Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-28 13:18:28 +00:00
parent d3e208ece0
commit 979e54a5e4
1 changed files with 11 additions and 1 deletions

View File

@ -548,4 +548,14 @@ JAS 3 7 j209 τῇ φύσει τῇ ἀνθρωπίνῃ 1 by the human kind
JAS 3 8 j210 figs-gendernotations οὐδεὶς…ἀνθρώπων 1 none of men ଯାକୁବ ମନୁଷ୍ୟ ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି ଯେଉଁଥିରେ ସମସ୍ତ ଲୋକ ଅନ୍ତର୍ଭୁକ୍ତ । ବିକଳ୍ପ ଅନୁବାଦ: “କୌଣସି ମନୁଷ୍ୟ ନୁହେଁ” (: [[rc://en/ta/man/translate/figs-gendernotations]]ଦେଖନ୍ତୁ)
JAS 3 8 j211 figs-metonymy τὴν…γλῶσσαν 1 the tongue ଲୋକମାନେ ଯାହା କହନ୍ତି ତାହା ଦର୍ଶାଇବାକୁ ଜିହ୍ୱାକୁ ମିଳିତ ଭାବରେ ଲୋକମାନେ ଯାହା କହନ୍ତି ତାହା ପ୍ରତିନିଧିତ୍ଵ କରିବା ପାଇଁ ଯାକୁବ ସାଙ୍କେତିକ ଭାବରେ ଜିହ୍ୱା ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ସେ ଯାହା କହେ”(: [[rc://en/ta/man/translate/figs-metonymy]]ଦେଖନ୍ତୁ)
JAS 3 8 j212 figs-nominaladj ἀκατάστατον κακόν 1 an unsettled evil ଯାକୁବ ବିଶେଷଣ ଭାବରେ ମନ୍ଦ ବିଶେଷଣକୁ ବ୍ୟବହାର କରନ୍ତି । ଆପଣଙ୍କ ଭାଷା ବିଶେଷଣକୁ ସେହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହି ଶବ୍ଦକୁ ଏକ ସମାନ ବାକ୍ୟାଂଶ ସହିତ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏକ ଅସ୍ଥିର ମନ୍ଦ ବିଷୟ’” (: [[rc://en/ta/man/translate/figs-nominaladj]]ଦେଖନ୍ତୁ)
JAS 3 8 j213 figs-personification ἀκατάστατον κακόν 1 an unsettled evil ଏହି ପ୍ରସଙ୍ଗରେ, ଅସ୍ଥିର ଶବ୍ଦର ଅର୍ଥ “ଅଶାନ୍ତ” ଅଟେ। ଯାକୁବ ଜିହ୍ୱାକୁ ସାଙ୍କେତିକ ଭାବରେ କହନ୍ତି ଯେପରି ଏହା ଏକ ଜୀବନ୍ତ ବିଷୟ ଯାହା କେବେବି ବିଶ୍ରାମ କରିପାରେ ନାହିଁ କାରଣ ଏହା ସର୍ବଦା ଖରାପ କଥା କହିବା ଆବଶ୍ୟକ କରେ । ଏଠାରେ ଆପଣ ଏକ ନୂତନ ବାକ୍ୟ ଆରମ୍ଭ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ କ୍ରମାଗତ ଭାବରେ ମନ୍ଦ ବିଷୟ କହୁ” (: [[rc://en/ta/man/translate/figs-personification]]ଦେଖନ୍ତୁ)
JAS 3 8 j213 figs-personification ἀκατάστατον κακόν 1 an unsettled evil ଏହି ପ୍ରସଙ୍ଗରେ, ଅସ୍ଥିର ଶବ୍ଦର ଅର୍ଥ “ଅଶାନ୍ତ” ଅଟେ। ଯାକୁବ ଜିହ୍ୱାକୁ ସାଙ୍କେତିକ ଭାବରେ କହନ୍ତି ଯେପରି ଏହା ଏକ ଜୀବନ୍ତ ବିଷୟ ଯାହା କେବେବି ବିଶ୍ରାମ କରିପାରେ ନାହିଁ କାରଣ ଏହା ସର୍ବଦା ଖରାପ କଥା କହିବା ଆବଶ୍ୟକ କରେ । ଏଠାରେ ଆପଣ ଏକ ନୂତନ ବାକ୍ୟ ଆରମ୍ଭ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ କ୍ରମାଗତ ଭାବରେ ମନ୍ଦ ବିଷୟ କହୁ” (: [[rc://en/ta/man/translate/figs-personification]]ଦେଖନ୍ତୁ)
