Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-16 02:01:30 +00:00
parent 5a7a791267
commit 944141fe2f
1 changed files with 10 additions and 10 deletions

View File

@ -39,16 +39,16 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 1 9 dl5l figs-gendernotations δικαίῳ 1 a righteous man ପାଉଲ ଏହି ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରନ୍ତି, ଯାହାକୁ ସେ ବର୍ଣ୍ଣନା କରିଛନ୍ତି I ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ଏକ ବିଶେଷ୍ୟ ବାକ୍ୟାଂଶକୁ ବ୍ୟବହାର କରି ଅନୁବାଦ କରିପାରିବେ I ବିକଳ୍ପ ଅନୁବାଦ: "ଧାର୍ମିକଲୋକମାନଙ୍କ ପାଇଁ" [[rc://en/ta/man/translate/figs-gendernotations]])ଦେଖନ୍ତୁ)
1TI 1 9 ci94 figs-activepassive κεῖται 1 It is made
1TI 1 10 y5dx πόρνοις 1 sexually immoral people ପାଉଲ ଏହି ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରି ଏକ ଶ୍ରେଣୀର ଲୋକମାନଙ୍କୁ ସୂଚାନ୍ତି I ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ଏକ ବିଶେଷ୍ୟ ବାକ୍ୟାଂଶରେ ଅନୁବାଦ କରିପାରିବେ I ବିକଳ୍ପ ଅନୁବାଦ: "ଯେଉଁମାନେ ବିବାହ ନକରି ଯୈନ ସମ୍ପର୍କ ରଖନ୍ତି" [[rc://en/ta/man/translate/figs-nominaladj]])ଦେଖନ୍ତୁ)
1TI 1 10 v1gh ἀρσενοκοίταις 1 homosexuals ଯେଉଁ ପୁରୁଷମାନେ ଅନ୍ୟ ପୁରୁଷମାନଙ୍କ ସହିତ ଶୟନ କରନ୍ତି
1TI 1 10 bzw4 ἀνδραποδισταῖς 1 those who kidnap people for slaves ଯେଉଁମାନେ ଲୋକମାନଙ୍କୁ ଅପହରଣ କରି ଦାସଭାବରେ ବିକ୍ରୀ କରନ୍ତି କିମ୍ବା “ଯେଉଁମାନେ ଲୋକମାନଙ୍କୁ ନେଇ ଦାସଭାବରେ ବିକ୍ରୀ କରନ୍ତି”
1TI 1 10 gg42 εἴ τι ἕτερον τῇ ὑγιαινούσῃ διδασκαλίᾳ ἀντίκειται 1 for whatever else is against faithful instruction ଯେଉଁମାନେ ପ୍ରକୃତ ଖ୍ରୀଷ୍ଟିୟ ଶିକ୍ଷାର ବିରୁଦ୍ଧରେ ଅନ୍ୟ ସବୁ କିଛି କରନ୍ତି
1TI 1 11 mg4t τὸ εὐαγγέλιον τῆς δόξης τοῦ μακαρίου Θεοῦ 1 the glorious gospel of the blessed God ପରମଧନ୍ୟ ଈଶ୍ବରଙ୍କ ଗୌରବ ବିଷୟକ ସୁସମାଚାର କିମ୍ବା “ଗୌରବମୟ ଓ ପରମଧନ୍ୟ ଈଶ୍ବରଙ୍କ ସୁସମାଚାର”
1TI 1 11 a58d figs-activepassive ὃ ἐπιστεύθην ἐγώ 1 with which I have been entrusted ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଈଶ୍ବର ମୋତେ ଦେଇଛନ୍ତି ଓ ମୋତେ ଦାୟୀ କରିଛନ୍ତି” (ଦେଖ: [[rc://en/ta/man/translate/figs-activepassive]])
1TI 1 12 pha5 0 Connecting Statement: ପାଉଲ କହୁଛନ୍ତି ଯେ ସେ କିପରି ଅତୀତରେ କର୍ମ କରିଛନ୍ତି ଓ ତୀମଥିଙ୍କୁ ଈଶ୍ବରଙ୍କଠାରେ ଭରସା କରିବାକୁ ଉତ୍ସାହ ଦେଉଛନ୍ତି I
