Edit 'tn_OBA.tsv' using 'tc-create-app'

This commit is contained in:
Gayatri-Digal 2023-12-12 18:01:32 +00:00
parent 0fe41e89bb
commit 904bc40585
1 changed files with 2 additions and 2 deletions

View File

@ -29,8 +29,8 @@ front:intro jrz8 0 # ଓବଦୀୟର ପରିଚୟ\r\n\n## ଭାଗ 1:
1:3 jd3r rc://*/ta/man/translate/figs-metaphor אֹמֵ֣ר בְּ⁠לִבּ֔⁠וֹ 1 ଏଠାରେ, ମନୁଷ୍ୟର ଭାବନା ଏବଂ ବିଚାରକୁ ସୂଚାଇବା ପାଇଁ ହୃଦୟ ସାଙ୍କେତିକ ଭାବରେ ବ୍ୟବହୃତ ହୋଇଅଛି । ବିକଳ୍ପ ଅନୁବାଦ: “ଯିଏ ନିଜକୁ କହେ” କିମ୍ବା “ତୁମ୍ଭେମାନେ ଯିଏ ବିଚାର କର”
1:3 i2hx rc://*/ta/man/translate/figs-rquestion מִ֥י יוֹרִדֵ֖⁠נִי אָֽרֶץ 1 ଇଦୋମୀୟମାନେ କେତେ ଗର୍ବିତ ଏବଂ ସେମାନେ କେତେ ସୁରକ୍ଷିତ ଅନୁଭବ କରୁଥିଲେ ସେହି ବିଷୟକୁ ଏହି ଆଳଙ୍କାରିକ ପ୍ରଶ୍ନ ଦର୍ଶାଏ । ବିକଳ୍ପ ଅନୁବାଦ: “ମୋତେ ଭୂମିକୁ କେହି ଆଣି ପାରିବେ ନାହିଁ” କିମ୍ବା “ମୁଁ ସମସ୍ତ ଆକ୍ରମଣକାରୀଙ୍କଠାରୁ ସୁରକ୍ଷିତ”
1:4 xn9f rc://*/ta/man/translate/figs-parallelism אִם־תַּגְבִּ֣יהַּ כַּ⁠נֶּ֔שֶׁר וְ⁠אִם־בֵּ֥ין כּֽוֹכָבִ֖ים שִׂ֣ים קִנֶּ֑⁠ךָ 1 ଏହି ଦୁଇଟି ଅଭିବ୍ୟକ୍ତି ସମାନ ଅର୍ଥକୁ ପ୍ରକାଶ କରେ । କୌଣସି ଏକ ବିଷୟକୁ ସାମାନ୍ୟ ଭିନ୍ନ ଉପରେ ଏକାଧିକ ଥର କହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ବୁଝାଇବାର ଏହା ଏକ ଉପାୟ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇବାକୁ ଅନ୍ୟ ଏକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯଦିଓ ତୁମ୍ଭମାନଙ୍କର ଡେଣା ଥାଏ ଏବଂ ଉତ୍କ୍ରୋଶ ପକ୍ଷୀ ପରି ଉର୍ଦ୍ଧରେ ରୁହ, କିମ୍ବା ତାରାଗଣ ମଧ୍ୟରେ ମଧ୍ୟ ଉର୍ଦ୍ଧରେ ରୁହ”
1:4 jd5r rc://*/ta/man/translate/figs-hyperbole אִם־תַּגְבִּ֣יהַּ כַּ⁠נֶּ֔שֶׁר וְ⁠אִם־בֵּ֥ין כּֽוֹכָבִ֖ים שִׂ֣ים קִנֶּ֑⁠ךָ 1
1:4 jd7r rc://*/ta/man/translate/figs-activepassive שִׂ֣ים קִנֶּ֑⁠ךָ 1 If your language does not use passive verb forms, you can use the active form of the verb. Alternate translation: “if you can make your homes” (See: [[rc://*/ta/man/translate/figs-activepassive]])
1:4 jd5r rc://*/ta/man/translate/figs-hyperbole אִם־תַּגְבִּ֣יהַּ כַּ⁠נֶּ֔שֶׁר וְ⁠אִם־בֵּ֥ין כּֽוֹכָבִ֖ים שִׂ֣ים קִנֶּ֑⁠ךָ 1 ଇଦୋମର ଲୋକମାନେ ବିଚାର କରୁଥିଲେ ଯେ ସେମାନେ ନିରାପଦରେ ଅଛନ୍ତି କାରଣ ସେମାନେ ପର୍ବତରେ ଉଚ୍ଚ ସ୍ଥାନରେ ବାସ କରନ୍ତି । ସଦାପ୍ରଭୁ କହନ୍ତି ଯେ ଯଦିଓ ସେମାନେ ମନୁଷ୍ୟର ବାସ ସ୍ଥାନଠାରୁ ଅଧିକ ଉଚ୍ଚ ସ୍ଥାନରେ ବାସ କରନ୍ତି ସେମାନେ ନିରାପଦରେ ରହିବେ ନାହିଁ। ବିକଳ୍ପ ଅନୁବାଦ: “ଏବଂ ମୁଁ ତୁମ୍ଭମାନଙ୍କୁ କହେ ଯଦିଓ ତୁମ୍ଭମାନଙ୍କର ଡେଣା ଥାଏ ଏବଂ ଉତ୍କ୍ରୋଶ ପକ୍ଷୀ ପରି ଉର୍ଦ୍ଧରେ ଉଡ଼, କିମ୍ବା ତୁମ୍ଭେମାନେ ତାରାଗଣ ମଧ୍ୟରେ ତୁମ୍ଭର ବାସସ୍ଥାନ କର”
