣ କରିଅଛନ୍ତି** (ଦେଖନ୍ତୁ: [[rc://en/ta/man/translate/figs-nominaladj]])
RUT 1 9 pm6y יִתֵּ֤ן יְהוָה֙ לָ⁠כֶ֔ם וּ⁠מְצֶ֣אןָ 1 May Yahweh grant to you that you shall find **ସଦାପ୍ରଭୁ ତୁମ୍ଭମାନଙ୍କୁ ଦିଅନ୍ତୁ** କିମ୍ବା **ସଦାପ୍ରଭୁ ତୁମ୍ଭମାନଙ୍କୁ ପାଇବାକୁ ଅନୁମତି ଦିଅନ୍ତୁ**
RUT 1 9 c74v figs-metaphor וּ⁠מְצֶ֣אןָ מְנוּחָ֔ה 1 that you shall find rest ଏଠାରେ **ବିଶ୍ରାମ** ବସିବାକୁ ସୂଚାଏ ନାହିଁ **।** ଏହାର ଅର୍ଥ ଏକ ସ୍ଥାନ ଅଟେ ଯେଉଁଠାରେ ଏହି ସ୍ତ୍ରୀମାନେ ସମ୍ପୃକ୍ତ ହେବେ ଅର୍ଥାତ ସେମାନଙ୍କ ପାଇଁ ଏକ ଗୃହ ଯାହା ବିବାହ ମାଧ୍ୟମରେ ସେମାନଙ୍କର ସୁରକ୍ଷାକୁ ଅନ୍ତର୍ଭୁକ୍ତ କରିବ **। (**\\[rc://en/ta/man/translate/figs-metaphor\\]ଦେଖନ୍ତୁ)
RUT 1 9 v2vx figs-metonymy בֵּ֣ית אִישָׁ֑⁠הּ 1 in the house of her husband ଏହାର ଅର୍ଥ ସେମାନଙ୍କର ନୂତନ ସ୍ୱାମୀମାନଙ୍କ ସହିତ, ସେମାନଙ୍କର ପୂର୍ବ ସ୍ୱାମୀମାନଙ୍କ ସହିତ ନୁହେଁ ଯେଉଁମାନେ ମରିଛନ୍ତି କିମ୍ବା ଅନ୍ୟସ୍ତ୍ରୀମାନଙ୍କ ସ୍ୱାମୀମାନଙ୍କ ସହିତ ନୁହେଁ । **ଗୃହ** ଉଭୟ ଶାରୀରିକ ଗୃହକୁ ସୂଚାଏ ଯାହା ସ୍ୱାମୀଙ୍କର ଅଟେ, ଏବଂ  ଲଜ୍ଜା ଏବଂ ଦାରିଦ୍ର୍ୟରୁ ସ୍ୱାମୀ ପ୍ରଦାନ କରୁଥିବା ସୁରକ୍ଷାକୁ ସୂଚାଏ । ([[rc://en/ta/man/translate/figs-metonymy]]ଦେଖନ୍ତୁ)
RUT 1 9 v2vx figs-metonymy בֵּ֣ית אִישָׁ֑⁠הּ 1 in the house of her husband ଏହାର ଅର୍ଥ ସେମାନଙ୍କର ନୂତନ ସ୍ୱାମୀମାନଙ୍କ ସହିତ, ସେମାନଙ୍କର ପୂର୍ବ ସ୍ୱାମୀମାନଙ୍କ ସହିତ ନୁହେଁ ଯେଉଁମାନେ ମରିଛନ୍ତି କିମ୍ବା ଅନ୍ୟସ୍ତ୍ରୀମାନଙ୍କ ସ୍ୱାମୀମାନଙ୍କ ସହିତ ନୁହେଁ। **ଗୃହ** ଉଭୟ ଶାରୀରିକ ଗୃହକୁ ସୂଚାଏ ଯାହା ସ୍ୱାମୀଙ୍କର ଅଟେ, ଏବଂ  ଲଜ୍ଜା ଏବଂ ଦାରିଦ୍ର୍ୟରୁ ସ୍ୱାମୀ ପ୍ରଦାନ କରୁଥିବା ସୁରକ୍ଷାକୁ ସୂଚାଏ। (ଦେଖନ୍ତୁ: [[rc://en/ta/man/translate/figs-metonymy]])
RUT 1 9 t69w figs-idiom וַ⁠תִּשֶּׂ֥אנָה קוֹלָ֖⁠ן וַ⁠תִּבְכֶּֽינָה 1 and they lifted up their voices and cried ସ୍ୱର ଉତ୍ତୋଳନ କରିବା ଏକ ରୂଢ଼୍ୟଉକ୍ତି ଅଟେ ଯାହାର ଅର୍ଥ ଉଚ୍ଚ ସ୍ୱରରେ କହିବା ଅଟେ । ପୁତ୍ରବଧୂମାନେ ଉଚ୍ଚସ୍ୱରରେ ରୋଦନ କଲେ କିମ୍ବା ତିକ୍ତ ଭାବେ ରୋଦନ କଲେ। (ଦେଖନ୍ତୁ: [[rc://en/ta/man/translate/figs-idiom]])
