Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-18 16:28:06 +00:00
parent a2fbdb5377
commit 2d4a25dd67
1 changed files with 25 additions and 25 deletions

View File

@ -274,31 +274,31 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 5 21 f2q7 figs-doublet ταῦτα φυλάξῃς χωρὶς προκρίματος, μηδὲν ποιῶν κατὰ πρόσκλισιν 1 to keep these commands without partiality, and to do nothing out of favoritism
1TI 5 21 dph6 ταῦτα 1 these commands ବିକଳ୍ପ ଅନୁବାଦ: "ତୁମ୍ଭେ ଏହି ନିର୍ଦ୍ଦେଶାବଳୀ ଅନୁସରଣ କର"
1TI 5 22 qb71 χεῖρας ... ἐπιτίθει 1 Place hands **ହସ୍ତାର୍ପଣ** **କରିବାର** ଅର୍ଥ ଏକ ସମାରୋହ ଯେଉଁଥିରେ ଜଣେ ବା ଏକାଧିକ ମଣ୍ଡଳୀର ପ୍ରାଚୀନ ଲୋକମାନଙ୍କ ଉପରେ ହାତ ରଖି, ପ୍ରାର୍ଥନା କରନ୍ତି ଯେ ଈଶ୍ଵର ସେମାନଙ୍କୁ ଈଶ୍ଵଙ୍କୁ ସନ୍ତୁଷ୍ଟ କରୁଥିବା ଉପାୟରେ ସେବା କରିବାରେ ସକ୍ଷମ କରନ୍ତୁ । ଯେପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତମ ଚରିତ୍ର ପ୍ରକାଶ ନ କରନ୍ତି ସେପର୍ଯ୍ୟନ୍ତ ସର୍ବସାଧାରଣରେ ସେହି ବ୍ୟକ୍ତିଙ୍କୁ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ସେବା କରିବା ପାଇଁ ତୀମଥି ପୃଥକ କରି ନଥିଲେ । ବିକଳ୍ପ ଅନୁବାଦ: "ସେହି ବ୍ୟକ୍ତିଙ୍କୁ ମଣ୍ଡଳୀର ନେତୃତ୍ୱରେ ନିଯୁକ୍ତ କରିବା ପୂର୍ବରୁ ସେହି ବ୍ୟକ୍ତି କ୍ରମାଗତ ଭାବରେ ଉତ୍ତମ ଚରିତ୍ର ପ୍ରଦର୍ଶନ ନକରିବା ପର୍ଯ୍ୟନ୍ତ ଅପେକ୍ଷା କର"[[rc://en/ta/man/translate/translate-symaction]])ଦେଖନ୍ତୁ)
1TI 5 22 pyl8 figs-metaphor μηδὲ κοινώνει ἁμαρτίαις ἀλλοτρίαις 1 Do not share in the sins of another person "ପାଉଲ ଜଣକର ପାପ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ଅନ୍ୟମାନଙ୍କ ସହିତ ବଣ୍ଟାଯାଇପାରିବ I ବିକଳ୍ପ ଅନୁବାଦ: “ଅନ୍ୟ ଜଣେ ବ୍ୟକ୍ତିର ପାପରେ ସହଭାଗୀ ହୁଅ ନାହିଁ” କିମ୍ବା ""ଅନ୍ୟ ଜଣେ ବ୍ୟକ୍ତି ପାପ କରୁଥିଲେ ତହିଁରେ ଅଂଶ ଗ୍ରହଣ କର ନାହିଁ” (ଦେଖ: [[rc://en/ta/man/translate/figs-metaphor]])"
1TI 5 22 lt3y μηδὲ κοινώνει ἁμαρτίαις ἀλλοτρίαις 1 Do not share in the sins of another person ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯଦି ତୀମଥି ପାପରେ ଦୋଷୀ ଜଣକୁ ମଣ୍ଡଳୀର କାର୍ଯ୍ୟପାଇଁ ମନୋନୀତ କରନ୍ତି, ତେବେ ସେହି ଲୋକର ପାପପାଇଁ ଈଶ୍ବର ତୀମଥିଙ୍କୁ ଦାୟୀ କରିବେ କିମ୍ବା ) ତୀମଥି ଅନ୍ୟମାନଙ୍କୁ ଯେଉଁ ପାପ କରୁଥିବା ଦେଖିଛନ୍ତି, ସେ ନିଜେ ସେହି ପାପ କରିବା ଉଚିତ ନୁହେଁ I
