Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-12 02:43:22 +00:00
parent a1c8c68c05
commit 625468ce89
1 changed files with 5 additions and 5 deletions

View File

@ -49,11 +49,11 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 1 13 b2ld ἐν πίστει καὶ ἀγάπῃ τῇ ἐν Χριστῷ Ἰησοῦ 1 with the faith and love that are in Christ Jesus ଏଠାରେ, **ପ୍ରେମ** ଅର୍ଥ: (1) ପ୍ରେମକୁ ତୀମଥି ଅନ୍ୟମାନଙ୍କୁ ଦେଖାଇବା ଉଚିତ୍ । ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ଯୀଶୁଙ୍କ ଉପରେ ବିଶ୍ଵାସ କରିବା ଏବଂ ଅନ୍ୟମାନଙ୍କୁ ପ୍ରେମ କରିବା କାରଣ ତୁମ୍ଭେ ତାଙ୍କର" କିମ୍ବା (2) ପ୍ରେମକୁ ତୀମଥି ଈଶ୍ଵରଙ୍କୁ ଦେଖାଇବା ଉଚିତ୍ । ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ଯୀଶୁଙ୍କୁ ବିଶ୍ଵାସ କରି ତାଙ୍କୁ ପ୍ରେମ କରିବା"
2TI 1 14 i5g5 τὴν καλὴν παραθήκην 1 The good thing ଏଠାରେ**,** **ଉତ୍ତମ ଜମା** ସୁସମାଚାର ବାର୍ତ୍ତାକୁ ବୁଝାଏ ଯାହା ଈଶ୍ଵର ତୀମଥିଙ୍କୁ ତାଙ୍କ ଲୋକଙ୍କ ସହ ବାଣ୍ଟିବାକୁ ଦାୟିତ୍ଵ ଦେଇଥିଲେ। ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଲୋକମାନଙ୍କ ପାଇଁ ତୁମ୍ଭକୁ ଦିଆଯାଇଥିବା ଉତ୍ତମ ବାର୍ତ୍ତା"[[rc://en/ta/man/translate/figs-explicit]])ଦେଖନ୍ତୁ)
2TI 1 14 cb5q φύλαξον 1 guard it ସୁସମାଚାର ବାର୍ତ୍ତା ରକ୍ଷା କରିବା ପାଇଁ ତୀମଥିଙ୍କୁ ସଜାଗ ରହିବା ଆବଶ୍ୟକ କାରଣ ଲୋକମାନେ ତାଙ୍କୁ ବିରୋଧ କରିବେ ଏବଂ ସେ ଯାହା କୁହନ୍ତି ଏବଂ ଶିକ୍ଷା ଦିଅନ୍ତି ତାହା ବିକୃତ କରିବାକୁ ଚେଷ୍ଟା କରିବେ, ଏହାକୁ ଏକ ଭିନ୍ନ ବାର୍ତ୍ତାରେ ପରିଣତ କରିବେ । ବିକଳ୍ପ ଅନୁବାଦ: "ଯେଉଁମାନେ ଏହାକୁ ବିକୃତ କରିବାକୁ ଚେଷ୍ଟା କରିବେ ସେମାନଙ୍କ ବିରୁଦ୍ଧରେ ଉତ୍ତମ ଜମା ରକ୍ଷା କର" କିମ୍ବା "କାରଣ ଲୋକମାନେ ସୁସମାଚାର ବାର୍ତ୍ତା ବିକୃତ କରିବାକୁ ଚେଷ୍ଟା କରିବେ, ଏହାକୁ ସୁରକ୍ଷା କର" । [[rc://en/ta/man/translate/figs-explicit]])ଦେଖନ୍ତୁ)
2TI 1 14 a3v2 διὰ Πνεύματος Ἁγίου 1 through the Holy Spirit ପବିତ୍ର ଆତ୍ମାଙ୍କ ଶକ୍ତିରେ
2TI 1 15 p6f4 figs-metaphor ἀπεστράφησάν με 1 turned away from me ଏହା ଗୋଟିଏ ରୂପକ, ଯାହାର ଅର୍ଥ ହେଉଛି ଯେ ସେମାନେ ପାଉଲଙ୍କୁ ସାହାଯ୍ୟ କରିବା ବନ୍ଦ କରିଦେଲେ I ସେମାନେ ପାଉଲଙ୍କୁ ପରିତ୍ୟାଗ କଲେ, କାରଣ ଅଧିକାରୀମାନେ ତାହାଙ୍କୁ ବନ୍ଦୀଶାଳାରେ ପକାଇଦେଲେ I ବିକଳ୍ପ ଅନୁବାଦ: “ମୋତେ ସାହାଯ୍ୟ କରିବାକୁ ବନ୍ଦ କରିଦେଲେ” (ଦେଖ: [[rc://en/ta/man/translate/figs-metaphor]])
2TI 1 15 x6cc translate-names Φύγελος καὶ Ἑρμογένης 1 Phygelus and Hermogenes ଏସବୁ ପୁରୁଷ ଲୋକମାନଙ୍କ ନାମ I (ଦେଖ: [[rc://en/ta/man/translate/translate-names]])
2TI 1 16 e6hl translate-names Ὀνησιφόρου 1 Onesiphorus ଏହା ଜଣେ ପୁରୁଷ ବ୍ୟକ୍ତିଙ୍କ ନାମ I (ଦେଖ: [[rc://en/ta/man/translate/translate-names]])
2TI 1 16 zz44 τῷ ... οἴκῳ 1 to the household ପରିବାରକୁ
2TI 1 14 a3v2 διὰ Πνεύματος Ἁγίου 1 through the Holy Spirit ଏଠାରେ, "**ମାଧ୍ୟମରେ**" କିମ୍ବା "ଶକ୍ତି ଦ୍ୱାରା" ମାଧ୍ୟମରେର ଅର୍ଥ । ବିକଳ୍ପ ଅନୁବାଦ: "ପବିତ୍ର ଆତ୍ମାଙ୍କ ​​ମାଧ୍ୟମରେ" କିମ୍ବା "ପବିତ୍ର ଆତ୍ମାଙ୍କ ସାହାଯ୍ୟରେ"
2TI 1 15 p6f4 figs-metaphor ἀπεστράφησάν με 1 turned away from me ଏହା ଏକ ରୂପକ ଅଟେ ଅର୍ଥ  ସେମାନେ ପାଉଲଙ୍କୁ ପରିତ୍ୟାଗ କରି ତାଙ୍କୁ ସାହାଯ୍ୟ କରିବା ବନ୍ଦ କରିଦେଲେ । ବିକଳ୍ପ ଅନୁବାଦ: "ମୋତେ ଛାଡିଦେଲେ" [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 1 15 x6cc translate-names Φύγελος καὶ Ἑρμογένης 1 Phygelus and Hermogenes ଏହା ଏକ ପୁରୁଷର ନାମ । [[rc://en/ta/man/translate/translate-names]])ଦେଖନ୍ତୁ)
2TI 1 16 e6hl translate-names Ὀνησιφόρου 1 Onesiphorus ଏହା ଏକ ପୁରୁଷର ନାମ । [[rc://en/ta/man/translate/translate-names]])ଦେଖନ୍ତୁ)
2TI 1 16 zz44 τῷ ... οἴκῳ 1 to the household ଘର ଶବ୍ଦ **ଅନୀସିଫର** ଏବଂ ତାଙ୍କର ସମସ୍ତ **ପରିବାର** ସଦସ୍ୟଙ୍କୁ, ସମ୍ଭବତଃ ତାଙ୍କର ସେବକମାନଙ୍କୁ ମଧ୍ୟ ବୁଝାଏ । ବିକଳ୍ପ ଅନୁବାଦ: " ଅନୀସିଫର ଏବଂ ତାଙ୍କ ସହିତ ରହୁଥିବା ସମସ୍ତଙ୍କୁ"
2TI 1 16 td1q figs-metonymy τὴν ἅλυσίν μου οὐκ ἐπησχύνθη 1 was not ashamed of my chain ଏଠାରେ “ଶୃଂଖଳ” ବନ୍ଦୀତ୍ବରେ ରହିବାର ଗୋଟିଏ ରୂପକ I ପାଉଲ ବନ୍ଦୀ ଅବସ୍ଥାରେ ଥିଲେ ବୋଲି ଅନୀସିଫର ଲଜ୍ଜିତ ନ ଥିଲେ, କିନ୍ତୁ ବାରମ୍ବାର ତାହାଙ୍କୁ ସାକ୍ଷାତ କରିବାକୁ ଆସୁଥିଲେ I ବିକଳ୍ପ ଅନୁବାଦ: “ମୁଁ ବନ୍ଦୀ ଅବସ୍ଥାରେ ଥିଲି ବୋଲି ସେ ଲଜ୍ଜିତ ନ ଥିଲେ” (ଦେଖ: [[rc://en/ta/man/translate/figs-metonymy]])
2TI 1 18 p3di δῴη( αὐτῷ ὁ Κύριος, εὑρεῖν ἔλεος παρὰ Κυρίου 1 May the Lord grant to him to find mercy from him ଅନୀସିଫର ପ୍ରଭୁଙ୍କଠାରୁ ଦୟା ପ୍ରାପ୍ତ ହେଉନ୍ତୁ କିମ୍ବା “ପ୍ରଭୁ ତାହାଙ୍କୁ ଦୟା ଦେଖାନ୍ତୁ”
2TI 1 18 x2dk figs-metaphor εὑρεῖν ἔλεος παρὰ Κυρίου 1 to find mercy from him ପାଉଲ ଦୟା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ମିଳିପାରିବ I (ଦେଖ: [[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 8087.