Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-27 19:05:52 +00:00
parent 2d4ef85708
commit 5edfda4a98
1 changed files with 21 additions and 1 deletions

View File

@ -473,4 +473,24 @@ JAS 2 16 j134 figs-hypo δὲ 1 but ଯାକୁବ ଶିକ୍ଷା ଦେବ
JAS 2 16 j135 writing-pronouns μὴ δῶτε 1 you do not give ଏହି ପଦର ପ୍ରାରମ୍ଭରେ, ଯାକୁବ ତୁମ ମଧ୍ୟରୁ ଜଣେ ତୃତୀୟ-ପୁରୁଷ ଏକକ ଭାବରେ କହନ୍ତି । କିନ୍ତୁ ସେ ବର୍ତ୍ତମାନ ବିଶ୍ଵାସୀମାନଙ୍କ ବିଷୟରେ ଏହି ସଂପ୍ରଦାୟ କିପରି ଏହି ପରିସ୍ଥିତିର ପ୍ରତିକ୍ରିୟା ଦେଇପାରେ ତାହା ସୂଚାଇବା ପାଇଁ ସାଧାରଣତ ଦ୍ୱିତୀୟ ପୁରୁଷ ତୁମ୍ଭମାନଙ୍କୁ  ବହୁବଚନରେ କହନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ଆପଣ ଏଠାରେ ମଧ୍ୟ ତୃତୀୟ-ପୁରୁଷ ଏକକ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସେ ଦିଏ ନାହିଁ” (: [[rc://en/ta/man/translate/figs-nominaladj]]ଦେଖନ୍ତୁ)
JAS 2 16 j136 figs-nominaladj τὰ ἐπιτήδεια 1 the necessary things ଯାକୁବ ବିଶେଷ୍ୟ ଭାବରେ ବହୁବଚନରେ ଆବଶ୍ୟକ ବିଶେଷଣ ବ୍ୟବହାର କରନ୍ତି । (ULT ଏହାକୁ ଦେଖାଇବା ପାଇଁ ବିଷୟ ଯୋଗ କରେ ) ଆପଣଙ୍କର ଭାଷା ସମାନ ଭାବରେ ବିଶେଷଣ ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏକ ସମାନ ବାକ୍ୟାଂଶ ସହିତ ଶବ୍ଦକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଆବଶ୍ୟକ ସହ”(: [[rc://en/ta/man/translate/figs-nominaladj]]ଦେଖନ୍ତୁ)
JAS 2 16 j137 figs-hypo τί τὸ ὄφελος? 1 what would be the profit? ଯାକୁବ ଶିକ୍ଷା ଦେବା ପାଇଁ ବ୍ୟବହାର କରୁଥିବା ଉପକଳ୍ପିତ ପରିସ୍ଥିତିର ଏହା ହେଉଛି ଫଳାଫଳ । ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିପାରିବେ । ବିକଳ୍ପ ଅନୁବାଦ: “ତା’ହେଲେ ତାହା ଉତ୍ତମ ନୁହେଁ!” (: [[rc://en/ta/man/translate/figs-hypo]]ଦେଖନ୍ତୁ)
JAS 2 17 j138 figs-abstractnouns ἡ πίστις, ἐὰν μὴ ἔχῃ ἔργα, νεκρά ἐστιν καθ’ ἑαυτήν 1 faith by itself, if it does not have works, is dead ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ଆପଣ ଭାବ ବାଚକ ବିଶେଷ୍ୟ ବିଶ୍ଵାସ ଏବଂ କର୍ମ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ ଏବଂ ସମାନ ଅଭିବ୍ୟକ୍ତି ସହିତ ଅର୍ଥକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯଦି କେହି କହେ  ଯେ ସେ ଈଶ୍ଵରଙ୍କଠାରେ ବିଶ୍ଵାସ କରେ କିନ୍ତୁ ଈଶ୍ଵର ଯାହା ଚାହାଁନ୍ତି ତାହା କରେ ନାହିଁ, ତେବେ ସେ ପ୍ରକୃତରେ ଈଶ୍ଵରଙ୍କଠାରେ ବିଶ୍ୱାସ କରେ ନାହିଁ । (: [[rc://en/ta/man/translate/figs-abstractnouns]]ଦେଖନ୍ତୁ)
