Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-10-01 05:32:16 +00:00
parent 18e27cce1f
commit 989ffe8e4a
1 changed files with 69 additions and 0 deletions

View File

@ -899,3 +899,72 @@ front:intro ku3t οἱ δοκοῦντες 1 ଆପଣ [2:2](../02/02.md). ର
5:19 alfa rc://*/ta/man/translate/figs-abstractnouns τὰ ἔργα τῆς σαρκός & πορνεία, ἀκαθαρσία, ἀσέλγεια 1 ଯଦି ଆପଣଙ୍କର ଭାଷା **ଅଶୁଚିତା** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅପବିତ୍ର ଆଚରଣ କରେ”
5:19 pu5b rc://*/ta/man/translate/figs-metaphor τῆς σαρκός 1 ଆପଣ [5:13](../05/13.md) and [5:16](../05/16.md) ରେ କିପରି **ଶରୀର** ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ ।
5:20 rgjl εἰδωλολατρία, φαρμακεία, ἔχθραι, ἔρις, ζῆλοι, θυμοί, ἐριθεῖαι, διχοστασίαι, αἱρέσεις 1 ବିକଳ୍ପ ଅନୁବାଦ: “ମୂର୍ତ୍ତିଗୁଡ଼ିକୁ ପୂଜା କରିବା, ଯାଦୁକରୀ ଅଭ୍ୟାସ କରିବା, ଶତ୍ରୁତା କରିବା, ଅନ୍ୟମାନଙ୍କ ସହ ସଙ୍ଘର୍ଷ କରିବା, ଈର୍ଷାପରାୟଣ, କ୍ରୋଧିତ, ଲୋକମାନଙ୍କୁ ବିଭାଜନ କରିବା, କଳହପ୍ରିୟ ହେବା”
5:21 fdce rc://*/ta/man/translate/figs-abstractnouns φθόνοι, μέθαι, κῶμοι 1 ଯଦି ଆପଣଙ୍କର ଭାଷା **ଈର୍ଷା**, **ମଦ୍ୟପାନ**, ଏବଂ ** ରଙ୍ଗରସ ** ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈର୍ଷାପରାୟଣ, ମଦ୍ୟପାନ କରିବା, ରଙ୍ଗରସ କରିବା”
5:22 ejgc rc://*/ta/man/translate/figs-possession ὁ & καρπὸς τοῦ Πνεύματός 1 **ଆତ୍ମା** ବିଶ୍ଵାସୀମାନଙ୍କୁ ଦେଉଥିବା **ଫଳକୁ** ବର୍ଣ୍ଣନା କରିବା ପାଇଁ ପାଉଲ ଧାରଣକାରୀ ବାକ୍ୟାଂଶ ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆତ୍ମା ଯେଉଁ ଫଳ ଦାନ କରନ୍ତି”
5:22 fsxn rc://*/ta/man/translate/figs-abstractnouns ἀγάπη, χαρά, εἰρήνη, μακροθυμία, χρηστότης, ἀγαθωσύνη, πίστις 1 ଯଦି ଆପଣଙ୍କର ଭାଷା **ପ୍ରେମ**, **ଆନନ୍ଦ**, **ଶାନ୍ତି**, **ଦୟା**, **ସଦାଚାର**, **ବିଶ୍ୱସ୍ତତା** **ନମ୍ରତାର** ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସ୍ନେହପୂର୍ଣ୍ଣ ଭାବରେ, ଆନନ୍ଦରେ, ଶାନ୍ତିରେ, ଧୈର୍ଯ୍ୟର ସହ, ଦୟାଳୁ ଭାବାରେ, ଉତ୍ତମ ଆଚରଣରେ, ବିଶ୍ୱସ୍ତ ଭାବରେ କାର୍ଯ୍ୟ କରିବା”
5:22 famj rc://*/ta/man/translate/figs-explicit εἰρήνη 1 ଏଠାରେ **ଶାନ୍ତିର** ଅର୍ଥ ହୋଇପାରେ: (1) ଏକ ଶାନ୍ତିପୂର୍ଣ୍ଣ ଅନୁଭବ । ବିକଳ୍ପ ଅନୁବାଦ: “ଶାନ୍ତି ଅନୁଭବ କରିବା” (2) ଅନ୍ୟ ଲୋକମାନଙ୍କ ସହ ଏକ ଶାନ୍ତିପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବା । ବିକଳ୍ପ ଅନୁବାଦ: “ଅନ୍ୟମାନଙ୍କ ସହ ଶାନ୍ତିରେ”
5:23 wl7x rc://*/ta/man/translate/figs-abstractnouns πραΰτης, ἐνκράτεια 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଆତ୍ମା ତୁମ୍ଭମାନଙ୍କୁ ଆଗେଇ ନିଅନ୍ତି”
5:24 e347 rc://*/ta/man/translate/figs-metaphor τὴν σάρκα 1 ଆପଣ କିପରି [5:13](../05/13.md) ରେ **ଶରୀର** ଶବ୍ଦକୁ ଅନୁବାଦ କରିଛନ୍ତି, ଦେଖନ୍ତୁ ।
5:24 r86y rc://*/ta/man/translate/figs-explicit τοῖς παθήμασιν καὶ ταῖς ἐπιθυμίαις 1 ଏହି ବାକ୍ୟାଂଶଗୁଡ଼ିକ ବିଶେଷ ଭାବରେ ଶରୀରର **କାମନା** ଓ **ଅଭିଳାଷ** କୁ ସୂଚାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଏହାର କାମନା ଏବଂ ଇଚ୍ଛା”
