Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-10-01 05:08:38 +00:00
parent 13b8f5022b
commit 18e27cce1f
1 changed files with 57 additions and 1 deletions

View File

@ -842,4 +842,60 @@ front:intro ku3t οἱ δοκοῦντες 1 ଆପଣ [2:2](../02/02.md). ର
5:2 lrsx rc://*/ta/man/translate/figs-activepassive ἐὰν περιτέμνησθε 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯଦି କେହି ତୁମ୍ଭମାନଙ୍କୁ ସୁନ୍ନତ କରେ” କିମ୍ବା “ଯଦି ତୁମ୍ଭେମାନେ ସୁନ୍ନତ କର”
5:2 vk9o rc://*/ta/man/translate/figs-explicit Χριστὸς ὑμᾶς οὐδὲν ὠφελήσει. 1 ଏହି ବାକ୍ୟାଂଶରେ ପାଉଲଙ୍କ କହନ୍ତି ଯେ ଯଦି ଜଣେ ବ୍ୟକ୍ତି ନିଜର ପରିତ୍ରାଣ ସଂପୂର୍ଣ୍ଣ କରିବା ପାଇଁ ସୁନ୍ନତ ହୁଏ, ତେବେ ଖ୍ରୀଷ୍ଟ ତାହାକୁ ପରିତ୍ରାଣ ଦେବା ପାଇଁ ଯାହା କରିଛନ୍ତି ତାହା ତାହାକୁ ସାହାଯ୍ୟ କରିବ ନାହିଁ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯାହା କରିଛନ୍ତି ତାହା ତୁମ୍ଭମାନଙ୍କ ପ୍ରତି ଆଦୌ ଲାଭଦାୟକ ହେବ ନାହିଁ”
5:3 iqy8 rc://*/ta/man/translate/figs-explicit ὅλον τὸν νόμον ποιῆσαι 1 ପାଉଲ କହନ୍ତି ଯେ ଜଣେ **ସୁନ୍ନତ ହୋଇଥିବା** ବ୍ୟକ୍ତି ଧାର୍ମିକ ହେବା ପାଇଁ **ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ** ପାଳନ କରିବା ଆବଶ୍ୟକ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଧାର୍ମିକ ହେବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ପାଳନ କରିବା”
5:3 cwlk rc://*/ta/man/translate/grammar-collectivenouns ὅλον τὸν νόμον 1
5:3 cwlk rc://*/ta/man/translate/grammar-collectivenouns ὅλον τὸν νόμον 1 ଏଠାରେ, **ବ୍ୟବସ୍ଥା** ଏକବଚନ ବିଶେଷ୍ୟ ଅଟେ ଯାହାକି **ବ୍ୟବସ୍ଥାର** ଏକ ଗୋଷ୍ଠୀକୁ ବୁଝାଏ ଯାହା ଈଶ୍ବର ଇସ୍ରାଏଲକୁ ମୋଶାଙ୍କୁ ନିର୍ଦ୍ଦେଶ ଦେଇ ଦେଇଥିଲେ । ଆପଣ [2:16](../02/16.md) ଏବଂ [ରୋମୀୟ 2:12](../../rom/02/12.md) ରେ **ବ୍ୟବସ୍ଥା** ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ସମସ୍ତ ବ୍ୟବସ୍ଥା”
5:4 v01q rc://*/ta/man/translate/writing-pronouns κατηργήθητε ἀπὸ Χριστοῦ, οἵτινες ἐν νόμῳ δικαιοῦσθε 1 ଏଠାରେ **ତୁମ୍ଭେମାନେ** ଶବ୍ଦ **ଯେ କେହି ବ୍ୟବସ୍ଥା ଦ୍ୱାରା ଧାର୍ମିକ ହୁଏ** ସୂଚାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ଅଧିକ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯେଉଁମାନେ ବ୍ୟବସ୍ଥା ଦ୍ୱାରା ଧାର୍ମିକ ହୋଇଅଛ, ସେମାନେ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ ହୋଇଅଛ”
5:4 wsls rc://*/ta/man/translate/figs-activepassive κατηργήθητε & δικαιοῦσθε 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ନିଜକୁ ବିଚ୍ଛିନ୍ନ କରିଅଛ… ନିଜକୁ ନ୍ୟାୟ କର”
