Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-18 16:29:35 +00:00
parent 2d4a25dd67
commit 8b7bf061af
1 changed files with 10 additions and 10 deletions

View File

@ -286,17 +286,17 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 6 intro rks4 0 # **1** **ତୀମଥି** **06** **ସାଧାରଣ ଟିପ୍ପଣୀଗୁଡ଼ିକ**ଏହି ଅଧ୍ୟାୟର ବିଶେଷ ଧାରଣା

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

### ଦାସତ୍ୱ

ଏହି ଅଧ୍ୟାୟରେ, ପାଉଲ ଦାସମାନଙ୍କୁ ସେମାନଙ୍କର ମାଲିକମାନଙ୍କୁ ସମ୍ମାନ ଦେବା, ସେମାନଙ୍କୁ ଆଦର କରିବା ଏବଂ ଯତ୍ନର ସହିତ ସେବା କରିବାକୁ ଶିକ୍ଷା ଦିଅନ୍ତି । ଏହାର ଅର୍ଥ ଏହା ନୁହେଁ ଯେ ସେ ଦାସତ୍ୱକୁ ଏକ ଉତ୍ତମ ଜିନିଷ କିମ୍ବା ଈଶ୍ଵର ଗ୍ରହଣ କରୁଥିବା ବିଷୟ ଭାବରେ ସମର୍ଥନ କରୁଛନ୍ତି । ଏହା ପରିବର୍ତ୍ତେ, ପାଉଲ ବିଶ୍ଵାସୀମାନଙ୍କୁ ପ୍ରତ୍ୟେକ ପରିସ୍ଥିତିରେ ଧାର୍ମିକ ଏବଂ ସନ୍ତୁଷ୍ଟ ହେବାକୁ ଉତ୍ସାହିତ କରୁଛନ୍ତି । ଏହାର ଅର୍ଥ ଏହା ନୁହେଁ ଯେ ସେମାନେ ସେହି ପରିସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ ମଧ୍ୟ କାର୍ଯ୍ୟ କରିପାରିବେ ନାହିଁ ।
1TI 6 1 zg9b 0 Connecting Statement:
1TI 6 1 nm4n figs-metaphor ὅσοι εἰσὶν ὑπὸ ζυγὸν δοῦλοι 1 Let all who are under the yoke as slaves ପାଉଲ ଯେଉଁମାନେ ଦାସ ଭାବରେ କାର୍ଯ୍ୟ କରନ୍ତି ସେମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି ଯେପରି ସେମାନେ ହଳ କରୁଛନ୍ତି କିମ୍ବା ବଳଦର ବେକରେ ଗୋଟିଏ ଯୁଆଳି ରଖୁଛନ୍ତି । ବିକଳ୍ପ ଅନୁବାଦ: "ଯେଉଁମାନେ ଦାସ ଭାବରେ କାମ କରୁଛନ୍ତି ସେମାନଙ୍କ ବିଷୟରେ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 6 1 ep1l figs-explicit ὅσοι εἰσὶν 1 Let all who are ଏହି ପ୍ରସଙ୍ଗରେ ଏହାର ଅର୍ଥ  ପାଉଲ ବିଶ୍ଵାସୀମାନଙ୍କ ବିଷୟରେ କହନ୍ତି ଯେଉଁମାନେ ଦାସ ଅଟନ୍ତି । ବିକଳ୍ପ ଅନୁବାଦ: "ବିଶ୍ଵାସୀମାନେ ଯେଉଁମାନେ ଦାସ ଭାବରେ କାର୍ଯ୍ୟ କରୁଅଛନ୍ତି"[[rc://en/ta/man/translate/figs-explicit]])