5:24 cgu0 rc://*/ta/man/translate/figs-abstractnouns τοῖς παθήμασιν καὶ ταῖς ἐπιθυμίαις 1 ଯଦି ଆପଣଙ୍କର ଭାଷା **କାମନା**, ଏବଂ **ଅଭିଳାଷ** ର ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏହା ଯେଉଁ ବିଷୟରେ ଆଗ୍ରହୀ ଏବଂ ଯେଉଁ ବିଷୟକୁ ଇଚ୍ଛା କରେ”
5:25 xvcl rc://*/ta/man/translate/figs-activepassive ζῶμεν Πνεύματι 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଆତ୍ମା ଆମ୍ଭମାନଙ୍କୁ ଜୀବିତ କରାନ୍ତି”
5:25 ldm7 rc://*/ta/man/translate/figs-explicit ζῶμεν 1 ଏଠାରେ, **ଜୀବିତ** ଏକ ଖ୍ରୀଷ୍ଟିୟ ଆତ୍ମାକୁ ଜୀବନ୍ତ ବୋଲି ବୁଝାଏ, ଯାହାର ଫଳସ୍ୱରୂପ ସେହି ବ୍ୟକ୍ତି ସ୍ୱର୍ଗରେ ଈଶ୍ଵରଙ୍କ ସହ ସବୁଦିନ ପାଇଁ ବାସ କରିବ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଆତ୍ମିକ ଭାବରେ ଜୀବିତ”
6:1 xmbm rc://*/ta/man/translate/figs-abstractnouns ἔν τινι παραπτώματι 1 ଯଦି ଆପଣଙ୍କର ଭାଷା **ଅପରାଧର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅପରାଧ”
6:1 zudd rc://*/ta/man/translate/figs-explicit πνεύματι 1 ଏଠାରେ, **ଆତ୍ମା** ଜଣେ ବ୍ୟକ୍ତିର ମନୋଭାବ କିମ୍ବା ଭାବପ୍ରବଣତାକୁ ବୁଝାଏ । ଏହା ପବିତ୍ର ଆତ୍ମାକୁ ବୁଝାଏ ନାହିଁ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏକ ମାନସିକ ସ୍ଥିତି”
6:1 jrve σκοπῶν 1 ବିକଳ୍ପ ଅନୁବାଦ: “ଧ୍ୟାନ ଦେବା” କିମ୍ବା “ସାବଧାନ ହେବା”
6:2 l0mz rc://*/ta/man/translate/figs-metaphor ἀλλήλων τὰ βάρη βαστάζετε 1 ପାଉଲ ଅପରିପକ୍ୱ ବିଶ୍ଵାସୀମାନଙ୍କ ଆତ୍ମିକ ସଂଘର୍ଷ ବିଷୟରେ କୁହନ୍ତି ଯେପରି ସେମାନେ **ଭାର** ବହନ କରନ୍ତି ଯାହା ଜଣେ ବ୍ୟକ୍ତି **ବହନ କରିପାରିବ** । ତାଙ୍କର ଅର୍ଥରେ ପରିପକ୍ୱ ଖ୍ରୀଷ୍ଟିୟାନମାନେ ଧୈର୍ଯ୍ୟର ସହ ଆତ୍ମିକ ଦୁର୍ବଳ ଖ୍ରୀଷ୍ଟିୟାନମାନଙ୍କୁ ସାହାଯ୍ୟ କରିବା ଉଚିତ୍ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପରସ୍ପରକୁ ଆତ୍ମିକ ଦୁର୍ବଳତାକୁ ଦୂର କରିବାରେ ସାହାଯ୍ୟ କର”
6:2 jfh0 rc://*/ta/man/translate/figs-abstractnouns ἀλλήλων τὰ βάρη 1 ଯଦି ଆପଣଙ୍କର ଭାଷା **ଭାରର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ପରସ୍ପରକୁ ଭାର ଦିଏ”
6:2 i7bf rc://*/ta/man/translate/figs-idiom ἀναπληρώσετε 1 ଏଠାରେ, **ସଫଳ କରିବ** ବାକ୍ୟ ପାଳନ କରିବାକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସଂପୂର୍ଣ୍ଣ ଭାବରେ ପାଳନ କରିବ”
front:intro m6jz rc://*/ta/man/translate/figs-explicit τὸν νόμον τοῦ Χριστοῦ 1 ଏଠାରେ, **ଖ୍ରୀଷ୍ଟଙ୍କ ବ୍ୟବସ୍ଥା** ଯୋହନ 13:34 ରେ ପରସ୍ପରକୁ ଭଲ ପାଇବା ପାଇଁ ଖ୍ରୀଷ୍ଟଙ୍କ ଆଦେଶକୁ ବୁଝାଏ, ଯାହା ପାଉଲ 5:14 ରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଏହା ବ୍ୟବସ୍ଥା କିମ୍ବା ଈଶ୍ବର ଯିହୁଦୀମାନଙ୍କୁ ଦେଇଥିବା ବ୍ୟବସ୍ଥାକୁ ବୁଝାଏ ନାହିଁ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯାହା ଆଦେଶ କରନ୍ତି”
