Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-10-01 04:50:24 +00:00
parent 0b6d5861f2
commit 13b8f5022b
1 changed files with 32 additions and 1 deletions

View File

@ -811,4 +811,35 @@ front:intro ku3t οἱ δοκοῦντες 1 ଆପଣ [2:2](../02/02.md). ର
4:27 y6x4 rc://*/ta/man/translate/figs-metaphor εὐφράνθητι, στεῖρα, ἡ οὐ τίκτουσα, ῥῆξον καὶ βόησον, ἡ οὐκ ὠδίνουσα, ὅτι πολλὰ τὰ τέκνα τῆς ἐρήμου μᾶλλον, ἢ τῆς ἐχούσης τὸν ἄνδρα 1 ପାଉଲ ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କ କଥା କହୁଛନ୍ତି, ଯିଏ ଯିରୁଶାଲମ ସହର ବିଷୟରେ କହୁଛନ୍ତି ଯେପରି ସେ ଏକ **ବନ୍ଧ୍ୟା ସ୍ତ୍ରୀ** ଅଟେ ଯିଏ **ପ୍ରସବ କରିବାରେ** ଅସମର୍ଥ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଆପଣଙ୍କର ସଂସ୍କୃତିରୁ ଏକ ସମାନ ରୂପକ ବ୍ୟବହାର କରିପାରିବେ । ବିକଳ୍ପ ଭାବରେ, ଆପଣ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।
4:27 scqa rc://*/ta/man/translate/grammar-connect-logic-result ὅτι 1 ଏଠାରେ **କାରଣ** ଶବ୍ଦଟି **ଆନନ୍ଦ କରିବାର** କାରଣ ଉପସ୍ଥାପନ କରେ । କୌଣସି ଏକ ବିଷୟକୁ କରିବାର କାରଣ ଉପସ୍ଥାପନ କରିବା ପାଇଁ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ ।
4:27 bu3l rc://*/ta/man/translate/figs-ellipsis ἢ 1 ପାଉଲ କିଛି ଶବ୍ଦ ଛାଡିଛନ୍ତି ଯାହା ଏକ ବାକ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଅନେକ ଭାଷାରେ ଏକ ବାକ୍ୟ ଆବଶ୍ୟକ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ସନ୍ତାନମାନଙ୍କ ଅପେକ୍ଷା”
4:27 xi97 rc://*/ta/man/translate/figs-metaphor πολλὰ τὰ τέκνα τῆς ἐρήμου μᾶλλον, ἢ τῆς ἐχούσης τὸν ἄνδρα 1
4:27 xi97 rc://*/ta/man/translate/figs-metaphor πολλὰ τὰ τέκνα τῆς ἐρήμου μᾶλλον, ἢ τῆς ἐχούσης τὸν ἄνδρα 1 ଯେଉଁ ସମୟରେ ଯିରୂଶାଲମ ଏବଂ ଏହାର ଲୋକମାନେ ବାବିଲୀୟ ସେନା ଦ୍ୱାରା ପରାସ୍ତ ହୋଇଥିଲେ ଏବଂ ଲୋକମାନେ ବାବିଲକୁ ନିଆଯାଇଥିଲେ, ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ଏହି ଶାସ୍ତ୍ରଟିକୁ ସେହି ସମୟରେ ଲେଖିଥିଲେ । ଯିଶାଇୟ ଯିରୂଶାଲମ ନଗର ବିଷୟରେ କହୁଛନ୍ତି ଯେପରି ଏହା ଲେଖିବା ସମୟରେ ଥିଲା, ଯେତେବେଳେ ଏହାର ଅଧିକାଂଶ ମୂଳ ବାସିନ୍ଦା