Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-10-01 04:30:38 +00:00
parent 8b180e204a
commit 0b6d5861f2
1 changed files with 13 additions and 0 deletions

View File

@ -799,3 +799,16 @@ front:intro ku3t οἱ δοκοῦντες 1 ଆପଣ [2:2](../02/02.md). ର
4:26 busv rc://*/ta/man/translate/grammar-connect-logic-contrast δὲ 1 ଏଠାରେ, **କିନ୍ତୁ** ଶବ୍ଦ 4:25 ରେ ଉଲ୍ଲେଖିତ ବର୍ତ୍ତମାନର **ଯିରୂଶାଲମ** ଏବଂ ଏହି ପଦରେ **ଊର୍ଦ୍ଧ୍ୱସ୍ଥ** ଯିରୂଶାଲମ ମଧ୍ୟରେ ଏକ ପାର୍ଥକ୍ୟ ଉପସ୍ଥାପନ କରେ । ଏକ ବିପରୀତକୁ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଅନ୍ୟ ଅର୍ଥରେ,”
4:26 qsz6 rc://*/ta/man/translate/figs-metaphor ἡ & ἄνω Ἰερουσαλὴμ 1 **ଊର୍ଦ୍ଧ୍ୱସ୍ଥ ଯିରୂଶାଲମ** ବାକ୍ୟ ଈଶ୍ବରଙ୍କ ସ୍ୱର୍ଗୀୟ ନଗରକୁ ବୁଝାଏ ଯାହା ଅର୍ଥାତ ଯେଉଁମାନେ ଆପଣା ଆପଣା ପାପରୁ ଉଦ୍ଧାର ହେବାକୁ ଯୀଶୁଙ୍କୁ ବିଶ୍ଵାସ କରନ୍ତି ସେସମସ୍ତଙ୍କୁ ନେଇ ଗଠିତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଆପଣଙ୍କର ସଂସ୍କୃତିରୁ ସମାନ ରୂପକ ବ୍ୟବହାର କରିପାରିବେ । ବିକଳ୍ପ ଭାବରେ, ଆପଣ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସ୍ୱର୍ଗୀୟ ଯିରୂଶାଲମ” କିମ୍ବା “ଈଶ୍ବରଙ୍କ ଯିରୂଶାଲମ” କିମ୍ବା “ଈଶ୍ବରଙ୍କ ଯିରୂଶାଲମ, ଯାହା ଯୀଶୁଙ୍କ ଉପରେ ବିଶ୍ବାସ କରୁଥିବା ଲୋକମାନଙ୍କୁ ନେଇ ନିର୍ମିତ,”
4:26 tdz1 rc://*/ta/man/translate/figs-metonymy ἄνω 1 ପାଉଲ **ଊର୍ଦ୍ଧ୍ୱସ୍ଥ** ଶବ୍ଦ ସହ ସହଭାଗୀ ହୋଇ ସ୍ୱର୍ଗୀୟ ବିଷୟ କ’ଣ ଅଟେ (ଯାହା ସ୍ୱର୍ଗରୁ ଆସେ) ବର୍ଣ୍ଣନା କରନ୍ତି, ଯାହା ତାଙ୍କ ପାଠକମାନେ “ସ୍ୱର୍ଗୀୟ” ବୋଲି ବୁଝିଥିବେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ସରଳ ଭାଷା ବ୍ୟବହାର କରିପାରିବେ ।
4:26 qpxq rc://*/ta/man/translate/figs-explicit ἐλευθέρα 1 ଏଠାରେ, **ମୁକ୍ତ** ଶବ୍ଦ ଆତ୍ମିକ ସ୍ଵାଧୀନତାକୁ ବୁଝାଏ ଯାହାକି ମୋଶାଙ୍କ ବ୍ୟବସ୍ଥାରୁ ମୁକ୍ତି ଏବଂ ପାପର ଶକ୍ତି ଏବଂ ନିନ୍ଦା ଠାରୁ ମୁକ୍ତି ଯାହାକି ଈଶ୍ଵରଙ୍କୁ ମୁକ୍ତ ଭାବରେ ଉପାସନା କରିବାରେ ସକ୍ଷମ କରାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆତ୍ମିକ ମୁକ୍ତ”
4:26 iwg1 rc://*/ta/man/translate/figs-metaphor ἥτις ἐστὶν μήτηρ ἡμῶν 1 ପାଉଲ **ମାତା** ଶବ୍ଦକୁ ସେହି ସ୍ଥାନର ନାଗରିକ ଭାବରେ ଏକ ସ୍ଥାନକୁ ସମ୍ପୃକ୍ତ କରିବା ଏବଂ ନାଗରିକଙ୍କର ଅଧିକାରକୁ ସୂଚାଇବା ପାଇଁ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଆପଣଙ୍କର ସଂସ୍କୃତିରୁ ସମାନ ରୂପକ ବ୍ୟବହାର କରିପାରିବେ । ବିକଳ୍ପ ଭାବରେ, ଆପଣ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଯିରୂଶାଲମ ଅଟେ ଯାହା ଆମ୍ଭେମାନେ ଅଟୁ” କିମ୍ବା “ଯେଉଁ ସ୍ଥାନର ଆମ୍ଭେମାନେ ଅଟୁ”