RUT 1 10 mag8 figs-exclusive נָשׁ֖וּב 1 we will return ଯେତେବେଳେ ଅର୍ପା ଏବଂ ରୂତ **ଆମ୍ଭେମାନେ** କହିଲେ, ସେମାନେ ନୟମୀକୁ ନୁହେଁ ବରଂ ସେମାନେ ନିଜକୁ ସୂଚାଉଥିଲେ । ତେଣୁ ଯେଉଁ ଭାଷାଗୁଡ଼ିକରେ **ଆମ୍ଭେମାନେ** ଅନ୍ତର୍ଭୂକ୍ତ (inclusive) ଏବଂ ସ୍ୱତନ୍ତ୍ର (exclusive) ଶବ୍ଦଗଠନ ପଦ୍ଧତି ଅଛି ସେହି ଭାଷାଗୁଡ଼ିକରେ ଏଠାରେ ସ୍ୱତନ୍ତ୍ର ଶବ୍ଦଗଠନ ପଦ୍ଧତିକୁ ବ୍ୟବହାର କରାଯାଇପାରିବ।  ([[rc://en/ta/man/translate/figs-exclusive]] ଦେଖନ୍ତୁ)
RUT 1 10 bq4j figs-you אִתָּ֥⁠ךְ 1 with you ଏଠାରେ **ତୁମ୍ଭେ** ନୟମୀକୁ ସୂଚାଉଥିବା ଏକବଚନ ଶବ୍ଦ ଅଟେ। (ଦେଖନ୍ତୁ: [[rc://en/ta/man/translate/figs-you]])
@ -38,7 +38,7 @@ RUT 1 12 kh9g יָלַ֥דְתִּי בָנִֽים 1 would give birth to sons
RUT 1 13 gmc2 figs-rquestion אֲשֶׁ֣ר יִגְדָּ֔לוּ הֲ⁠לָהֵן֙ תֵּֽעָגֵ֔נָה לְ⁠בִלְתִּ֖י הֱי֣וֹת לְ⁠אִ֑ישׁ 1 would you therefore wait until the time when they are grown? Would you for this reason keep yourselves from belonging a husband? ନୟମୀ ପୂର୍ବ ପଦରେ ଆରମ୍ଭ କରିଥିବା ଆଳଙ୍କାରିକ ପ୍ରଶ୍ନକୁ ଏହି ପଦରେ ସମାପ୍ତ କରନ୍ତି ଏବଂ ଦ୍ୱିତୀୟ ଆଳଙ୍କାରିକ ପ୍ରଶ୍ନ କରନ୍ତି ଯାହା ପୂର୍ବ ପ୍ରଶ୍ନର ଅର୍ଥକୁ ଗୁରୁତ୍ୱ ପ୍ରଦାନ କରେ । ବିକଳ୍ପ ଅନୁବାଦ: "… ସେମାନେ ବୟସପ୍ରାପ୍ତି ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ବିବାହ କରିବାକୁ ସେମାନଙ୍କର ଅପେକ୍ଷା କରିବ ନାହିଁ । ଏଥି ପୂର୍ବରୁ ତୁମ୍ଭମାନଙ୍କୁ ବିବାହ କରିବାକୁ ପଡିବ।" [[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 1 13 ab04 אֲשֶׁ֣ר יִגְדָּ֔לוּ הֲ⁠לָהֵן֙ תֵּֽעָגֵ֔נָה לְ⁠בִלְתִּ֖י הֱי֣וֹת לְ⁠אִ֑ישׁ 1 would you therefore wait until the time when they are grown? Would you for this reason keep yourselves from belonging a husband? ଏହା ଲିଭରେଟ୍ ବିବାହ ପ୍ରଥାକୁ ସୂଚିତ କରେ, ଯେଉଁ ପ୍ରଥାରେ ଯଦି ଜଣେ ବିବାହିତ ପୁରୁଷ ମୃତ୍ୟୁବରଣ କରେ, ତେବେ ତାଙ୍କର ଭାଇମାନଙ୍କ ମଧ୍ୟରୁ ଜଣେ ଭାଇ ସେହି ପୁରୁଷର ବିଧବାଙ୍କୁ ବିବାହ କରନ୍ତି। ଏବିଷୟରେ ଅଧିକ ଜାଣିବା ପାଇଁ ପରିଚୟ ଦେଖନ୍ତୁ ।