ନଥିଲେ । ସେ ଖାଲି ନଗରକୁ ଏକ **ନିଛାଟିଆ** ସ୍ତ୍ରୀ ସହ ତୁଳନା କରନ୍ତି, ଯେଉଁ ସ୍ତ୍ରୀକୁ ସ୍ୱାମୀ ଛାଡିଛନ୍ତି, ଏବଂ ସେ ଯିରୂଶାଲମର ବାସିନ୍ଦାମାନଙ୍କ ବିଷୟରେ କୁହନ୍ତି ଯେପରି ସେମାନେ **ସନ୍ତାନ** ଅଟନ୍ତି । ଯିଶାଇୟ 54: 1 ରେ ଯିଶାଇୟ ଇସ୍ରାଏଲକୁ ଏକ ପତ୍ନୀ ଭାବରେ ଚିତ୍ରଣ କରୁଛନ୍ତି, ଯିଏକି ତାଙ୍କ ସ୍ୱାମୀ ପରିତ୍ୟକ୍ତ, ଯିଏ ଈଶ୍ଵର ଅଟନ୍ତି । ଏହି ପ୍ରସଙ୍ଗରେ **ସନ୍ତାନ** ରହିବା ବାସିନ୍ଦାଙ୍କୁ ବୁଝାଏ । ଯଦି ଏହା ଆପଣଙ୍କର ଭାଷାରେ ସହାୟକ ହେବ, ଆପଣ ଆପଣଙ୍କର ସଂସ୍କୃତିରୁ ସମାନ ରୂପକ ବ୍ୟବହାର କରିପାରିବେ । ବିକଳ୍ପ ଭାବରେ, ଆପଣ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଯେଉଁ ସ୍ତ୍ରୀ ଆପଣା ସ୍ୱାମୀ ଦ୍ୱାରା ପରିତ୍ୟକ୍ତ, ଆପଣା ସ୍ୱାମୀ ସହ ରହୁଥିବା ସ୍ତ୍ରୀ ଅପେକ୍ଷା ଅଧିକ ସନ୍ତାନ ଅଛି"
4:28 jfx1 rc://*/ta/man/translate/grammar-connect-words-phrases δέ 1 ଏଠାରେ, ପାଉଲ **ବର୍ତ୍ତମାନ** ଶବ୍ଦ ବ୍ୟବହାର କରି ସୂଚାଇଛନ୍ତି ଯେ ସେ ଯାହା ଲେଖନ୍ତି ତାହା ଏହା ପୂର୍ବରୁ ତୁରନ୍ତ ଯାହା ଲେଖିଛନ୍ତି ତାହା ସହିତ ସଂଯୁକ୍ତ ଅଟେ ଏବଂ ସେ ତାଙ୍କର ଚିନ୍ତାଧାରା ଜାରି ରଖିଛନ୍ତି । ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ସୂଚାଏ ଯେ ଏହା ପୂର୍ବର ସହ ନିରନ୍ତର ଅଟେ । ବିକଳ୍ପ ଅନୁବାଦ: “ଏବଂ”
4:28 oyo4 rc://*/ta/man/translate/figs-simile ὑμεῖς & ἀδελφοί, κατὰ Ἰσαὰκ, ἐπαγγελίας τέκνα ἐστέ 1 ଏଠାରେ ଏହି ତୁଳନାତ୍ମକ ବିଷୟ ଗାଲାତୀୟ ବିଶ୍ଵାସୀମାନେ (ଯେଉଁମାନେ **ଭାଇ** ଭାବରେ ପରିଚିତ) **ଇସ୍‌ହାକ ଙ୍କ ପରି** ଅଟନ୍ତି କାରଣ ଉଭୟ **ଇସ୍‌ହାକ ** ଏବଂ ଗାଲାତୀୟମାନେ ପ୍ରତିଜ୍ଞା ସନ୍ତାନ ଅଟନ୍ତି, ଅର୍ଥାତ୍ ଉଭୟ ଈଶ୍ବରଙ୍କ ଅଲୌକିକ କାର୍ଯ୍ୟରେ ସେମାନଙ୍କର ଜାତ ହୋଇଅଛି । ଇସ୍‌ହାକ ଙ୍କ ଶାରୀରିକ ଜନ୍ମ ଈଶ୍ବରଙ୍କ ଅଲୌକିକ ହସ୍ତକ୍ଷେପର ପରିଣାମ ଭାବରେ ଘଟିଥିଲା, ଏବଂ ଗାଲାତୀୟ ବିଶ୍ଵାସୀମାନେ ଆତ୍ମିକ ଜନ୍ମ ଈଶ୍ବରଙ୍କ ଅଲୌକିକ ହସ୍ତକ୍ଷେପ ହେତୁ ଘଟିଥିଲା । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏକ ସମାନ ତୁଳନାତ୍ମକ ବାକ୍ୟାଂଶ ବ୍ୟବହାର କରିପାରିବେ କିମ୍ବା ଏହି ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୋର ସହ ବିଶ୍ଵାସୀମାନେ, ତୁମ୍ଭେମାନେ ଇସହକଙ୍କ ସହ ସମାନ, କାରଣ ଈଶ୍ବର ଅବ୍ରହାମଙ୍କୁ ଦେଇଥିବା ପ୍ରତିଜ୍ଞା ପୂରଣ କରିବା ପାଇଁ ତୁମ୍ଭ ଏବଂ ତାହାଙ୍କ ପାଇଁ ଚମତ୍କାର ଭାବରେ ହସ୍ତକ୍ଷେପ କରିଥିଲେ”
