Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-16 01:56:29 +00:00
parent a7c916bd40
commit 5a7a791267
1 changed files with 11 additions and 11 deletions

View File

@ -28,17 +28,17 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 1 5 ar8t συνειδήσεως ἀγαθῆς 1 good conscience ଆପଣଙ୍କ ଅନୁବାଦରୁ ଏହା ସ୍ପଷ୍ଟ ହେବା ଉଚିତ ଯେ ପ୍ରେମ ହିଁ ଏହି ଆଦେଶର ଏକ ଲକ୍ଷ୍ୟ ଏବଂ ତା’ପରେ ତିନୋଟି ବିଷୟ ଅଛି ଯାହା ଏହି ପ୍ରେମକୁ ପ୍ରେରଣ କରିଥାଏ I "ଶୁଦ୍ଧ ହୃଦୟ" ପରେ ଏହା ଦ୍ୱିତୀୟ ବିଷୟ ଅଟେ I ବିକଳ୍ପ ଅନୁବାଦ: "ଏବଂ ବିବେକ ହିଁ ଏକ ବ୍ୟକ୍ତିଙ୍କୁ ମନ୍ଦ ପରିବର୍ତ୍ତେ ଉତ୍ତମ ବିଷୟ ବାଛିବାକୁ ସାହାଯ୍ୟ କରିଥାଏ"
1TI 1 5 m53g πίστεως ἀνυποκρίτου 1 sincere faith ଏହା ତୃତୀୟ ବିଷୟ ଅଟେ  ଯାହା ପ୍ରେମକୁ ପ୍ରେରଣ କରିଥାଏ, ଯାହା ଆଦେଶର  ଏକ ଲକ୍ଷ୍ୟ ଅଟେ I ଏହା ଆଦେଶର ତୃତୀୟ ଲକ୍ଷ୍ୟ ନୁହେଁ I ବିକଳ୍ପ ଅନୁବାଦ: "ଏବଂ ପ୍ରକୃତ ବିଶ୍ଵାସରୁ" ବା "ଏବଂ ଅକପଟୀ ବିଶ୍ଵାସରୁ" I
1TI 1 6 j4z3 figs-metaphor τινες ἀστοχήσαντες 1 Some people have missed the mark ପାଉଲ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସକୁ ସାଙ୍କେତିକ ଭାବରେ କହନ୍ତି ଯେପରି ଏହା ଏକ ଲକ୍ଷ୍ୟ ଯାହାକୁ ଲୋକମାନେ ଲକ୍ଷ୍ୟ କରିବା ଉଚିତ I ପାଉଲଙ୍କର ଅର୍ଥ ଏହା ଯେ କେତେକ ଲୋକ ସେମାନଙ୍କର ବିଶ୍ଵାସର ଉଦ୍ଦେଶ୍ୟ ପୂରଣ କରୁନାହାଁନ୍ତି, ଯାହାକି ପ୍ରେମ କରିବା, ଯେହା ସେ ବ୍ୟାଖ୍ୟା କରିଛନ୍ତି I ବିକଳ୍ପ ଅନୁବାଦ: "କେତେକ ଲୋକ ଯୀଶୁଙ୍କଠାରେ ବିଶ୍ଵାସର ଉଦ୍ଦେଶ୍ୟ ପୂରଣ କରୁନାହାଁନ୍ତି"[[rc://en/ta/man/translate/figs-metaphor]])
1TI 1 6 se38 figs-idiom ὧν ... ἐξετράπησαν 1 have turned away from these things ଏଠାରେ “ପଥଭ୍ରଷ୍ଟ” ଗୋଟିଏ ରୂଢ଼ି, ଯାହାର ଅର୍ଥ ସେମାନେ ଈଶ୍ବର ଦେଇଥିବା ଆଜ୍ଞା ମାନିବା ବନ୍ଦ କରିଦେଇଛନ୍ତି I (ଦେଖ: [[rc://en/ta/man/translate/figs-idiom]])
1TI 1 7 v28u νομοδιδάσκαλοι 1 teachers of the law ଏଠାରେ “ବ୍ୟବସ୍ଥା” ମୋଶାଙ୍କର ବ୍ୟବସ୍ଥାକୁ ବୁଝାଏ I
1TI 1 7 kz8x μὴ νοοῦντες 1 but they do not understand ଯଦିଓ ସେମାନେ ବୁଝନ୍ତି ନାହିଁ କିମ୍ବା “ଆଉ ତଥାପି ସେମାନେ ବୁଝନ୍ତି ନାହିଁ”
1TI 1 7 j2hc περὶ τίνων διαβεβαιοῦνται 1 what they so confidently affirm ଯାହା ସେମାନେ ଏତେ ଦୃଢ଼ଭାବରେ କହୁଛନ୍ତି ତାହା ସତ୍ୟ ଅଟେ
1TI 1 8 d6dz οἴδαμεν ὅτι καλὸς ὁ νόμος 1 we know that the law is good ଆମ୍ଭେମାନେ ବୁଝୁ ଯେ ବ୍ୟବସ୍ଥା ଉପକାରୀ ଅଟେ କିମ୍ବା “ଆମ୍ଭେମାନେ ବୁଝୁ ଯେ ବ୍ୟବସ୍ଥା ହିତଜନକ ଅଟେ”
1TI 1 8 r86g ἐάν τις αὐτῷ νομίμως χρῆται 1 if one uses it lawfully ଯଦି ଜଣେ ଲୋକ ଠିକ୍ ଭାବରେ ଏହା ବ୍ୟବହାର କରେ କିମ୍ବା “ଯଦି ଜଣେ ଲୋକ ଈଶ୍ବର ଚାହୁଁଥିବା ପ୍ରକାରେ ଏହା ବ୍ୟବହାର କରେ”