1TI 6 1 he2n figs-activepassive μὴ τὸ ὄνομα τοῦ Θεοῦ καὶ ἡ διδασκαλία βλασφημῆται 1 the name of God and the teaching might not be blasphemed ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରି, କିଏ କାର୍ଯ୍ୟ ଜରେ ତାହା ସ୍ପଷ୍ଟଭାବେ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ଅବିଶ୍ୱାସୀମାନେ ଈଶ୍ଵରଙ୍କ ଚରିତ୍ରକୁ ଅପମାନିତ ନକରନ୍ତି କିମ୍ବା ଆମେ ଯାହା ବିଶ୍ଵାସ କରୁ ଏବଂ ଶିକ୍ଷା ଦେଉ" [[rc://en/ta/man/translate/figs-activepassive]]
1TI 6 1 xb92 figs-metonymy τὸ ὄνομα τοῦ Θεοῦ 1 the name of God ଏଠାରେ, **ନାମ** ହେଉଛି ଜଣେ ବ୍ୟକ୍ତିର ଖ୍ୟାତି ବା ପ୍ରତିଷ୍ଠା ବିଷୟରେ ଏକ ସାଙ୍କେତିକ ଉପାୟ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଚରିତ୍ର" କିମ୍ବା "ଈଶ୍ଵରଙ୍କ ପ୍ରତିଷ୍ଠା" । [[rc://en/ta/man/translate/figs-metonymy]])
1TI 6 1 f5pc ἡ διδασκαλία 1 the teaching ଏଠାରେ ପାଉଲ ଯୀଶୁଙ୍କ ବିଷୟରେ ଶିକ୍ଷା ଦେଉଛନ୍ତି ଏବଂ ତାଙ୍କ ଅନୁଗାମୀମାନେ କିପରି ଜୀବନଯାପନ କରିବା ଉଚିତ୍ ତାହା ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: "ବିଶ୍ଵାସୀମାନେ କିପରି ଜୀବନଯାପନ କରିବେ ସେ ବିଷୟରେ ଆମର ଶିକ୍ଷା"
1TI 6 2 fvv7 ἀδελφοί εἰσιν 1 they are brothers ଏଠାରେ, **ଭାଇମାନେ** ସାଙ୍କେତିକ ଭାବରେ ଅର୍ଥାତ୍ ଯୀଶୁଙ୍କଠାରେ ସହ ବିଶ୍ଵାସୀ, ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ । ବିକଳ୍ପ ଅନୁବାଦ: "ସେମାନେ ସହ ବିଶ୍ଵାସୀ" ଏହାର ଅର୍ଥ: (1) ଈଶ୍ଵର ଏହି ଲୋକଙ୍କୁ ଭଲ ପାଆନ୍ତି, କିମ୍ବା (2) ଅନ୍ୟ ବିଶ୍ଵାସୀମାନେ ଏହି ଲୋକଙ୍କୁ ଭଲ ପାଆନ୍ତି, କିମ୍ବା ଉଭୟ ଅଟେ । ବିକଳ୍ପ ଅନୁବାଦ: (1) "ଯାହାକୁ ଈଶ୍ଵର ଭଲ ପାଆନ୍ତି" କିମ୍ବା (2) "ଏବଂ ସେଥିପାଇଁ ସେମାନଙ୍କର ବିଶ୍ଵାସୀ ଦାସମାନେ ସେମାନଙ୍କୁ ଭଲ ପାଇବା ଉଚିତ୍ ।"[[rc://en/ta/man/translate/figs-gendernotations]])
1TI 6 1 ep1l figs-explicit ὅσοι εἰσὶν 1 Let all who are ଏହି ପ୍ରସଙ୍ଗରେ ଏହାର ଅର୍ଥ  ପାଉଲ ବିଶ୍ଵାସୀମାନଙ୍କ ବିଷୟରେ କହନ୍ତି ଯେଉଁମାନେ ଦାସ ଅଟନ୍ତି । ବିକଳ୍ପ ଅନୁବାଦ: "ବିଶ୍ଵାସୀମାନେ ଯେଉଁମାନେ ଦାସ ଭାବରେ କାର୍ଯ୍ୟ କରୁଅଛନ୍ତି"[[rc://en/ta/man/translate/figs-explicit]])ଦେଖନ୍ତୁ)
1TI 6 1 he2n figs-activepassive μὴ τὸ ὄνομα τοῦ Θεοῦ καὶ ἡ διδασκαλία βλασφημῆται 1 the name of God and the teaching might not be blasphemed ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରି, କିଏ କାର୍ଯ୍ୟ ଜରେ ତାହା ସ୍ପଷ୍ଟଭାବେ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ଅବିଶ୍ୱାସୀମାନେ ଈଶ୍ଵରଙ୍କ ଚରିତ୍ରକୁ ଅପମାନିତ ନକରନ୍ତି କିମ୍ବା ଆମେ ଯାହା ବିଶ୍ଵାସ କରୁ ଏବଂ ଶିକ୍ଷା ଦେଉ" [[rc://en/ta/man/translate/figs-activepassive]]ଦେଖନ୍ତୁ)