5:5 kvpn rc://*/ta/man/translate/figs-explicit Πνεύματι 1 ଏଠାରେ ଏବଂ ଏହି ଅଧ୍ୟାୟରେ, **ଆତ୍ମା** ଶବ୍ଦ ପବିତ୍ର **ଆତ୍ମାଙ୍କୁ** ବୁଝାଏ । ଆପଣ [3:2](../03/02.md) ରେ କିପରି **ଆତ୍ମା** ଶବ୍ଦକୁ ଅନୁବାଦ କରିଛନ୍ତି, ଦେଖନ୍ତୁ ।
5:4 ygbj rc://*/ta/man/translate/grammar-collectivenouns νόμῳ 1 ଆପଣ ପୂର୍ବ ପଦରେ କିପରି **ବ୍ୟବସ୍ଥା** ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ ।
5:5 nabj rc://*/ta/man/translate/grammar-connect-logic-result γὰρ 1 **କାରଣ** ଶବ୍ଦ ଏଠାରେ ସୂଚାଏ ଯେ ପାଉଲ ପୂର୍ବ ପଦରେ ଯାହା କହିଥିଲେ ତାହା ସତ୍ୟ ଅଟେ । ଏକ କାରଣ ଦର୍ଶାଇବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଏହା ସେହି କାରଣରୁ ହୋଇଅଛି”
5:5 xtqp rc://*/ta/man/translate/figs-possession ἐλπίδα δικαιοσύνης 1 ଏହାର ଅର୍ଥ ହୋଇପାରେ: (1) ** ବିଶ୍ୱାସ ହେତୁ ଅପେକ୍ଷା କରୁଅଛୁ** । ବିକଳ୍ପ ଅନୁବାଦ: “ଧାର୍ମିକତାର ଆଶା ହେତୁ ଆମ୍ଭେମାନେ ଉତ୍ସାହର ସହ ଅପେକ୍ଷାରେ ଅଛୁ” (2) **ବିଶ୍ୱାସ ଦ୍ୱାରା** **ଧାର୍ମିକତା** ହୁଏ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ବିଶ୍ୱାସ ଦ୍ୱାରା ଧାର୍ମିକତାର ଆଶାଲକୁ ଅପେକ୍ଷା ଅଛୁ”
5:6 rn0r rc://*/ta/man/translate/grammar-connect-logic-result γὰρ 1 ଏଠାରେ **କାରଣ** ବୁଝାଏ ଯେ ପାଉଲ ପୂର୍ବ ପଦରେ ଯାହା କହିଥିଲେ ତାହା ସତ୍ୟ ଅଟେ । ଏକ କାରଣ ଦର୍ଶାଇବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଏହା ସେହି କାରଣରୁ ହୋଇଅଛି”
5:6 bhdg rc://*/ta/man/translate/figs-metaphor ἐν & Χριστῷ Ἰησοῦ 1 ଆପଣ [3:26](../03/26.md)ରେ ଏହି ବାକ୍ୟକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।
5:6 bw6b rc://*/ta/man/translate/figs-ellipsis πίστις δι’ ἀγάπης ἐνεργουμένη 1 ପାଉଲ କିଛି ଶବ୍ଦ ଛାଡିଛନ୍ତି ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟାଂଶ ଆବଶ୍ୟକ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ପୂର୍ବ ଶବ୍ଦରୁ ଏହି ଶବ୍ଦଗୁଡ଼ିକ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ପ୍ରେମ ମାଧ୍ୟମରେ କାର୍ଯ୍ୟ କରୁଥିବା ବିଶ୍ୱାସ କିଛି କରିବାକୁ ସକ୍ଷମ” କିମ୍ବା “ପ୍ରେମ ମାଧ୍ୟମରେ କାର୍ଯ୍ୟ କରୁଥିବା ବିଶ୍ୱାସ”
5:7 ntd5 rc://*/ta/man/translate/figs-rquestion τίς ὑμᾶς ἐνέκοψεν, ἀληθείᾳ μὴ πείθεσθαι? 1 ପାଉଲ ସୂଚନା ମାଗୁନାହାଁନ୍ତି, କିନ୍ତୁ ସେ ଯାହା କହୁଛନ୍ତି ତାହା ଉପରେ ଗୁରୁତ୍ୱ ଦେବା ପାଇଁ ଏଠାରେ ଆଳଙ୍କାରିକ ପ୍ରଶ୍ନ ବ୍ୟବହାର କରୁଛନ୍ତି । ଯଦି ଆପଣ ଆପଣଙ୍କର ଭାଷାରେ ଏହି ଉଦ୍ଦେଶ୍ୟ ପାଇଁ ଏକ ଆଳଙ୍କାରିକ ପ୍ରଶ୍ନ ବ୍ୟବହାର କରିବ ନାହିଁ, ତେବେ ଆପଣ ତାଙ୍କ ବାକ୍ୟକୁ ଏକ ବିବୃତ୍ତି ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ଏବଂ ଗୁରୁତ୍ୱକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ କାହାକୁ ବାଧା ଦେବା ଉଚିତ୍ ନୁହେଁ, ସତ୍ୟ ଦ୍ୱାରା ମନାଇବା ପାଇଁ ନୁହେଁ!”