1TI 5 23 xl32 figs-explicit μηκέτι ὑδροπότει 1 You should no longer drink water ଏହା ସୂଚିତ କରେ ଯେ ପାଉଲଙ୍କ କହିବାର ଅର୍ଥ ହେଉଛି ତୀମଥି କେବଳ ଜଳପାନ କରିବା ଉଚିତ ନୁହେଁ I ସେ ତୀମଥିଙ୍କୁ ଦ୍ରାକ୍ଷାରସ ଔଷଧଭାବରେ ବ୍ୟବହାର କରିବାକୁ କହୁଛନ୍ତି I ସେହି ଅଞ୍ଚଳର ଜଳ ଅନେକ ସମୟରେ ଅସୁସ୍ଥତା ସୃଷ୍ଟି କରୁଥିଲା I (ଦେଖ: [[rc://en/ta/man/translate/figs-explicit]])
1TI 5 24 uk56 figs-activepassive τινῶν ἀνθρώπων αἱ ἁμαρτίαι πρόδηλοί εἰσιν 1 The sins of some people are openly known ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେତେକ ଲୋକଙ୍କର ପାପ ସହଜରେ ପ୍ରକାଶ ପାଇଥାଏ” (ଦେଖ: [[rc://en/ta/man/translate/figs-activepassive]])
1TI 5 24 ug1z figs-personification προάγουσαι εἰς κρίσιν 1 they go before them into judgment "ସେମାନଙ୍କର ପାପ ସେମାନଙ୍କ ବିଚାର ପୂର୍ବରୁ ପ୍ରକାଶିତ ହୁଏ I ପାଉଲ ପାପ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଗତି କରୁଛନ୍ତି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେମାନଙ୍କର ପାପସବୁ ଏତେ ପ୍ରକାଶିତ ଯେ ସେମାନଙ୍କ ବିରୁଦ୍ଧରେ କେହି ସାକ୍ଷ୍ୟ ଦେବା ପୂର୍ବରୁ ପ୍ରତେକେ ତାହା ଜାଣିପାରିବେ ଯେ ସେମାନେ ଦୋଷୀ ଅଟନ୍ତି କିମ୍ବା ) ସେମାନଙ୍କର ପାପ ସବୁ ପ୍ରମାଣିତ, ଆଉ ଈଶ୍ବର ବର୍ତ୍ତମାନ ସେମାନଙ୍କର ବିଚାର କରୁଛନ୍ତି I (ଦେଖ: [[rc://en/ta/man/translate/figs-personification]])
1TI 5 24 i1c6 figs-metaphor τισὶν δὲ καὶ ἐπακολουθοῦσιν 1 But some sins follow later କିନ୍ତୁ କେତେକ ପାପ ପରେ ପ୍ରକାଶିତ ହୁଏ I ପାଉଲ ପାପ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଗତି କରୁଛନ୍ତି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ତୀମଥି ଓ ଖ୍ରୀଷ୍ଟିୟ ସମ୍ପ୍ରଦାୟ କେତେକ ପାପ ବିଷୟରେ ଜାଣିପାରିବେ ନାହିଁ କିମ୍ବା ) ଶେଷ ବିଚାର ନ ହେବା ପର୍ଯ୍ୟନ୍ତ ଈଶ୍ବର କେତେକ ପାପର ବିଚାର କରିବେ ନାହିଁ I (ଦେଖ: [[rc://en/ta/man/translate/figs-metaphor]])
1TI 5 25 pd8v τὰ ἔργα τὰ καλὰ πρόδηλα 1 some good works are openly known କେତେକ ସତ୍କାର୍ଯ୍ୟ ପ୍ରକାଶିତ"
1TI 5 25 qlu5 τὰ ἔργα τὰ καλὰ 1 good works କେତେକ କାର୍ଯ୍ୟକୁ “ଉତ୍ତମ” ମନେ କରାଯାଏ, କାରଣ ସେଗୁଡିକ ଈଶ୍ବରଙ୍କ ଚରିତ୍ର, ଉଦ୍ଦେଶ୍ୟ ଓ ଇଚ୍ଛା ସହିତ ମେଳ ଖାଏ I
1TI 5 25 bl51 figs-metaphor καὶ τὰ ἄλλως ἔχοντα, κρυβῆναι οὐ δύναταί 1 but even the others cannot be hidden ପାଉଲ ପାପ ବିଷୟରେ କହନ୍ତି ଯେ ସତେ ଯେପରି ସେଗୁଡିକ କିଛି ପଦାର୍ଥ, ଯାହା ଜଣେ ଲୁଚାଇପାରିବ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ଏପରିକି ପ୍ରକାଶିତ ହୋଇ ନ ଥିବା ସତ୍କାର୍ଯ୍ୟକୁ ଲୋକମାନେ ପରେ ଦେଖିପାରିବେ” (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-activepassive]])