1TI 6 1 xb92 figs-metonymy τὸ ὄνομα τοῦ Θεοῦ 1 the name of God ଏଠାରେ, **ନାମ** ହେଉଛି ଜଣେ ବ୍ୟକ୍ତିର ଖ୍ୟାତି ବା ପ୍ରତିଷ୍ଠା ବିଷୟରେ ଏକ ସାଙ୍କେତିକ ଉପାୟ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଚରିତ୍ର" କିମ୍ବା "ଈଶ୍ଵରଙ୍କ ପ୍ରତିଷ୍ଠା" । [[rc://en/ta/man/translate/figs-metonymy]])ଦେଖନ୍ତୁ)
1TI 6 1 f5pc ἡ διδασκαλία 1 the teaching ଏଠାରେ ପାଉଲ ଯୀଶୁଙ୍କ ବିଷୟରେ ଶିକ୍ଷା ଦେଉଛନ୍ତି ଏବଂ ତାଙ୍କ ଅନୁଗାମୀମାନେ କିପରି ଜୀବନଯାପନ କରିବା ଉଚିତ୍ ତାହା ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: "ବିଶ୍ଵାସୀମାନେ କିପରି ଜୀବନଯାପନ କରିବେ ସେ ବିଷୟରେ ଆମର ଶିକ୍ଷା" [[rc://en/ta/man/translate/figs-explicit]])ଦେଖନ୍ତୁ)
1TI 6 2 fvv7 ἀδελφοί εἰσιν 1 they are brothers ଏଠାରେ, **ଭାଇମାନେ** ସାଙ୍କେତିକ ଭାବରେ ଅର୍ଥାତ୍ ଯୀଶୁଙ୍କଠାରେ ସହ ବିଶ୍ଵାସୀ, ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ । ବିକଳ୍ପ ଅନୁବାଦ: "ସେମାନେ ସହ ବିଶ୍ଵାସୀ" ଏହାର ଅର୍ଥ: (1) ଈଶ୍ଵର ଏହି ଲୋକଙ୍କୁ ଭଲ ପାଆନ୍ତି, କିମ୍ବା (2) ଅନ୍ୟ ବିଶ୍ଵାସୀମାନେ ଏହି ଲୋକଙ୍କୁ ଭଲ ପାଆନ୍ତି, କିମ୍ବା ଉଭୟ ଅଟେ । ବିକଳ୍ପ ଅନୁବାଦ: (1) "ଯାହାକୁ ଈଶ୍ଵର ଭଲ ପାଆନ୍ତି" କିମ୍ବା (2) "ଏବଂ ସେଥିପାଇଁ ସେମାନଙ୍କର ବିଶ୍ଵାସୀ ଦାସମାନେ ସେମାନଙ୍କୁ ଭଲ ପାଇବା ଉଚିତ୍ ।"[[rc://en/ta/man/translate/figs-gendernotations]])ଦେଖନ୍ତୁ)
1TI 6 2 hn12 figs-activepassive οἱ τῆς εὐεργεσίας ἀντιλαμβανόμενοι 1 For the masters who are helped by their work
1TI 6 2 nmh9 figs-activepassive καὶ ἀγαπητοὶ 1 and are loved  [[rc://en/ta/man/translate/figs-activepassive]])
1TI 6 4 pn8n figs-genericnoun τετύφωται ... νοσῶν 1 he is proud ... He has an unhealthy interest ପାଉଲ ସାଙ୍କେତିକ ଭାବରେ ଜଣେ ବ୍ୟକ୍ତିଙ୍କ ବିଷୟରେ କୁହନ୍ତି ଯିଏ ଅତ୍ୟଧିକ ଅହଂକାରୀ ଯେପରି ସେମାନେ ବାୟୁରେ ପ୍ରବାହିତ ହୋଇଥିଲେ । ଆପଣ ଏହାକୁ 3: 6 କୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: "ସେହି ବ୍ୟକ୍ତି ଅତ୍ୟଧିକ ଅହଂକାରୀ" [[rc://en/ta/man/translate/figs-genericnoun]])