5:7 w0iq rc://*/ta/man/translate/grammar-connect-logic-result ἀληθείᾳ μὴ πείθεσθαι 1 ପୂର୍ବ ବାକ୍ୟାଂଶରେ ପାଉଲ ଯାହା କହିଥିଲେ ତାହାର ଏହି ବାକ୍ୟାଂଶ ପରିଣାମ ପ୍ରଦାନ କରେ । ଏକ ପରିଣାମକୁ ସୂଚାଇବା ପାଇଁ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯାହା ଫଳସ୍ୱରୂପ ତୁମ୍ଭେମାନେ ସତ୍ୟ ଦ୍ୱାରା ପ୍ରବର୍ତ୍ତିତ ହେବ ନାହିଁ”
5:7 bmy4 rc://*/ta/man/translate/figs-activepassive ἀληθείᾳ μὴ πείθεσθαι 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ବର୍ଣ୍ଣନା କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ସତ୍ୟ ତୁମ୍ଭମାନଙ୍କୁ ପ୍ରବର୍ତ୍ତାଇବ ନାହିଁ”
5:7 vuf8 ἀληθείᾳ μὴ πείθεσθαι 1 ବିକଳ୍ପ ଅନୁବାଦ: “ସତ୍ୟକୁ ପାଳନ ନ କରିବାକୁ”
5:7 krep rc://*/ta/man/translate/figs-abstractnouns ἀληθείᾳ 1 ଆପଣ [2:5](../02/05.md) ରେ କିପରି **ସତ୍ୟ** ଅନୁବାଦ କରିଛନ୍ତି ଦେଖନ୍ତୁ ।
5:8 bqxm rc://*/ta/man/translate/writing-pronouns τοῦ καλοῦντος ὑμᾶς 1 ଏଠାରେ, **ତୁମ୍ଭମାନଙ୍କ ଆହ୍ୱାନକର୍ତ୍ତା** ବାକ୍ୟାଂଶ ଈଶ୍ଵରଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ବର, ଯିଏ ତୁମ୍ଭମାନଙ୍କୁ ଡାକନ୍ତି”
5:9 q926 rc://*/ta/man/translate/writing-proverbs μικρὰ ζύμη ὅλον τὸ φύραμα ζυμοῖ 1 ଏଠାରେ ପାଉଲ ଏକ ପ୍ରବାଦକୁ ଉଦ୍ଧୃତ କରନ୍ତି କିମ୍ବା ଗଠନ କରନ୍ତି, ଯାହାକି ସାଧାରଣ ଭାବରେ ଜୀବନରେ ସତ୍ୟ ଅଟେ । ଏହି ପ୍ରବାଦଟି ଏକ ତୁଳନାତ୍ମକ ପ୍ରଦାନ କରେ: ଯେପରି ଅଳ୍ପ ପରିମାଣର **ଖମୀର** ପିଣ୍ଡୁଳାଯାକ **ଖମୀରମୟ** କରେ, ସେହିପରି ଅଳ୍ପ ପରିମାଣର ମିଥ୍ୟା ଶିକ୍ଷା ଏକ ମଣ୍ଡଳୀରେ ଅନେକ ଲୋକମାନଙ୍କୁ ପ୍ରତାରଣା କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ପ୍ରବାଦକୁ ଏପରି ଭାବରେ ଅନୁବାଦ କରିପାରିବେ ଯାହା ଏକ ପ୍ରବାଦ ଭାବରେ ସ୍ୱୀକୃତିପ୍ରାପ୍ତ ହେବ ଏବଂ ଆପଣଙ୍କର ଭାଷା ଏବଂ ସଂସ୍କୃତିରେ ଅର୍ଥପୂର୍ଣ୍ଣ ହେବ । ବିକଳ୍ପ ଅନୁବାଦ: “କୁହାଯାଏ ଯେ ଟିକିଏ ଖମୀର ପିଣ୍ଡୁଳାଯାକ ମଇଦାକୁ ଖମୀରରେ ପରିଣତ କରେ”
5:9 xds5 rc://*/ta/man/translate/translate-unknown μικρὰ ζύμη ὅλον τὸ φύραμα ζυμοῖ 1 **ଖମୀର** ଶବ୍ଦ ଏକ ପଦାର୍ଥକୁ ବୁଝାଏ ଯାହାକି ମଇଦାକୁ ଫୁଲାଇ ବିସ୍ତାର କରିଥାଏ । ଏଠାରେ, **ଖମୀର** ପଚନ ସଂବଳିତ ରାସାୟନିକ ପ୍ରକ୍ରିୟାକୁ ବୁଝାଏ ଏବଂ ** ପିଣ୍ଡୁଳାଯାକ** ଖମୀରକୁ ବୁଝାଏ । ଯଦି ଆପଣଙ୍କର ପାଠକମାନେ **ଖମୀର** ସହ ପରିଚିତ ନ ହୁଅନ୍ତି, ତେବେ ଆପଣ ଏକ ପଦାର୍ଥର ନାମ ବ୍ୟବହାର କରିପାରିବେ ଯାହା ସହ ସେମାନେ ପରିଚିତ ହେବେ, କିମ୍ବା ଆପଣ ଏକ ସାଧାରଣ ଶବ୍ଦ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଟିକିଏ ଖମୀର ସମସ୍ତ ମଇଦାକୁ ଫୁଲାଏ”