4:28 p45d rc://*/ta/man/translate/figs-yousingular ὑμεῖς 1 ଏଠାରେ, **ତୁମ୍ଭେମାନେ** ସର୍ବନାମ ବହୁବଚନ ଅଟେ । ଏହିପରି ଶବ୍ଦର ଅର୍ଥକୁ ଆପଣଙ୍କ ଭାଷାରେ ସ୍ପଷ୍ଟ ଭାବରେ ପ୍ରକାଶ କରିବା ସାହାଯ୍ୟକାରୀ ହେଇପାରେ ।
4:28 u3dr rc://*/ta/man/translate/figs-possession ἐπαγγελίας τέκνα 1 ପାଉଲ ଏହି **ସନ୍ତାନମାନଙ୍କର** ଉତ୍ସକୁ ବର୍ଣ୍ଣନା କରିବା ପାଇଁ ଧାରଣକାରୀ ବାକ୍ୟାଂଶ ବ୍ୟବହାର କରୁଛନ୍ତି । ପାଉଲଙ୍କ ଅର୍ଥରେ **ସନ୍ତାନମାନେ** ଅର୍ଥାତ **ସନ୍ତାନ** ବା ବଂଶଧର ଅଟନ୍ତି ଯାହା ଈଶ୍ବର ଅବ୍ରହାମଙ୍କୁ ଅଲୌକିକ ଭାବରେ ଦେବାକୁ **ପ୍ରତିଜ୍ଞା କରିଥିଲେ**, ଏବଂ ସେଥିପାଇଁ ସେମାନେ ସେହି ସନ୍ତାନ ଅଟନ୍ତି, ଯାହାର ଉତ୍ସ ଅବ୍ରହାମ ଈଶ୍ବରଙ୍କଠାରୁ ପ୍ରାପ୍ତ ପ୍ରତିଜ୍ଞା ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଆପଣଙ୍କର ପାଠକମାନଙ୍କ ପାଇଁ ସମ୍ପର୍କକୁ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ପ୍ରତିଜ୍ଞାର ସନ୍ତାନ” କିମ୍ବା “ଅବ୍ରହାମଙ୍କୁ ଈଶ୍ବରଙ୍କ ପ୍ରତିଜ୍ଞାର ସନ୍ତାନ”
4:29 on63 rc://*/ta/man/translate/grammar-connect-words-phrases ἀλλ’ 1 ଏଠାରେ, **କିନ୍ତୁ** ଶବ୍ଦ ବୁଝାଇପାରେ: (1) ଏକ ବିପରୀତ ପରିଚୟକୁ । ଏକ ବିପରୀତ ପରିଚୟ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । (2) ଏକ ପରିବର୍ତ୍ତନକୁ ସୂଚାଏ । ବିକଳ୍ପ ଅନୁବାଦ: “ଏବଂ”
4:29 vmec rc://*/ta/man/translate/grammar-connect-words-phrases ὥσπερ 1 ଏଠାରେ, **ଯେପରି** ଶବ୍ଦଟି ଏକ ତୁଳନାତ୍ମକ ବିଷୟର ପରିଚୟ ପ୍ରଦାନ କରେ । ଏକ ତୁଳନାତ୍ମକ ବିଷୟର ପରିଚୟ ଦେବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ ।
4:29 eky8 rc://*/ta/man/translate/figs-explicit ὁ 1 ଏଠାରେ, **ଯେ** ବାକ୍ୟଟି ଅବ୍ରହାମଙ୍କ ପୁତ୍ର ଇଶ୍ମାୟେଲକୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଇଶ୍ମାୟେଲ, ଯିଏ”
4:29 ppp0 rc://*/ta/man/translate/figs-explicit τὸν 1 ଏଠାରେ, **ଯେ** ବାକ୍ୟଟି ଅବ୍ରହାମଙ୍କ ପୁତ୍ର ଇସ୍‌ହାକ କୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଇସ୍‌ହାକ, ଯିଏ”
4:29 ued8 rc://*/ta/man/translate/figs-ellipsis κατὰ Πνεῦμα 1 ପାଉଲ କିଛି ଶବ୍ଦ ଛାଡିଛନ୍ତି ଯାହା ଏକ ବାକ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଅନେକ ଭାଷାରେ ଏକ ବାକ୍ୟ ଆବଶ୍ୟକ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ଆତ୍ମା ଅନୁସାରେ ଜାତ ହୋଇ”