6:3 eure rc://*/ta/man/translate/figs-gendernotations δοκεῖ & φρεναπατᾷ ἑαυτόν 1 ଯଦିଓ **ନିଜେ** ଏବଂ **ସେ** ଶବ୍ଦଗୁଡ଼ିକ ପୁରୁଷୋବାଚକ ଅଟେ, ପାଉଲ ଏଠାରେ ଶବ୍ଦଗୁଡ଼ିକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରୁଛନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏକ ଭିନ୍ନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ ।
6:4 wo1z rc://*/ta/man/translate/figs-123person τὸ & ἔργον ἑαυτοῦ δοκιμαζέτω ἕκαστος, καὶ τότε εἰς ἑαυτὸν μόνον τὸ καύχημα ἕξει, καὶ οὐκ εἰς τὸν ἕτερον 1 ଏହି ପଦରେ ପାଉଲ ତୃତୀୟ ପୁରୁଷରେ ଆପଣା ପାଠକମାନଙ୍କୁ ସମ୍ବୋଧିତ କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହା ବଦଳରେ ଦ୍ୱିତୀୟ ପୁରୁଷକୁ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପ୍ରତ୍ୟେକ ନିଜ କାର୍ଯ୍ୟକୁ ପରୀକ୍ଷା କର, ଏବଂ ତେବେ ତୁମ୍ଭମାନଙ୍କଠାରେ ଗର୍ବ କରିବାର କାରଣ ରହିବ ଏବଂ ଅନ୍ୟ କାହାଠାରେ ନୁହେଁ”
6:4 kubv rc://*/ta/man/translate/figs-gendernotations τὸ & ἑαυτὸν & ἕξει 1 ଯଦିଓ **ତାଙ୍କର**, **ସେ** ଏବଂ **ନିଜେ** ପୁରୁଷୋବାଚକ ଅଟେ, ପାଉଲ ଏଠାରେ ଶବ୍ଦଗୁଡ଼ିକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରୁଛନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି। ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏକ ଭିନ୍ନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ ।
6:4 umjq rc://*/ta/man/translate/figs-abstractnouns τὸ & ἔργον ἑαυτοῦ & τὸ καύχημα ἕξει 1 ଯଦି ଆପଣଙ୍କର ଭାଷା **କାର୍ଯ୍ୟ** ଏବଂ **କାରଣର** ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ ନିଜେ ଯାହା କରନ୍ତି… ସେ ଯୁକ୍ତିଯୁକ୍ତ ଭାବରେ ଗର୍ବ କରିପାରନ୍ତି”
6:4 pb3m rc://*/ta/man/translate/figs-metaphor εἰς ἑαυτὸν & εἰς τὸν ἕτερον 1 ପାଉଲ **ନିଜକୁ** ଏବଂ **ଅନ୍ୟକୁ** ବ୍ୟବହାର କରନ୍ତି ଯେପରି ସେମାନେ ଏପରି କିଛି ଅଟନ୍ତି ଯାହା ଭିତରେ ଜଣେ ବ୍ୟକ୍ତି **ଗର୍ବ କରିପାରନ୍ତି** । ତାଙ୍କର ଅର୍ଥରେ ଲୋକମାନେ ନିଜ ବିଷୟରେ କିମ୍ବା ଅନ୍ୟମାନଙ୍କ ବିଷୟରେ **ଗର୍ବ କରନ୍ତି** । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ, “ନିଜ ବିଷୟରେ… ଅନ୍ୟ କାହା ବିଷୟରେ”
6:5 euhw rc://*/ta/man/translate/grammar-connect-logic-result γὰρ 1 ଏଠାରେ **କାରଣ** ପାଉଲ ତାଙ୍କ ପାଠକମାନେ ପୂର୍ବ ପଦରେ ଯାହା ଆଦେଶ ଦେଇଛନ୍ତି ତାହା ସେମାନେ ପାଳନ କରିବାକୁ ବୁଝାଏ । ଏକ କାରଣ ଦର୍ଶାଇବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଏହା କର କାରଣ”
6:5 hwxg rc://*/ta/man/translate/figs-abstractnouns τὸ ἴδιον φορτίον 1 ଯଦି ଆପଣଙ୍କର ଭାଷା **ଭାର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ତାଙ୍କୁ ଭାର ଦିଏ”
6:6 ggkk rc://*/ta/man/translate/figs-123person κοινωνείτω & ὁ κατηχούμενος τὸν λόγον, τῷ κατηχοῦντι, ἐν πᾶσιν ἀγαθοῖς 1 ଏହି ପଦରେ ପାଉଲ ତୃତୀୟ ପୁରୁଷରେ ଆପଣା ପାଠକମାନଙ୍କୁ ସମ୍ବୋଧିତ କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହା ବଦଳରେ ଦ୍ୱିତୀୟ ପୁରୁଷ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ଶିକ୍ଷା ଦିଆଯାଉଥିବା ବାକ୍ୟରେ ତୁମ୍ଭେମାନେ ସମସ୍ତ ଉତ୍ତମ ବିଷୟରେ ଅଂଶୀଦାର ହୁଅ”