1TI 6 intro rks4 0 # ୧ ତୀମଥି ୦୬ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା

### ଦାସତ୍ବ

ଦାସତ୍ବ ଭଲ କି ମନ୍ଦ, ତାହା ପାଉଲ ଏହି ଅଧ୍ୟାୟରେ ଲେଖୁନାହାନ୍ତି I ପାଉଲ ସମ୍ମାନ ଦେବା, ସମାଦର କରିବା ଓ ଯତ୍ନର ସହିତ କର୍ତ୍ତାମାନଙ୍କ ସେବା କରିବା ବିଷୟରେ ଶିକ୍ଷା ଦେଉଛନ୍ତି I ପାଉଲ ସବୁ ବିଶ୍ବାସୀମାନଙ୍କୁ ଈଶ୍ବରପରାୟଣ ହୋଇ ପ୍ରତ୍ୟେକ ଅବସ୍ଥାରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା ଦେଉଛନ୍ତି I

1TI 6 1 zg9b 0 Connecting Statement: ପାଉଲ ଦାସ ଓ କର୍ତ୍ତାମାନଙ୍କୁ କେତେକ ବିଶେଷ ଉପଦେଶ ଦେଲାପରେ ଏକ ଈଶ୍ବରପରାୟଣ ଜୀବନ ଯାପନ କରିବାକୁ ଶିକ୍ଷା ଦେଉଛନ୍ତି I
1TI 6 1 nm4n figs-metaphor ὅσοι εἰσὶν ὑπὸ ζυγὸν δοῦλοι 1 Let all who are under the yoke as slaves ପାଉଲ ଦାସଭାବରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଯୁଆଳି ବହନ କରୁଥିବା ବଳଦସବୁ ଅଟନ୍ତି I ବିକଳ୍ପ ଅନୁବାଦ: “ଯେଉଁମାନେ ଦାସଭାବରେ କାର୍ଯ୍ୟ କରୁଛନ୍ତି” (ଦେଖ: [[rc://en/ta/man/translate/figs-metaphor]])
1TI 6 1 ep1l figs-explicit ὅσοι εἰσὶν 1 Let all who are ଏହା ସୂଚିତ କରେ ଯେ ପାଉଲ ବିଶ୍ବାସୀମାନଙ୍କ ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: “ଯେଉଁମାନେ ବିଶ୍ବାସୀ” (ଦେଖ: [[rc://en/ta/man/translate/figs-explicit]])
1TI 6 1 he2n figs-activepassive μὴ τὸ ὄνομα τοῦ Θεοῦ καὶ ἡ διδασκαλία βλασφημῆται 1 the name of God and the teaching might not be blasphemed ଏହାକୁ କର୍ତ୍ତୃବାଚ୍ୟଭାବରେ ଓ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ନାମ ଓ ଶିକ୍ଷା ବିଷୟରେ ଯେପରି ଅବିଶ୍ବାସୀମାନେ ସର୍ବଦା ସମାଦରପୂର୍ଣ୍ଣ ଭାବରେ କହିବେ” (ଦେଖ: [[rc://en/ta/man/translate/figs-activepassive]] ଓ [[rc://en/ta/man/translate/figs-litotes]])
1TI 6 1 xb92 figs-metonymy τὸ ὄνομα τοῦ Θεοῦ 1 the name of God ଏଠାରେ “ନାମ” ଈଶ୍ବରଙ୍କ ସ୍ବଭାବ ବା ଚରିତ୍ରକୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଚରିତ୍ର” କିମ୍ବା “ଈଶ୍ବର” (ଦେଖ: [[rc://en/ta/man/translate/figs-metonymy]])
1TI 6 1 f5pc ἡ διδασκαλία 1 the teaching ବିଶ୍ବାସ କିମ୍ବା “ସୁସମାଚାର”
1TI 6 2 fvv7 ἀδελφοί εἰσιν 1 they are brothers ଏଠାରେ “ଭାଇମାନେ”ର ଅର୍ଥ “ସହବିଶ୍ବାସୀମାନେ I”