saqx rc://*/ta/man/translate/grammar-connect-words-phrases οὕτως καὶ 1 ଏଠାରେ **ତେଣୁ ଏହା ମଧ୍ୟ** ବାକ୍ୟାଂଶ ଏକ ତୁଳନାତ୍ମକ ବିଷୟର ପରିଚୟ ଉପସ୍ଥାପନ କରେ । ଏକ ତୁଳନାତ୍ମକ ପରିଚୟ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ତେଣୁ ଏହା ମଧ୍ୟ ସମାନ ଅଟେ”
4:30 a2xo rc://*/ta/man/translate/figs-rquestion τί λέγει ἡ Γραφή 1 ପାଉଲ ସୂଚନା ମାଗୁନାହାଁନ୍ତି, କିନ୍ତୁ ଗାଲାତୀୟ ବିଶ୍ଵାସୀମାନଙ୍କୁ ସେ ପରବର୍ତ୍ତୀ ଶାସ୍ତ୍ର ପଦ ବିଷୟରେ ଚିନ୍ତା କରିବାକୁ ପ୍ରଶ୍ନ ବ୍ୟବହାର କରୁଛନ୍ତି । ଯଦି ଆପଣ ଆପଣଙ୍କର ଭାଷାରେ ଏହି ଉଦ୍ଦେଶ୍ୟ ପାଇଁ ଏକ ପ୍ରଶ୍ନ ବ୍ୟବହାର କରିବେ ନାହିଁ, ତେବେ ଆପଣ ତାଙ୍କ ଶବ୍ଦକୁ ଏକ ବିବୃତ୍ତି ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ଏବଂ ଗୁରୁତ୍ୱକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଶାସ୍ତ୍ର କହେ,"
4:30 klbo rc://*/ta/man/translate/figs-personification λέγει ἡ Γραφή 1 ଏଠାରେ, ପାଉଲ ନିର୍ଦ୍ଦିଷ୍ଟ ଶାସ୍ତ୍ରଶଂ ବିଷୟରେ କହିଛନ୍ତି ଯେ ସେ ଆଦି ପୁସ୍ତକରୁ ଉଦ୍ଧୃତ କରିଛନ୍ତି ଯେପରି ଏହା ବ୍ୟକ୍ତି ଅଟେ ଯିଏ ଏହା କହେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହି ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୋଶା ଶାସ୍ତ୍ରରେ କହନ୍ତି କି” କିମ୍ବା “ମୋଶା ଶାସ୍ତ୍ରରେ ଲେଖନ୍ତି”
4:30 kg1j rc://*/ta/man/translate/writing-quotations ἔκβαλε τὴν παιδίσκην καὶ τὸν υἱὸν αὐτῆς; οὐ γὰρ μὴ κληρονομήσει ὁ υἱὸς τῆς παιδίσκης, μετὰ τοῦ υἱοῦ τῆς ἐλευθέρας 1 ଏହା ଆଦି ପୁସ୍ତକରୁ ଏକ ଉଦ୍ଧୃତି ଅଟେ । ଏହା ଏକ ଉଦ୍ଧୃତି ବୋଲି ସୂଚାଇବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ ।
4:30 x9d7 rc://*/ta/man/translate/figs-explicit ἔκβαλε 1 ଏଠାରେ, **ବାହାର କରିଦିଅ** ଅର୍ଥ ପଠାଇବା ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: " ଦୂର କରିବା " କିମ୍ବା "ଏଠାରୁ ପଠାଅ" ।