6:6 irxx rc://*/ta/man/translate/figs-activepassive ὁ κατηχούμενος 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯାହାକୁ କେହି ଶିକ୍ଷା ଦାନକରେ”
6:6 c1rs rc://*/ta/man/translate/figs-metonymy τὸν λόγον 1 ଏଠାରେ, **ବାକ୍ୟ** ଈଶ୍ବରଙ୍କ ଉକ୍ତ ବାକ୍ୟକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ବାକ୍ୟ”
6:6 n26e rc://*/ta/man/translate/figs-euphemism ἐν πᾶσιν ἀγαθοῖς 1 ଏଠାରେ, **ସମସ୍ତ ଉତ୍ତମ ବିଷୟ** ଅର୍ଥ ସାମଗ୍ରୀ ସମ୍ପତ୍ତିକୁ ସୂଚାଇବା ପାଇଁ ଏକ ଭଦ୍ର ଉପାୟ ଅଟେ। ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହି ବିଷୟଗୁଡ଼ିକୁ ସୂଚାଇବା ପାଇଁ ଏକ ଭିନ୍ନ ଭଦ୍ର ବ୍ୟବହାର କରିପାରିବେ କିମ୍ବା ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ପାଖରେ ଅଛି” କିମ୍ବା “ସମସ୍ତ ସମ୍ପତ୍ତିରେ”
6:7 o9sk rc://*/ta/man/translate/figs-activepassive μὴ πλανᾶσθε, Θεὸς οὐ μυκτηρίζεται 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ। ବିକଳ୍ପ ଅନୁବାଦ: “ନିଜକୁ ପ୍ରତାରଣା କର ନାହିଁ । ଈଶ୍ଵରଙ୍କୁ କେହି ପରିହାସ କରିପାରିବ ନାହିଁ”
6:7 tm7g rc://*/ta/man/translate/grammar-connect-logic-result γὰρ 1 ଏଠାରେ, **କାରଣ** ବାକ୍ୟ **ଈଶ୍ଵରଙ୍କୁ ପରିହାସ କରାଯାଇ ପାରିବ ନାହିଁ** ବାକ୍ୟାଂଶର କାରଣକୁ ବୁଝାଏ । ଏକ କାରଣ ଦର୍ଶାଇବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଏହି ହେତୁ”
6:8 ejbf rc://*/ta/man/translate/figs-exmetaphor σπείρων εἰς τὴν σάρκα ἑαυτοῦ & σπείρων εἰς τὸ Πνεῦμα 1 ପାଉଲ ଜଣେ କୃଷକଙ୍କ ବୀଜ **ବୁଣିବା** ଏବଂ ଫସଲ ଅମଳର ପୂର୍ବ ପଦରୁ ରୂପକ ଜାରି ରଖିଛନ୍ତି । **ବୁଣିବା** ଶବ୍ଦ କାର୍ଯ୍ୟ କରିବାକୁ ବୁଝାଏ, ଯାହାର ପରିଣାମ ଅଛି । ଏଠାରେ, **ନିଜ ଶରୀରରେ ବୁଣିବା** ଜଣେ ବ୍ୟକ୍ତିକୁ ନିଜର ପାପପୂର୍ଣ୍ଣ ପ୍ରକୃତି ପୂରଣ କରିବା ପାଇଁ ପାପପୂର୍ଣ୍ଣ କାର୍ଯ୍ୟ କରୁଥିବା ବ୍ୟକ୍ତିକୁ ବୁଝାଏ, ଏବଂ **ଆତ୍ମା ପାଇଁ ବୁଣିବା** ଦ୍ୱାରା ଜଣେ ବ୍ୟକ୍ତି ପବିତ୍ର ଆତ୍ମାକୁ ସନ୍ତୁଷ୍ଟ କରିବା ପାଇଁ ଉତ୍ତମ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତାଙ୍କର ପାପପୂର୍ଣ୍ଣ ପ୍ରକୃତିକୁ ସନ୍ତୁଷ୍ଟ କରିବା ପାଇଁ କାର୍ଯ୍ୟ କରିବା ... ପବିତ୍ର ଆତ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ କାର୍ଯ୍ୟ କରିବା”
6:8 p9gl rc://*/ta/man/translate/figs-metaphor σάρκα & σαρκὸς 1 ଆପଣ [5:13](../05/13.md) ରେ କିପରି **ଶରୀର** ଶବ୍ଦକୁ ଅନୁବାଦ କରିଛନ୍ତି, ଦେଖନ୍ତୁ ।
6:8 cc72 rc://*/ta/man/translate/figs-abstractnouns θερίσει φθοράν 1 ଯଦି ଆପଣଙ୍କର ଭାଷା **ବିନାଶର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ନଷ୍ଟ ହୋଇଯିବ”
6:9 xgi4 rc://*/ta/man/translate/figs-exclusive μὴ ἐνκακῶμεν & θερίσομεν 1 ଯେତେବେଳେ ପାଉଲ **ଆମ୍ଭେମାନେ** କୁହନ୍ତି, ସେ ନିଜ ବିଷୟରେ ଏବଂ ଗାଲାତୀୟ ବିଶ୍ଵାସୀମାନଙ୍କ ବିଷୟରେ କହୁଛନ୍ତି, ତେଣୁ **ଆମ୍ଭେମାନେ** ଏଠାରେ ଅନ୍ତର୍ଭୂକ୍ତ ଅଟେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ଗଠନଗୁଡ଼ିକୁ ଚିହ୍ନିତ କରିବା ଆବଶ୍ୟକ କରିପାରେ ।
6:9 aja6 rc://*/ta/man/translate/figs-explicit τὸ & καλὸν 1 ଆପଣ 4:18](../04/18.md) ରେ କିପରି **ଉତ୍ତମ** ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ ।