1TI 1 9 xs94 εἰδὼς τοῦτο 1 We know this କାରଣ ଆମ୍ଭେମାନେ ଏହା ଅନୁଭବ କରୁଅଛୁ କିମ୍ବା “ଆମ୍ଭେମାନେ ଏହା ମଧ୍ୟ ଜାଣୁ”
1TI 1 9 fq4i figs-activepassive ὅτι δικαίῳ νόμος οὐ κεῖται 1 that law is not made for a righteous man ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେ ଈଶ୍ବର ଧାର୍ମିକ ଲୋକ ନିମନ୍ତେ ବ୍ୟବସ୍ଥା ସ୍ଥାପନ କରିନାହାନ୍ତି” (ଦେଖ: [[rc://en/ta/man/translate/figs-activepassive]])
1TI 1 9 dl5l figs-gendernotations δικαίῳ 1 a righteous man ଏଠାରେ “ଲୋକ” ଉଭୟ ପୁରୁଷ ଓ ସ୍ତ୍ରୀଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଜଣେ ଧାର୍ମିକ ବ୍ୟକ୍ତି” କିମ୍ବା “ଜଣେ ଉତ୍ତମ ବ୍ୟକ୍ତି” (ଦେଖ: [[rc://en/ta/man/translate/figs-gendernotations]])
1TI 1 9 ci94 figs-activepassive κεῖται 1 It is made ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ବ୍ୟବସ୍ଥା ସ୍ଥାପନ କଲେ” (ଦେଖ: [[rc://en/ta/man/translate/figs-activepassive]])
1TI 1 10 y5dx πόρνοις 1 sexually immoral people ଏହା ଏପରି ବ୍ୟକ୍ତିଙ୍କୁ ବୁଝାଏ ଯେଉଁମାନେ ତାଙ୍କର ବିବାହ କରି ନ ଥିବା ଅନ୍ୟ କୌଣସି ବ୍ୟକ୍ତି ସହିତ ଶୟନ କରନ୍ତି I
1TI 1 6 se38 figs-idiom ὧν ... ἐξετράπησαν 1 have turned away from these things ଏଠାରେ, ସାଙ୍କେତିକ ଭାବରେ **ମୁହଁ ଫେରାଇବାର** ଅର୍ଥ, ଏହି ଲୋକମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରିବା ବନ୍ଦ କରି ଦେଇଛନ୍ତି I ବିକଳ୍ପ ଅନୁବାଦ: "ବର୍ତ୍ତମାନ ସେମାନେ ଈଶ୍ଵର ଯାହା ଆଜ୍ଞା କରିଛନ୍ତି ତାହା କରୁନାହାଁନ୍ତି I ଏହା ପରିବର୍ତ୍ତେ, ସେମାନେ କେବଳ ଇଛୁକ ଅଛନ୍ତି। " [[rc://en/ta/man/translate/figs-idiom]])ଦେଖନ୍ତୁ)
1TI 1 7 v28u νομοδιδάσκαλοι 1 teachers of the law ଏଠାରେ, **ବ୍ୟବସ୍ଥା** ବିଶେଷ ଭାବରେ ମୋଶାଙ୍କ ବ୍ୟବସ୍ଥାକୁ ସୂଚିତ କରେ I ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ଆପଣ UST ପରି ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ I [[rc://en/ta/man/translate/figs-explicit]])ଦେଖନ୍ତୁ)
1TI 1 7 kz8x μὴ νοοῦντες 1 but they do not understand ଯଦି ଏହି ଲୋକମାନେ (ବ୍ୟବସ୍ଥାର ଶିକ୍ଷକଗଣ) କ’ଣ ହେବାକୁ ଚାହାଁନ୍ତି ଏବଂ ଏହା କରିବାକୁ ସେମାନଙ୍କର କ୍ଷମତା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ତେବେ ଆପଣ ଏହାର ବିପରୀତ ଅର୍ଥକୁ ପ୍ରକାଶ କରିପାରିବେ I ବିକଳ୍ପ ଅନୁବାଦ: "କିନ୍ତୁ ବୁଝିପାରୁ ନାହାନ୍ତି" କିମ୍ବା "ଏବଂ ତଥାପି ସେମାନେ ବୁଝନ୍ତି ନାହିଁ" [[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
1TI 1 7 j2hc περὶ τίνων διαβεβαιοῦνται 1 what they so confidently affirm