RUT 1 13 gh99 figs-metaphor מַר־לִ֤⁠י מְאֹד֙ 1 it is exceedingly bitter for me ତିକ୍ତତା ଅତିଶୟ ଦୁଃଖର ଏକ ଉପମା ବା ରୂପକ ଅଳଙ୍କାର ଅଟେ। ବିକଳ୍ପ ଅନୁବାଦ: “ଏହା ମୋତେ ଅତ୍ୟନ୍ତ ଦୁଃଖିତ କରେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
RUT 1 13 z9u3 figs-metonymy יָצְאָ֥ה בִ֖⁠י יַד־יְהוָֽה 1 the hand of Yahweh has gone out against me **ହସ୍ତ** ଶବ୍ଦ ସଦାପ୍ରଭୁଙ୍କ ଶକ୍ତି ବା ପ୍ରଭାବକୁ ସୂଚାଏ। ବିକଳ୍ପ ଅନୁବାଦ: "ସଦାପ୍ରଭୁ ମୋ ପ୍ରତି ଭୟଙ୍କର ବିଷୟଗୁଡ଼ିକୁ ଘଟେଇଛନ୍ତି" [[rc://en/ta/man/translate/figs-metonymy]]) ଦେଖନ୍ତୁ)
RUT 1 13 z9u3 figs-metonymy יָצְאָ֥ה בִ֖⁠י יַד־יְהוָֽה 1 the hand of Yahweh has gone out against me **ହସ୍ତ** ଶବ୍ଦ ସଦାପ୍ରଭୁଙ୍କ ଶକ୍ତି ବା ପରାକ୍ରମକୁ ସୂଚାଏ। ବିକଳ୍ପ ଅନୁବାଦ: "ସଦାପ୍ରଭୁ ମୋ' ପ୍ରତି ଭୟଙ୍କର ବିଷୟଗୁଡ଼ିକୁ ଘଟେଇଛନ୍ତି" (ଦେଖନ୍ତୁ: [[rc://en/ta/man/translate/figs-metonymy]])
RUT 1 13 ab02 figs-explicit יָצְאָ֥ה בִ֖⁠י יַד־יְהוָֽה 1 the hand of Yahweh has gone out against me ସଦାପ୍ରଭୁ ଯାହା କରିଛନ୍ତି ତାହା ସ୍ପଷ୍ଟ ଭାବରେ ଅନୁବାଦ କରାଯାଇପାରେ । ବିକଳ୍ପି ଅନୁବାଦ: “ସଦାପ୍ରଭୁ ଆମ୍ଭମାନଙ୍କ ସ୍ୱାମୀମାନଙ୍କୁ ନେଇଯାଇଛନ୍ତି” [[rc://en/ta/man/translate/figs-explicit]] ଦେଖନ୍ତୁ)
RUT 1 14 n47v figs-idiom וַ⁠תִּשֶּׂ֣נָה קוֹלָ֔⁠ן וַ⁠תִּבְכֶּ֖ינָה 1 Then they lifted up their voices and cried ଏହାର ଅର୍ଥ ସେମାନେ ଉଚ୍ଚସ୍ୱରରେ ରୋଦନ କଲେ କିମ୍ବା ଅତ୍ଯନ୍ତ ରୋଦନ କଲେ। (ଦେଖନ୍ତୁ: [[rc://en/ta/man/translate/figs-idiom]])
RUT 1 14 t4sl figs-explicit וְ⁠ר֖וּת דָּ֥בְקָה בָּֽ⁠הּ 1 but Ruth clung to her **ରୂତ ତାକୁ ଧରି** **ରହିଲା** । ବିକଳ୍ପି ଅନୁବାଦ: “ରୂତ ତାଙ୍କୁ ଛାଡି ଯିବାକୁ ମନା କଲେ” କିମ୍ବା “ରୂତ ତାଙ୍କୁ ଛାଡିବେ ନାହିଁ” ( [[rc://en/ta/man/translate/figs-explicit]]) ଦେଖନ୍ତୁ)
@ -54,7 +54,7 @@ RUT 1 17 ab05 figs-idiom יַפְרִ֖יד בֵּינִ֥⁠י וּ⁠בֵינ
RUT 1 18 rsq2 וַ⁠תֶּחְדַּ֖ל לְ⁠דַבֵּ֥ר אֵלֶֽי⁠הָ 1 she refrained from speaking to her **ନୟମୀ ରୂତଙ୍କ ସହ ତର୍କକଲେ ନାହିଁ**
RUT 1 19 j9wa writing-newevent וַ⁠יְהִ֗י 1 So the two of them traveled until they came to Bethlehem କାହାଣୀରେ ଏହି ବାକ୍ୟଟି ଏକ ନୂତନ ଘଟଣାର ପରିଚୟ ପ୍ରଦାନ କରେ । [[rc://en/ta/man/translate/writing-newevent]] ଦେଖନ୍ତୁ)
RUT 1 19 jdr1 grammar-connect-time-background כְּ⁠בֹאָ֨⁠נָה֙ בֵּ֣ית לֶ֔חֶם 1 when they came to Bethlehem ଏହା ଏକ ବାକ୍ୟାଂଶର ପୃଷ୍ଠଭୂମି ଅଟେ ଯାହା ନୟମୀ ରୂତଙ୍କ ସହ ବେଥଲିହିମକୁ ଫେରିବା ପରେ ଏହି ନୂତନ ଘଟଣା ଘଟିଛି ବୋଲି ଏହି ବାକ୍ୟରେ ସ୍ପଷ୍ଟ କରେ । [[rc://en/ta/man/translate/grammar-connect-time-background]]ଦେଖନ୍ତୁ)
RUT 1 19 y3us figs-metonymy כָּל־הָ⁠עִיר֙ 1 the entire town **ନଗର** ସେଠାରେ ରହୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ  ଅନୁବାଦ: “ନଗରର ସମସ୍ତ ଲୋକ”  [[rc://en/ta/man/translate/figs-metonymy]]ଦେଖନ୍ତୁ)
RUT 1 19 y3us figs-metonymy כָּל־הָ⁠עִיר֙ 1 the entire town **ନଗର** ସେଠାରେ ରହୁଥିବା ଲୋକମାନଙ୍କୁ ବୁଝାଏ। ବିକଳ୍ପ  ଅନୁବାଦ: “ନଗରର ସମସ୍ତ ଲୋକ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
RUT 1 19 abc3 figs-hyperbole כָּל־הָ⁠עִיר֙ 1 the entire town ଏଠାରେ **ସମସ୍ତ** ଅତିରଞ୍ଜନ ଅଳଙ୍କାର ଅଟେ ।  ନଗରର ଅନେକ ଲୋକ ଉତ୍ସାହିତ ଥିଲେ, କିନ୍ତୁ ନଗରର କେତେକ ଲୋକ ଏହି ଖବର ଶୁଣି  ହୁଏତ ଉତ୍ସାହିତ ହୋଇ ନ ପାରନ୍ତି। [[rc://en/ta/man/translate/figs-hyperbole]]ଦେଖନ୍ତୁ)
RUT 1 19 xnb3 הֲ⁠זֹ֥את נָעֳמִֽי 1 Is this Naomi?  ଯେହେତୁ ନୟମୀର ବେଥଲିହିମରେ ବାସ କରିବାର ବହୁ ବର୍ଷ ହେଇଗଲାଣି ଏବଂ ବର୍ତ୍ତମାନ ତାଙ୍କର ଆଉ ସ୍ୱାମୀ କିମ୍ଭା ଦୁଇ ପୁତ୍ର ମଧ୍ୟ ନାହାଁନ୍ତି,  ତେଣୁ ସେହି ସ୍ତ୍ରୀମାନେ ସମ୍ଭବତ ଏହା ସନ୍ଦେହ ପ୍ରକଟ କରୁଥିଲେ ଯେ ଏହି ସ୍ତ୍ରୀ କ'ଣ ପ୍ରକୃତରେ ନୟମୀ ନା ଅଉ କିଏ । ଏହାକୁ ଏକ ପ୍ରକୃତ ପ୍ରଶ୍ନ ଭାବରେ ବ୍ୟବହାର କରନ୍ତୁ, ଅତିରଞ୍ଜନ ପ୍ରଶ୍ନ ଭାବରେ ନୁହେଁ ।
