Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 08:04:41 +00:00
parent cd19a64040
commit 8cff7278ad
1 changed files with 1 additions and 0 deletions

View File

@ -557,3 +557,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 3 j244 τοῦτό ἐστιν τὸ τοῦ ἀντιχρίστου 1 this is that of the Antichrist spirit,” see the discussion of the word “spirit” in the General Notes to this chapter. In this instance, John is referring to either: (1) the characteristic attitude of something, or (2) a supernatural being who inspires that attitude. Also see how you translated the term <br><br>**antichrist** in [2:18](https://create.translationcore.com/02/18.md). Alternate translation: “this false teaching is opposed to Jesus”
1JN 4 3 j245 writing-pronouns ὃ ἀκηκόατε ὅτι ἔρχεται, καὶ νῦν ἐν τῷ κόσμῳ ἐστὶν ἤδη 1 which you have heard about, that it is coming, and it is now already in the world ଯାହା  ଶବ୍ଦ “ଭଣ୍ଡଖ୍ରୀଷ୍ଟର” ଆତ୍ମାକୁ ବୁଝାଏ, ଯାହା ଯୋହନ ଏହି ପତ୍ର ଲେଖିବା ସମୟରେ ଜଗତରେ ଉପସ୍ଥିତ ଥିଲା, ଏବଂ ନିଜେ “ଭଣ୍ଡଖ୍ରୀଷ୍ଟ”ଜଗତରେରେ ନଥିଲେ। ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ଅର୍ଥପୂର୍ଣ୍ଣ ହୋଇପାରେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଶୁଣିଅଛ ଯେ ଏହି ମିଥ୍ୟା ଶିକ୍ଷା ଆସୁଛି, ଏବଂ ଏହା ବର୍ତ୍ତମାନ ଲୋକମାନଙ୍କ ମଧ୍ୟରେ ପ୍ରଚାର ହୋଇସାରିଛି” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 4 3 j246 figs-metonymy ἐν τῷ κόσμῳ 1 in the world ଯୋହନ ଏହି ପତ୍ରର  ବିଭିନ୍ନ ଅର୍ଥରେ **ଜଗତ** ଶବ୍ଦ ବ୍ୟବହାର କରନ୍ତି। ଏଠାରେ, ଏହା ହୁଏତ  ପୃଥିବୀକୁ ବୁଝାଇପାରେ (ତେଣୁ ଏହି ଅଭିବ୍ୟକ୍ତିର ଅର୍ଥ “ଏହି ପୃଥିବୀରେ”), ଏହା ହୁଏତ  ଆଳଙ୍କାରିକ ଭାବରେ ଜଗତରେ ବାସ କରୁଥିବା ଲୋକମାନଙ୍କୁ  ବୁଝାଏ। ବିକଳ୍ପ ଅନୁବାଦ: “ଲୋକମାନଙ୍କ ମଧ୍ୟରେ ପ୍ରଚାରିତ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 4 4 j247 figs-idiom ὑμεῖς ἐκ τοῦ Θεοῦ ἐστε 1 You are from God ଏହି ପର୍ବରେ **ଈଶ୍ଵରଙ୍କଠାରୁ** ଅଭିବ୍ୟକ୍ତିର ଅର୍ଥ ପୂର୍ବ ତିନୋଟି ପର୍ବ ଅପେକ୍ଷା ଭିନ୍ନ ହୋଇପାରେ, ଯେହେତୁ ଏହା ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପ୍ରେରଣା ଦେଉଥିବା ଆତ୍ମା ଅପେକ୍ଷା ବିଶ୍ଵାସୀମାନଙ୍କୁ ସୂଚାଏ । ଏହାର ଅର୍ଥ [3:10](https://create.translationcore.com/03/10.md) ପରି ସମାନ ଅଟେ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ  ଈଶ୍ଵରଙ୍କର ଅଟ” କିମ୍ବା “ତୁମ୍ଭେମାନେ ଈଶ୍ଵରଙ୍କ ସହ ସମ୍ପର୍କରେ ଅଛ” ( [[rc://en/ta/man/translate/figs-idiom]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.