1TI 1 8 d6dz οἴδαμεν ὅτι καλὸς ὁ νόμος 1 we know that the law is good ବିକଳ୍ପ ଅନୁବାଦ: "ଆମେ ବୁଝିପାରୁ ଯେ ବ୍ୟବସ୍ଥା ଉପଯୋଗୀ ଅଟେ" କିମ୍ବା "ଆମେ ବୁଝିପାରୁ ଯେ ଆଇନ ଉପକାରୀ ଅଟେ"
1TI 1 8 r86g ἐάν τις αὐτῷ νομίμως χρῆται 1 if one uses it lawfully ବିକଳ୍ପ ଅନୁବାଦ: "ଯଦି ଜଣେ ବ୍ୟକ୍ତି ଏହାକୁ ଉଚିତ୍ ଭାବରେ ବ୍ୟବହାର କରେ" କିମ୍ବା "ଯଦି ଜଣେ ବ୍ୟକ୍ତି ଏହାକୁ ଈଶ୍ଵରଙ୍କ ଇଚ୍ଛାନୁଯାୟୀ ବ୍ୟବହାର କରେ"
1TI 1 9 xs94 εἰδὼς τοῦτο 1 We know this ବିକଳ୍ପ ଅନୁବାଦ: "ଆମେ ଏହା ମଧ୍ୟ ଜାଣୁ"
1TI 1 9 fq4i figs-activepassive ὅτι δικαίῳ νόμος οὐ κεῖται 1 that law is not made for a righteous man ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟରେ ପ୍ରକାଶ କରିପାରିବେ ଏବଂ କିଏ କାର୍ଯ୍ୟ କରେ ଆପଣ କହିପାରିବେ I ବିକଳ୍ପ ଅନୁବାଦ: "ଧାର୍ମିକମାନଲୋକଙ୍କ ପାଇଁ ଈଶ୍ଵର ବ୍ୟବସ୍ଥା ଦେଇ ନଥିଲେ" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 1 9 dl5l figs-gendernotations δικαίῳ 1 a righteous man ପାଉଲ ଏହି ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରନ୍ତି, ଯାହାକୁ ସେ ବର୍ଣ୍ଣନା କରିଛନ୍ତି I ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ଏକ ବିଶେଷ୍ୟ ବାକ୍ୟାଂଶକୁ ବ୍ୟବହାର କରି ଅନୁବାଦ କରିପାରିବେ I ବିକଳ୍ପ ଅନୁବାଦ: "ଧାର୍ମିକଲୋକମାନଙ୍କ ପାଇଁ" [[rc://en/ta/man/translate/figs-gendernotations]])ଦେଖନ୍ତୁ)
1TI 1 9 ci94 figs-activepassive κεῖται 1 It is made
1TI 1 10 y5dx πόρνοις 1 sexually immoral people ପାଉଲ ଏହି ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରି ଏକ ଶ୍ରେଣୀର ଲୋକମାନଙ୍କୁ ସୂଚାନ୍ତି I ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ଏକ ବିଶେଷ୍ୟ ବାକ୍ୟାଂଶରେ ଅନୁବାଦ କରିପାରିବେ I ବିକଳ୍ପ ଅନୁବାଦ: "ଯେଉଁମାନେ ବିବାହ ନକରି ଯୈନ ସମ୍ପର୍କ ରଖନ୍ତି" [[rc://en/ta/man/translate/figs-nominaladj]])ଦେଖନ୍ତୁ)
1TI 1 10 v1gh ἀρσενοκοίταις 1 homosexuals ଯେଉଁ ପୁରୁଷମାନେ ଅନ୍ୟ ପୁରୁଷମାନଙ୍କ ସହିତ ଶୟନ କରନ୍ତି
1TI 1 10 bzw4 ἀνδραποδισταῖς 1 those who kidnap people for slaves ଯେଉଁମାନେ ଲୋକମାନଙ୍କୁ ଅପହରଣ କରି ଦାସଭାବରେ ବିକ୍ରୀ କରନ୍ତି କିମ୍ବା “ଯେଉଁମାନେ ଲୋକମାନଙ୍କୁ ନେଇ ଦାସଭାବରେ ବିକ୍ରୀ କରନ୍ତି”
1TI 1 10 gg42 εἴ τι ἕτερον τῇ ὑγιαινούσῃ διδασκαλίᾳ ἀντίκειται 1 for whatever else is against faithful instruction ଯେଉଁମାନେ ପ୍ରକୃତ ଖ୍ରୀଷ୍ଟିୟ ଶିକ୍ଷାର ବିରୁଦ୍ଧରେ ଅନ୍ୟ ସବୁ କିଛି କରନ୍ତି

Can't render this file because it contains an unexpected character in line 2 and column 7882.