Edit 'tn_OBA.tsv' using 'tc-create-app'

This commit is contained in:
Gayatri-Digal 2023-12-12 17:51:33 +00:00
parent eb628f9de8
commit 0fe41e89bb
1 changed files with 4 additions and 4 deletions

View File

@ -26,10 +26,10 @@ front:intro jrz8 0 # ଓବଦୀୟର ପରିଚୟ\r\n\n## ଭାଗ 1:
1:3 k9sw rc://*/ta/man/translate/figs-123person שֹׁכְנִ֥י בְ⁠חַגְוֵי־סֶּ֖לַע 1 ଏଠାରେ, ସର୍ବନାମ **ତୁମ୍ଭଠାରୁ** ଶବ୍ଦରୁ **ସେ** ଶବ୍ଦକୁ ପରିବର୍ତ୍ତନ କରେ ଯଦିଓ ସଦାପ୍ରଭୁ ଇଦୋମର ଲୋକମାନଙ୍କ ସହ ବାର୍ତ୍ତାଲାପ କରୁଛନ୍ତି । ଯଦି ଏହା ଆପଣଙ୍କର ଭାଷାରେ ବିଭ୍ରାନ୍ତିକର ହୁଏ, ତେବେ ଆପଣ **ତୁମ୍ଭେ** ଶବ୍ଦକୁ ବ୍ୟବହାର ଜାରି ରଖି ପାରିବ, କାରଣ ଏହା ଇଦୋମବାସୀଙ୍କ ପାଇଁ ସଦାପ୍ରଭୁଙ୍କ ଜାରି ଥିବା ବାର୍ତ୍ତାର ଏକ ଅଂଶ ଅଟେ। ବିକଳ୍ପ ଅନୁବାଦ: “ତୁମ୍ଭେ ଯେଉଁମାନେ ଶୈଳ କନ୍ଦରରେ ବାସକର”
1:3 q6sz בְ⁠חַגְוֵי־סֶּ֖לַע 1 ଏହାର ଅର୍ଥ ଏକ ସ୍ଥାନ ବୁଝାଏ ଯାହାକି ସୁରକ୍ଷିତ ଅଟେ କାରଣ ଏହା ପଥର ଦ୍ୱାରା ଘେରି ରହିଛି ।
1:3 r5zj rc://*/ta/man/translate/figs-123person אֹמֵ֣ר בְּ⁠לִבּ֔⁠וֹ 1 ଏଠାରେ **ସେ** ଏବଂ **ଆପଣା** ଶବ୍ଦ ଯେପରି ସଦାପ୍ରଭୁ ଇଦୋମ ଅପେକ୍ଷା ଇଦୋମ ବିଷୟରେ ଉଚ୍ଚ ସ୍ୱରରେ କହିବାକୁ ବୁଝାଏ, କିନ୍ତୁ ଏହା ଲୋକମାନଙ୍କ ସହ ସଦାପ୍ରଭୁଙ୍କ ଅବିରତ ବାର୍ତ୍ତାଳାପର ଅଂଶ ଭାବରେ ଅନୁବାଦ କରାଯାଇପାରେ । ବିକଳ୍ପ ଅନୁବାଦ: “ତୁମ୍ଭେ ନିଜ ହୃଦୟରେ କୁହ” କିମ୍ବା “ତୁମ୍ଭେ ଯିଏ ନିଜକୁ କୁହ”
1:3 jd3r rc://*/ta/man/translate/figs-metaphor אֹמֵ֣ר בְּ⁠לִבּ֔⁠וֹ 1
1:3 i2hx rc://*/ta/man/translate/figs-rquestion מִ֥י יוֹרִדֵ֖⁠נִי אָֽרֶץ 1 This rhetorical question expresses how proud the Edomites were and how safe they felt. Alternate translation: “no one can bring me down to the ground” or “I am safe from all attackers” (See: [[rc://*/ta/man/translate/figs-rquestion]])
1:4 xn9f rc://*/ta/man/translate/figs-parallelism אִם־תַּגְבִּ֣יהַּ כַּ⁠נֶּ֔שֶׁר וְ⁠אִם־בֵּ֥ין כּֽוֹכָבִ֖ים שִׂ֣ים קִנֶּ֑⁠ךָ 1 These two expressions have similar meanings. This is a way of showing that something is important by saying it more than once but in slightly different ways. If this is not clear in your language, use another way of showing that this is important. Alternate translation: “Even if you had wings and could live high up among the eagles, or even up among the stars” (See: [[rc://*/ta/man/translate/figs-parallelism]])