6:9 u8fx rc://*/ta/man/translate/figs-declarative μὴ ἐκλυόμενοι 1 ଏକ ସର୍ତ୍ତକୁ ଉପସ୍ଥାପନ କରିବା ପାଇଁ ପାଉଲ ଏକ ବିବୃତ୍ତି ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏକ ଅବସ୍ଥା ପାଇଁ ଅଧିକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯଦି କ୍ଳାନ୍ତ ନହୁଏ”
6:9 hw39 rc://*/ta/man/translate/figs-metaphor θερίσομεν 1 ଆପଣ [6:7](../06/07.md) ରେ ଆପଣ କିପରି **କାଟିବା** ଶବ୍ଦକୁ ଅନୁବାଦ କରିଛନ୍ତି, ଦେଖନ୍ତୁ ।
6:10 gih4 rc://*/ta/man/translate/figs-exclusive ἔχομεν & ἐργαζώμεθα 1 ଯେତେବେଳେ ପାଉଲ **ଆମ୍ଭେମାନେ** କହିଛନ୍ତି ସେ ନିଜେ ଏବଂ ଗାଲାତୀୟ ବିଶ୍ଵାସୀମାନଙ୍କ ବିଷୟରେ କହୁଛନ୍ତି, ତେଣୁ ଆମ୍ଭେମାନେ ଏଠାରେ ଅନ୍ତର୍ଭୂକ୍ତ ଅଟେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ଗଠନଗୁଡ଼ିକୁ ଚିହ୍ନିତ କରିବାକୁ ଆବଶ୍ୟକ କରିପାରେ ।
6:10 yjpq rc://*/ta/man/translate/figs-explicit τὸ ἀγαθὸν 1 ଆପଣ [4:18](../04/18.md) ରେ କିପରି **ଉତ୍ତମ** ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ ।
6:10 e8qt rc://*/ta/man/translate/figs-nominaladj πάντας 1 ଏଠାରେ **ସମସ୍ତ** ଲୋକମାନଙ୍କୁ ସୂଚାଇବା ପାଇଁ ପାଉଲ **ସମସ୍ତ** ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସମସ୍ତ ଲୋକ”
6:10 qz9c rc://*/ta/man/translate/figs-explicit τῆς πίστεως 1 ଏଠାରେ, **ବିଶ୍ଵାସ** ଯୀଶୁଙ୍କୁ ବିଶ୍ଵାସ କରିବାକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହାର ଯୀଶୁଙ୍କ ଉପରେ ବିଶ୍ୱାସ ଅଛି” କିମ୍ବା “ଯିଏ ଯୀଶୁଙ୍କଠାରେ ବିଶ୍ୱାସ କରେ”
6:12 hnse rc://*/ta/man/translate/grammar-connect-logic-goal ἵνα 1 ଏଠାରେ, **ଯାହା** ଏକ ଉଦ୍ଦେଶ୍ୟକୁ ଉପସ୍ଥାପନ କରେ । ଏକ ଉଦ୍ଦେଶ୍ୟକୁ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ସେହି ଉଦ୍ଦେଶ୍ୟ ପାଇଁ”
6:12 n8mc rc://*/ta/man/translate/figs-activepassive μὴ διώκωνται 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ଏହି ପ୍ରସଙ୍ଗ ବୁଝାଏ ଯେ ଯିହୂଦୀମାନେ ଏହି କାର୍ଯ୍ୟ କରିପାରନ୍ତି । ବିକଳ୍ପ ଅନୁବାଦ: “ଯିହୁଦୀମାନେ ହୁଏତ ସେମାନଙ୍କୁ ତାଡ଼ନା ଦେଇ ପାରନ୍ତି ନାହିଁ”
6:13 xod7 rc://*/ta/man/translate/grammar-connect-logic-result γὰρ 1 **କାରଣ** ଶବ୍ଦ ଏଠାରେ ପାଉଲ ପୂର୍ବ ପଦରେ କହିଥିବା ବିଷୟକୁ ସତ୍ୟ ବୋଲି ଦର୍ଶାଏ । ଏକ କାରଣ ଦର୍ଶାଇବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଏହା ସେହି କାରଣରୁ ହୋଇଅଛି”
6:13 cgi6 rc://*/ta/man/translate/figs-activepassive οἱ περιτετμημένοι & ὑμᾶς περιτέμνεσθαι 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯେଉଁମାନେ କାହାକୁ ସୁନ୍ନତ କରିଛନ୍ତି… ତୁମ୍ଭମାନଙ୍କର ସୁନ୍ନତ କରିବାକୁ ଜଣେ ବ୍ୟକ୍ତି”
6:13 xtsq rc://*/ta/man/translate/grammar-connect-logic-goal ἵνα 1 ଏଠାରେ, **ଯାହା** ଏକ ଉଦ୍ଦେଶ୍ୟକୁ ଉପସ୍ଥାପନ କରେ । ଏକ ଉଦ୍ଦେଶ୍ୟକୁ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ସେହି ଉଦ୍ଦେଶ୍ୟରେ”
6:13 q2uh rc://*/ta/man/translate/figs-metonymy ἐν τῇ ὑμετέρᾳ σαρκὶ 1 ପୂର୍ବ ପଦରେ ଆପଣ କିପରି **ଶରୀର** ଶବ୍ଦକୁ ଅନୁବାଦ କରିଛନ୍ତି, ଦେଖନ୍ତୁ ।
