Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-12 02:41:07 +00:00
parent 9b7ede3182
commit a1c8c68c05
1 changed files with 1 additions and 1 deletions

View File

@ -48,7 +48,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 1 13 h1qd ὑποτύπωσιν ἔχε ὑγιαινόντων λόγων, ὧν παρ’ ἐμοῦ ἤκουσας 1 Keep the example of faithful messages that you heard from me ପାଉଲ ଚାହୁଁଛନ୍ତି ଯେ ତୀମଥିଙ୍କୁ ସେ ଯାହା ଶିକ୍ଷା ଦେଇଛନ୍ତି ତାହା ସେ ଶିଖାନ୍ତୁ ଏବଂ ଏହିପରି ତାଙ୍କ ଆଦର୍ଶ ଅନୁସରଣ କରନ୍ତୁ । **ଉତ୍ତମ ଶବ୍ଦଗୁଡ଼ିକର** ଅଭିବ୍ୟକ୍ତି ସାଙ୍କେତିକ ଅର୍ଥ “ସଠିକ୍ ବାର୍ତ୍ତା”, ସଙ୍ଗଠନ ଦ୍ୱାରା, କାରଣ ଏକ ସୁସ୍ଥ ମନ ସ୍ୱୀକାର କରିବ ଯେ ସଠିକ୍ ବାର୍ତ୍ତା ଉପଯୁକ୍ତ ଅଟେ । ବିକଳ୍ପ ଅନୁବାଦ: "ସଠିକ୍ ବାର୍ତ୍ତା" [[rc://en/ta/man/translate/figs-metonymy]])ଦେଖନ୍ତୁ)
2TI 1 13 b2ld ἐν πίστει καὶ ἀγάπῃ τῇ ἐν Χριστῷ Ἰησοῦ 1 with the faith and love that are in Christ Jesus ଏଠାରେ, **ପ୍ରେମ** ଅର୍ଥ: (1) ପ୍ରେମକୁ ତୀମଥି ଅନ୍ୟମାନଙ୍କୁ ଦେଖାଇବା ଉଚିତ୍ । ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ଯୀଶୁଙ୍କ ଉପରେ ବିଶ୍ଵାସ କରିବା ଏବଂ ଅନ୍ୟମାନଙ୍କୁ ପ୍ରେମ କରିବା କାରଣ ତୁମ୍ଭେ ତାଙ୍କର" କିମ୍ବା (2) ପ୍ରେମକୁ ତୀମଥି ଈଶ୍ଵରଙ୍କୁ ଦେଖାଇବା ଉଚିତ୍ । ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ଯୀଶୁଙ୍କୁ ବିଶ୍ଵାସ କରି ତାଙ୍କୁ ପ୍ରେମ କରିବା"
2TI 1 14 i5g5 τὴν καλὴν παραθήκην 1 The good thing ଏଠାରେ**,** **ଉତ୍ତମ ଜମା** ସୁସମାଚାର ବାର୍ତ୍ତାକୁ ବୁଝାଏ ଯାହା ଈଶ୍ଵର ତୀମଥିଙ୍କୁ ତାଙ୍କ ଲୋକଙ୍କ ସହ ବାଣ୍ଟିବାକୁ ଦାୟିତ୍ଵ ଦେଇଥିଲେ। ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଲୋକମାନଙ୍କ ପାଇଁ ତୁମ୍ଭକୁ ଦିଆଯାଇଥିବା ଉତ୍ତମ ବାର୍ତ୍ତା"[[rc://en/ta/man/translate/figs-explicit]])ଦେଖନ୍ତୁ)
2TI 1 14 cb5q φύλαξον 1 guard it ସୁସମାଚାର ବାର୍ତ୍ତା ରକ୍ଷା କରିବା ପାଇଁ ତୀମଥିଙ୍କୁ ସଜାଗ ରହିବା ଆବଶ୍ୟକ କାରଣ ଲୋକମାନେ ତାଙ୍କୁ ବିରୋଧ କରିବେ ଏବଂ ସେ ଯାହା କୁହନ୍ତି ଏବଂ ଶିକ୍ଷା ଦିଅନ୍ତି ତାହା ବିକୃତ କରିବାକୁ ଚେଷ୍ଟା କରିବେ, ଏହାକୁ ଏକ ଭିନ୍ନ ବାର୍ତ୍ତାରେ ପରିଣତ [[rc://en/ta/man/translate/figs-explicit]])ଦେଖନ୍ତୁ)
2TI 1 14 cb5q φύλαξον 1 guard it ସୁସମାଚାର ବାର୍ତ୍ତା ରକ୍ଷା କରିବା ପାଇଁ ତୀମଥିଙ୍କୁ ସଜାଗ ରହିବା ଆବଶ୍ୟକ କାରଣ ଲୋକମାନେ ତାଙ୍କୁ ବିରୋଧ କରିବେ ଏବଂ ସେ ଯାହା କୁହନ୍ତି ଏବଂ ଶିକ୍ଷା ଦିଅନ୍ତି ତାହା ବିକୃତ କରିବାକୁ ଚେଷ୍ଟା କରିବେ, ଏହାକୁ ଏକ ଭିନ୍ନ ବାର୍ତ୍ତାରେ ପରିଣତ କରିବେ । ବିକଳ୍ପ ଅନୁବାଦ: "ଯେଉଁମାନେ ଏହାକୁ ବିକୃତ କରିବାକୁ ଚେଷ୍ଟା କରିବେ ସେମାନଙ୍କ ବିରୁଦ୍ଧରେ ଉତ୍ତମ ଜମା ରକ୍ଷା କର" କିମ୍ବା "କାରଣ ଲୋକମାନେ ସୁସମାଚାର ବାର୍ତ୍ତା ବିକୃତ କରିବାକୁ ଚେଷ୍ଟା କରିବେ, ଏହାକୁ ସୁରକ୍ଷା କର" । [[rc://en/ta/man/translate/figs-explicit]])ଦେଖନ୍ତୁ)
2TI 1 14 a3v2 διὰ Πνεύματος Ἁγίου 1 through the Holy Spirit ପବିତ୍ର ଆତ୍ମାଙ୍କ ଶକ୍ତିରେ
2TI 1 15 p6f4 figs-metaphor ἀπεστράφησάν με 1 turned away from me ଏହା ଗୋଟିଏ ରୂପକ, ଯାହାର ଅର୍ଥ ହେଉଛି ଯେ ସେମାନେ ପାଉଲଙ୍କୁ ସାହାଯ୍ୟ କରିବା ବନ୍ଦ କରିଦେଲେ I ସେମାନେ ପାଉଲଙ୍କୁ ପରିତ୍ୟାଗ କଲେ, କାରଣ ଅଧିକାରୀମାନେ ତାହାଙ୍କୁ ବନ୍ଦୀଶାଳାରେ ପକାଇଦେଲେ I ବିକଳ୍ପ ଅନୁବାଦ: “ମୋତେ ସାହାଯ୍ୟ କରିବାକୁ ବନ୍ଦ କରିଦେଲେ” (ଦେଖ: [[rc://en/ta/man/translate/figs-metaphor]])
2TI 1 15 x6cc translate-names Φύγελος καὶ Ἑρμογένης 1 Phygelus and Hermogenes ଏସବୁ ପୁରୁଷ ଲୋକମାନଙ୍କ ନାମ I (ଦେଖ: [[rc://en/ta/man/translate/translate-names]])

Can't render this file because it contains an unexpected character in line 2 and column 8087.