1:4 jd5r rc://*/ta/man/translate/figs-hyperbole אִם־תַּגְבִּ֣יהַּ כַּ⁠נֶּ֔שֶׁר וְ⁠אִם־בֵּ֥ין כּֽוֹכָבִ֖ים שִׂ֣ים קִנֶּ֑⁠ךָ 1 The people of Edom think that they are safe because they live up high in the mountains. Yahweh is saying that even if they lived much higher than it is actually possible for humans to live, they would still not be safe. Alternate translation: “and I tell you that even if you had wings and could fly higher than eagles fly, and if you could make your homes among the stars” (See: [[rc://*/ta/man/translate/figs-hyperbole]])
1:3 jd3r rc://*/ta/man/translate/figs-metaphor אֹמֵ֣ר בְּ⁠לִבּ֔⁠וֹ 1 ଏଠାରେ, ମନୁଷ୍ୟର ଭାବନା ଏବଂ ବିଚାରକୁ ସୂଚାଇବା ପାଇଁ ହୃଦୟ ସାଙ୍କେତିକ ଭାବରେ ବ୍ୟବହୃତ ହୋଇଅଛି । ବିକଳ୍ପ ଅନୁବାଦ: “ଯିଏ ନିଜକୁ କହେ” କିମ୍ବା “ତୁମ୍ଭେମାନେ ଯିଏ ବିଚାର କର”
1:3 i2hx rc://*/ta/man/translate/figs-rquestion מִ֥י יוֹרִדֵ֖⁠נִי אָֽרֶץ 1 ଇଦୋମୀୟମାନେ କେତେ ଗର୍ବିତ ଏବଂ ସେମାନେ କେତେ ସୁରକ୍ଷିତ ଅନୁଭବ କରୁଥିଲେ ସେହି ବିଷୟକୁ ଏହି ଆଳଙ୍କାରିକ ପ୍ରଶ୍ନ ଦର୍ଶାଏ । ବିକଳ୍ପ ଅନୁବାଦ: “ମୋତେ ଭୂମିକୁ କେହି ଆଣି ପାରିବେ ନାହିଁ” କିମ୍ବା “ମୁଁ ସମସ୍ତ ଆକ୍ରମଣକାରୀଙ୍କଠାରୁ ସୁରକ୍ଷିତ”
1:4 xn9f rc://*/ta/man/translate/figs-parallelism אִם־תַּגְבִּ֣יהַּ כַּ⁠נֶּ֔שֶׁר וְ⁠אִם־בֵּ֥ין כּֽוֹכָבִ֖ים שִׂ֣ים קִנֶּ֑⁠ךָ 1 ଏହି ଦୁଇଟି ଅଭିବ୍ୟକ୍ତି ସମାନ ଅର୍ଥକୁ ପ୍ରକାଶ କରେ । କୌଣସି ଏକ ବିଷୟକୁ ସାମାନ୍ୟ ଭିନ୍ନ ଉପରେ ଏକାଧିକ ଥର କହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ବୁଝାଇବାର ଏହା ଏକ ଉପାୟ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇବାକୁ ଅନ୍ୟ ଏକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯଦିଓ ତୁମ୍ଭମାନଙ୍କର ଡେଣା ଥାଏ ଏବଂ ଉତ୍କ୍ରୋଶ ପକ୍ଷୀ ପରି ଉର୍ଦ୍ଧରେ ରୁହ, କିମ୍ବା ତାରାଗଣ ମଧ୍ୟରେ ମଧ୍ୟ ଉର୍ଦ୍ଧରେ ରୁହ”
1:4 jd5r rc://*/ta/man/translate/figs-hyperbole אִם־תַּגְבִּ֣יהַּ כַּ⁠נֶּ֔שֶׁר וְ⁠אִם־בֵּ֥ין כּֽוֹכָבִ֖ים שִׂ֣ים קִנֶּ֑⁠ךָ 1
1:4 jd7r rc://*/ta/man/translate/figs-activepassive שִׂ֣ים קִנֶּ֑⁠ךָ 1 If your language does not use passive verb forms, you can use the active form of the verb. Alternate translation: “if you can make your homes” (See: [[rc://*/ta/man/translate/figs-activepassive]])
1:4 bbu3 rc://*/ta/man/translate/figs-metaphor מִ⁠שָּׁ֥ם אוֹרִֽידְ⁠ךָ֖ 1 Here, **bring you down** means “humble you” or “defeat you.” This is a spatial metaphor. Yahwehs response to the Edomites is that there is nowhere they would be safe from his judgment and punishment. Alternate translation: “you would still not be safe there from the attackers that I am sending” (See: [[rc://*/ta/man/translate/figs-metaphor]])