5:10 usoc rc://*/ta/man/translate/figs-metaphor ἐν Κυρίῳ 1 ଏଠାରେ, **ପ୍ରଭୁଙ୍କଠାରେ** ବାକ୍ୟାଂଶ ଆଧାର ବା କାରଣକୁ ସୂଚାଇଥାଏ ଯେଉଁଥି ପାଇଁ ପାଉଲ ଗାଲାତୀୟ ବିଶ୍ଵାସୀମାନଙ୍କ ଉପରେ ଆତ୍ମବିଶ୍ଵାସୀ ଥିଲେ, ଏବଂ **ପ୍ରଭୁ** ଯୀଶୁଙ୍କୁ ସୂଚାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ଆପଣ 1:22 ରେ କିପରି ସମାନ ଅଭିବ୍ୟକ୍ତି “ଖ୍ରୀଷ୍ଟଙ୍କଠାରେ” ଅନୁବାଦ କରିଛନ୍ତି, ଦେଖନ୍ତୁ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କ ସହ ମିଳିତ ହେବା ଆଧାରରେ”
5:11 gaq4 rc://*/ta/man/translate/figs-metonymy περιτομὴν & κηρύσσω 1 ଏଠାରେ, **ସୁନ୍ନତ ପ୍ରଚାର କରେ** ଲୋକମାନଙ୍କୁ ବୁଝାଏ ଯେ ଉଦ୍ଧାର ହେବା ପାଇଁ ନିଜକୁ ସୁନ୍ନତ କରିବା ଆବଶ୍ୟକ କରନ୍ତି। ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସୁନ୍ନତ ହେବାର ଆବଶ୍ୟକତା ପ୍ରଚାର କରେ” କିମ୍ବା “ପ୍ରଚାର କରେ ଯେ ସମସ୍ତେ ସୁନ୍ନତ ହେବା ଆବଶ୍ୟକ”
5:11 wgui rc://*/ta/man/translate/figs-abstractnouns περιτομὴν 1 ଆପଣ [5:6](../05/06.md) ରେ କିପରି **ସୁନ୍ନତ** ଶବ୍ଦକୁ ଅନୁବାଦ କରିଛନ୍ତି, ଦେଖନ୍ତୁ ।
5:11 hgo8 rc://*/ta/man/translate/figs-rquestion τί ἔτι διώκομαι 1 ପାଉଲ ସୂଚନା ମାଗୁନାହାଁନ୍ତି, କିନ୍ତୁ ସେ ଯାହା କହୁଛନ୍ତି ତାହା ଉପରେ ଗୁରୁତ୍ୱ ଦେବା ପାଇଁ ଏଠାରେ ପ୍ରଶ୍ନ ବ୍ୟବହାର କରୁଛନ୍ତି । ଯଦି ଆପଣ ଆପଣଙ୍କର ଭାଷାରେ ଏହି ଉଦ୍ଦେଶ୍ୟ ପାଇଁ ଏକ ଆଳଙ୍କାରିକ ପ୍ରଶ୍ନ ବ୍ୟବହାର କରିବେ ନାହିଁ, ତେବେ ଆପଣ ତାଙ୍କ ବାକ୍ୟକୁ ଏକ ବିବୃତ୍ତି ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ଏବଂ ଗୁରୁତ୍ୱକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୋତେ ଏପର୍ଯ୍ୟନ୍ତ ତାଡ଼ନା ଦିଆଯିବା ଉଚିତ୍ ନୁହେଁ!”
5:11 l5tk rc://*/ta/man/translate/figs-explicit ἄρα κατήργηται τὸ σκάνδαλον τοῦ σταυροῦ 1 ଏହି ବାକ୍ୟ ଉଭୟ **ସୁନ୍ନତ** ପ୍ରଚାର କରିବାର ପରିଣାମ ପ୍ରଦାନ କରେ ଏବଂ **ସୁନ୍ନତ** ପ୍ରଚାର କରିଥିବା ବ୍ୟକ୍ତି କାହିଁକି ** ତାଡ଼ନା** ପ୍ରାପ୍ତ କରିବ ନାହିଁ ଏହାର କାରଣ ପ୍ରଦାନ କରେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୋତେ ତାଡ଼ନା ଦିଆଯିବ ନାହିଁ କାରଣ ସୁନ୍ନତ ପ୍ରଚାର କରିବା କ୍ରୁଶର ବିଘ୍ନର କାରଣ ଦୂରକରେ”
5:11 z2hj rc://*/ta/man/translate/figs-possession τὸ σκάνδαλον τοῦ σταυροῦ 1 ପାଉଲ ** ବିଘ୍ନର କାରଣ** ବର୍ଣ୍ଣନା କରିବା ପାଇଁ ଧାରଣକାରୀ ବାକ୍ୟାଂଶ ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏକ ଭିନ୍ନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ବିଘ୍ନର କାରଣ, ଅର୍ଥାତ୍ କ୍ରୁଶ”
5:11 nipj rc://*/ta/man/translate/figs-metonymy τοῦ σταυροῦ 1 ଏଠାରେ, **କ୍ରୁଶରେ** ଖ୍ରୀଷ୍ଟଙ୍କ ବଳିଦାନକୁ ବୁଝାଏ, ଯାହା ମରିବା ପାଇଁ ଅତ୍ୟନ୍ତ ଆପତ୍ତିଜନକ ଉପାୟ ଥିଲା । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେତେବେଳେ ଯୀଶୁ କ୍ରୁଶରେ ମୃତ୍ୟୁ ବରଣ କଲେ ସେତେବେଳେ ଯାହା କରିଥିଲେ”