1TI 1 12 uu6n πιστόν με ἡγήσατο 1 he considered me faithful ସେ ମୋତେ ବିଶ୍ବସ୍ତ ଜ୍ଞାନ କଲେ କିମ୍ବା “ସେ ମୋତେ ଭରସାଯୋଗ୍ୟ ମଣିଲେ”
1TI 1 12 ff1n figs-metaphor θέμενος εἰς διακονίαν 1 he placed me into service ଈଶ୍ବରଙ୍କ ସେବା କରିବାର କାର୍ଯ୍ୟ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ସ୍ଥାନ, ଯେଉଁଠି ଜଣକୁ ଅବସ୍ଥାପିତ କରାଯାଇପାରିବ I ବିକଳ୍ପ ଅନୁବାଦ: “ତାହାଙ୍କର ସେବା କରିବା ନିମନ୍ତେ ସେ ମୋତେ ଦାୟିତ୍ବ ଦେଲେ” କିମ୍ବା “ଜଣେ ସେବକ ଭାବରେ ସେ ମୋତେ ନିଯୁକ୍ତ କଲେ” (ଦେଖ: [[rc://en/ta/man/translate/figs-metaphor]])
1TI 1 13 q75p ὄντα βλάσφημον 1 I was a blasphemer "ମୁଁ ଖ୍ରୀଷ୍ଟଙ୍କ ବିରୁଦ୍ଧରେ କଥା କହିଥିବା ଜଣେ ବ୍ୟକ୍ତି I ସେ ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ତାଙ୍କର ଚରିତ୍ର ବିଷୟରେ ପାଉଲ ଉଲ୍ଲେଖ କରୁଛନ୍ତି I
1TI 1 13 gbd4 διώκτην 1 a persecutor ଜଣେ ବ୍ୟକ୍ତି ଯେ କି ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କୁ ତାଡନା କରୁଥିଲା"
1TI 1 10 v1gh ἀρσενοκοίταις 1 homosexuals ତାଲିକାରେ ଏହା ଚତୁର୍ଥ ଯୌଗିକ ଶବ୍ଦ ଅଟେ I "ମିଥ୍ୟା" ଶବ୍ଦର ସାଙ୍କେତିକ ଅର୍ଥ ଯୈନ ସମ୍ପର୍କ ରଖିବା ଅଟେ I ବିକଳ୍ପ ଅନୁବାଦ: "ଯେଉଁ ପୁରୁଷମାନେ ଅନ୍ୟ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି"  [[rc://en/ta/man/translate/figs-idiom]])ଦେଖନ୍ତୁ)
1TI 1 10 bzw4 ἀνδραποδισταῖς 1 those who kidnap people for slaves ଏହା ତାଲିକାର ପଞ୍ଚମ ଏବଂ ଶେଷ ଯୌଗିକ ଶବ୍ଦ ଅଟେ I ପାଉଲ ଏଠାରେ **ପୁରୁଷ** ଶବ୍ଦକୁ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି I ବିକଳ୍ପ ଅନୁବାଦ: "ଯେଉଁମାନେ ଅନ୍ୟ ଲୋକଙ୍କୁ ଅପହରଣ କରି ଦାସ ଭାବରେ ବିକ୍ରୟ କରନ୍ତି" [[rc://en/ta/man/translate/figs-gendernotations]])ଦେଖନ୍ତୁ)
1TI 1 10 gg42 εἴ τι ἕτερον τῇ ὑγιαινούσῃ διδασκαλίᾳ ἀντίκειται 1 for whatever else is against faithful instruction ଏଠାରେ ପାଉଲ କେତେକ ଶବ୍ଦ ଛାଡି ଦିଅନ୍ତି ଯାହା ଅନେକ ଭାଷାରେ ଏକ ବାକ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ଅଟେ I ତାହାଙ୍କ କହିବାର ଅର୍ଥ ଏହା ଯଦି କୌଣସି ବିଷୟ ଉତ୍ତମ ଶିକ୍ଷାର ବିପରୀତ ଅଟେ ତେବେ ଯେଉଁମାନେ ଏହା କରନ୍ତି ସେମାନଙ୍କ ପାଇଁ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଅଛି। ବିକଳ୍ପ ଅନୁବାଦ: "ଏବଂ ଯେଉଁମାନେ କୌଣସି ବିଷୟ କରନ୍ତି ଯାହା ଉତ୍ତମ ଶିକ୍ଷାର ବିରୁଦ୍ଧରେ ଅଟେ"
1TI 1 11 mg4t τὸ εὐαγγέλιον τῆς δόξης τοῦ μακαρίου Θεοῦ 1 the glorious gospel of the blessed God