4:30 imto rc://*/ta/man/translate/figs-doublenegatives οὐ & μὴ 1 ଏଠାରେ **ନିଶ୍ଚିତ ନୁହେଁ** ବାକ୍ୟାଂଶ ଦୁଇଟି ନକାରାତ୍ମକ ଶବ୍ଦକୁ ଗ୍ରୀକ ଅନୁବାଦ କରେ ନାହିଁ । ଲେଖକଙ୍କ ସଂସ୍କୃତିରେ, ଦୁଇଟି ନକାରାତ୍ମକ ଶବ୍ଦ ଏହି ବିବୃତ୍ତିକୁ ଆହୁରି ନକାରାତ୍ମକ କରେ । ଯଦି ଆପଣଙ୍କର ଭାଷା ଲେଖକଙ୍କ ସଂସ୍କୃତି ପରି ଦୁଇଟି ନକାରାତ୍ମକ ବ୍ୟବହାର କରେ, ତେବେ ଆପଣ ଏଠାରେ ବ୍ୟବହାର କରିପାରିବେ । ଯଦି ଆପଣଙ୍କର ଭାଷା ଏହିପରି ଦୁଇଟି ନକାରାତ୍ମକ ବ୍ୟବହାର କରେ ନାହିଁ, ତେବେ ଆପଣ ଗୋଟିଏ ଦୃଢ଼ ନକାରାତ୍ମକ ବାକ୍ୟାଂଶରେ ଏହା ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “କୌଣସି ପ୍ରକାରେ”
4:31 g74v rc://*/ta/man/translate/grammar-connect-words-phrases διό 1 ଏଠାରେ **ତେଣୁ** ଶବ୍ଦଟି ପାଉଲଙ୍କ ସିଦ୍ଧାନ୍ତକୁ ଏହି ପଦ ପୂର୍ବରୁ ବ୍ୟାଖ୍ୟା କରିଥିବା ବିଷୟ ସହ ପରିଚିତ କରାଏ । ଏକ ଶେଷ ବକ୍ତବ୍ୟ ଉପସ୍ଥାପନ କରିବା ପାଇଁ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ତେବେ ତାପରେ”
4:31 pesk rc://*/ta/man/translate/figs-exclusive ἐσμὲν 1 ଯେତେବେଳେ ପାଉଲ **ଆମ୍ଭେମାନେ** କୁହନ୍ତି, ସେ ଗାଲାତୀୟ ବିଶ୍ଵାସୀମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି, ତେଣୁ **ଆମ୍ଭେମାନେ** ଏଠାରେ ଅନ୍ତର୍ଭୂକ୍ତ କରେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ଶବ୍ଦକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବାକୁ ଆବଶ୍ୟକ କରିପାରେ।
4:31 iz3b rc://*/ta/man/translate/figs-metaphor τέκνα 1 ପାଉଲ ଆତ୍ମିକ ବଂଶଧରମାନଙ୍କ ବିଷୟରେ କୁହନ୍ତି ଯେପରି ସେମାନେ **ସନ୍ତାନ** ଅଟନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଆପଣଙ୍କର ସଂସ୍କୃତିରୁ ସମାନ ରୂପକ ବ୍ୟବହାର କରିପାରିବେ । ବିକଳ୍ପ ଭାବରେ, ଆପଣ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ଆପଣ [4:28](../04/28.md) ରେ କିପରି **ସନ୍ତାନ** ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ ଯେଉଁଠାରେ ଏହା “ଆତ୍ମିକ ବଂଶଧର” ଅର୍ଥରେ ମଧ୍ୟ ବ୍ୟବହୃତ ।
4:31 al42 rc://*/ta/man/translate/figs-metaphor παιδίσκης & ἀλλὰ τῆς ἐλευθέρας 1 ପାଉଲ **ଦାସୀ** ବାକ୍ୟାଂଶ ହାଗାରକୁ ସୂଚାଇବା ନିମନ୍ତେ ବ୍ୟବହାର କରିଛନ୍ତି, ଯିଏ ମୋଶାଙ୍କ ବ୍ୟବସ୍ଥା ପ୍ରତୀକ କରନ୍ତି (ଯାହା ଆତ୍ମିକ ଦାସତ୍ୱକୁ ଆଣିଥାଏ), ଏବଂ ସେ ଅବ୍ରହାମଙ୍କୁ ଦେଇଥିବା ଈଶ୍ବରଙ୍କ ପ୍ରତିଜ୍ଞାକୁ ପ୍ରତୀକ କରିବା ପାଇଁ **ସ୍ୱାଧୀନା ସ୍ତ୍ରୀ** ସାରାଙ୍କୁ ବ୍ୟବହାର କରୁଛନ୍ତି । ଯଦି ଆପଣଙ୍କର ପାଠକମାନେ ଏହା ବୁଝିପାରିବେ ନାହିଁ ତେବେ ଆପଣ ଏହାର ଅର୍ଥକୁ ଏକ ଅଣ-ସାଙ୍କେତିକ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୋଶାଙ୍କ ବ୍ୟବସ୍ଥାର, କିନ୍ତୁ ଈଶ୍ବର ଅବ୍ରହାମଙ୍କୁ ଦେଇଥିବା ପ୍ରତିଜ୍ଞାର”