5:13 w433 rc://*/ta/man/translate/figs-explicit ἐλευθερίᾳ & τὴν ἐλευθερίαν 1 ଏଠାରେ, **ସ୍ୱାଧୀନ** ବୁଝାଏ ଯେ ଖ୍ରୀଷ୍ଟ ବିଶ୍ଵାସୀମାନଙ୍କୁ ଈଶ୍ବର ଯିହୁଦୀମାନଙ୍କୁ ଦେଇଥିବା ବ୍ୟବସ୍ଥାଠାରୁ ମୁକ୍ତ କରନ୍ତି । ଆପଣ [5:1](../05/01.md) ରେ କିପରି ସମାନ ଅଭିବ୍ୟକ୍ତି ଅନୁବାଦ କରିଛନ୍ତି, ଦେଖନ୍ତୁ । ବିକଳ୍ପ ଅନୁବାଦ: “ବ୍ୟବସ୍ଥାରୁ ସ୍ୱାଧୀନତା… ସେହି ବ୍ୟବସ୍ଥାରୁ ସ୍ୱାଧୀନତା”
5:13 dgaf rc://*/ta/man/translate/figs-abstractnouns ἐλευθερίᾳ & ἐλευθερίαν 1 ଆପଣ [2:4](../02/04.md) ରେ କିପରି **ସ୍ୱାଧୀନତାକୁ** ଅନୁବାଦ କରିଛନ୍ତି ଦେଖନ୍ତୁ ।
5:13 b62s rc://*/ta/man/translate/figs-personification ἀφορμὴν τῇ σαρκί 1 ଏଠାରେ ପାଉଲ **ଶରୀର** ବିଷୟରେ କୁହନ୍ତି ଯେପରି ଜଣେ ବ୍ୟକ୍ତି ଯିଏ **ଏକ ସୁଯୋଗର** ଲାଭ ଉଠାଇ ପାରିବେ । ଈଶ୍ବର ଯିହୁଦୀମାନଙ୍କୁ ଦେଇଥିବା ବ୍ୟବସ୍ଥା ବିଶ୍ଵାସୀମାନଙ୍କଠାରେ ନାହିଁ ତେଣୁ ସେମାନେ ପାପ କରିପାରିବେ ବୋଲି ବିଚାର କରୁଥିବା ବିଶ୍ଵାସୀମାନଙ୍କୁ ପାଉଲ ସୂଚାଉଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପାପ କରିବାର ଏକ ସୁଯୋଗ”
5:13 t1y7 rc://*/ta/man/translate/figs-ellipsis ἀλλὰ διὰ τῆς ἀγάπης δουλεύετε ἀλλήλοις 1 ପାଉଲ କିଛି ଶବ୍ଦ ଛାଡିଛନ୍ତି ଯାହା ବାକ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଅନେକ ଭାଷାରେ ଏକ ବାକ୍ୟ ଆବଶ୍ୟକ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ସ୍ୱାଧୀନତାକୁ ପାପ କରିବାକୁ ବାହାନା ଭାବରେ ବ୍ୟବହାର କରିବା ପରିବର୍ତ୍ତେ, ପ୍ରେମ ମାଧ୍ୟମରେ ପରସ୍ପରର ସେବା କର”
5:13 ierd rc://*/ta/man/translate/figs-explicit διὰ τῆς ἀγάπης 1 ଏଠାରେ, ବିଶ୍ଵାସୀମାନେ **ପରସ୍ପରକୁ ସେବା କରିବାକୁ** **ମାଧ୍ୟମରେ** ଶବ୍ଦ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପ୍ରେମ ମାଧ୍ୟମରେ”
5:13 iki8 rc://*/ta/man/translate/figs-abstractnouns τῆς ἀγάπης 1 ଆପଣ କିପରି **ପ୍ରେମ** ଶବ୍ଦକୁ [5:6](../05/06.md) ଅନୁବାଦ କରିଛନ୍ତି, ଦେଖନ୍ତୁ ।
5:14 cu9y rc://*/ta/man/translate/grammar-connect-logic-result γὰρ 1 **କାରଣ** ଶବ୍ଦ ଏଠାରେ ପାଉଲଙ୍କ ପାଠକମାନେ ପୂର୍ବ ପଦରେ ଦେଇଥିବା ଆଦେଶକୁ ପାଳନ କରିବାକୁ ବୁଝାଏ । ଏକ କାରଣ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପରସ୍ପର ପ୍ରତି ଏପରି କରିବା ଉଚିତ କାରଣ”
5:14 eaeo rc://*/ta/man/translate/figs-activepassive ὁ & πᾶς νόμος ἐν ἑνὶ λόγῳ πεπλήρωται 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଗୋଟିଏ ଆଜ୍ଞା ସମସ୍ତ ବ୍ୟବସ୍ଥା ପୂରଣ କରେ”
5:14 pda2 rc://*/ta/man/translate/grammar-collectivenouns ὁ & νόμος 1 ଆପଣ କିପରି **ବ୍ୟବସ୍ଥା** ଶବ୍ଦକୁ [2:16](../02/16.md) ରେ ଅନୁବାଦ କରିଛନ୍ତି, ଦେଖନ୍ତୁ ।