1TI 1 11 a58d figs-activepassive ὃ ἐπιστεύθην ἐγώ 1 with which I have been entrusted ଏହାର ଅର୍ଥ ଦୁଇଟି ବିଷୟ ମଧ୍ୟରୁ ଗୋଟିଏ ହୋଇପାରେ I ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଗୌରବର ସୁସମାଚାର" କିମ୍ବା "ଈଶ୍ଵରଙ୍କ ଗୌବରର ସୁସମାଚାର" I ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ଭାବରେ ଅନୁବାଦ କରିପାରିବେ ଏବଂ କିଏ ପଦକ୍ଷେପ ନିଏ ଆପଣ ଉଲ୍ଲେଖ କରିପାରିବେ I ବିକଳ୍ପ ଅନୁବାଦ: "ଯେଉଁଥିପାଇଁ ଈଶ୍ଵର ମୋତେ ଦାୟୀତ୍ଵ ଦେଇଛନ୍ତି" [[rc://en/ta/man/translate/figs-activepassive]])
1TI 1 12 pha5 0 Connecting Statement:
1TI 1 12 uu6n πιστόν με ἡγήσατο 1 he considered me faithful ବିକଳ୍ପ ଅନୁବାଦ: "ସେ ବିଶ୍ଵାସ କଲେ ଯେ ସେ ମୋ ଉପରେ ଭରସା କରିପାରିବେ"
1TI 1 12 ff1n figs-metaphor θέμενος εἰς διακονίαν 1 he placed me into service ପାଉଲ ଈଶ୍ଵରଙ୍କ ସେବାକାର୍ଯ୍ୟ ବିଷୟରେ କହନ୍ତି ଯେପରି ଏହା ଏକ ସ୍ଥାନ ଯେଉଁଠାରେ କୌଣସି ବ୍ୟକ୍ତିକୁ ରଖାଯାଇପାରିବ I ବିକଳ୍ପ ଅନୁବାଦ: "ସେ ମୋତେ ତାଙ୍କର ସେବା କରିବାକୁ ନିଯୁକ୍ତ କଲେ" କିମ୍ବା "ସେ ମୋତେ ତାଙ୍କର ସେବକ ଭାବରେ ନିଯୁକ୍ତ କଲେ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 1 13 q75p ὄντα βλάσφημον 1 I was a blasphemer ଯୀଶୁଙ୍କଠାରେ ବିଶ୍ୱାସ କରିବା ପୂର୍ବରୁ ପାଉଲ ତାଙ୍କ ଚରିତ୍ର ବିଷୟରେ ଉଲ୍ଲେଖ କରନ୍ତି I ସେ ବୋଧହୁଏ ଏ ବିଷୟରେ କହୁଛନ୍ତି ଯେ ସେ କିପରି କହୁଥିଲେ ଯେ ଯୀଶୁ ଖ୍ରୀଷ୍ଟ ନୁହନ୍ତି ଏବଂ ଲୋକମାନେ ତାଙ୍କୁ ବିଶ୍ୱାସ କରିବା ଉଚିତ୍ ନୁହେଁ I ବିକଳ୍ପ ଅନୁବାଦ: "ମୁଁ ଜଣେ ଏପରି ବ୍ୟକ୍ତି ଥିଲି ଯିଏ ଯୀଶୁଙ୍କ ବିଷୟରେ ଭୁଲ ବିଷୟ କହୁଥିଲେ" [[rc://en/ta/man/translate/figs-explicit]])ଦେଖନ୍ତୁ)
1TI 1 13 gbd4 διώκτην 1 a persecutor ଯୀଶୁଙ୍କଠାରେ ବିଶ୍ୱାସ କରିବା ପୂର୍ବରୁ ପାଉଲ ତାଙ୍କ ଚରିତ୍ର ବିଷୟରେ ଉଲ୍ଲେଖ କରନ୍ତି I ବିକଳ୍ପ ଅନୁବାଦ: "ଯିଏ ଯୀଶୁଙ୍କୁ ବିଶ୍ଵାସ କରୁଥିବା ଲୋକଙ୍କୁ ନିର୍ଯାତନା ଦେଉଥିଲେ"  [[rc://en/ta/man/translate/figs-explicit]])ଦେଖନ୍ତୁ)
1TI 1 13 k85c ὑβριστήν 1 violent man "ଅନ୍ୟ ଲୋକମାନଙ୍କ ପ୍ରତି ନିଷ୍ଠୁର ଥିବା ଜଣେ ବ୍ୟକ୍ତି I ଏହା ଏପରି ଜଣେ ବ୍ୟକ୍ତି ଯେ କି ଅନ୍ୟମାନଙ୍କୁ କଷ୍ଟ ଦେବା ନିମନ୍ତେ ତା’ର ଅଧିକାର ଅଛି ବୋଲି ବିଶ୍ବାସ କରେ I
1TI 1 13 rq2m ὅτι ἀγνοῶν, ἐποίησα ἐν ἀπιστίᾳ 1 But I received mercy because I acted ignorantly in unbelief କିନ୍ତୁ ଯେହେତୁ ମୁଁ ଯୀଶୁଙ୍କଠାରେ ବିଶ୍ବାସ କରୁ ନ ଥିଲି, ଆଉ ମୁଁ କଅଣ କରୁଥିଲି, ତାହା ଜାଣି ନ ଥିଲି, ସେଥିପାଇଁ ମୁଁ ଯୀଶୁଙ୍କଠାରୁ ଦୟା ପ୍ରାପ୍ତ ହେଲି"
1TI 1 13 nv6k ἠλεήθην 1 I received mercy ଯୀଶୁ ମୋ ପ୍ରତି ଦୟା ଦେଖାଇଲେ କିମ୍ବା “ଯୀଶୁ ମୋ ପ୍ରତି ଦୟା କଲେ”

Can't render this file because it contains an unexpected character in line 2 and column 7882.