1:4 jd7r rc://*/ta/man/translate/figs-activepassive שִׂ֣ים קִנֶּ֑⁠ךָ 1 ଯଦି ଆପଣଙ୍କର ଭାଷା କର୍ମବାଚ୍ୟ ବ୍ୟବହାର କରେ ନାହିଁ, ଆପଣ କ୍ରିୟାର କର୍ତ୍ତୁବାଚ୍ୟ ବ୍ୟବହାର କରିପାରିbe । ବିକଳ୍ପ ଅନୁବାଦ: “ଯଦି ତୁମ୍ଭେ ଆପଣା ଗୃହ ପ୍ରସ୍ତୁତ କରିପାରିବ”
1:4 bbu3 rc://*/ta/man/translate/figs-metaphor מִ⁠שָּׁ֥ם אוֹרִֽידְ⁠ךָ֖ 1 Here, **bring you down** means “humble you” or “defeat you.” This is a spatial metaphor. Yahwehs response to the Edomites is that there is nowhere they would be safe from his judgment and punishment. Alternate translation: “you would still not be safe there from the attackers that I am sending” (See: [[rc://*/ta/man/translate/figs-metaphor]])
1:4 ce6e rc://*/ta/man/translate/writing-quotations נְאֻם־יְהוָֽה 1 This phrase reminds the reader that this message, including the entire book, came directly from Yahweh. Use a form of quotation that would make this clear in your language. (See: [[rc://*/ta/man/translate/writing-quotations]])
1:4 fyco rc://*/ta/man/translate/figs-abstractnouns נְאֻם־יְהוָֽה 1 If your language does not use an abstract noun for the idea behind the word **declaration**, you can express the same idea with a verbal form. Alternate translation: “Yahweh declares this to you.” (See: [[rc://*/ta/man/translate/figs-abstractnouns]])

1 Reference ID Tags SupportReference Quote Occurrence Note
29 1:3 jd3r rc://*/ta/man/translate/figs-metaphor אֹמֵ֣ר בְּ⁠לִבּ֔⁠וֹ 1 ଏଠାରେ, ମନୁଷ୍ୟର ଭାବନା ଏବଂ ବିଚାରକୁ ସୂଚାଇବା ପାଇଁ ହୃଦୟ ସାଙ୍କେତିକ ଭାବରେ ବ୍ୟବହୃତ ହୋଇଅଛି । ବିକଳ୍ପ ଅନୁବାଦ: “ଯିଏ ନିଜକୁ କହେ” କିମ୍ବା “ତୁମ୍ଭେମାନେ ଯିଏ ବିଚାର କର”
30 1:3 i2hx rc://*/ta/man/translate/figs-rquestion מִ֥י יוֹרִדֵ֖⁠נִי אָֽרֶץ 1 ଇଦୋମୀୟମାନେ କେତେ ଗର୍ବିତ ଏବଂ ସେମାନେ କେତେ ସୁରକ୍ଷିତ ଅନୁଭବ କରୁଥିଲେ ସେହି ବିଷୟକୁ ଏହି ଆଳଙ୍କାରିକ ପ୍ରଶ୍ନ ଦର୍ଶାଏ । ବିକଳ୍ପ ଅନୁବାଦ: “ମୋତେ ଭୂମିକୁ କେହି ଆଣି ପାରିବେ ନାହିଁ” କିମ୍ବା “ମୁଁ ସମସ୍ତ ଆକ୍ରମଣକାରୀଙ୍କଠାରୁ ସୁରକ୍ଷିତ”
31 1:4 xn9f rc://*/ta/man/translate/figs-parallelism אִם־תַּגְבִּ֣יהַּ כַּ⁠נֶּ֔שֶׁר וְ⁠אִם־בֵּ֥ין כּֽוֹכָבִ֖ים שִׂ֣ים קִנֶּ֑⁠ךָ 1 ଏହି ଦୁଇଟି ଅଭିବ୍ୟକ୍ତି ସମାନ ଅର୍ଥକୁ ପ୍ରକାଶ କରେ । କୌଣସି ଏକ ବିଷୟକୁ ସାମାନ୍ୟ ଭିନ୍ନ ଉପରେ ଏକାଧିକ ଥର କହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ବୁଝାଇବାର ଏହା ଏକ ଉପାୟ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇବାକୁ ଅନ୍ୟ ଏକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯଦିଓ ତୁମ୍ଭମାନଙ୍କର ଡେଣା ଥାଏ ଏବଂ ଉତ୍କ୍ରୋଶ ପକ୍ଷୀ ପରି ଉର୍ଦ୍ଧରେ ରୁହ, କିମ୍ବା ତାରାଗଣ ମଧ୍ୟରେ ମଧ୍ୟ ଉର୍ଦ୍ଧରେ ରୁହ”