RUT 1 20 stw5 אַל־תִּקְרֶ֥אנָה לִ֖⁠י נָעֳמִ֑י 1 Do not call me Naomi **ନୟମୀ** ନାମର ଅର୍ଥ ହେଉଛି **ମୋର ମଧୁର** ଅଟେ। ନୟମୀ ଯେହେତୁ ତାଙ୍କ ସ୍ୱାମୀ ଏବଂ ପୁତ୍ରମାନଙ୍କୁ ହରାଇଛନ୍ତି, ସେଇଥି ପାଇଁ ସେ  ଯେ ତାଙ୍କ ଜୀବନ ସହିତ ତାଙ୍କର ନାମ  ମେଳ ଖାଉନାହିଁ ବୋଲି ଅନୁଭବ କରୁଛନ୍ତି ।
@ -88,7 +88,7 @@ RUT 2 7 ab17 אֲלַקֳטָה־נָּא֙ 1 Please let me glean **ଶସ୍
RUT 2 7 kj7a הַ⁠בַּ֖יִת 1 the house **କୁଟୀର** କିମ୍ବା **ଆଶ୍ରୟସ୍ଥଳ** । ଏହା ଏକ ଅସ୍ଥାୟୀ ଆଶ୍ରୟସ୍ଥଳ କିମ୍ବା ଉଦ୍ୟାନ ଥିଲା ଯାହା ସୂର୍ଯ୍ୟଠାରୁ ଛାଇ ଯୋଗାଇଥାଏ ଯେଉଁଠାରେ ଶ୍ରମିକମାନେ ବିଶ୍ରାମ ନେଇପାରନ୍ତି ।
RUT 2 8 ltk3 figs-rquestion הֲ⁠ל֧וֹא שָׁמַ֣עַתְּ בִּתִּ֗⁠י 1 Will you not listen to me, my daughter? ଏହାକୁ ଏକ ଆଦେଶ ଭାବରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: "ମୋହର କନ୍ୟା, ମୋର କଥା ଶୁଣୁ!" କିମ୍ବା "ମୋହର କନ୍ୟା, ମୁଁ ତୁମ୍ଭକୁ ଯାହା କହୁଛି ସେଥିପ୍ରତି ଧ୍ୟାନ ଦିଅ!"[[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 2 8 ke9b figs-idiom בִּתִּ֗⁠י 1 my daughter ଏହା ଏକ ଯୁବତୀଙ୍କୁ ସମ୍ବୋଧନ କରିବାର ଏକ ନମ୍ର ଭାବ ଥିଲା। ବାସ୍ତବରେ ରୂତ ବୋୟଜଙ୍କ କନ୍ୟା ନଥିଲେ, କିନ୍ତୁ ସେ ତାଙ୍କୁ ଦୟା ଏବଂ ସମ୍ମାନର ସହିତ ବ୍ୟବହାର ପ୍ରଦର୍ଶନ କରୁଥିଲେ। ଆପଣଙ୍କ ଭାଷାରେ ଏହି ଅର୍ଥକୁ ପ୍ରକାଶ କରୁଥିବା ଶବ୍ଦକୁ ବ୍ୟବହାର କରନ୍ତୁ। (ଦେଖନ୍ତୁ: [[rc://en/ta/man/translate/figs-idiom]])
RUT 2 9 jq6n figs-metonymy עֵינַ֜יִ⁠ךְ בַּ⁠שָּׂדֶ֤ה 1 Keep your eyes on the field **ଦୃଷ୍ଟି** ଏକ ଲକ୍ଷଣାତ୍ମକ ଶବ୍ଦ ଯାହା ଦେଖିବାକୁ ପ୍ରତିନିଧିତ୍ୱ କରେ । ବିକଳ୍ପ ଅନୁବାଦ: " କ୍ଷେତ୍ର ପ୍ରତି କେବଳ ଦୃଷ୍ଟି ରଖ " କିମ୍ବା "କେବଳ କ୍ଷେତ୍ର ପ୍ରତି ଧ୍ୟାନ ଦିଅ" । [[rc://en/ta/man/translate/figs-metonymy]])ଦେଖନ୍ତୁ)
RUT 2 9 jq6n figs-metonymy עֵינַ֜יִ⁠ךְ בַּ⁠שָּׂדֶ֤ה 1 Keep your eyes on the field **ଚକ୍ଷୁ** ଏକ ଲକ୍ଷଣାତ୍ମକ ଶବ୍ଦ ଯାହା ଦେଖିବାକୁ ପ୍ରତିନିଧିତ୍ୱ କରେ। ବିକଳ୍ପ ଅନୁବାଦ: କ୍ଷେତ୍ର ପ୍ରତି କେବଳ ଦୃଷ୍ଟି ରଖ” କିମ୍ବା “କେବଳ କ୍ଷେତ୍ର ପ୍ରତି ଧ୍ୟାନ ଦିଅ। (ଦେଖନ୍ତୁ: [[rc://en/ta/man/translate/figs-metonymy]])