5:14 zdv4 rc://*/ta/man/translate/figs-declarative ἀγαπήσεις 1 **ତୁମ୍ଭେମାନେ ପ୍ରେମ କର** ଏକ ବକ୍ତବ୍ୟ ଅଟେ ଯାହା ମୋଶା ଏକ ଆଦେଶ ଦେବା ପାଇଁ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପ୍ରେମ କରିବା ଉଚିତ”
5:15 jjz0 rc://*/ta/man/translate/grammar-connect-condition-hypothetical εἰ & ἀλλήλους δάκνετε καὶ κατεσθίετε, βλέπετε μὴ ὑπ’ ἀλλήλων ἀναλωθῆτε 1 ଯଦି ଗାଲାତୀୟମାନେ ପରସ୍ପରକୁ ଗ୍ରାସ କରନ୍ତି ତେବେ ଫଳାଫଳ କ’ଣ ହେବ ତାହା ପାଉଲ ସେମାନଙ୍କୁ ଶିକ୍ଷା ଦେବା ପାଇଁ ଏକ ଉପକଳ୍ପିତ ପରିସ୍ଥିତିକୁ ବ୍ୟବହାର କରନ୍ତି। ପରସ୍ପରକୁ ଗ୍ରାସ କରିବାର ଫଳାଫଳ ଘଟିବ ଯଦି ସେମାନେ **ପରସ୍ପରକୁ କାମୁଡ଼ାକାମୁଡ଼ି ଏବଂ ଗ୍ରାସ କରିବାର** ଅବସ୍ଥା ପୂରଣ କରନ୍ତି । “ତାପରେ” ଶବ୍ଦଟି **ସାବଧାନ** ବାକ୍ୟାଂଶ ପୂର୍ବରୁ ସୂଚିତ । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ଆପଣଙ୍କର ଅନୁବାଦରେ ଏହି ଶବ୍ଦ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ପରସ୍ପରକୁ କାମୁଡ଼ାକାମୁଡ଼ି କର ଏବଂ ଗ୍ରାସ କର, ତେବେ ସାବଧାନ ରୁହ ଯେ ତୁମ୍ଭେମାନେ ପରସ୍ପର ଦ୍ୱାରା ଗ୍ରାସ ଯେପରି ନ ହୁଅ”
5:15 yk60 rc://*/ta/man/translate/figs-metaphor εἰ & ἀλλήλους δάκνετε καὶ κατεσθίετε 1 ଏଠାରେ ପାଉଲ ଗାଲାତୀୟ ବିଶ୍ଵାସୀମାନଙ୍କ ବିଷୟରେ କଥାବାର୍ତ୍ତା କରନ୍ତି ଯେପରି ସେମାନେ ବଣୁଆ ପ୍ରାଣୀ ପରି ପରସ୍ପର ଉପରେ ଆକ୍ରମଣ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ କିମ୍ବା ଏକ ଉଦାହରଣ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ପରସ୍ପରକୁ ଅସଦାଚରଣ କର ଏବଂ ଆଘାତ କର” କିମ୍ବା “ଯଦି ତୁମ୍ଭେମାନେ ବଣୁଆ ପ୍ରାଣୀ ପରି କାର୍ଯ୍ୟ କର ଯାହା ପରସ୍ପରକୁ କାମୁଡ଼େ ଏବଂ ଗ୍ରାସ କରେ”
5:15 l2m9 rc://*/ta/man/translate/figs-metaphor μὴ ὑπ’ ἀλλήλων ἀναλωθῆτε 1 ଏଠାରେ ପାଉଲ ଗାଲାତୀୟ ବିଶ୍ଵାସୀମାନଙ୍କ ବିଷୟରେ କଥାବାର୍ତ୍ତା କରନ୍ତି ଯେପରି ସେମାନେ ବଣୁଆ ପଶୁ ଅଟନ୍ତି ଯାହା ପରସ୍ପରକୁ **ଗ୍ରାସ କରନ୍ତି** । ଏଠାରେ ଗ୍ରାସ କରିବାର ଅର୍ଥ ହୋଇପାରେ: (1) ବିଶ୍ଵାସୀମାନେ ନିଜେ ନଷ୍ଟ ହୋଇଯିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପରସ୍ପର ଦ୍ୱାରା ବିନାଶ ନ ହୁଅ” (2) ଗାଲାତୀୟ ବିଶ୍ଵାସୀମାନଙ୍କ ସହଭାଗିତା ନଷ୍ଟ ହୋଇଯିବ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ବିଶ୍ଵାସୀ ଦଳ ପରସ୍ପର ଦ୍ୱାରା ନଷ୍ଟ ନ ହୁଏ”
5:15 itx6 rc://*/ta/man/translate/figs-activepassive μὴ ὑπ’ ἀλλήλων ἀναλωθῆτε 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପରସ୍ପରକୁ ଯେପରି ଗ୍ରାସ ନ କର”
5:16 tk8i rc://*/ta/man/translate/figs-explicit Πνεύματι 1 **ଆତ୍ମା ଦ୍ୱାରା** ବାକ୍ୟଟି ପବିତ୍ର **ଆତ୍ମା** ଦ୍ୱାରା ନିର୍ଦ୍ଦେଶିତ କିମ୍ବା ନିୟନ୍ତ୍ରିତ ହେବାକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମାଙ୍କ ନିର୍ଦ୍ଦେଶରେ” କିମ୍ବା “ପବିତ୍ର ଆତ୍ମାଙ୍କ ନିୟନ୍ତ୍ରଣରେ”