1TI 6 2 hn12 figs-activepassive οἱ τῆς εὐεργεσίας ἀντιλαμβανόμενοι 1 For the masters who are helped by their work ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଯେଉଁ କର୍ତ୍ତାମାନଙ୍କୁ ସେମାନଙ୍କ ଦାସମାନେ ସେମାନଙ୍କ କର୍ମ ଦ୍ବାରା ସାହାଯ୍ୟ କରନ୍ତି” (ଦେଖ: [[rc://en/ta/man/translate/figs-activepassive]])
1TI 6 2 nmh9 figs-activepassive καὶ ἀγαπητοὶ 1 and are loved ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଆଉ ଦାସମାନେ ସେମାନଙ୍କୁ ପ୍ରେମ କରିବା ଉଚିତ କିମ୍ବା ) “ଯେଉଁମାନଙ୍କୁ ଈଶ୍ବର ପ୍ରେମ କରନ୍ତି” (ଦେଖ: [[rc://en/ta/man/translate/figs-activepassive]])
1TI 6 4 pn8n figs-genericnoun τετύφωται ... νοσῶν 1 he is proud ... He has an unhealthy interest ଏଠାରେ “ସେ” ଅନୁଚିତ ଶିକ୍ଷା ଦେଉଥିବା ଯେ କୌଣସି ଲୋକକୁ ବୁଝାଏ I ଏହାକୁ ସ୍ପଷ୍ଟ କରିବାପାଇଁ, USTରେ କରାଯାଇଥିବା ପ୍ରକାରେ, ତୁମେ “ସେ” କୁ “ସେମାନେ” ଭାବରେ ଅନୁବାଦ କରିପାରିବ I (ଦେଖ: [[rc://en/ta/man/translate/figs-genericnoun]])
1TI 6 4 z2rb μηδὲν ἐπιστάμενος 1 understands nothing ଈଶ୍ବରଙ୍କ ସତ୍ୟ ବିଷୟରେ କିଛି ବୁଝନ୍ତି ନାହିଁ
1TI 6 4 qu86 figs-metaphor νοσῶν περὶ ζητήσεις καὶ λογομαχίας 1 He has an unhealthy interest in controversies and arguments ନିଷ୍ଫଳ ବାକ୍ ଯୁଦ୍ଧରେ ସମ୍ପୃକ୍ତ ଲୋକମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଅସୁସ୍ଥ ଅଟନ୍ତି I ସେହି ପ୍ରକାର ଲୋକ ଯୁକ୍ତିତର୍କ କରିବାକୁ ପ୍ରବଳ ଇଚ୍ଛା କରନ୍ତି ଓ ସହମତ ହେବା ନିମନ୍ତେ କୌଣସି ଉପାୟ ଖୋଜିବାକୁ ପ୍ରକୃତରେ ଇଚ୍ଛା କରନ୍ତି ନାହିଁ I ବିକଳ୍ପ ଅନୁବାଦ: “ସେ କେବଳ ଯୁକ୍ତିତର୍କ କରିବାକୁ ଚାହେଁ” କିମ୍ବା “ସେ ବାକ୍ ଯୁଦ୍ଧକୁ ଭଲ ପାଏ” (ଦେଖ: [[rc://en/ta/man/translate/figs-metaphor]])
1TI 6 4 i3lk ζητήσεις καὶ λογομαχίας, ἐξ ὧν γίνεται φθόνος 1 controversies and arguments about words that result in envy ବାକ୍ୟ ବିଷୟରେ ବାଦାନୁବାଦ ଓ ଯୁକ୍ତିତର୍କ ପୁଣି ଏହି ବାଦାନୁବାଦ ଓ ଯୁକ୍ତିତର୍କରୁ ଈର୍ଷା ଜନ୍ମେ I
1TI 6 4 xt1z λογομαχίας 1 about words ଶବ୍ଦର ଅର୍ଥ ବିଷୟରେ
1TI 6 4 bjt6 ἔρις 1 strife ବାଦାନୁବାଦ, ଯୁଦ୍ଧ
1TI 5 22 pyl8 figs-metaphor μηδὲ κοινώνει ἁμαρτίαις ἀλλοτρίαις 1 Do not share in the sins of another person ପ୍ରସଙ୍ଗରେ ଏହାର ଅର୍ଥ ଏହା ହୋଇପାରେ ଯେ ଯଦି ତୀମଥି ପ୍ରସ୍ତୁତ ହେବା ପୂର୍ବରୁ କିମ୍ବା ତାଙ୍କ ଚରିତ୍ର ଆଦର୍ଶ ବୋଲି ନିଶ୍ଚିତ ନକରି ଜଣେ ବ୍ୟକ୍ତିଙ୍କୁ ମଣ୍ଡଳୀର ନେତୃତ୍ୱରେ ନିଯୁକ୍ତ କରନ୍ତି, ତେବେ ଜଣେ ନେତା ଭାବରେ ସେହି ବ୍ୟକ୍ତିଙ୍କ ଶେଷରେ ବିଫଳତା ପାଇଁ ତୀମଥି ଦାୟୀ ହେବେ । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ତୁମ୍ଭେ ଅନ୍ୟମାନଙ୍କର ନୈତିକ ଏବଂ ନେତୃତ୍ୱ ବିଫଳତା ପାଇଁ ଦାୟୀ ହେବେ ନାହିଁ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 5 22 lt3y μηδὲ κοινώνει ἁμαρτίαις ἀλλοτρίαις 1 Do not share in the sins of another person