1TI 6 4 z2rb μηδὲν ἐπιστάμενος 1 understands nothing ପାଉଲ ଏଠାରେ **ତୁଚ୍ଛ** ଶବ୍ଦକୁ ଗୁରୁତ୍ୱ ଦେବା ପାଇଁ ସାଧାରଣକରଣ ଭାବରେ ବ୍ୟବହାର କରନ୍ତି । ଏହା ବିଶେଷ ଭାବରେ ଈଶ୍ଵରଙ୍କ ପ୍ରକୃତ ବାର୍ତ୍ତା ଯାହାକୁ ଜଣେ ବ୍ୟକ୍ତି ବୁଝନ୍ତି ନାହିଁ । ବିକଳ୍ପ ଅନୁବାଦ: "ସେ ଈଶ୍ଵରଙ୍କ ସତ୍ୟ ବିଷୟରେ କିଛି ବୁଝନ୍ତି ନାହିଁ"[[rc://en/ta/man/translate/figs-hyperbole]])
1TI 6 4 qu86 figs-metaphor νοσῶν περὶ ζητήσεις καὶ λογομαχίας 1 He has an unhealthy interest in controversies and arguments ପାଉଲ ସେହିମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି ଯେଉଁମାନେ ଅସୁସ୍ଥ ଥିବା ପରି ଅଦରକାରୀ ଯୁକ୍ତିରେ ଲିପ୍ତ ରହିବାକୁ ବାଧ୍ୟ ଥିଲେ । ଏହିପରି ଲୋକମାନେ ଯୁକ୍ତିତର୍କ କରିବାକୁ ବହୁତ ଇଚ୍ଛୁକ, ଏବଂ ସେମାନେ ପ୍ରକୃତରେ ସହମତ ହେବାକୁ ଏକ ଉପାୟ ଖୋଜିବାକୁ ଚାହାଁନ୍ତି ନାହିଁ । ବିକଳ୍ପ ଅନୁବାଦ: " ଅଧିକ ଯୁକ୍ତିତର୍କ କରନ୍ତି" [[rc://en/ta/man/translate/figs-metaphor]])
1TI 6 4 i3lk ζητήσεις καὶ λογομαχίας, ἐξ ὧν γίνεται φθόνος 1 controversies and arguments about words that result in envy ଏହି ଦୁଇଟି ଶବ୍ଦର ମୂଳତ ଅର୍ଥ ସମାନ ଅଟେ, ଯଦିଓ ଦ୍ୱିତୀୟ ଶବ୍ଦଟି ବିଶେଷ ଭାବରେ ଶବ୍ଦର ଅର୍ଥ ବିଷୟରେ ଯୁକ୍ତିକୁ ସୂଚିତ କରେ । ପାଉଲ ଏହି ଶବ୍ଦଗୁଡ଼ିକୁ ଗୁରୁତ୍ୱ ଦେବା ପାଇଁ ଏକତ୍ର ବ୍ୟବହାର କରନ୍ତି । ଯଦି ଶବ୍ଦଗୁଡ଼ିକ ଆପଣଙ୍କ ଭାଷାରେ ଭିନ୍ନ ଧାରଣା ପ୍ରକାଶ କରେ ନାହିଁ ତେବେ ଆପଣ ସେହି ଶବ୍ଦଗୁଡ଼ିକୁ ଏକତ୍ର ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ତର୍କ"[[rc://en/ta/man/translate/figs-doublet]])
1TI 6 2 nmh9 figs-activepassive καὶ ἀγαπητοὶ 1 and are loved  [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 6 4 pn8n figs-genericnoun τετύφωται ... νοσῶν 1 he is proud ... He has an unhealthy interest ପାଉଲ ସାଙ୍କେତିକ ଭାବରେ ଜଣେ ବ୍ୟକ୍ତିଙ୍କ ବିଷୟରେ କୁହନ୍ତି ଯିଏ ଅତ୍ୟଧିକ ଅହଂକାରୀ ଯେପରି ସେମାନେ ବାୟୁରେ ପ୍ରବାହିତ ହୋଇଥିଲେ । ଆପଣ ଏହାକୁ 3: 6 କୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: "ସେହି ବ୍ୟକ୍ତି ଅତ୍ୟଧିକ ଅହଂକାରୀ" [[rc://en/ta/man/translate/figs-genericnoun]])ଦେଖନ୍ତୁ)
