Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-14 01:47:20 +00:00
parent 13206891ed
commit 8effe4866c
1 changed files with 2 additions and 2 deletions

View File

@ -124,8 +124,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 2 25 un9l ἐν πραΰτητι 1 in meekness ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହୁଏ, ଆପଣ ଏହି ଅଭିବ୍ୟକ୍ତିରେ ଏକ କ୍ରିୟା ବିଶେଷଣ ସହିତ ବିସ୍ତୃତ ଗୁଣ ବାଚକ ବିଶେଷ୍ୟ **ଭଦ୍ରତା** ପଛରେ ଧାରଣା ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: " ନମ୍ର " କିମ୍ବା " ବିନମ୍ର " [[rc://en/ta/man/translate/figs-abstractnouns]])ଦେଖନ୍ତୁ)
2TI 2 25 u6rp παιδεύοντα τοὺς 1 educate those ପାଉଲ ଏହାକୁ ବିବାଦର ଏକ ଈଶ୍ୱରୀୟ ପ୍ରତିକ୍ରିୟା ଭାବରେ ଉପସ୍ଥାପନ କରନ୍ତି। ଏହି ଶବ୍ଦର ଅର୍ଥ "ଶିକ୍ଷା ଦେବା" କିମ୍ବା " ସଂଶୋଧନ"। ବିକଳ୍ପ ଅନୁବାଦ: "ଶିକ୍ଷାଦାନ" କିମ୍ବା " ସଂଶୋଧନ କରିବା "
2TI 2 25 jt1r figs-metaphor μήποτε δώῃ αὐτοῖς ὁ Θεὸς μετάνοιαν 1 God may perhaps give them repentance ପାଉଲ **ଅନୁତାପ** ବିଷୟରେ କହନ୍ତି ଯେପରି ଈଶ୍ଵର ଲୋକମାନଙ୍କୁ ଦେଇପାରନ୍ତି। ବିକଳ୍ପ ଅନୁବାଦ: "ଈଶ୍ଵର ସେମାନଙ୍କୁ ଅନୁତାପ କରିବାକୁ ପ୍ରବର୍ତାନ୍ତି। [[rc://en/ta/man/translate/figs-metaphor]])
2TI 2 25 u8dy εἰς ἐπίγνωσιν ἀληθείας 1 for the knowledge of the truth
2TI 2 26 ef3q figs-metaphor ἀνανήψωσιν 1 They may become sober again
2TI 2 25 u8dy εἰς ἐπίγνωσιν ἀληθείας 1 for the knowledge of the truth ପାଉଲ ସତ୍ୟ ଜାଣିଥିବା ପରି **ଅନୁତାପ**ର ଫଳାଫଳ ବିଷୟରେ କହନ୍ତି । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ସେମାନେ ସତ୍ୟ ଜାଣିପାରିବେ"
2TI 2 26 ef3q figs-metaphor ἀνανήψωσιν 1 They may become sober again ପାଉଲ ପାପୀମାନଙ୍କ ବିଷୟରେ କରନ୍ତି ଯେ ସେମାନେ ମଦ୍ୟପାନ କରୁଥିବା ପରି ଈଶ୍ଵରଙ୍କ ବିଷୟରେ ସଠିକ୍ ଭାବରେ ଜାଣିପାରିବେ ।

[[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 2 26 mql8 figs-metaphor ἐκ τῆς τοῦ διαβόλου παγίδος 1 leave the devil's trap ପାଉଲ ଶୟତାନର ପ୍ରତାରଣାକୁ ଏକ ଶାରୀରିକ ଜାଲ ଭାବରେ ସୂଚିତ କରିଛନ୍ତି ଯେଉଁଥିରେ ପାପୀମାନେ ପଡନ୍ତି। ବିକଳ୍ପ ଅନୁବାଦ: "ଏବଂ ଶୟତାନର ପ୍ରତାରଣାରୁ ପଳାୟନ କର" କିମ୍ବା "ଏବଂ ଶୟତାନର ପ୍ରତାରଣାକୁ ପ୍ରତ୍ୟାଖ୍ୟାନ କର।" [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 2 26 dj4j figs-metaphor ἐζωγρημένοι ὑπ’ αὐτοῦ, εἰς τὸ ἐκείνου θέλημα 1 after they have been captured by him for his will ପାଉଲ ଶୟତାନର ପ୍ରତାରଣା ବିଷୟରେ କହନ୍ତି ଯେପରି ଶୟତାନ ସେମାନଙ୍କୁ ଶାରୀରିକ ଭାବରେ କାବୁ କରି ନେଇଛି ଏବଂ ସେ ଯାହା ଚାହୁଁଥିବା କର୍ମ କରିବାକୁ ବାଧ୍ୟ କରିଛି। ବିକଳ୍ପ ଅନୁବାଦ: "ଯେତେବେଳେ ଶୟତାନ ସେମାନଙ୍କୁ ପ୍ରତାରଣା କଲା ଏବଂ ଯାହା ଇଚ୍ଛା କଲା ତାହା କରାଇଲା।" [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 3 intro k2cr 0 # 2 ତୀମଥି 03 ସାଧାରଣ ଟିପ୍ପଣୀଗୁଡ଼ିକ

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

”**ଶେଷ ଦିନ**”ର ଅର୍ଥ ହୁଏତ ଭବିଷ୍ୟତରେ ଯୀଶୁଙ୍କ ପୁନରାଗମନର ଠିକ୍ ପୂର୍ବ ସମୟ ହୋଇପାରେ ବୋଲି ଅନେକ ଜ୍ଞାନୀବ୍ୟକ୍ତି ମାନେ ବିଶ୍ଵାସ କରନ୍ତି I ଯଦି ଏହା ହୁଏ, ତେବେ ପାଉଲ ଏହି ପାଠ୍ୟରେ ଦୁଃଖଉଠେଇବା ବିଷୟରେ ଯାହା ଶିକ୍ଷା ଦିଅନ୍ତି ତାହା ସମସ୍ତ ବିଶ୍ଵାସୀଙ୍କ ପାଇଁ ପ୍ରଯୁଜ୍ୟ ଅଟେ। କିନ୍ତୁ କେତେକ ଜ୍ଞାନୀବ୍ୟକ୍ତିମାନେ **ଶେଷ ଦିନକୁ** ଭବିଷ୍ୟତରେ ଏକ ସମୟ ବୋଲି ବିଶ୍ଵାସ କରନ୍ତି ଯାହା ଯୀଶୁଙ୍କ ଫେରିବା ପୂର୍ବ ସମୟକୁ ସୂଚାଏ । ଯଦି ତାହା ହୁଏ, ତେବେ ପାଉଲ 1-9 ଏବଂ 13 ପଦରେ ସେହି ଦିନଗୁଡ଼ିକ ବିଷୟରେ ଭାବବାଣୀ କରୁଛନ୍ତି I ଯଦି ସମ୍ଭବ, ଅନୁବାଦକମାନେ ଏହି ଶବ୍ଦଗୁଡ଼ିକୁ କିପରି ଅନୁବାଦ କରନ୍ତି ସେ ବିଷୟରେ ସେମାନଙ୍କର ବୁଝାମଣାକୁ ପ୍ରଭାବିତ ନକରି ସାବଧାନ କରିବା ଉଚିତ୍ । ([[rc://en/tw/dict/bible/kt/prophet]] ଓ [[rc://en/tw/dict/bible/kt/lastday]] ଦେଖନ୍ତୁ)

Can't render this file because it contains an unexpected character in line 2 and column 8087.