4:26 c4qu rc://*/ta/man/translate/figs-personification μήτηρ ἡμῶν 1 ପାଉଲ **ଊର୍ଦ୍ଧ୍ୱସ୍ଥ ଯିରୂଶାଲମ** ବିଷୟରେ କହନ୍ତି ଯେପରି ଏହା ଏକ ମାତା ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହି ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।
4:26 ijkp rc://*/ta/man/translate/figs-exclusive ἡμῶν 1 ଯେତେବେଳେ ପାଉଲ **ଆମ୍ଭମାନଙ୍କ** କୁହନ୍ତି, ସେ ଯୀଶୁଙ୍କ ସମସ୍ତ ବିଶ୍ଵାସୀମାନଙ୍କ ବିଷୟରେ କହୁଛନ୍ତି, ଯାହା ନିଜକୁ ଏବଂ ଗାଲାତୀୟ ବିଶ୍ଵାସୀମାନଙ୍କୁ ଅନ୍ତର୍ଭୁକ୍ତ କରେ, ତେଣୁ **ଅମ୍ଭମାନଙ୍କ** ଶବ୍ଦ ଅନ୍ତର୍ଭୂକ୍ତ କରେ । ଆପଣ ଆପଣଙ୍କ ଭାଷାରେ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ ।
4:27 kfc6 rc://*/ta/man/translate/grammar-connect-words-phrases γάρ 1 ଏଠାରେ, ପାଉଲ **କାରଣ** ଶବ୍ଦ ବ୍ୟବହାର କରି ଯାହା ସେ 4:26 ରେ କହିଛନ୍ତି ତାହା ସମର୍ଥନ କରିବାକୁ ଏହି ସାମଗ୍ରୀଗୁଡ଼ିକୁ ଉପସ୍ଥାପନ କରୁଛନ୍ତି । ସୂଚନା ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତି ଯାହା ଏକ ପୂର୍ବ ଦାବିକୁ ସମର୍ଥନ କରେ ।
4:27 jt53 rc://*/ta/man/translate/figs-explicit γέγραπται 1 ଏଠାରେ, **ଏଠାରେ ଲେଖାଅଛି** ବାକ୍ୟକୁ ପାଉଲ ପୁରାତନ ବ୍ୟବସ୍ଥା ଶାସ୍ତ୍ରଗୁଡ଼ିକର ଏକ ଉଦ୍ଧୃତି ବୋଲି ସୂଚାଇବା ପାଇଁ ଏହି ବାକ୍ୟାଂଶକୁ ବ୍ୟବହାର କରନ୍ତି । ପାଉଲ ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ଏହା ବୁଝି ପାରିବେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏକ ତୁଳନାତ୍ମକ ବାକ୍ୟାଂଶ ବ୍ୟବହାର କରିପାରିବେ ଯାହା ସୂଚାଏ ଯେ ପାଉଲ ଏକ ଗୁରୁତ୍ୱପୂର୍ଣ୍ଣ ପାଠକୁ ସୂଚାଉଛନ୍ତି । ବିକଳ୍ପ ଅନୁବାଦ: “ଏହା ଶାସ୍ତ୍ରରେ ଲେଖାଅଛି”
4:27 ummm rc://*/ta/man/translate/figs-activepassive γέγραπται 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ଯଦି ଆପଣ ନିଶ୍ଚିତ ଭାବରେ ଜଣାଇବେ ଯେ ଏହି କାର୍ଯ୍ୟ କିଏ କରେ, ପାଉଲ ସୂଚିତ କରିଛନ୍ତି ଯେ ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ଏହା କରିଛନ୍ତି। ବିକଳ୍ପ ଅନୁବାଦ: “ଯିଶାଇୟ ଲେଖିଛନ୍ତି”