6:14 yek3 rc://*/ta/man/translate/figs-exclamations ἐμοὶ & μὴ γένοιτο καυχᾶσθαι 1 **ଏହା କେବେ ହେଁ ନ ହେଉ** ବାକ୍ୟାଂଶ କୌଣସି ବିଷୟକୁ କରିବା ବିରୁଦ୍ଧରେ ଏକ ଦୃଢ଼ ଇଚ୍ଛାକୁ ପ୍ରକାଶ କରେ । ଏହି ଅର୍ଥକୁ ପ୍ରକାଶ କରିବା ପାଇଁ ଆପଣଙ୍କ ଭାଷାରେ ସ୍ୱାଭାବିକ ଏକ ବିସ୍ମୟ ବାକ୍ୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ କଦାପି ଗର୍ବ କରିପାରିବି ନାହିଁ” କିମ୍ବା “ମୁଁ କଦାପି ଗର୍ବ କରେ ନାହିଁ”
6:14 p2zz rc://*/ta/man/translate/grammar-connect-exceptions ἐμοὶ & μὴ γένοιτο καυχᾶσθαι, εἰ μὴ 1 ଯଦି ଏହା ଆପଣଙ୍କ ଭାଷାରେ ପାଉଲ ଏଠାରେ ଏକ ବିବୃତ୍ତି ଦେଉଛନ୍ତି ଏବଂ ତା’ପରେ ଏହାକୁ ବିରୋଧ କରୁଛନ୍ତି ବୋଲି ବୁଝାପଡ଼େ, ଆପଣ ଏକ ଅସ୍ୱୀକାର କରିବା ବାକ୍ୟାଂଶ ବ୍ୟବହାର ନକରିବାକୁ ଏହାକୁ ପୁନଃ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ କେବଳ ଗର୍ବ କରିପାରିବି”
6:14 ul40 rc://*/ta/man/translate/figs-metaphor ἐν τῷ σταυρῷ 1 ଏଠାରେ, ପାଉଲ **କ୍ରୁଶ** ବିଷୟରେ କୁହନ୍ତି ଯେପରି ଏହା ଏକ ସ୍ଥାନ ଅଟେ ଯେଉଁଠାରେ କେହି **ଗର୍ବ କରିପାରେ** । ତାଙ୍କର ଅର୍ଥରେ ସେ କ୍ରୁଶକୁ ନେଇ **ଗର୍ବ କରନ୍ତି** । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେତେବେଳେ କ୍ରୁଶକୁ ସୂଚାଏ”
6:14 evgd rc://*/ta/man/translate/figs-metonymy τῷ σταυρῷ τοῦ Κυρίου ἡμῶν, Ἰησοῦ Χριστοῦ 1 ଏଠାରେ, **କ୍ରୁଶ** ଶବ୍ଦ **କ୍ରୁଶରେ** ଖ୍ରୀଷ୍ଟଙ୍କ ମୃତ୍ୟୁକୁ ବୁଝାଏ । ପାଉଲ ଏଠାରେ କ୍ରୁଶକୁ [6:12](../06/12.md) ତୁଳନାରେ ଟିକିଏ ଭିନ୍ନ ଉପାୟରେ ବ୍ୟବହାର କରନ୍ତି । ଆପଣ [5:11](../05/11.md) ରେ **କ୍ରୁଶ** ଶବ୍ଦକୁ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯେତେବେଳେ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁ ବରଣ କଲେ ସେତେବେଳେ ତାହା କଲେ”
6:14 vsa8 rc://*/ta/man/translate/figs-activepassive ἐμοὶ κόσμος ἐσταύρωται, κἀγὼ κόσμῳ 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ମୋ ପ୍ରତି ଜଗତକୁ କ୍ରୁଶରେ ହତ କଲେ, ଏବଂ ମୋତେ ଜଗତ ପ୍ରତି”
6:14 miwn rc://*/ta/man/translate/figs-metonymy κόσμος & κόσμῳ 1 ଏଠାରେ, **ଜଗତ** ସୂଚାଇପାରେ: (1) ସମଗ୍ର ବିଶ୍ୱ ବ୍ୟବସ୍ଥା, ଯାହା ଈଶ୍ବରଙ୍କ ପ୍ରତି ଶତ୍ରୁ ଅଟେ । ଏହି **ଜଗତ** ପ୍ରାଥମିକ ନୀତି (4:3) ଅନୁସାରେ କାର୍ଯ୍ୟ କରେ ଯାହା ବର୍ତ୍ତମାନର ମନ୍ଦ ଯୁଗରେ ବିଦ୍ୟମାନ ଅଛି (1: 4) । ବିକଳ୍ପ ଅନୁବାଦ: “ଏହି ଜଗତର ପ୍ରଣାଳୀ ଯାହା ଈଶ୍ବରଙ୍କୁ ବିରୋଧ କରେ ... ଈଶ୍ବରଙ୍କୁ ବିରୋଧ କରୁଥିବା ଏହି ଜଗତ ପ୍ରଣାଳୀରେ” (2) ମୂଲ୍ୟବୋଧ ପ୍ରଣାଳୀ ଯାହା ଲୋକମାନେ ଅଂଶୀଦାର କରନ୍ତି ଯେଉଁମାନେ ଈଶ୍ବରଙ୍କୁ ସମ୍ମାନ କରନ୍ତି ନାହିଁ, ଏହିପରି ଭାବରେ ଯୋହନ 1 ଯୋହନ 2:15 ରେ ଜଗତକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଜଗତରେ ଲୋକମାନେ ଯେଉଁ ବିଷୟକୁ ଗୁରୁତ୍ଵ ମନେ କରନ୍ତି … ଜଗତରେ ଲୋକମାନେ ଯେଉଁ ବିଷୟକୁ ଗୁରୁତ୍ଵ ଦିଅନ୍ତି”
6:14 lpr2 rc://*/ta/man/translate/figs-metaphor ἐμοὶ κόσμος ἐσταύρωται 1 ଏଠାରେ, ପାଉଲ କହନ୍ତି ଯେ **ଜଗତର** ବିଷୟ ଆଉ ତାଙ୍କୁ ପ୍ରଭାବିତ କରୁନାହିଁ ଯେପରି ଜଗତ କ୍ରୁଶରେ ହଟ ଜଣେ ମୃତ ବ୍ୟକ୍ତି ସମାନ ଅଟେ। ଯେପରି ଜଣେ ମୃତ ବ୍ୟକ୍ତି ସିଧାସଳଖ କାହାକୁ ପ୍ରଭାବିତ କରିପାରିବ ନାହିଁ, ସେହିପରି ଜଗତ ପାଉଲଙ୍କୁ ପ୍ରଭାବିତ କରିପାରିବ ନାହିଁ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ କିମ୍ବା ଏକ ଉଦାହରଣ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଜଗତ ମୋତେ ପ୍ରଭାବିତ କରେ ନାହିଁ” କିମ୍ବା “ସତେ ଯେପରି ଜଗତ ମୋ ପାଇଁ ମୃତ ଅଟେ”