32 1:4 jd5r rc://*/ta/man/translate/figs-hyperbole אִם־תַּגְבִּ֣יהַּ כַּ⁠נֶּ֔שֶׁר וְ⁠אִם־בֵּ֥ין כּֽוֹכָבִ֖ים שִׂ֣ים קִנֶּ֑⁠ךָ 1 ଇଦୋମର ଲୋକମାନେ ବିଚାର କରୁଥିଲେ ଯେ ସେମାନେ ନିରାପଦରେ ଅଛନ୍ତି କାରଣ ସେମାନେ ପର୍ବତରେ ଉଚ୍ଚ ସ୍ଥାନରେ ବାସ କରନ୍ତି । ସଦାପ୍ରଭୁ କହନ୍ତି ଯେ ଯଦିଓ ସେମାନେ ମନୁଷ୍ୟର ବାସ ସ୍ଥାନଠାରୁ ଅଧିକ ଉଚ୍ଚ ସ୍ଥାନରେ ବାସ କରନ୍ତି ସେମାନେ ନିରାପଦରେ ରହିବେ ନାହିଁ। ବିକଳ୍ପ ଅନୁବାଦ: “ଏବଂ ମୁଁ ତୁମ୍ଭମାନଙ୍କୁ କହେ ଯଦିଓ ତୁମ୍ଭମାନଙ୍କର ଡେଣା ଥାଏ ଏବଂ ଉତ୍କ୍ରୋଶ ପକ୍ଷୀ ପରି ଉର୍ଦ୍ଧରେ ଉଡ଼, କିମ୍ବା ତୁମ୍ଭେମାନେ ତାରାଗଣ ମଧ୍ୟରେ ତୁମ୍ଭର ବାସସ୍ଥାନ କର”
33 1:4 jd7r rc://*/ta/man/translate/figs-activepassive שִׂ֣ים קִנֶּ֑⁠ךָ 1 If your language does not use passive verb forms, you can use the active form of the verb. Alternate translation: “if you can make your homes” (See: [[rc://*/ta/man/translate/figs-activepassive]]) ଯଦି ଆପଣଙ୍କର ଭାଷା କର୍ମବାଚ୍ୟ ବ୍ୟବହାର କରେ ନାହିଁ, ଆପଣ କ୍ରିୟାର କର୍ତ୍ତୁବାଚ୍ୟ ବ୍ୟବହାର କରିପାରିbe । ବିକଳ୍ପ ଅନୁବାଦ: “ଯଦି ତୁମ୍ଭେ ଆପଣା ଗୃହ ପ୍ରସ୍ତୁତ କରିପାରିବ”
34 1:4 bbu3 rc://*/ta/man/translate/figs-metaphor מִ⁠שָּׁ֥ם אוֹרִֽידְ⁠ךָ֖ 1 Here, **bring you down** means “humble you” or “defeat you.” This is a spatial metaphor. Yahweh’s response to the Edomites is that there is nowhere they would be safe from his judgment and punishment. Alternate translation: “you would still not be safe there from the attackers that I am sending” (See: [[rc://*/ta/man/translate/figs-metaphor]])
35 1:4 ce6e rc://*/ta/man/translate/writing-quotations נְאֻם־יְהוָֽה 1 This phrase reminds the reader that this message, including the entire book, came directly from Yahweh. Use a form of quotation that would make this clear in your language. (See: [[rc://*/ta/man/translate/writing-quotations]])
36 1:4 fyco rc://*/ta/man/translate/figs-abstractnouns נְאֻם־יְהוָֽה 1 If your language does not use an abstract noun for the idea behind the word **declaration**, you can express the same idea with a verbal form. Alternate translation: “Yahweh declares this to you.” (See: [[rc://*/ta/man/translate/figs-abstractnouns]])