Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-28 12:54:09 +00:00
parent 5edfda4a98
commit 8b63a46c8d
1 changed files with 6 additions and 1 deletions

View File

@ -493,4 +493,9 @@ JAS 2 20 j154 translate-textvariants ἡ πίστις χωρὶς τῶν ἔρ
JAS 2 20 j155 figs-personification ἡ πίστις χωρὶς τῶν ἔργων ἀργή ἐστιν 1 faith without works is idle ଯଦି “କର୍ମ ବିନା ବିଶ୍ୱାସ ମୃତ ଅଟେ” ପଠନ ସଠିକ୍ ଅଟେ, ତେବେ ଯାକୁବ **ବିଶ୍ଵାସ** ବିଷୟରେ ସାଙ୍କେତିକ ଭାବରେ କହନ୍ତି  ଯେପରି ଯଦି ଏହା କର୍ମ ହୋଇଥାନ୍ତା ତେବେ ଜୀବନ୍ତ ହୋଇଥାନ୍ତା କିନ୍ତୁ ଯଦି ତାହା ହୋଇନଥାନ୍ତା ତେବେ ସେଗୁଡ଼ିକୁ ପାଇନଥାନ୍ତା । ବିକଳ୍ପ ଅନୁବାଦ: “ଯଦି ଜଣେ ବ୍ୟକ୍ତି ଆପଣା ବିଶ୍ୱାସକୁ କର୍ମ ମାଧ୍ୟମରେ ପ୍ରକାଶ କରେ ନାହିଁ ତେବେ ଏହା  ପ୍ରକୃତ ନୁହେଁ” (: [[rc://en/ta/man/translate/figs-personification]]ଦେଖନ୍ତୁ)
JAS 2 21 j156 figs-explicit Ἀβραὰμ ὁ πατὴρ ἡμῶν οὐκ ἐξ ἔργων ἐδικαιώθη, ἀνενέγκας Ἰσαὰκ τὸν υἱὸν αὐτοῦ ἐπὶ τὸ θυσιαστήριον? 1 Was not Abraham our father justified by works when he offered up Isaac his son on the altar? ଯାକୁବ ଆଦି ପୁସ୍ତକରେ ଲିପିବଦ୍ଧ ହୋଇଥିବା ଏକ କାହାଣୀକୁ ଦର୍ଶାନ୍ତି ବୋଲି ତାଙ୍କ ପାଠକମାନେ ଜାଣିବେ ବୋଲି ସେ ଅନୁମାନ କରନ୍ତି ଯେ । ସେହି କାହାଣୀରେ, ଈଶ୍ଵର ଅବ୍ରହାମଙ୍କୁ ତାଙ୍କ ପୁତ୍ର ଇସ୍ହାକଙ୍କୁ ବଳି ରୂପେ ଉତ୍ସର୍ଗ କରିବାକୁ କହନ୍ତି , କିନ୍ତୁ ଈଶ୍ଵର ପ୍ରକୃତରେ ଅବ୍ରହାମ ତାହା କରନ୍ତୁ ବୋଲି ଚାହାଁନ୍ତି ନାହିଁ । ବରଂ, ଈଶ୍ଵର ଚାହାଁନ୍ତି ଯେ ଅବ୍ରହାମ ଏହା କରିବାକୁ ଇଚ୍ଛୁକ ଦର୍ଶାଇ ନିଜର ବିଶ୍ୱାସ ଏବଂ ଆଜ୍ଞା ପ୍ରଦର୍ଶନ କରନ୍ତୁ । ଈଶ୍ଵର ଅବ୍ରହାମଙ୍କୁ ତାଙ୍କ ପୁତ୍ର ଇସ୍ହାକଙ୍କୁ ବଳିଦାନରୁ ନିବୃତ୍ତ କରନ୍ତି। ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ବିଶେଷ କରି ଯଦି ସେମାନେ କାହାଣୀ ଜାଣି ନଥିବେ ଏବଂ ଯଦି ସେମାନେ ଭାବିବେ ଯେ ଅବ୍ରହାମ ପ୍ରକୃତରେ ତାଙ୍କ ପୁତ୍ରକୁ ବଳିଦାନ ଦେଇଛନ୍ତି । ଏକ ବିବୃତ୍ତି ଭାବରେ, ବିକଳ୍ପ ଅନୁବାଦ: “ଯେତେବେଳେ ଆମ୍ଭମାନଙ୍କ  ପିତା ଅବ୍ରହାମ ଦର୍ଶାଇଥିଲେ ଯେ ସେ ଈଶ୍ଵରଙ୍କ ଆଜ୍ଞା ପାଳନ କରିବାକୁ ଇଚ୍ଛୁକ ଥିଲେ ଏପରିକି ତାଙ୍କ ପୁତ୍ର ଇସ୍ହାକଙ୍କୁ ବଳି ରୂପେ ଉତ୍ସର୍ଗ କରିବା ପାଇଁ ପ୍ରସ୍ତୁତ ଥିଲେ, ଯଦିଓ ଈଶ୍ଵର ପ୍ରକୃତରେ ତାହା କରିବାକୁ ଚାହୁଁ ନଥିଲେ ଏବଂ ଈଶ୍ଵର ତାଙ୍କୁ  ଅଟକଇଥିଲେ, ଏଥିରେ ସେ କର୍ମ ଦ୍ୱାରା ଧାର୍ମିକ ହୋଇଥିଲେ । (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 2 21 j157 figs-activepassive Ἀβραὰμ ὁ πατὴρ ἡμῶν οὐκ…ἐδικαιώθη 1 Was not Abraham our father justified ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ଆପଣ ଏହାକୁ ଏକ ସକ୍ରିୟ ବାକ୍ୟାଂଶରେ ପ୍ରକାଶ କରିପାରିବେ, ଏବଂ କାର୍ଯ୍ୟ କିଏ କରେ ତାହା ଆପଣ ପ୍ରକାଶ କରିପାରିବେ। ଏକ ବିବୃତ୍ତି ଭାବରେ,ବିକଳ୍ପ ଅନୁବାଦ: “ଈଶ୍ଵର ଅବ୍ରହାମ ଆମ୍ଭମାନଙ୍କ ପିତାଙ୍କୁ ଧାର୍ମିକ କଲେ” କିମ୍ବା “ଈଶ୍ଵର ଅବ୍ରହାମ ଆମ୍ଭମାନଙ୍କ ପିତାଙ୍କୁ ଧାର୍ମିକ ବୋଲି ଘୋଷଣା କଲେ” । (: [[rc://en/ta/man/translate/figs-activepassive]]ଦେଖନ୍ତୁ)
JAS 2 21 j158 translate-names Ἀβραὰμ…Ἰσαὰκ 1 Abraham … Isaac ଏଗୁଡ଼ିକ ଦୁଇ ବ୍ୟକ୍ତିମାନଙ୍କର ନାମ ଅଟେ । (: [[rc://en/ta/man/translate/translate-names]]ଦେଖନ୍ତୁ)
JAS 2 21 j158 translate-names Ἀβραὰμ…Ἰσαὰκ 1 Abraham … Isaac ଏଗୁଡ଼ିକ ଦୁଇ ବ୍ୟକ୍ତିମାନଙ୍କର ନାମ ଅଟେ । (: [[rc://en/ta/man/translate/translate-names]]ଦେଖନ୍ତୁ)
JAS 2 21 j159 figs-exclusive ὁ πατὴρ ἡμῶν 1 our father ଯାକୁବ ଯିହୁଦୀ, ଅବ୍ରହାମଙ୍କ ବଂଶଧର ଅଟନ୍ତି, ଏବଂ ସେ ଯେଉଁ ଲୋକମାନଙ୍କୁ ସେ ପତ୍ର ଲେଖୁଛନ୍ତି ସେମାନେ ମଧ୍ୟ ଏକ ଯିହୁଦୀ ପୃଷ୍ଠଭୂମିରୁ ଆଟନ୍ତି, ତେଣୁ ଯଦି ଆପଣଙ୍କ ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ, ଆମ୍ଭମାନଙ୍କ ଶବ୍ଦ ଅନ୍ତର୍ଭୂକ୍ତ ହେବ । (: [[rc://en/ta/man/translate/figs-exclusive]]ଦେଖନ୍ତୁ)
JAS 2 22 j160 figs-abstractnouns ἡ πίστις συνήργει τοῖς ἔργοις αὐτοῦ, καὶ ἐκ τῶν ἔργων ἡ πίστις ἐτελειώθη 1 faith was working with his works and faith was perfected from works ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ ଭାବ ବାଚକ ବିଶେଷ୍ୟ ବିଶ୍ଵାସ ଏବଂ କର୍ମ ପଛରେ ଥିବା ଧାରଣାକୁ ଏକ ସମାନ ଅଭିବ୍ୟକ୍ତି ସହିତ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅବ୍ରହାମ ଏହି ସମସ୍ତ ବିଷୟ କଲେ କାରଣ ସେ ଈଶ୍ଵରଙ୍କଠାରେ ବିଶ୍ୱାସ କଲେ ଏବଂ ସେ ଏହିସବୁ କରିଥିବାରୁ ସେ ଈଶ୍ଵରଙ୍କୁ ଅଧିକ ବିଶ୍ୱାସ କଲେ” (: [[rc://en/ta/man/translate/figs-abstractnouns]]ଦେଖନ୍ତୁ)
JAS 2 22 j161 figs-activepassive ἐκ τῶν ἔργων ἡ πίστις ἐτελειώθη 1 faith was perfected from works ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ଆପଣ ଏହାକୁ ଏକ ସକ୍ରିୟ ବାକ୍ୟାଂଶରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ତାଙ୍କର କାର୍ଯ୍ୟଗୁଡ଼ିକ ତାଙ୍କ ବିଶ୍ୱାସକୁ ସିଦ୍ଧ କଲା” (: [[rc://en/ta/man/translate/figs-activepassive]]ଦେଖନ୍ତୁ)
JAS 2 22 j162 ἐκ τῶν ἔργων ἡ πίστις ἐτελειώθη 1 faith was perfected from works ସିଦ୍ଧ କ୍ରିୟା ଶବ୍ଦ “ସିଦ୍ଧ” ବିଶେଷଣ ଆସେ ଯାହା ଯାକୁବ ଏହି ପତ୍ରରେ ପୂର୍ବରୁ ଅନେକ ଥର ବ୍ୟବହାର କରିଛନ୍ତି । କ୍ରିୟା ସେହିଭଳି ବିକାଶ ହୋଇ ଏହା ଏହାର ଉଦ୍ଦେଶ୍ୟକୁ ସମ୍ପୂର୍ଣ୍ଣ ଭାବେ ସାଧନ କରେ । ବିକଳ୍ପ ଅନୁବାଦ: “ସେ ଯାହା କଲେ ତାହା ତାଙ୍କ ବିଶ୍ୱାସକୁ ପୂର୍ଣ୍ଣ ପରିପକ୍ୱ କରିବାରେ ସାହାଯ୍ୟ କଲା”
JAS 2 23 j163 figs-explicit φίλος Θεοῦ ἐκλήθη 1 he was called a friend of God ଯାକୁବ ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ଯିଶାଇୟ 41: 8 ରେ, ଈଶ୍ଵର ଇସ୍ରାଏଲୀୟମାନଙ୍କୁ “ମୋର ବନ୍ଧୁ ଅବ୍ରହାମଙ୍କ ବଂଶ” ଭାବରେ ଉଲ୍ଲେଖ କରନ୍ତି ଏବଂ 2 ବଂଶାବଳୀ 20: 7 ରେ, ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରି ରାଜା ଯିହୋଶାଫଟ୍ ଇସ୍ରାଏଲୀୟମାନଙ୍କୁ "ତୁମ୍ଭର ବନ୍ଧୁ ଅବ୍ରହାମଙ୍କ ବଂଶଧର" ବୋଲି ସୂଚିତ କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ତେବେ ଆପଣ ଏହାର ଏକ ସ୍ପଷ୍ଟ ସୂଚନା ଦେଇପାରିବେ । ବିକଳ୍ପ ଅନୁବାଦ: “ପରବର୍ତ୍ତୀ ଶାସ୍ତ୍ରରେ ତାଙ୍କୁ ଈଶ୍ଵରଙ୍କ ବନ୍ଧୁ କୁହାଯାଉଥିଲା” (: [[rc://en/ta/man/translate/figs-explicit]]ଦେଖନ୍ତୁ)
Can't render this file because it contains an unexpected character in line 2 and column 3842.