1TI 6 4 z2rb μηδὲν ἐπιστάμενος 1 understands nothing ପାଉଲ ଏଠାରେ **ତୁଚ୍ଛ** ଶବ୍ଦକୁ ଗୁରୁତ୍ୱ ଦେବା ପାଇଁ ସାଧାରଣକରଣ ଭାବରେ ବ୍ୟବହାର କରନ୍ତି । ଏହା ବିଶେଷ ଭାବରେ ଈଶ୍ଵରଙ୍କ ପ୍ରକୃତ ବାର୍ତ୍ତା ଯାହାକୁ ଜଣେ ବ୍ୟକ୍ତି ବୁଝନ୍ତି ନାହିଁ । ବିକଳ୍ପ ଅନୁବାଦ: "ସେ ଈଶ୍ଵରଙ୍କ ସତ୍ୟ ବିଷୟରେ କିଛି ବୁଝନ୍ତି ନାହିଁ"[[rc://en/ta/man/translate/figs-hyperbole]])ଦେଖନ୍ତୁ)
1TI 6 4 qu86 figs-metaphor νοσῶν περὶ ζητήσεις καὶ λογομαχίας 1 He has an unhealthy interest in controversies and arguments ପାଉଲ ସେହିମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି ଯେଉଁମାନେ ଅସୁସ୍ଥ ଥିବା ପରି ଅଦରକାରୀ ଯୁକ୍ତିରେ ଲିପ୍ତ ରହିବାକୁ ବାଧ୍ୟ ଥିଲେ । ଏହିପରି ଲୋକମାନେ ଯୁକ୍ତିତର୍କ କରିବାକୁ ବହୁତ ଇଚ୍ଛୁକ, ଏବଂ ସେମାନେ ପ୍ରକୃତରେ ସହମତ ହେବାକୁ ଏକ ଉପାୟ ଖୋଜିବାକୁ ଚାହାଁନ୍ତି ନାହିଁ । ବିକଳ୍ପ ଅନୁବାଦ: " ଅଧିକ ଯୁକ୍ତିତର୍କ କରନ୍ତି" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 6 4 i3lk ζητήσεις καὶ λογομαχίας, ἐξ ὧν γίνεται φθόνος 1 controversies and arguments about words that result in envy ଏହି ଦୁଇଟି ଶବ୍ଦର ମୂଳତ ଅର୍ଥ ସମାନ ଅଟେ, ଯଦିଓ ଦ୍ୱିତୀୟ ଶବ୍ଦଟି ବିଶେଷ ଭାବରେ ଶବ୍ଦର ଅର୍ଥ ବିଷୟରେ ଯୁକ୍ତିକୁ ସୂଚିତ କରେ । ପାଉଲ ଏହି ଶବ୍ଦଗୁଡ଼ିକୁ ଗୁରୁତ୍ୱ ଦେବା ପାଇଁ ଏକତ୍ର ବ୍ୟବହାର କରନ୍ତି । ଯଦି ଶବ୍ଦଗୁଡ଼ିକ ଆପଣଙ୍କ ଭାଷାରେ ଭିନ୍ନ ଧାରଣା ପ୍ରକାଶ କରେ ନାହିଁ ତେବେ ଆପଣ ସେହି ଶବ୍ଦଗୁଡ଼ିକୁ ଏକତ୍ର ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ତର୍କ"[[rc://en/ta/man/translate/figs-doublet]])ଦେଖନ୍ତୁ)
1TI 6 4 xt1z λογομαχίας 1 about words ବିକଳ୍ପ ଅନୁବାଦ: "ଶବ୍ଦର ଅର୍ଥ ବିଷୟରେ ଲଢ଼େଇ "
1TI 6 4 bjt6 ἔρις 1 strife
1TI 6 4 y3mx βλασφημίαι 1 insults ଲୋକେ ମିଥ୍ୟାରେ ପରସ୍ପର ବିରୁଦ୍ଧରେ ମନ୍ଦ ବିଷୟ କହନ୍ତି

Can't render this file because it contains an unexpected character in line 2 and column 7882.