6:14 zhnc rc://*/ta/man/translate/figs-metaphor κἀγὼ κόσμῳ 1 ଏହାର ଅର୍ଥ ହୋଇପାରେ: (1) ପୂର୍ବ ବାକ୍ୟାଂଶ ସହ ସମାନ, କିନ୍ତୁ ଗୁରୁତ୍ୱ ପାଇଁ ଓଲଟା କ୍ରମରେ ଉଲ୍ଲେଖ କରାଯାଇଅଛି । ବିକଳ୍ପ ଅନୁବାଦ: “ଏବଂ ମୁଁ ଜଗତ ଦ୍ୱାରା ପ୍ରଭାବିତ ହୁଏ ନୁହେଁ” (2) ପୂର୍ବ ବାକ୍ୟାଂଶର ବିପରୀତରେ । ବିକଳ୍ପ ଅନୁବାଦ: “ଏବଂ ମୁଁ ଜଗତକୁ ପ୍ରଭାବିତ କରେ ନାହିଁ”
6:15 pfcn rc://*/ta/man/translate/grammar-connect-logic-result γὰρ 1 ଏଠାରେ **କାରଣ** ପାଉଲ କେବଳ “ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶରେ” ଗର୍ବ କରିବାର କାରଣକୁ ବୁଝାଏ ଯାହା ପୂର୍ବ ପଦରେ ବର୍ଣ୍ଣିତ । ଏକ କାରଣ ଦର୍ଶାଇବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ କ୍ରୁଶରେ ଗର୍ବ କରିପାରେ କାରଣ”
6:15 ck7p rc://*/ta/man/translate/figs-idiom οὔτε & περιτομή τὶ ἐστιν, οὔτε ἀκροβυστία 1 ଏଠାରେ, **କୌଣସି** ଈଶ୍ବରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ନା ସୁନ୍ନତ ଈଶ୍ବରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, କିମ୍ବା ଅସୁନ୍ନତ ନୁହେଁ”
6:15 rd5c rc://*/ta/man/translate/figs-ellipsis ἀλλὰ καινὴ κτίσις 1 ପାଉଲ କିଛି ଶବ୍ଦ ଛାଡିଛନ୍ତି ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟାଂଶ ଆବଶ୍ୟକ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ଏକ ନୂତନ ସୃଷ୍ଟି ଗୁରୁତ୍ୱପୂର୍ଣ୍ଣ ଅଟେ”
6:16 wrnk rc://*/ta/man/translate/figs-metaphor στοιχήσουσιν 1 ଆପଣ [5:16](../05/16.md) ରେ ଆପଣ **ଆଚରଣ** କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ ।
6:16 evn3 rc://*/ta/man/translate/figs-explicit τῷ κανόνι τούτῳ 1 ଏଠାରେ, **ଏହି ନିୟମାନୁସାରେ** ପାଉଲ ପୂର୍ବ ପଦରେ ଯାହା କହିଥିଲେ ତାହା ବୁଝାଏ, ବିଶେଷ ଭାବରେ ଜଣେ ନୂତନ ସୃଷ୍ଟି ହେବାର ମହତ୍ତ୍ଵକୁ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ନୂତନ ସୃଷ୍ଟି ଭାବରେ” କିମ୍ବା “ଯେଉଁମାନଙ୍କୁ ପବିତ୍ର ଆତ୍ମା ନୂତନ ଜୀବନ ଦେଇଛନ୍ତି”
6:16 n987 rc://*/ta/man/translate/translate-blessing εἰρήνη ἐπ’ αὐτοὺς, καὶ ἔλεος, καὶ ἐπὶ τὸν Ἰσραὴλ τοῦ Θεοῦ 1 ପାଉଲ ଏଠାରେ ଆଶୀର୍ବାଦ କାମନା କରନ୍ତି । ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହାକୁ ଲୋକମାନେ ଆପଣଙ୍କ ଭାଷାରେ ଆଶୀର୍ବାଦ ଭାବରେ ବୁଝିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଏବଂ ଈଶ୍ବରଙ୍କ ଇସ୍ରାୟେଲ ଶାନ୍ତି ଏବଂ ଦୟା ଅନୁଭବ କରନ୍ତୁ”
6:16 auo7 rc://*/ta/man/translate/figs-abstractnouns εἰρήνη ἐπ’ αὐτοὺς, καὶ ἔλεος, καὶ ἐπὶ τὸν Ἰσραὴλ τοῦ Θεοῦ 1 ଯଦି ଆପଣଙ୍କର ଭାଷା **ଶାନ୍ତି** ଏବଂ **ଦୟା** ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ ଏକ ଭିନ୍ନ ଉପାୟରେ ପ୍ରକାଶ କରିପାରିବେ । ଆପଣ 1:3 ରେ କିପରି **ଶାନ୍ତି** ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵର ସେମାନଙ୍କୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ସେ ସେମାନଙ୍କ ପାଇଁ ଏବଂ ଈଶ୍ବରଙ୍କ ଇସ୍ରାୟେଲ ପ୍ରତି ଦୟାଳୁ ହୁଅନ୍ତୁ”