JAS 3 9 j214 figs-metonymy ἐν αὐτῇ εὐλογοῦμεν…καὶ ἐν αὐτῇ καταρώμεθα 1 With it we bless … and with it we curse ମିଳିତ ଭାବରେ ଲୋକମାନେ ଯାହା କହନ୍ତି ତାହା ପ୍ରତିନିଧିତ୍ଵ କରିବା ପାଇଁ ଯାକୁବ ସାଙ୍କେତିକ ଭାବରେ ଜିହ୍ୱାକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଆଶୀର୍ବାଦ ଦେବା ପାଇଁ ଆମ୍ଭେମାନେ ଜିହ୍ୱାକୁ ବାକ୍ୟରେ ବ୍ୟବହାର କରୁ… ଏବଂ ଅଭିଶାପ ଦେବା ପାଇଁ ଜିହ୍ୱାକୁ ବ୍ୟବହାର କରୁ” କିମ୍ବା “ଆମ୍ଭେମାନେ ଯାହା ଦ୍ଵାରା କହିଥାଉ, ଆଶୀର୍ବାଦ କରୁ… ଏବଂ ଯାହା ଦ୍ଵାରା କହିଥାଉ, ଆମ୍ଭେମାନେ ଅଭିଶାପ ଦେଇଥାଉ” (: [[rc://en/ta/man/translate/figs-metonymy]]ଦେଖନ୍ତୁ)
JAS 3 9 j215 figs-hendiadys τὸν Κύριον καὶ Πατέρα 1 the Lord and Father ଯାକୁବ ଦୁଇ ପ୍ରକାରର ଲୋକମାନଙ୍କ ବିଷୟରେ କହୁନାହାଁନ୍ତି । ଏବଂ ଶବ୍ଦ ସହିତ ସଂଯୁକ୍ତ ଦୁଇଟି ବିଶେଷ୍ୟ ବ୍ୟବହାର କରି ସେ ଗୋଟିଏ ଧାରଣା ପ୍ରକାଶ କରନ୍ତି । ପିତା ବିଶେଷ୍ୟ ପ୍ରଭୁଙ୍କୁ ଅଧିକ ପରିଚିତ କରେ । ବିକଳ୍ପ ଅନୁବାଦ: “ପ୍ରଭୁ ଆମ୍ଭମାନଙ୍କର ପିତା” (: [[rc://en/ta/man/translate/figs-hendiadys]]ଦେଖନ୍ତୁ)
JAS 3 9 j216 guidelines-sonofgodprinciples Πατέρα 1 Father ଈଶ୍ଵରଙ୍କ ପାଇଁ ପିତା ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ । (: [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
JAS 3 9 j217 figs-gendernotations τοὺς ἀνθρώπους 1 men ଯାକୁବ ମନୁଷ୍ୟ ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି ଯେଉଁଥିରେ ସମସ୍ତ ଲୋକ ଅନ୍ତର୍ଭୁକ୍ତ । ବିକଳ୍ପ ଅନୁବାଦ: “ଲୋକ” (: [[rc://en/ta/man/translate/figs-gendernotations]]<br><br>ଦେଖନ୍ତୁ)
JAS 3 10 j218 figs-metonymy ἐκ τοῦ αὐτοῦ στόματος ἐξέρχεται εὐλογία καὶ κατάρα 1 Out of the same mouth come blessing and cursing ଲୋକମାନେ ଯାହା କହନ୍ତି ତାହା ପ୍ରତିନିଧିତ୍ଵ କରିବା ପାଇଁ, ମୁଖର କଥାକୁ ବ୍ୟବହାର କରିବା ସହିତ ମିଳିତ ଭାବରେ ଯାକୁବ ସାଙ୍କେତିକ ଭାବରେ ମୁଖ ଶବ୍ଦ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ସମାନ ବ୍ୟକ୍ତି ଆଶୀର୍ବାଦ ଏବଂ ଅଭିଶାପ ଦିଏ ” (: [[rc://en/ta/man/translate/figs-metonymy]]ଦେଖନ୍ତୁ)
JAS 3 10 j219 εὐλογία 1 blessing 3: 9 ରେ ଆପଣ “ଆଶୀର୍ବାଦ” ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଆପଣ ଏଠାରେ ସମାନ ଅନୁବାଦ ବ୍ୟବହାର କରିବାକୁ ଇଚ୍ଛା କରିପାରନ୍ତି । ବିକଳ୍ପ ଅନୁବାଦ: “ଉତ୍ତମ ବିଷୟଗୁଡ଼ିକ”