RUT 2 9 xc6u figs-rquestion הֲ⁠ל֥וֹא צִוִּ֛יתִי אֶת־הַ⁠נְּעָרִ֖ים לְ⁠בִלְתִּ֣י נָגְעֵ֑⁠ךְ 1 Have I not instructed the young men not to touch you? ବୋୟଜ ତାଙ୍କର ଆତିଥ୍ୟକୁ ଗୁରୁତ୍ୱ ଦେବା ପାଇଁ ଏହି ପ୍ରଶ୍ନ ବ୍ୟବହାର କରିଥିଲେ - କାରଣ ସେ ରୂତଙ୍କୁ ସାହାଯ୍ୟ କରିବା ପାଇଁ ପୂର୍ବରୁ ବ୍ୟବସ୍ଥା କରିସାରିଥିଲେ । ବିକଳ୍ପ ଅନୁବାଦ: “ତୁମ୍ଭର କୌଣସି ଅନିଷ୍ଟ ନକରିବାକୁ ମୁଁ ଲୋକମାନଙ୍କୁ କଠୋର ନିର୍ଦ୍ଦେଶ ଦେଇଛି।” [[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 2 9 ub62 אֶת־הַ⁠נְּעָרִ֖ים 1 the young men **ଯୁବ ପୁରୁଷ ଶ୍ରମିକମାନେ** କିମ୍ବା **ଦାସଗଣ**। ଯେଉଁ ଯୁବକମାନେ ଅମଳ କରୁଛନ୍ତି ସେମାନଙ୍କୁ ସୂଚାଇବା ପାଇଁ **ଯୁବକ** ଶବ୍ଦ ତିନିଥର ବ୍ୟବହୃତ ହୋଇଅଛି ।
RUT 2 9 v5e4 לְ⁠בִלְתִּ֣י נָגְעֵ֑⁠ךְ 1 not to touch you ପୁରୁଷମାନେ ରୂତଙ୍କୁ ଶାରୀରିକ ଭାବରେ ଅନିଷ୍ଟ କରିବେ ନାହିଁ କିମ୍ବା ଯୌନ ନିର୍ଯାତନା ଦେବେ ନାହିଁ ବୋଲି କହିବାର ଏହା ଏକ ନମ୍ର ଉପାୟ ଥିଲା ଏବଂ ସମ୍ଭବତଃ ପୁରୁଷମାନେ ତାଙ୍କୁ ତାଙ୍କ ଶସ୍ୟ ସଂଗ୍ରହରୁ ନିବୃତ୍ତ କରିବାର ନ ଥିଲା। [[rc://en/ta/man/translate/figs-euphemism]])ଦେଖନ୍ତୁ)
@ -103,7 +103,7 @@ RUT 2 10 x6f8 נָכְרִיָּֽה 1 foreigner ଜଣେ **ବିଦେଶୀ
RUT 2 11 ab14 figs-doublet וַ⁠יַּ֤עַן בֹּ֨עַז֙ וַ⁠יֹּ֣אמֶר 1 Boaz answered and said ଉଭୟ **ଉତ୍ତର** ଦେଇ **କହିଲେ** ଗୋଟିଏ କ୍କୁରିୟା ବର୍ଣ୍ଣନା କରେ **I** ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ଅଟେ, UST ପରି ଆପଣ ଏଥିପାଇଁ କେବଳ ଗୋଟିଏ କ୍ରିୟା ବ୍ୟବହାର କରିପାରନ୍ତି । [[rc://en/ta/man/translate/figs-doublet]])ଦେଖନ୍ତୁ
RUT 2 11 app6 figs-activepassive הֻגֵּ֨ד הֻגַּ֜ד לִ֗⁠י 1 Everything … has fully been reported to me ଏହାକୁ ସକ୍ରିୟ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: **ଲୋକମାନେ ମୋତେ** **ଜଣାଇଛନ୍ତି** କିମ୍ବା **ଲୋକମାନେ ମୋତେ କହିଛନ୍ତି**। [[rc://en/ta/man/translate/figs-activepassive]]ଦେଖନ୍ତୁ)