1TI 5 23 xl32 figs-explicit μηκέτι ὑδροπότει 1 You should no longer drink water ପାଉଲ ତୀମଥିଙ୍କୁ ମଦ୍ୟପାନକୁ କେବଳ ଔଷଧ ଭାବରେ ବ୍ୟବହାର କରିବାକୁ କହନ୍ତି। ସେହି ଅଞ୍ଚଳର ଜଳ ଅପରିଷ୍କାର ଥିଲା ଏବଂ ଅନେକ ସମୟରେ ରୋଗ ସୃଷ୍ଟି କରୁଥିଲା ​​। ବିକଳ୍ପ ଅନୁବାଦ: "ଆହୁରି ମଧ୍ୟ, ତୁମ୍ଭେ ବେଳେବେଳେ ଔଷଧ ଭାବରେ ଅଳ୍ପ ମାତ୍ରାରେ ମଦ୍ୟପାନ କରିବା ଉଚିତ୍ ।" [[rc://en/ta/man/translate/figs-explicit]])ଦେଖନ୍ତୁ)
1TI 5 24 uk56 figs-activepassive τινῶν ἀνθρώπων αἱ ἁμαρτίαι πρόδηλοί εἰσιν 1 The sins of some people are openly known ପାଉଲ ଏଠାରେ ସାଧାରଣ ଅର୍ଥରେ **ପୁରୁଷ** ଶବ୍ଦ ବ୍ୟବହାର କରନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି। ବିକଳ୍ପ ଅନୁବାଦ: "କେତେକ ଲୋକ" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 5 24 ug1z figs-personification προάγουσαι εἰς κρίσιν 1 they go before them into judgment ପାଉଲ ପାପ ବିଷୟରେ ଉଲ୍ଲେଖ କରନ୍ତି ଯେ ସେମାନେ କିପରି ଜଣେ ବ୍ୟକ୍ତିଙ୍କ ପୂର୍ବରୁ ସେହି ସ୍ଥାନକୁ ଯାଇପାରିବେ ଯେଉଁଠାରେ ସେହି ବ୍ୟକ୍ତି ସେମାନଙ୍କୁ କରିଥିବା ହେତୁ ବିଚାର କରାଯିବ । ଏଠାରେ, **ବିଚାରର** ଅର୍ଥ: (1) ଯେତେବେଳେ ପାପୀ ଶେଷ ଦିନରେ ଈଶ୍ଵରଙ୍କ ସମ୍ମୁଖରେ ଠିଆ ହୁଏ । ବିକଳ୍ପ ଅନୁବାଦ: "ଏତେ ସ୍ପଷ୍ଟ ଯେ ଈଶ୍ଵର ସେମାନଙ୍କୁ ଦୋଷୀ ବୋଲି ଘୋଷଣା କରିବା ପୂର୍ବରୁ ସମସ୍ତେ ଜାଣନ୍ତି ଯେ ସେମାନେ ଦୋଷୀ ଅଟନ୍ତି" କିମ୍ବା (2) ମଣ୍ଡଳୀରେର ବିଚାର । ବିକଳ୍ପ ଅନୁବାଦ: "ମଣ୍ଡଳୀର ନେତାମାନେ ମୁହାଁମୁହିଁ ହେବା ପୂର୍ବରୁ ସମସ୍ତଙ୍କ ପାଇଁ ଏହା  ସ୍ପଷ୍ଟ ହୋଇସାରିଛି।" [[rc://en/ta/man/translate/figs-personification]])ଦେଖନ୍ତୁ)
1TI 5 24 i1c6 figs-metaphor τισὶν δὲ καὶ ἐπακολουθοῦσιν 1 But some sins follow later ପାଉଲ ପୁଣି ଥରେ ପାପ ବିଷୟରେ ଉଲ୍ଲେଖ କରନ୍ତି ଯେପରି ସେମାନେ ସ୍ଵୟଂ ଆଗକୁ ଯାଇପାରନ୍ତି । ପୂର୍ବ ପଦପରି, ଏହାର ଅର୍ଥ: (1) ଈଶ୍ଵରଙ୍କ ଦ୍ୱାରା ବିଚାର, ବିକଳ୍ପ ଅନୁବାଦ: "କିନ୍ତୁ ଈଶ୍ଵର ସେମାନଙ୍କୁ ବିଚାର ନକରିବା ପର୍ଯ୍ୟନ୍ତ ଅନ୍ୟ ଲୋକମାନଙ୍କର ପାପ ପ୍ରକାଶିତ ହୁଏ ନାହିଁ" କିମ୍ବା (2) ମଣ୍ଡଳୀ ଦ୍ଵାରା। ବିକଳ୍ପ ଅନୁବାଦ: "କିନ୍ତୁ କେତେକ ଲୋକଙ୍କ ପାପ ଦୀର୍ଘ ଦିନ ଧରି ଲୁଚି ରହିଥାଏ" ଏହି ଶେଷ ବିକଳ୍ପ ମଧ୍ୟ ପାଉଲଙ୍କ ଅନୁସାରେ ଈଶ୍ଵରଙ୍କ ଦ୍ୱାରା ବିଚାରକୁ ସୂଚାଏ । [[rc://en/ta/man/translate/figs-personification]])ଦେଖନ୍ତୁ)