JAS 3 11 j220 figs-doublenegatives μήτι ἡ πηγὴ ἐκ τῆς αὐτῆς ὀπῆς βρύει τὸ γλυκὺ καὶ τὸ πικρόν 1 A spring does not gush the sweet and the bitter from the same opening, does it ଗ୍ରୀକ୍ ଭାଷାରେ ଏହି ବାକ୍ୟର ପ୍ରଥମ ଶବ୍ଦ ଏକ ନକାରାତ୍ମକ ଶବ୍ଦ ଅଟେ ଯାହା ଏକ ବିବୃତ୍ତିକୁ ଏକ ପ୍ରଶ୍ନରେ ପରିଣତ କରିବାରେ ବ୍ୟବହୃତ ହୋଇପାରେ ଯାହା ଏକ ନକାରାତ୍ମକ ଉତ୍ତର ପ୍ରଦାନ କରେ । “ଏହା କରେ କି?” ଯୋଗ କରି ULT ଏହାକୁ ଦର୍ଶାଏ । ଆପଣଙ୍କ ଭାଷାରେ ଏକ ପ୍ରଶ୍ନ ପଚାରିବାର ଅନ୍ୟ ଉପାୟ ଥାଇପାରେ ଯାହା ଏକ ନକାରାତ୍ମକ ଉତ୍ତର ଆଶା କରେ, ଉଦାହର ଣ ସ୍ୱରୂପ, ଏକ ସକାରାତ୍ମକ ବକ୍ତବ୍ୟର ଶବ୍ଦ କ୍ରମ ପରିବର୍ତ୍ତନ କରି । ବିକଳ୍ପ ଅନୁବାଦ: “ଏକ ନିର୍ଝର ମିଠା ଏବଂ ତିକ୍ତ ଜଳକୁ ପ୍ରବାହିତ କରେ କି?” (: [[rc://en/ta/man/translate/figs-doublenegatives]]ଦେଖନ୍ତୁ)
JAS 3 11 j221 ἡ πηγὴ 1 A spring ଏହି ପ୍ରସଙ୍ଗରେ, ନିର୍ଝର ଶବ୍ଦ ଜଳର ଏକ ଝରଣାକୁ ଅର୍ଥାତ୍ ଭୂମିରୁ ଆସୁଥିବା ଜଳର ଉତ୍ସକୁ ବୁଝାଏ । ବିକଳ୍ପ ଅନୁବାଦ: “ଜଳର ଝରଣା”
JAS 3 11 j222 figs-nominaladj τὸ γλυκὺ καὶ τὸ πικρόν 1 the sweet and the bitter ଯାକୁବ ଜଳର ପ୍ରକାରକୁ ସୂଚାଇବା ପାଇଁ ମିଠା ଏବଂ ତିକ୍ତ ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରନ୍ତି । ଆପଣଙ୍କ ଭାଷା ବିଶେଷଣକୁ ସେହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ସମାନ ଅଭିବ୍ୟକ୍ତି ସହିତ ଏଗୁଡ଼ିକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମିଠା ଏବଂ ତିକ୍ତ ଜଳ” (: [[rc://en/ta/man/translate/figs-nominaladj]]ଦେଖନ୍ତୁ)
JAS 3 12 j223 figs-doublenegatives μὴ δύναται, ἀδελφοί μου, συκῆ ἐλαίας ποιῆσαι 1 A fig tree is not able to make olives, is it ଗ୍ରୀକ୍ ଭାଷାରେ ଏହି ବାକ୍ୟର ପ୍ରଥମ ଶବ୍ଦ ଏକ ନକାରାତ୍ମକ ଶବ୍ଦ ଅଟେ ଯାହା ଏକ ବିବୃତ୍ତିକୁ ଏକ ପ୍ରଶ୍ନରେ ପରିଣତ କରିବାରେ ବ୍ୟବହୃତ ହୋଇପାରେ ଯାହା ଏକ ନକାରାତ୍ମକ ଉତ୍ତର ଆଶା କରେ । “ଏହା କି?” ଯୋଗ କରି ULT ଏହାକୁ ଦର୍ଶାଏ । ଆପଣଙ୍କ ଭାଷାରେ ଏକ ପ୍ରଶ୍ନ ପଚାରିବାର ଅନ୍ୟ ଉପାୟ ଥାଇପାରେ ଯାହା ଏକ ନକାରାତ୍ମକ ଉତ୍ତର ଆଶା କରେ, ଉଦାହରଣ ସ୍ୱରୂପ, ଏକ ସକାରାତ୍ମକ ବକ୍ତବ୍ୟର ଶବ୍ଦ କ୍ରମ ପରିବର୍ତ୍ତନ କରି । ବିକଳ୍ପ ଅନୁବାଦ: “ଏକ ଡିମ୍ବିରି ଗଛ ଜୀତଫଳ ଉତ୍ପନ୍ନ କରିବାରେ ସକ୍ଷମ”
Can't render this file because it contains an unexpected character in line 2 and column 3842.