RUT 2 11 abc9 figs-idiom הֻגֵּ֨ד הֻגַּ֜ד 1 Everything … has fully been reported ଏଠାରେ ବାକ୍ୟର ନିଶ୍ଚିତତା କିମ୍ବା ପରିମାଣକୁ ଗୁରୁତ୍ୱ ଦେବା ପାଇଁ ମୂଳ ଏବ୍ରୀୟ ପାଠ୍ୟରେ **ଅବଗତ କରାଯାଇଅଛି** ଶବ୍ଦର ଦୁଇଟି ରୂପ ପୁନରାବୃତ୍ତି ହୋଇଅଛି। (ଦେଖନ୍ତୁ: [[rc://en/ta/man/translate/figs-idiom]])
RUT 2 11 r44n figs-metonymy וַ⁠תֵּ֣לְכִ֔י אֶל־עַ֕ם 1 and you came to a people ବୋୟଜ ଏକ ଗ୍ରାମ ତଥା ସମ୍ପ୍ରଦାୟ, ଏକ ଦେଶ ଏବଂ ଧର୍ମରେ ନୟମୀଙ୍କ ସହ ବାସ କରିବାକୁ ଆସିଥିବା ବିଷୟରେ ରୂତଙ୍କୁ କହନ୍ତି ଯେଉଁ ବିଷୟରେ ରୂତ ଅଜ୍ଞାତ ଥିଲେ । [[rc://en/ta/man/translate/figs-metonymy]])ଦେଖନ୍ତୁ)
RUT 2 11 r44n figs-metonymy וַ⁠תֵּ֣לְכִ֔י אֶל־עַ֕ם 1 and you came to a people ବୋୟଜ ଏକ ଗ୍ରାମ ତଥା ସମ୍ପ୍ରଦାୟ, ଏକ ଦେଶ ଏବଂ ଧର୍ମରେ ନୟମୀଙ୍କ ସହ ବାସ କରିବାକୁ ଆସିଥିବା ବିଷୟରେ ରୂତଙ୍କୁ କହନ୍ତି ଯେଉଁ ବିଷୟରେ ରୂତ ଅଜ୍ଞାତ ଥିଲେ।  (ଦେଖନ୍ତୁ: [[rc://en/ta/man/translate/figs-metonymy]])
RUT 2 11 ab60 figs-idiom תְּמ֥וֹל שִׁלְשֽׁוֹם׃ 1 the day before yesterday ଏହା ଏକ ରୂଢ଼ି  ଅଟେ ଯାହାର ଅର୍ଥ “ନିକଟରେ” କିମ୍ବା “ପୂର୍ବରୁ।” (ଦେଖନ୍ତୁ: [[rc://en/ta/man/translate/figs-idiom]])
RUT 2 12 x5ct יְשַׁלֵּ֥ם יְהוָ֖ה פָּעֳלֵ֑⁠ךְ 1 May Yahweh reward your work **ସଦାପ୍ରଭୁ ତୁମ୍ଭ କର୍ମର ଫଳ ଦେଉନ୍ତୁ** କିମ୍ବା **ସଦାପ୍ରଭୁ ତୁମ୍ଭକୁ** **ପୁରସ୍କାର ଦେଉନ୍ତୁ**
RUT 2 12 s2vm פָּעֳלֵ֑⁠ךְ 1 your work ଏହା 11 ପଦରେ ବୋୟଜ ବର୍ଣ୍ଣନା କରିଥିବା ସମସ୍ତ ବିଷୟକୁ ସୂଚାଏ । ବିକଳ୍ପ ଅନୁବାଦ: "ତୁମ୍ଭର ଉତ୍ତମ ବ୍ୟବହାର।"
@ -126,7 +126,7 @@ RUT 2 17 mq6b translate-bvolume כְּ⁠אֵיפָ֥ה שְׂעֹרִֽים 1 a
RUT 2 18 etn8 figs-explicit וַ⁠תִּשָּׂא֙ וַ⁠תָּב֣וֹא הָ⁠עִ֔יר 1 She lifted it up and went into the city ଏହା ସୂଚିତ କରେ ଯେ ରୂତ ଶସ୍ୟକୁ ଗୃହକୁ ନେଲେ।[[rc://en/ta/man/translate/figs-explicit]])ଦେଖନ୍ତୁ)
RUT 2 18 r6sz וַ⁠תֵּ֥רֶא חֲמוֹתָ֖⁠הּ 1 Then her mother-in-law saw **ତା'ପରେ ନୟମୀ ଦେଖିଲା**