4:31 ily3 rc://*/ta/man/translate/grammar-connect-logic-contrast ἀλλὰ 1 ଏଠାରେ, **କିନ୍ତୁ** ଶବ୍ଦ ଏକ ବିପରୀତ ବିଷୟର ପରିଚୟ ପ୍ରଦାନ କରେ । ଏକ ବିପରୀତ ପରିଚୟ ପାଇଁ ଆପଣଙ୍କ ଭାଷାରେ ଏକ ସ୍ବାଭାବିକ ବାକ୍ୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ (ଏକ ନୂତନ ବାକ୍ୟ ଭାବରେ): "ଏହା ପରିବର୍ତ୍ତେ, ଆମ୍ଭେମାନେ ସନ୍ତାନ"
5:1 dt67 rc://*/ta/man/translate/grammar-connect-logic-goal τῇ ἐλευθερίᾳ 1 **କାରଣ** ଏଠାରେ ଯେଉଁ ଉଦ୍ଦେଶ୍ୟରେ ଖ୍ରୀଷ୍ଟ ବିଶ୍ଵାସୀମାନଙ୍କୁ ମୁକ୍ତ କରିଛନ୍ତି ସେହି ଉଦ୍ଦେଶ୍ୟକୁ ଏହା ସୂଚାଏ । ଏକ ଉଦ୍ଦେଶ୍ୟ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ସ୍ୱାଧୀନ ଉଦ୍ଦେଶ୍ୟରେ”
5:1 hh1k rc://*/ta/man/translate/figs-abstractnouns τῇ ἐλευθερίᾳ & δουλείας 1 ଆପଣ କିପରି [2:4](../02/04.md) ରେ **ସ୍ୱାଧୀନ** ଏବଂ [2:4](../02/04.md) ରେ **ଦାସତ୍ୱକୁ** ଅନୁବାଦ କରିଛନ୍ତି, ଦେଖନ୍ତୁ ।
5:1 wfny rc://*/ta/man/translate/figs-exclusive ἡμᾶς 1 ଯେତେବେଳେ ପାଉଲ **ଆମ୍ଭମାନଙ୍କୁ** ଏଠାରେ କୁହନ୍ତି, ସେ ନିଜ ବିଷୟରେ, ତାଙ୍କର ଭ୍ରମଣକାରୀ ସାଥୀ ଏବଂ ଗାଲାତୀୟ ବିଶ୍ଵାସୀମାନଙ୍କ ବିଷୟରେ କହୁଛନ୍ତି, ତେଣୁ ଏଠାରେ **ଆମ୍ଭେମାନେ** ଅନ୍ତର୍ଭୂକ୍ତ କରେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ବାକ୍ୟାଂଶଗୁଡ଼ିକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବା ଆବଶ୍ୟକ କରିପାରେ ।
5:1 eamw rc://*/ta/man/translate/figs-activepassive μὴ πάλιν & ἐνέχεσθε 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବାକ୍ୟାଂଶ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ବାକ୍ୟାଂଶରେ କିମ୍ବା ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ପୁନର୍ବାର ନିଜକୁ ଅଧୀନ କର ନାହିଁ”
5:1 ovu1 rc://*/ta/man/translate/figs-metaphor μὴ πάλιν ζυγῷ δουλείας ἐνέχεσθε 1 ଏଠାରେ ପାଉଲ ଈଶ୍ବର ଯିହୁଦୀମାନଙ୍କୁ ଦେଇଥିବା ବ୍ୟବସ୍ଥା ପାଳନ କରିବାକୁ କେହି ବାଧ୍ୟ ଅଟେ ଯେପରି ସେହି ବ୍ୟକ୍ତି **ଦାସତ୍ୱ ଜୁଆଳିରେ ଯୋଚା** ଭାବରେ କହନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ କିମ୍ବା ଏକ ଉଦାହରଣ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ବ୍ୟବସ୍ଥା ପାଳନ କରିବାକୁ ବାଧ୍ୟ ହେବାକୁ ପଛକୁ ଫେର ନାହିଁ” କିମ୍ବା “ଦାସତ୍ୱର ଯୁଆଳିରେ ଥିବା ବ୍ୟକ୍ତି ପରି ବ୍ୟବସ୍ଥାର ଅଧୀନ ହୁଅ ନାହିଁ”
