Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-12 02:45:20 +00:00
parent 625468ce89
commit 8bd169cf94
1 changed files with 4 additions and 4 deletions

View File

@ -54,10 +54,10 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 1 15 x6cc translate-names Φύγελος καὶ Ἑρμογένης 1 Phygelus and Hermogenes ଏହା ଏକ ପୁରୁଷର ନାମ । [[rc://en/ta/man/translate/translate-names]])ଦେଖନ୍ତୁ)
2TI 1 16 e6hl translate-names Ὀνησιφόρου 1 Onesiphorus ଏହା ଏକ ପୁରୁଷର ନାମ । [[rc://en/ta/man/translate/translate-names]])ଦେଖନ୍ତୁ)
2TI 1 16 zz44 τῷ ... οἴκῳ 1 to the household ଘର ଶବ୍ଦ **ଅନୀସିଫର** ଏବଂ ତାଙ୍କର ସମସ୍ତ **ପରିବାର** ସଦସ୍ୟଙ୍କୁ, ସମ୍ଭବତଃ ତାଙ୍କର ସେବକମାନଙ୍କୁ ମଧ୍ୟ ବୁଝାଏ । ବିକଳ୍ପ ଅନୁବାଦ: " ଅନୀସିଫର ଏବଂ ତାଙ୍କ ସହିତ ରହୁଥିବା ସମସ୍ତଙ୍କୁ"
2TI 1 16 td1q figs-metonymy τὴν ἅλυσίν μου οὐκ ἐπησχύνθη 1 was not ashamed of my chain ଏଠାରେ “ଶୃଂଖଳ” ବନ୍ଦୀତ୍ବରେ ରହିବାର ଗୋଟିଏ ରୂପକ I ପାଉଲ ବନ୍ଦୀ ଅବସ୍ଥାରେ ଥିଲେ ବୋଲି ଅନୀସିଫର ଲଜ୍ଜିତ ନ ଥିଲେ, କିନ୍ତୁ ବାରମ୍ବାର ତାହାଙ୍କୁ ସାକ୍ଷାତ କରିବାକୁ ଆସୁଥିଲେ I ବିକଳ୍ପ ଅନୁବାଦ: “ମୁଁ ବନ୍ଦୀ ଅବସ୍ଥାରେ ଥିଲି ବୋଲି ସେ ଲଜ୍ଜିତ ନ ଥିଲେ” (ଦେଖ: [[rc://en/ta/man/translate/figs-metonymy]])
2TI 1 18 p3di δῴη( αὐτῷ ὁ Κύριος, εὑρεῖν ἔλεος παρὰ Κυρίου 1 May the Lord grant to him to find mercy from him ଅନୀସିଫର ପ୍ରଭୁଙ୍କଠାରୁ ଦୟା ପ୍ରାପ୍ତ ହେଉନ୍ତୁ କିମ୍ବା “ପ୍ରଭୁ ତାହାଙ୍କୁ ଦୟା ଦେଖାନ୍ତୁ”
2TI 1 18 x2dk figs-metaphor εὑρεῖν ἔλεος παρὰ Κυρίου 1 to find mercy from him ପାଉଲ ଦୟା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ମିଳିପାରିବ I (ଦେଖ: [[rc://en/ta/man/translate/figs-metaphor]])
2TI 1 18 f3ep figs-metonymy ἐν ἐκείνῃ τῇ ἡμέρᾳ 1 on that day ଏହା ଈଶ୍ବର ସମସ୍ତଙ୍କ ବିଚାର କରିବା ଦିନକୁ ବୁଝାଏ I (ଦେଖ: [[rc://en/ta/man/translate/figs-metonymy]])
2TI 1 16 td1q figs-metonymy τὴν ἅλυσίν μου οὐκ ἐπησχύνθη 1 was not ashamed of my chain ଏଠାରେ “**ଶୃଂଖଳ**” ବନ୍ଦୀତ୍ବରେ ରହିବାର ଗୋଟିଏ ରୂପକ I ପାଉଲ ବନ୍ଦୀ ଅବସ୍ଥାରେ ଥିଲେ ବୋଲି ଅନୀସିଫର ଲଜ୍ଜିତ ନ ଥିଲେ, କିନ୍ତୁ ବାରମ୍ବାର ତାହାଙ୍କୁ ସାକ୍ଷାତ କରିବାକୁ ଆସୁଥିଲେ I ବିକଳ୍ପ ଅନୁବାଦ: "ମୋର କାରାଗାରରେ ଲଜ୍ଜିତ ନଥିଲି" କିମ୍ବା " ମୋର କାରାଗାରରେ ରହିବାକୁ ଲଜ୍ଜିତ ନଥିଲେ" କିମ୍ବା " କାରାଗାରରେ ରହିବାକୁ ମୁଁ ଲଜ୍ଜିତ ନଥିଲି" [[rc://en/ta/man/translate/figs-metonymy]])ଦେଖନ୍ତୁ)
2TI 1 18 p3di δῴη( αὐτῷ ὁ Κύριος, εὑρεῖν ἔλεος παρὰ Κυρίου 1 May the Lord grant to him to find mercy from him ପାଉଲ ପୁନର୍ବାର **ଅନୀସିଫର** ଉପରେ ଦୟା କରିବାକୁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ଯଦି ଏହା  ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ଅଟେ ତେବେ ତେବେ ଆପଣ ଏହାକୁ ଆଶୀର୍ବାଦ କିମ୍ବା ପ୍ରାର୍ଥନା ଭାବରେ ପ୍ରକାଶ କରିପାରିବେ । ଦେଖନ୍ତୁ 1:16 ରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି । ବିକଳ୍ପ ଅନୁବାଦ: "ମୁଁ ପ୍ରାର୍ଥନା କରେ ଯେ ପ୍ରଭୁ ଅନୀସିଫର ଉପରେ ଦୟା କରନ୍ତୁ" କିମ୍ବା " ଅନୀସିଫର ଉପରେ ପ୍ରଭୁ ଦୟା କରନ୍ତୁ" ।[[rc://en/ta/man/translate/translate-blessing]])ଦେଖନ୍ତୁ)
2TI 1 18 x2dk figs-metaphor εὑρεῖν ἔλεος παρὰ Κυρίου 1 to find mercy from him ପାଉଲ **ଦୟା** ବିଷୟରେ କୁହନ୍ତି ଯେପରି ଏହା ଏକ ବସ୍ତୁ ଥିଲା । ପାଉଲ ନିଜର ଇଚ୍ଛା ପ୍ରକାଶ କରୁଛନ୍ତି ଯେ ବିଚାର ଈଶ୍ଵର ଅନୀସିଫର ଉପରେ **ଦୟା** କରନ୍ତୁ । ବିକଳ୍ପ ଅନୁବାଦ: "ପ୍ରଭୁଙ୍କଠାରୁ ଦୟା ପାଇବାକୁ" [[rc://en/ta/man/translate/figs-metaphor]])
2TI 1 18 f3ep figs-metonymy ἐν ἐκείνῃ τῇ ἡμέρᾳ 1 on that day **ସେହି ଦିନର** ଅଭିବ୍ୟକ୍ତି ସେହି ଦିନକୁ ବିଝାଏ ଯେତେବେଳେ ଈଶ୍ଵର ସମସ୍ତ ଲୋକଙ୍କର ବିଚାର କରିବେ; ସେହି ସମୟରେ ସେମାନେ ପ୍ରଭୁଙ୍କଠାରୁ ଦୟା ପାଇବେ, ଯେପରି ପାଉଲ ଉଲ୍ଲେଖ କରିଛନ୍ତି, କିମ୍ବା କ୍ରୋଧ । ବିକଳ୍ପ ଅନୁବାଦ: "ବିଚାରର ଦିନ" [[rc://en/ta/man/translate/figs-metonymy]])ଦେଖନ୍ତୁ)
2TI 2 intro k3zn 0 # **2 ତୀମଥି 02 ସାଧାରଣ ଟିପ୍ପଣୀଗୁଡ଼ିକ**