RUT 2 19 bg28 figs-parallelism אֵיפֹ֨ה לִקַּ֤טְתְּ הַ⁠יּוֹם֙ וְ⁠אָ֣נָה עָשִׂ֔ית 1 Where did you glean today, and where did you work? ସେଦିନ ରୂତଙ୍କ ସହିତ କ’ଣ ଘଟିଥିଲା ତାହା ​​ଜାଣିବାକୁ ନୟମୀ ବହୁତ ଆଗ୍ରହୀ ଥିଲେ ତେଣୁ ସେବିଷୟକୁ ଦୁଇଟି ଭିନ୍ନ ଉପାୟରେ ପଚାରିଥିଲେ । ଆପଣଙ୍କ ଭାଷାରେ ଏପରି ଉପାୟରେ ବ୍ୟବହାର କରନ୍ତୁ ଯାହା ଉତ୍ସାହ ଏବଂ ଆଗ୍ରହ ପ୍ରକାଶ କରେ । [[rc://en/ta/man/translate/figs-parallelism]])ଦେଖନ୍ତୁ)
RUT 2 19 ab07 figs-metonymy מַכִּירֵ֖⁠ךְ 1 the one who noticed you ଏଠାରେ **ପରିଚୟ ନେଲା** ଏକ ଲକ୍ଷଣାତ୍ମକ ବାକ୍ୟାଂଶ ଅଟେ ଯାହା କେବଳ ରୂତଙ୍କୁ ଦେଖିବାକୁ ନୁହେଁ ବରଂ ତାଙ୍କ ପାଇଁ  କିଛି କରିବାକୁ ମଧ୍ୟ ସୂଚାଏ । ବିକଳ୍ପ ଅନୁବାଦ: "ଯିଏ ତୁମ୍ଭକୁ ସାହାଯ୍ୟ କଲେ" [[rc://en/ta/man/translate/figs-metonymy]])ଦେଖନ୍ତୁ
RUT 2 19 ab07 figs-metonymy מַכִּירֵ֖⁠ךְ 1 the one who noticed you ଏଠାରେ **ପରିଚୟ ନେଲା** ଏକ ଲକ୍ଷଣାତ୍ମକ ବାକ୍ୟାଂଶ ଅଟେ ଯାହା କେବଳ ରୂତଙ୍କୁ ଦେଖିବାକୁ ନୁହେଁ ବରଂ ତାଙ୍କ ପାଇଁ  କିଛି କରିବାକୁ ମଧ୍ୟ ସୂଚାଏ। ବିକଳ୍ପ ଅନୁବାଦ: "ଯିଏ ତୁମ୍ଭକୁ ସାହାଯ୍ୟ କଲେ" (ଦେଖନ୍ତୁ: [[rc://en/ta/man/translate/figs-metonymy]])
RUT 2 20 p8km בָּר֥וּךְ הוּא֙ לַ⁠יהוָ֔ה 1 May he be blessed by Yahweh ରୂତଙ୍କ ଏବ ତାଙ୍କ ପ୍ରତି ବୋୟଜଙ୍କ ଦୟା ପାଇଁ ନୟମୀ ଈଶ୍ଵରଙ୍କଙ୍କୁ ପ୍ରାର୍ଥନା କରନ୍ତି ଯେ ଈଶ୍ଵର ବୋୟଜଙ୍କୁ ଆଶୀର୍ବାଦ କରନ୍ତୁ I
RUT 2 20 ab20 figs-doublenegatives אֲשֶׁר֙ לֹא־עָזַ֣ב חַסְדּ֔⁠וֹ 1 who has not forsaken his loving kindness ଏହାକୁ ସକରାତ୍ମକ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ: **ଯିଏ ବିଶ୍ୱସ୍ତ ରହିଆସିଛନ୍ତି।** (ଦେଖନ୍ତୁ: [[rc://en/ta/man/translate/figs-doublenegatives]])
RUT 2 20 ur7z אֲשֶׁר֙ לֹא־עָזַ֣ב 1 who has not forsaken **ଯିଏ** ଶବ୍ଦ ସମ୍ଭବତଃ ସଦାପ୍ରଭୁଙ୍କୁ ସୂଚାଏ, ଯିଏ ବୋୟଜଙ୍କ ମାଧ୍ୟମରେ ଜୀବନ୍ତ ଏବଂ ମୃତମାନଙ୍କ ପ୍ରତି ବିଶ୍ୱସ୍ତ ରହିଆସିଥିଲେ । ସମ୍ଭବତଃ ଏହା ବୋୟାଜକୁ ମଧ୍ୟ ଦର୍ଶାଉଥିଲା ।

Can't render this file because it contains an unexpected character in line 36 and column 919.