1TI 5 25 pd8v τὰ ἔργα τὰ καλὰ πρόδηλα 1 some good works are openly known ଏଠାରେ ପାଉଲ ସମସ୍ତ ଉତ୍ତମ କାର୍ଯ୍ୟର ଅର୍ଥ ପ୍ରକାଶ କରୁ ନାହାନ୍ତି, କାରଣ ବାକି ବାକ୍ୟରେ ସେ କେତେକ ଉତ୍ତମ କାର୍ଯ୍ୟ ବିଷୟରେ କହନ୍ତି ଯାହା ସ୍ପଷ୍ଟ ନୁହେଁ । ବିକଳ୍ପ ଅନୁବାଦ: "ଅଧିକାଂଶ ସର୍ବୋତ୍ତମ କାର୍ଯ୍ୟଗୁଡିକ ମଧ୍ୟ ସ୍ପଷ୍ଟ ଅଟେ"[[rc://en/ta/man/translate/figs-explicit]])ଦେଖନ୍ତୁ)
1TI 5 25 qlu5 τὰ ἔργα τὰ καλὰ 1 good works ଏହାର ଅର୍ଥ ଏହା ଯେ ଏହି କାର୍ଯ୍ୟଗୁଡ଼ିକ **ଉତ୍ତମ** ଭାବରେ ବିବେଚନା କରାଯାଏ କାରଣ ସେଗୁଡ଼ିକ ଈଶ୍ଵରଙ୍କ ଚରିତ୍ର, ଉଦ୍ଦେଶ୍ୟ ଏବଂ ଇଚ୍ଛା ସହିତ ସମାନ ଅଟେ । ବିକଳ୍ପ ଅନୁବାଦ: "ଈଶ୍ଵର ଗ୍ରହଣ କରୁଥିବା କାର୍ଯ୍ୟଗୁଡ଼ିକ"[[rc://en/ta/man/translate/figs-explicit]])ଦେଖନ୍ତୁ)
1TI 5 25 bl51 figs-metaphor καὶ τὰ ἄλλως ἔχοντα, κρυβῆναι οὐ δύναταί 1 but even the others cannot be hidden ପାଉଲ ଉତ୍ତମ କାର୍ଯ୍ୟ ବିଷୟରେ କହନ୍ତି ଯେପରି ସେଗୁଡ଼ିକୁ ଗୁପ୍ତ ରଖା ଯାଇପାରେ । ବିକଳ୍ପ ଅନୁବାଦ: "ଏବଂ ପରେ ଲୋକମାନେ ଉତ୍ତମ କାର୍ଯ୍ୟ ବିଷୟରେ ଜାଣିବେ ଯାହା ସ୍ପଷ୍ଟ ନୁହେଁ ।" [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 6 intro rks4 0 # **1** **ତୀମଥି** **06** **ସାଧାରଣ ଟିପ୍ପଣୀଗୁଡ଼ିକ**ଏହି ଅଧ୍ୟାୟର ବିଶେଷ ଧାରଣା

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

### ଦାସତ୍ୱ

ଏହି ଅଧ୍ୟାୟରେ, ପାଉଲ ଦାସମାନଙ୍କୁ ସେମାନଙ୍କର ମାଲିକମାନଙ୍କୁ ସମ୍ମାନ ଦେବା, ସେମାନଙ୍କୁ ଆଦର କରିବା ଏବଂ ଯତ୍ନର ସହିତ ସେବା କରିବାକୁ ଶିକ୍ଷା ଦିଅନ୍ତି । ଏହାର ଅର୍ଥ ଏହା ନୁହେଁ ଯେ ସେ ଦାସତ୍ୱକୁ ଏକ ଉତ୍ତମ ଜିନିଷ କିମ୍ବା ଈଶ୍ଵର ଗ୍ରହଣ କରୁଥିବା ବିଷୟ ଭାବରେ ସମର୍ଥନ କରୁଛନ୍ତି । ଏହା ପରିବର୍ତ୍ତେ, ପାଉଲ ବିଶ୍ଵାସୀମାନଙ୍କୁ ପ୍ରତ୍ୟେକ ପରିସ୍ଥିତିରେ ଧାର୍ମିକ ଏବଂ ସନ୍ତୁଷ୍ଟ ହେବାକୁ ଉତ୍ସାହିତ କରୁଛନ୍ତି । ଏହାର ଅର୍ଥ ଏହା ନୁହେଁ ଯେ ସେମାନେ ସେହି ପରିସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ ମଧ୍ୟ କାର୍ଯ୍ୟ କରିପାରିବେ ନାହିଁ ।
1TI 6 1 zg9b 0 Connecting Statement:
1TI 6 1 nm4n figs-metaphor ὅσοι εἰσὶν ὑπὸ ζυγὸν δοῦλοι 1 Let all who are under the yoke as slaves ପାଉଲ ଯେଉଁମାନେ ଦାସ ଭାବରେ କାର୍ଯ୍ୟ କରନ୍ତି ସେମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି ଯେପରି ସେମାନେ ହଳ କରୁଛନ୍ତି କିମ୍ବା ବଳଦର ବେକରେ ଗୋଟିଏ ଯୁଆଳି ରଖୁଛନ୍ତି । ବିକଳ୍ପ ଅନୁବାଦ: "ଯେଉଁମାନେ ଦାସ ଭାବରେ କାମ କରୁଛନ୍ତି ସେମାନଙ୍କ ବିଷୟରେ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 6 1 ep1l figs-explicit ὅσοι εἰσὶν 1 Let all who are ଏହି ପ୍ରସଙ୍ଗରେ ଏହାର ଅର୍ଥ  ପାଉଲ ବିଶ୍ଵାସୀମାନଙ୍କ ବିଷୟରେ କହନ୍ତି ଯେଉଁମାନେ ଦାସ ଅଟନ୍ତି । ବିକଳ୍ପ ଅନୁବାଦ: "ବିଶ୍ଵାସୀମାନେ ଯେଉଁମାନେ ଦାସ ଭାବରେ କାର୍ଯ୍ୟ କରୁଅଛନ୍ତି"[[rc://en/ta/man/translate/figs-explicit]])