6:17 cidu rc://*/ta/man/translate/grammar-connect-logic-result τοῦ λοιποῦ, κόπους μοι μηδεὶς παρεχέτω; ἐγὼ γὰρ τὰ στίγματα τοῦ Ἰησοῦ ἐν τῷ σώματί μου βαστάζω 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ଵାଭାବିକ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, ଯେହେତୁ ଦ୍ୱିତୀୟ ବାକ୍ୟାଂଶ ଫଳାଫଳର କାରଣ ଦେଇଥାଏ ଯାହା ପ୍ରଥମ ବାକ୍ୟାଂଶକୁ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: “କାରଣ ମୁଁ ମୋ ଶରୀରରେ ଯୀଶୁଙ୍କ ଚିହ୍ନ ବହନ କରେ, ବର୍ତ୍ତମାନଠାରୁ ମୋତେ କେହି କଷ୍ଟ ନ ଦେଉ”
6:17 ww8m rc://*/ta/man/translate/figs-abstractnouns κόπους μοι μηδεὶς παρεχέτω 1 ଯଦି ଆପଣଙ୍କର ଭାଷା **କଷ୍ଟ** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୋତେ କେହି କଷ୍ଟ ନ ଦେଉ”
6:17 ahlc rc://*/ta/man/translate/figs-metaphor ἐγὼ & τὰ στίγματα τοῦ Ἰησοῦ ἐν τῷ σώματί μου βαστάζω 1 ଏଠାରେ, ପାଉଲ ତାଙ୍କ **ଶରୀରରେ** ଥିବା **ଚିହ୍ନଗୁଡ଼ିକ** ବିଷୟରେ ଉଲ୍ଲେଖ କରନ୍ତି ଯେପରି ସେ ବସ୍ତୁଗୁଡ଼ିକ ଯାହାକୁ ସେ ବହନ କରିଥିଲେ । ତାଙ୍କର ଅର୍ଥରେ ସେହି **ଚିହ୍ନ** ସେ ଯେଉଁଆଡେ ଗଲେ ତାହା ତାଙ୍କ **ଶରୀର** ରହିଲା । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ଚିହ୍ନ ସବୁବେଳେ ମୋ ଶରୀରରେ ଅଛି”
6:18 ch05 rc://*/ta/man/translate/translate-blessing ἡ χάρις τοῦ Κυρίου ἡμῶν, Ἰησοῦ Χριστοῦ, μετὰ τοῦ πνεύματος ὑμῶν 1 ପାଉଲଙ୍କ ସଂସ୍କୃତିର ପ୍ରଥା ଅନୁସାରେ, ସେ ଗାଲାତୀୟ ବିଶ୍ଵାସୀମାନଙ୍କୁ ଆଶୀର୍ବାଦ ଦେଇ ତାଙ୍କ ପତ୍ରକୁ ସମାପ୍ତ କରନ୍ତି । ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହାକୁ ଲୋକମାନେ ଆପଣଙ୍କ ଭାଷାରେ ଆଶୀର୍ବାଦ ଭାବରେ ଚିହ୍ନିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଆତ୍ମା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଦୟା ପ୍ରାପ୍ତକରୁ” କିମ୍ବା “ମୁଁ ପ୍ରାର୍ଥନା କରେ ଯେ ତୁମ୍ଭମାନଙ୍କର ଆତ୍ମା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ପ୍ରାପ୍ତ କରୁ”
6:18 m7mj rc://*/ta/man/translate/figs-abstractnouns ἡ χάρις 1 ଆପଣ [1:3](../01/03.md) ରେ କିପରି **ଅନୁଗ୍ରହ** ଅନୁବାଦ କରିଛନ୍ତି ଦେଖନ୍ତୁ ।
6:18 r9zk rc://*/ta/man/translate/figs-genericnoun τοῦ πνεύματος ὑμῶν 1 ପାଉଲ ଏକ ନିର୍ଦ୍ଦିଷ୍ଟ ଆତ୍ମା ବିଷୟରେ ନୁହେଁ, ସାଧାରଣ ଭାବରେ ତାଙ୍କ ପାଠକମାନଙ୍କ **ଆତ୍ମା** ବିଷୟରେ କହୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏକ ଅଧିକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଆତ୍ମା”
6:18 wywe rc://*/ta/man/translate/figs-explicit τοῦ πνεύματος ὑμῶν 1 ଏଠାରେ, **ଆତ୍ମା** ସୂଚାଇପାରେ: (୧) ସମଗ୍ର ବ୍ୟକ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ” (2) ଭିତର ବ୍ୟକ୍ତି, ଯେଉଁଥିରେ ଜଣେ ବ୍ୟକ୍ତି ଭାବନ୍ତି ଏବଂ ଅନୁଭବ କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଆତ୍ମା”

Can't render this file because it is too large.