5:1 f969 rc://*/ta/man/translate/figs-possession ζυγῷ δουλείας 1 ଏଠାରେ **ଦାସତ୍ୱର** ଏକ **ଯୁଆଳିକୁ** ବର୍ଣ୍ଣନା କରିବା ପାଇଁ ପାଉଲ ସ୍ୱତ୍ୱାଧିକାରୀ ବାକ୍ୟାଂଶ ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏକ ଭିନ୍ନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଏକ ଯୁଆଳି, ଅର୍ଥାତ୍ ଦାସତ୍ୱ ଅଟେ”
5:2 bki6 rc://*/ta/man/translate/figs-metaphor ἴδε 1 ପାଉଲ ଯାହା କହିବାକୁ ଯାଉଛନ୍ତି ତାହା ଉପରେ ଦର୍ଶକଙ୍କ ଧ୍ୟାନକୁ କେନ୍ଦ୍ରିତ କରିବାକୁ **ଦେଖନ୍ତୁ** ଶବ୍ଦ ବ୍ୟବହାର କରନ୍ତି । ଆପଣଙ୍କର ଭାଷାରେ ଏକ ତୁଳନାତ୍ମକ ଅଭିବ୍ୟକ୍ତି ଥାଇପାରେ ଯାହାକୁ ଆପଣ ଏଠାରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ଏହାକୁ ବୁଝ!"
5:2 lrsx rc://*/ta/man/translate/figs-activepassive ἐὰν περιτέμνησθε 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯଦି କେହି ତୁମ୍ଭମାନଙ୍କୁ ସୁନ୍ନତ କରେ” କିମ୍ବା “ଯଦି ତୁମ୍ଭେମାନେ ସୁନ୍ନତ କର”
5:2 vk9o rc://*/ta/man/translate/figs-explicit Χριστὸς ὑμᾶς οὐδὲν ὠφελήσει. 1 ଏହି ବାକ୍ୟାଂଶରେ ପାଉଲଙ୍କ କହନ୍ତି ଯେ ଯଦି ଜଣେ ବ୍ୟକ୍ତି ନିଜର ପରିତ୍ରାଣ ସଂପୂର୍ଣ୍ଣ କରିବା ପାଇଁ ସୁନ୍ନତ ହୁଏ, ତେବେ ଖ୍ରୀଷ୍ଟ ତାହାକୁ ପରିତ୍ରାଣ ଦେବା ପାଇଁ ଯାହା କରିଛନ୍ତି ତାହା ତାହାକୁ ସାହାଯ୍ୟ କରିବ ନାହିଁ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯାହା କରିଛନ୍ତି ତାହା ତୁମ୍ଭମାନଙ୍କ ପ୍ରତି ଆଦୌ ଲାଭଦାୟକ ହେବ ନାହିଁ”
5:3 iqy8 rc://*/ta/man/translate/figs-explicit ὅλον τὸν νόμον ποιῆσαι 1 ପାଉଲ କହନ୍ତି ଯେ ଜଣେ **ସୁନ୍ନତ ହୋଇଥିବା** ବ୍ୟକ୍ତି ଧାର୍ମିକ ହେବା ପାଇଁ **ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ** ପାଳନ କରିବା ଆବଶ୍ୟକ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଧାର୍ମିକ ହେବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ପାଳନ କରିବା”
5:3 cwlk rc://*/ta/man/translate/grammar-collectivenouns ὅλον τὸν νόμον 1

Can't render this file because it is too large.