1TI 6 1 he2n figs-activepassive μὴ τὸ ὄνομα τοῦ Θεοῦ καὶ ἡ διδασκαλία βλασφημῆται 1 the name of God and the teaching might not be blasphemed ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରି, କିଏ କାର୍ଯ୍ୟ ଜରେ ତାହା ସ୍ପଷ୍ଟଭାବେ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ଅବିଶ୍ୱାସୀମାନେ ଈଶ୍ଵରଙ୍କ ଚରିତ୍ରକୁ ଅପମାନିତ ନକରନ୍ତି କିମ୍ବା ଆମେ ଯାହା ବିଶ୍ଵାସ କରୁ ଏବଂ ଶିକ୍ଷା ଦେଉ" [[rc://en/ta/man/translate/figs-activepassive]]
1TI 6 1 xb92 figs-metonymy τὸ ὄνομα τοῦ Θεοῦ 1 the name of God ଏଠାରେ, **ନାମ** ହେଉଛି ଜଣେ ବ୍ୟକ୍ତିର ଖ୍ୟାତି ବା ପ୍ରତିଷ୍ଠା ବିଷୟରେ ଏକ ସାଙ୍କେତିକ ଉପାୟ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଚରିତ୍ର" କିମ୍ବା "ଈଶ୍ଵରଙ୍କ ପ୍ରତିଷ୍ଠା" । [[rc://en/ta/man/translate/figs-metonymy]])
1TI 6 1 f5pc ἡ διδασκαλία 1 the teaching ଏଠାରେ ପାଉଲ ଯୀଶୁଙ୍କ ବିଷୟରେ ଶିକ୍ଷା ଦେଉଛନ୍ତି ଏବଂ ତାଙ୍କ ଅନୁଗାମୀମାନେ କିପରି ଜୀବନଯାପନ କରିବା ଉଚିତ୍ ତାହା ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: "ବିଶ୍ଵାସୀମାନେ କିପରି ଜୀବନଯାପନ କରିବେ ସେ ବିଷୟରେ ଆମର ଶିକ୍ଷା"
1TI 6 2 fvv7 ἀδελφοί εἰσιν 1 they are brothers ଏଠାରେ, **ଭାଇମାନେ** ସାଙ୍କେତିକ ଭାବରେ ଅର୍ଥାତ୍ ଯୀଶୁଙ୍କଠାରେ ସହ ବିଶ୍ଵାସୀ, ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ । ବିକଳ୍ପ ଅନୁବାଦ: "ସେମାନେ ସହ ବିଶ୍ଵାସୀ" ଏହାର ଅର୍ଥ: (1) ଈଶ୍ଵର ଏହି ଲୋକଙ୍କୁ ଭଲ ପାଆନ୍ତି, କିମ୍ବା (2) ଅନ୍ୟ ବିଶ୍ଵାସୀମାନେ ଏହି ଲୋକଙ୍କୁ ଭଲ ପାଆନ୍ତି, କିମ୍ବା ଉଭୟ ଅଟେ । ବିକଳ୍ପ ଅନୁବାଦ: (1) "ଯାହାକୁ ଈଶ୍ଵର ଭଲ ପାଆନ୍ତି" କିମ୍ବା (2) "ଏବଂ ସେଥିପାଇଁ ସେମାନଙ୍କର ବିଶ୍ଵାସୀ ଦାସମାନେ ସେମାନଙ୍କୁ ଭଲ ପାଇବା ଉଚିତ୍ ।"[[rc://en/ta/man/translate/figs-gendernotations]])
1TI 6 2 hn12 figs-activepassive οἱ τῆς εὐεργεσίας ἀντιλαμβανόμενοι 1 For the masters who are helped by their work
1TI 6 2 nmh9 figs-activepassive καὶ ἀγαπητοὶ 1 and are loved  [[rc://en/ta/man/translate/figs-activepassive]])