## ଗଠନ ଏବଂ ଆକାର

ପଦ 11b-13 ରେ, ପାଉଲ ହୁଏତ ଏକ କବିତା ବା ଭଜନ ଉଦ୍ଧୃତ କରନ୍ତି । ଆପଣଙ୍କ ଅନୁବାଦରେ, ଏହା ଏକ ଉଦ୍ଧୃତି ହୋଇପାରେ ବୋଲି ପାଠକଙ୍କୁ ଦେଖାଇବା ପାଇଁ ଆପଣ ଏହି ପଦଗୁଡ଼ିକୁ ଅଧ୍ୟାୟର ଡାହାଣ ପାର୍ଶ୍ୱରେ ଉଲ୍ଲେଖ କରିପାରିବେ ।

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ଆମ୍ଭେମାନେ ତାହାଙ୍କ ସହିତ ରାଜ୍ୟ କରିବା

ଭବିଷ୍ୟତରେ ବିଶ୍ଵସ୍ତ ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କ ସହିତ ରାଜ୍ୟ କରିବେ I ( rc://en/tw/dict/bible/kt/faithful) ଦେଖନ୍ତୁ

## ଏହି ଅଧ୍ୟାୟର ପ୍ରଧାନ ଅଳଙ୍କାରଗୁଡ଼ିକ

### ଆଙ୍ଗିକ ଦୃଷ୍ଟାନ୍ତ

ଏହି ଅଧ୍ୟାୟରରେ, ପାଉଲ ଜଣେ ଖ୍ରୀଷ୍ଟିୟାନଭାବରେ ଜୀବନ ଯାପନ କରିବା ବିଷୟରେ ଅନେକ ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I ସେ ସୈନିକ, କ୍ରୀଡାବିତ୍ ଓ କୃଷକର ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I ଏହି ଅଧ୍ୟାୟର ଶେଷ ଆଡକୁ, ସେ ଗୋଟିଏ ଗୃହରେ ଥିବା ବିଭିନ୍ନ ପ୍ରକାର ପାତ୍ରର ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I
2TI 2 1 t13s 0 Connecting Statement:
2TI 2 1 bll5 figs-metaphor τέκνον μου 1 my child ଏଠାରେ “**ପୁତ୍ର**” ଅତ୍ୟନ୍ତ ପ୍ରେମ ଓ ସ୍ବୀକୃତିର ଗୋଟିଏ ଶବ୍ଦ I ଏହା ମଧ୍ୟ ହୋଇପାରେ ଯେ ତୀମଥି ପାଉଲଙ୍କ ଦ୍ବାରା ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିଲେ ଓ ସେଥିପାଇଁ ପାଉଲ ତାହାଙ୍କୁ ଆପଣା ସନ୍ତାନ ସଦୃଶ ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ଯେ କି ମୋହର ପୁତ୍ର ସଦୃଶ” (ଦେଖ: [[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 8087.