5:16 ut3t rc://*/ta/man/translate/figs-doublenegatives οὐ μὴ 1 ଏଠାରେ **ନିଶ୍ଚିତ ନୁହେଁ** ବାକ୍ୟ ଗ୍ରୀକ ଭାଷାରେ ଦୁଇଟି ନକାରାତ୍ମକ ଶବ୍ଦର ଅନୁବାଦ କରେ । ସେ ଯାହା କହୁଛନ୍ତି ତାହା ଉପରେ ଗୁରୁତ୍ୱ ଦେବା ପାଇଁ ପାଉଲ ସେଗୁଡ଼ିକୁ ଏକତ୍ର ବ୍ୟବହାର କରନ୍ତି । ଯଦି ଆପଣଙ୍କର ଭାଷା ଏକ ସକାରାତ୍ମକ ଅର୍ଥ ସୃଷ୍ଟି କରିବାକୁ ପରସ୍ପରକୁ ବ୍ୟବହାର ନକରି ଗୁରୁତ୍ୱ ଦେବା ପାଇଁ ଏକତ୍ର ଦୁଇଟି ନକାରାତ୍ମକ ବ୍ୟବହାର କରିପାରିବ, ତେବେ ସେହି ଗଠନକୁ ଏଠାରେ ବ୍ୟବହାର କରିବା ଉପଯୁକ୍ତ ହେବ ।
5:16 iron rc://*/ta/man/translate/figs-abstractnouns ἐπιθυμίαν σαρκὸς 1 ଯଦି ଆପଣଙ୍କର ଭାଷା **ଇଚ୍ଛାର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଶରୀର ଯାହା ଇଚ୍ଛା କରେ”
5:16 w8a1 rc://*/ta/man/translate/figs-metaphor σαρκὸς 1 ଏଠାରେ, ପାଉଲ ପାପପୂର୍ଣ୍ଣ ମାନବ ସ୍ବାଭାବକୁ ସୂଚାଇବା ପାଇଁ **ଶରୀର** ଶବ୍ଦ ବ୍ୟବହାର କରନ୍ତି ଆପଣ କିପରି **ଶରୀର** ବାକ୍ୟକୁ 5:13 ରେ ଅନୁବାଦ କରିଛନ୍ତି, ଦେଖନ୍ତୁ ।
5:17 mbdm rc://*/ta/man/translate/grammar-connect-logic-result γὰρ 1 ଏଠାରେ, **କାରଣ** ଶବ୍ଦ ବୁଝାଏ ଯେ ପାଉଲ ଆପଣା ପାଠକମାନଙ୍କୁ ପୂର୍ବ ପଦରେ ଆତ୍ମାଙ୍କ ଦ୍ୱାରା ଚାଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏକ କାରଣ ଉପସ୍ଥାପନ କରିବାକୁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ଏହା କହେ କାରଣ”
5:17 m7td rc://*/ta/man/translate/figs-metaphor ἡ & σὰρξ & τῆς σαρκός 1 ଆପଣ [5:13](../05/13.md) ଏବଂ ପୂର୍ବ ପଦରେ **ଶରୀର** ଶବ୍ଦକୁ ଅନୁବାଦ କରିଛନ୍ତି, ଦେଖନ୍ତୁ ।
5:17 xjj9 rc://*/ta/man/translate/figs-explicit ἡ & σὰρξ ἐπιθυμεῖ κατὰ τοῦ Πνεύματος 1 ଏଥରୀ **ବିରୁଦ୍ଧରେ ଇଚ୍ଛା** ବାକ୍ୟଟି **ଆତ୍ମା ବିରୁଦ୍ଧରେ** ଯାହା କରିବାକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଶରୀର ଆତ୍ମା ବିରୁଦ୍ଧରେ କାର୍ଯ୍ୟ କରିବାକୁ ଇଚ୍ଛା କରେ”
5:17 w7kv rc://*/ta/man/translate/figs-personification ἡ & σὰρξ ἐπιθυμεῖ 1 ଏଠାରେ, ପାଉଲ **ଶରୀର** ବିଷୟରେ କୁହନ୍ତି ଯେପରି ଏହା **ଇଚ୍ଛା କରୁଥିବା** ବ୍ୟକ୍ତି ଅଟେ । ପାପପୂର୍ଣ୍ଣ ମାନବ ପ୍ରକୃତିର ପରିଣାମ ସ୍ୱରୂପ ଜଣେ ବ୍ୟକ୍ତି ଯାହା କରିବାକୁ **ଇଚ୍ଛା କରେ** ସେ ବିଷୟରେ ସେ ଉଲ୍ଲେଖ କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ପାପପୂର୍ଣ୍ଣ ସ୍ବାଭାବ ହେତୁ ତୁମ୍ଭେମାନେ ଯାହା କରିବାକୁ ଚାହୁଁଛ” କିମ୍ବା “ତୁମ୍ଭେମାନେ ପାପୀକରିବାକୁ ଯାହା କରିବାକୁ ଚାହୁଁଛ”