1TI 6 4 pn8n figs-genericnoun τετύφωται ... νοσῶν 1 he is proud ... He has an unhealthy interest ପାଉଲ ସାଙ୍କେତିକ ଭାବରେ ଜଣେ ବ୍ୟକ୍ତିଙ୍କ ବିଷୟରେ କୁହନ୍ତି ଯିଏ ଅତ୍ୟଧିକ ଅହଂକାରୀ ଯେପରି ସେମାନେ ବାୟୁରେ ପ୍ରବାହିତ ହୋଇଥିଲେ । ଆପଣ ଏହାକୁ 3: 6 କୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: "ସେହି ବ୍ୟକ୍ତି ଅତ୍ୟଧିକ ଅହଂକାରୀ" [[rc://en/ta/man/translate/figs-genericnoun]])
1TI 6 4 z2rb μηδὲν ἐπιστάμενος 1 understands nothing ପାଉଲ ଏଠାରେ **ତୁଚ୍ଛ** ଶବ୍ଦକୁ ଗୁରୁତ୍ୱ ଦେବା ପାଇଁ ସାଧାରଣକରଣ ଭାବରେ ବ୍ୟବହାର କରନ୍ତି । ଏହା ବିଶେଷ ଭାବରେ ଈଶ୍ଵରଙ୍କ ପ୍ରକୃତ ାର୍ତ୍ତା ଯାହାକୁ ଜଣେ ବ୍ୟକ୍ତି ବୁଝନ୍ତି ନାହିଁ । ବିକଳ୍ପ ଅନୁବାଦ: "ସେ ଈଶ୍ଵରଙ୍କ ସତ୍ୟ ବିଷୟରେ କିଛି ବୁଝନ୍ତି ନାହିଁ"[[rc://en/ta/man/translate/figs-hyperbole]])
1TI 6 4 qu86 figs-metaphor νοσῶν περὶ ζητήσεις καὶ λογομαχίας 1 He has an unhealthy interest in controversies and arguments ପାଉଲ ସେହିମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି ଯେଉଁମାନେ ଅସୁସ୍ଥ ଥିବା ପରି ଅଦରକାରୀ ଯୁକ୍ତିରେ ଲିପ୍ତ ରହିବାକୁ ବାଧ୍ୟ ଥିଲେ । ଏହିପରି ଲୋକମାନେ ଯୁକ୍ତିତର୍କ କରିବାକୁ ବହୁତ ଇଚ୍ଛୁକ, ଏବଂ ସେମାନେ ପ୍ରକୃତରେ ସହମତ ହେବାକୁ ଏକ ଉପାୟ ଖୋଜିବାକୁ ଚାହାଁନ୍ତି ନାହିଁ । ବିକଳ୍ପ ଅନୁବାଦ: " ଅଧିକ ଯୁକ୍ତିତର୍କ କରନ୍ତି" [[rc://en/ta/man/translate/figs-metaphor]])
1TI 6 4 i3lk ζητήσεις καὶ λογομαχίας, ἐξ ὧν γίνεται φθόνος 1 controversies and arguments about words that result in envy ଏହି ଦୁଇଟି ଶବ୍ଦର ମୂଳତ ଅର୍ଥ ସମାନ ଅଟେ, ଯଦିଓ ଦ୍ୱିତୀୟ ଶବ୍ଦଟି ବିଶେଷ ଭାବରେ ଶବ୍ଦର ଅର୍ଥ ବିଷୟରେ ଯୁକ୍ତିକୁ ସୂଚିତ କରେ । ପାଉଲ ଏହି ଶବ୍ଦଗୁଡ଼ିକୁ ଗୁରୁତ୍ୱ ଦେବା ପାଇଁ ଏକତ୍ର ବ୍ୟବହାର କରନ୍ତି । ଯଦି ଶବ୍ଦଗୁଡ଼ିକ ଆପଣଙ୍କ ଭାଷାରେ ଭିନ୍ନ ଧାରଣା ପ୍ରକାଶ କରେ ନାହିଁ ତେବେ ଆପଣ ସେହି ଶବ୍ଦଗୁଡ଼ିକୁ ଏକତ୍ର ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ତର୍କ"[[rc://en/ta/man/translate/figs-doublet]])
1TI 6 4 xt1z λογομαχίας 1 about words ବିକଳ୍ପ ଅନୁବାଦ: "ଶବ୍ଦର ଅର୍ଥ ବିଷୟରେ ଲଢ଼େଇ "
1TI 6 4 bjt6 ἔρις 1 strife
1TI 6 4 y3mx βλασφημίαι 1 insults ଲୋକେ ମିଥ୍ୟାରେ ପରସ୍ପର ବିରୁଦ୍ଧରେ ମନ୍ଦ ବିଷୟ କହନ୍ତି
1TI 6 4 kn69 ὑπόνοιαι πονηραί 1 evil suspicions ଲୋକେ ଅନୁଭବ କରନ୍ତି ଯେ ଅନ୍ୟମାନେ ସେମାନଙ୍କ ପ୍ରତି ମନ୍ଦ ବିଷୟ କରିବାକୁ ଚାହାନ୍ତି
1TI 6 5 z2d8 διεφθαρμένων ... τὸν νοῦν 1 depraved minds ଭ୍ରଷ୍ଟମନା

Can't render this file because it contains an unexpected character in line 2 and column 7882.