1:4 ce6e rc://*/ta/man/translate/writing-quotations נְאֻם־יְהוָֽה 1 This phrase reminds the reader that this message, including the entire book, came directly from Yahweh. Use a form of quotation that would make this clear in your language. (See: [[rc://*/ta/man/translate/writing-quotations]])

1 Reference ID Tags SupportReference Quote Occurrence Note
26 1:3 k9sw rc://*/ta/man/translate/figs-123person שֹׁכְנִ֥י בְ⁠חַגְוֵי־סֶּ֖לַע 1 ଏଠାରେ, ସର୍ବନାମ **ତୁମ୍ଭଠାରୁ** ଶବ୍ଦରୁ **ସେ** ଶବ୍ଦକୁ ପରିବର୍ତ୍ତନ କରେ ଯଦିଓ ସଦାପ୍ରଭୁ ଇଦୋମର ଲୋକମାନଙ୍କ ସହ ବାର୍ତ୍ତାଲାପ କରୁଛନ୍ତି । ଯଦି ଏହା ଆପଣଙ୍କର ଭାଷାରେ ବିଭ୍ରାନ୍ତିକର ହୁଏ, ତେବେ ଆପଣ **ତୁମ୍ଭେ** ଶବ୍ଦକୁ ବ୍ୟବହାର ଜାରି ରଖି ପାରିବ, କାରଣ ଏହା ଇଦୋମବାସୀଙ୍କ ପାଇଁ ସଦାପ୍ରଭୁଙ୍କ ଜାରି ଥିବା ବାର୍ତ୍ତାର ଏକ ଅଂଶ ଅଟେ। ବିକଳ୍ପ ଅନୁବାଦ: “ତୁମ୍ଭେ ଯେଉଁମାନେ ଶୈଳ କନ୍ଦରରେ ବାସକର”
27 1:3 q6sz בְ⁠חַגְוֵי־סֶּ֖לַע 1 ଏହାର ଅର୍ଥ ଏକ ସ୍ଥାନ ବୁଝାଏ ଯାହାକି ସୁରକ୍ଷିତ ଅଟେ କାରଣ ଏହା ପଥର ଦ୍ୱାରା ଘେରି ରହିଛି ।
28 1:3 r5zj rc://*/ta/man/translate/figs-123person אֹמֵ֣ר בְּ⁠לִבּ֔⁠וֹ 1 ଏଠାରେ **ସେ** ଏବଂ **ଆପଣା** ଶବ୍ଦ ଯେପରି ସଦାପ୍ରଭୁ ଇଦୋମ ଅପେକ୍ଷା ଇଦୋମ ବିଷୟରେ ଉଚ୍ଚ ସ୍ୱରରେ କହିବାକୁ ବୁଝାଏ, କିନ୍ତୁ ଏହା ଲୋକମାନଙ୍କ ସହ ସଦାପ୍ରଭୁଙ୍କ ଅବିରତ ବାର୍ତ୍ତାଳାପର ଅଂଶ ଭାବରେ ଅନୁବାଦ କରାଯାଇପାରେ । ବିକଳ୍ପ ଅନୁବାଦ: “ତୁମ୍ଭେ ନିଜ ହୃଦୟରେ କୁହ” କିମ୍ବା “ତୁମ୍ଭେ ଯିଏ ନିଜକୁ କୁହ”
29 1:3 jd3r rc://*/ta/man/translate/figs-metaphor אֹמֵ֣ר בְּ⁠לִבּ֔⁠וֹ 1 ଏଠାରେ, ମନୁଷ୍ୟର ଭାବନା ଏବଂ ବିଚାରକୁ ସୂଚାଇବା ପାଇଁ ହୃଦୟ ସାଙ୍କେତିକ ଭାବରେ ବ୍ୟବହୃତ ହୋଇଅଛି । ବିକଳ୍ପ ଅନୁବାଦ: “ଯିଏ ନିଜକୁ କହେ” କିମ୍ବା “ତୁମ୍ଭେମାନେ ଯିଏ ବିଚାର କର”
30 1:3 i2hx rc://*/ta/man/translate/figs-rquestion מִ֥י יוֹרִדֵ֖⁠נִי אָֽרֶץ 1 This rhetorical question expresses how proud the Edomites were and how safe they felt. Alternate translation: “no one can bring me down to the ground” or “I am safe from all attackers” (See: [[rc://*/ta/man/translate/figs-rquestion]]) ଇଦୋମୀୟମାନେ କେତେ ଗର୍ବିତ ଏବଂ ସେମାନେ କେତେ ସୁରକ୍ଷିତ ଅନୁଭବ କରୁଥିଲେ ସେହି ବିଷୟକୁ ଏହି ଆଳଙ୍କାରିକ ପ୍ରଶ୍ନ ଦର୍ଶାଏ । ବିକଳ୍ପ ଅନୁବାଦ: “ମୋତେ ଭୂମିକୁ କେହି ଆଣି ପାରିବେ ନାହିଁ” କିମ୍ବା “ମୁଁ ସମସ୍ତ ଆକ୍ରମଣକାରୀଙ୍କଠାରୁ ସୁରକ୍ଷିତ”