4:27 iqvm rc://*/ta/man/translate/figs-parallelism εὐφράνθητι, στεῖρα, ἡ οὐ τίκτουσα, ῥῆξον καὶ βόησον, ἡ οὐκ ὠδίνουσα 1 ଏହି ଦୁଇଟି ବାକ୍ୟାଂଶ ସମାନ ଅର୍ଥକୁ ପ୍ରକାଶ କରେ । ଯିଶାଇୟ ଏକ ସାଧାରଣ ଏବ୍ରୀ ଛନ୍ଦୋମୟ ବାକ୍ୟାଂଶ ବ୍ୟବହାର କରନ୍ତି ଏବଂ ସମାନ କଥା ଦୁଇଥର କୁହନ୍ତି, ସାମାନ୍ୟ ଭିନ୍ନ ଉପାୟରେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ବାକ୍ୟାଂଶଗୁଡ଼ିକୁ ଗୋଟିଏ ବାକ୍ୟାଂଶରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଆନନ୍ଦ କର, ତୁମ୍ଭେମାନେ ବନ୍ଧ୍ୟା” କିମ୍ବା “ଆନନ୍ଦ କର, ତୁମ୍ଭେମାନେ ଯିଏ ସନ୍ତାନ ଜନ୍ମ କରିବାରେ ଅସମର୍ଥ ଅଟ”
4:27 r8jm rc://*/ta/man/translate/figs-explicit στεῖρα & ἡ οὐκ ὠδίνουσα 1 ଯଦି ଆପଣଙ୍କର ଭାଷାରେ ଏହି ଆଜ୍ଞା କାହାକୁ ସୂଚାଏ ପ୍ରକାଶ କରିବା ଆବଶ୍ୟକ ହୁଏ, ଏହା ସୂଚାଏ ଯେ ଏହି ଆଜ୍ଞା ଏକ ମହିଳାଙ୍କୁ ସମ୍ବୋଧିତ କରେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ବନ୍ଧ୍ୟା ନାରୀ… ତୁମ୍ଭେମାନେ ଯିଏ ପ୍ରସବ ଯନ୍ତ୍ରଣା ଜାଣି ନାହଁ”
4:27 y6x4 rc://*/ta/man/translate/figs-metaphor εὐφράνθητι, στεῖρα, ἡ οὐ τίκτουσα, ῥῆξον καὶ βόησον, ἡ οὐκ ὠδίνουσα, ὅτι πολλὰ τὰ τέκνα τῆς ἐρήμου μᾶλλον, ἢ τῆς ἐχούσης τὸν ἄνδρα 1 ପାଉଲ ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କ କଥା କହୁଛନ୍ତି, ଯିଏ ଯିରୁଶାଲମ ସହର ବିଷୟରେ କହୁଛନ୍ତି ଯେପରି ସେ ଏକ **ବନ୍ଧ୍ୟା ସ୍ତ୍ରୀ** ଅଟେ ଯିଏ **ପ୍ରସବ କରିବାରେ** ଅସମର୍ଥ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଆପଣଙ୍କର ସଂସ୍କୃତିରୁ ଏକ ସମାନ ରୂପକ ବ୍ୟବହାର କରିପାରିବେ । ବିକଳ୍ପ ଭାବରେ, ଆପଣ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।
4:27 scqa rc://*/ta/man/translate/grammar-connect-logic-result ὅτι 1 ଏଠାରେ **କାରଣ** ଶବ୍ଦଟି **ଆନନ୍ଦ କରିବାର** କାରଣ ଉପସ୍ଥାପନ କରେ । କୌଣସି ଏକ ବିଷୟକୁ କରିବାର କାରଣ ଉପସ୍ଥାପନ କରିବା ପାଇଁ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ ।
4:27 bu3l rc://*/ta/man/translate/figs-ellipsis ἢ 1 ପାଉଲ କିଛି ଶବ୍ଦ ଛାଡିଛନ୍ତି ଯାହା ଏକ ବାକ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଅନେକ ଭାଷାରେ ଏକ ବାକ୍ୟ ଆବଶ୍ୟକ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ସନ୍ତାନମାନଙ୍କ ଅପେକ୍ଷା”
4:27 xi97 rc://*/ta/man/translate/figs-metaphor πολλὰ τὰ τέκνα τῆς ἐρήμου μᾶλλον, ἢ τῆς ἐχούσης τὸν ἄνδρα 1

Can't render this file because it is too large.