5:17 oyog rc://*/ta/man/translate/figs-ellipsis τὸ & Πνεῦμα κατὰ τῆς σαρκός 1 ପାଉଲ ଏକ ଶବ୍ଦ ଛାଡିଛନ୍ତି ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟାଂଶ ଆବଶ୍ୟକ କରିପାରେ । ଯଦି ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ପୂର୍ବ ବାକ୍ୟାଂଶରୁ ଶବ୍ଦ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ଆତ୍ମା ଶରୀର ବିରୁଦ୍ଧରେ ଇଚ୍ଛା କରେ”
5:17 xp0l rc://*/ta/man/translate/grammar-connect-logic-result γὰρ 2 **କାରଣ** ଶବ୍ଦ ଏଠାରେ **ଶରୀର** ଏବଂ **ଆତ୍ମାଙ୍କର** **ଇଚ୍ଛା** ପରସ୍ପର ବିରୁଦ୍ଧର କାରଣ ବୁଝାଏ। ଏକ କାରଣ ଉପସ୍ଥାପନ ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଏହା ସେହି କାରଣରୁ”
5:17 r3dk rc://*/ta/man/translate/writing-pronouns ταῦτα 1 **ଏଗୁଡ଼ିକର** ସର୍ବନାମ **ଶରୀର** ଏବଂ **ଆତ୍ମାକୁ** ବୁଝାଏ । ଯଦି ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଶରୀର ଏବଂ ଆତ୍ମା”
5:17 ukce rc://*/ta/man/translate/grammar-connect-logic-result ἵνα 1 ଏଠାରେ, **ତେଣୁ** ଏହା ସୂଚାଏ ଯେ ପାଉଲ ପୂର୍ବ ବାକ୍ୟାଂଶରେ ଯାହା କହିଥିଲେ ତାହାର ଫଳାଫଳ ଅଟେ । ଫଳାଫଳ ସୂଚାଇବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଏବଂ ପରିଣାମ ସ୍ୱରୂପ,”
5:17 l0lu rc://*/ta/man/translate/figs-explicit ἃ & θέλητε ταῦτα 1 ଖ୍ରୀଷ୍ଟିୟାନମାନେ କରିବାକୁ ଚାହୁଁଥିବା ଉତ୍ତମ **ବିଷୟଗୁଡ଼ିକୁ** ଏହି ବାକ୍ୟାଂଶ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେହି ଉତ୍ତମ ବିଷୟଗୁଡ଼ିକ ଯାହାକୁ ତୁମ୍ଭେମାନେ ଖ୍ରୀଷ୍ଟିୟ ଭାବରେ କରିବାକୁ ଇଚ୍ଛା କର”
5:18 cyud rc://*/ta/man/translate/figs-activepassive Πνεύματι ἄγεσθε 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଆତ୍ମା ତୁମ୍ଭମାନଙ୍କୁ ଆଗେଇ ନିଅନ୍ତି”
5:18 esbf rc://*/ta/man/translate/grammar-collectivenouns νόμον 1 ଆପଣ କିପରି **ବ୍ୟବସ୍ଥା** ଶବ୍ଦକୁ [2:16](../02/16.md) ଅନୁବାଦ କରିଛନ୍ତି ଦେଖନ୍ତୁ ।
5:19 alfa rc://*/ta/man/translate/figs-abstractnouns τὰ ἔργα τῆς σαρκός & πορνεία, ἀκαθαρσία, ἀσέλγεια 1 ଯଦି ଆପଣଙ୍କର ଭାଷା **ଅଶୁଚିତା** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅପବିତ୍ର ଆଚରଣ କରେ”
5:19 pu5b rc://*/ta/man/translate/figs-metaphor τῆς σαρκός 1 ଆପଣ [5:13](../05/13.md) and [5:16](../05/16.md) ରେ କିପରି **ଶରୀର** ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ ।
5:20 rgjl εἰδωλολατρία, φαρμακεία, ἔχθραι, ἔρις, ζῆλοι, θυμοί, ἐριθεῖαι, διχοστασίαι, αἱρέσεις 1 ବିକଳ୍ପ ଅନୁବାଦ: “ମୂର୍ତ୍ତିଗୁଡ଼ିକୁ ପୂଜା କରିବା, ଯାଦୁକରୀ ଅଭ୍ୟାସ କରିବା, ଶତ୍ରୁତା କରିବା, ଅନ୍ୟମାନଙ୍କ ସହ ସଙ୍ଘର୍ଷ କରିବା, ଈର୍ଷାପରାୟଣ, କ୍ରୋଧିତ, ଲୋକମାନଙ୍କୁ ବିଭାଜନ କରିବା, କଳହପ୍ରିୟ ହେବା”

Can't render this file because it is too large.