31 1:4 xn9f rc://*/ta/man/translate/figs-parallelism אִם־תַּגְבִּ֣יהַּ כַּ⁠נֶּ֔שֶׁר וְ⁠אִם־בֵּ֥ין כּֽוֹכָבִ֖ים שִׂ֣ים קִנֶּ֑⁠ךָ 1 These two expressions have similar meanings. This is a way of showing that something is important by saying it more than once but in slightly different ways. If this is not clear in your language, use another way of showing that this is important. Alternate translation: “Even if you had wings and could live high up among the eagles, or even up among the stars” (See: [[rc://*/ta/man/translate/figs-parallelism]]) ଏହି ଦୁଇଟି ଅଭିବ୍ୟକ୍ତି ସମାନ ଅର୍ଥକୁ ପ୍ରକାଶ କରେ । କୌଣସି ଏକ ବିଷୟକୁ ସାମାନ୍ୟ ଭିନ୍ନ ଉପରେ ଏକାଧିକ ଥର କହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ବୁଝାଇବାର ଏହା ଏକ ଉପାୟ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇବାକୁ ଅନ୍ୟ ଏକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯଦିଓ ତୁମ୍ଭମାନଙ୍କର ଡେଣା ଥାଏ ଏବଂ ଉତ୍କ୍ରୋଶ ପକ୍ଷୀ ପରି ଉର୍ଦ୍ଧରେ ରୁହ, କିମ୍ବା ତାରାଗଣ ମଧ୍ୟରେ ମଧ୍ୟ ଉର୍ଦ୍ଧରେ ରୁହ”
32 1:4 jd5r rc://*/ta/man/translate/figs-hyperbole אִם־תַּגְבִּ֣יהַּ כַּ⁠נֶּ֔שֶׁר וְ⁠אִם־בֵּ֥ין כּֽוֹכָבִ֖ים שִׂ֣ים קִנֶּ֑⁠ךָ 1 The people of Edom think that they are safe because they live up high in the mountains. Yahweh is saying that even if they lived much higher than it is actually possible for humans to live, they would still not be safe. Alternate translation: “and I tell you that even if you had wings and could fly higher than eagles fly, and if you could make your homes among the stars” (See: [[rc://*/ta/man/translate/figs-hyperbole]])
33 1:4 jd7r rc://*/ta/man/translate/figs-activepassive שִׂ֣ים קִנֶּ֑⁠ךָ 1 If your language does not use passive verb forms, you can use the active form of the verb. Alternate translation: “if you can make your homes” (See: [[rc://*/ta/man/translate/figs-activepassive]])
34 1:4 bbu3 rc://*/ta/man/translate/figs-metaphor מִ⁠שָּׁ֥ם אוֹרִֽידְ⁠ךָ֖ 1 Here, **bring you down** means “humble you” or “defeat you.” This is a spatial metaphor. Yahweh’s response to the Edomites is that there is nowhere they would be safe from his judgment and punishment. Alternate translation: “you would still not be safe there from the attackers that I am sending” (See: [[rc://*/ta/man/translate/figs-metaphor]])
35 1:4 ce6e rc://*/ta/man/translate/writing-quotations נְאֻם־יְהוָֽה 1 This phrase reminds the reader that this message, including the entire book, came directly from Yahweh. Use a form of quotation that would make this clear in your language. (See: [[rc://*/ta/man/translate/writing-quotations]])