JAS 2 17 j138 figs-abstractnouns ἡ πίστις, ἐὰν μὴ ἔχῃ ἔργα, νεκρά ἐστιν καθ’ ἑαυτήν 1 faith by itself, if it does not have works, is dead ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ଆପଣ ଭାବ ବାଚକ ବିଶେଷ୍ୟ ବିଶ୍ଵାସ ଏବଂ କର୍ମ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ ଏବଂ ସମାନ ଅଭିବ୍ୟକ୍ତି ସହିତ ଅର୍ଥକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯଦି କେହି କହେ  ଯେ ସେ ଈଶ୍ଵରଙ୍କଠାରେ ବିଶ୍ଵାସ କରେ କିନ୍ତୁ ଈଶ୍ଵର ଯାହା ଚାହାଁନ୍ତି ତାହା କରେ ନାହିଁ, ତେବେ ସେ ପ୍ରକୃତରେ ଈଶ୍ଵରଙ୍କଠାରେ ବିଶ୍ୱାସ କରେ ନାହିଁ । (: [[rc://en/ta/man/translate/figs-abstractnouns]]ଦେଖନ୍ତୁ)
JAS 2 18 j139 figs-quotations ἀλλ’ ἐρεῖ τις, σὺ πίστιν ἔχεις, κἀγὼ ἔργα ἔχω 1 But someone will say, “You have faith and I have works.” ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀରେ ଏହି ବାକ୍ୟର ବିବରଣୀ ଦେଖନ୍ତୁ । ଏହା ସ୍ପଷ୍ଟ କରିବା ପାଇଁ ପ୍ରତ୍ୟକ୍ଷ ଉଦ୍ଧୃତିକୁ ଏକ ପରୋକ୍ଷ ଉଦ୍ଧୃତିରେ ପରିଣତ କରିବା ସହାୟକ ହୋଇପାରେ ଯେ ତୁମ୍ଭେ ଶବ୍ଦ [2:16](https://create.translationcore.com/02/16.md) ରେ“ତୁମ୍ଭ ମଧ୍ୟରୁ ଜଣେ” ଉଲ୍ଲେଖ କରାଯାଇଥିବା ବ୍ୟକ୍ତିକୁ ସୂଚାଏ ଏବଂ ଯେତେବେଳେ ଯାକୁବ ମୁଁ କହନ୍ତି, ସେ ନିଜକୁ ସୂଚାନ୍ତି । ବିକଳ୍ପ ଅନୁବାଦ: “କିନ୍ତୁ କେହି ତୁମ୍ଭମାନଙ୍କୁ କହେ ଯେ ତୁମ୍ଭର ବିଶ୍ୱାସ ଅଛି ଏବଂ ମୋର କର୍ମ ଅଛି” (: [[rc://en/ta/man/translate/figs-quotations]]ଦେଖନ୍ତୁ)
JAS 2 18 j140 figs-explicit ἀλλ’ ἐρεῖ τις, σὺ πίστιν ἔχεις, κἀγὼ ἔργα ἔχω 1 But someone will say, “You have faith, and I have works.” ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀରେ ଏହି ବାକ୍ୟର ବିବରଣୀ ଦେଖନ୍ତୁ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ତେବେ ଏହି ବିବୃତ୍ତିର ଅର୍ଥ କ’ଣ ଆପଣ ଅଧିକ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । (ଏଠାରେ ପରାମର୍ଶ ଦିଆଯାଇଥିବା ଅପେକ୍ଷା UST ଏହାର ପ୍ରଭାବକୁ ବ୍ୟାଖ୍ୟା କରେ) ବିକଳ୍ପ ଅନୁବାଦ: “କିନ୍ତୁ କେହି ତୁମ୍ଭମାନଙ୍କୁ ଆଶ୍ୱାସନା ଦେବାକୁ ଚେଷ୍ଟା କରି କହେ ଯେ ତଥାପି ତୁମ୍ଭମାନଙ୍କର ବିଶ୍ୱାସ ଅଛି, ଯେତେବେଳେ ମୁଁ ଯେ ଯାକୁବ ମୋର କର୍ମ ଅଛି” (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 2 18 j141 figs-yousingular σὺ πίστιν ἔχεις 1 you have faith ଏଠାରେ ତୁମ୍ଭେ ଏକକ ଅଟେ,  ଜଣେ ଲୋକ କିପରି ଅନ୍ୟ ଏକ ବ୍ୟକ୍ତି ସୂଚାଇ ପାରେ ତାହା ଯାକୁବ ଏଠାରେ ବର୍ଣ୍ଣନା କରନ୍ତି ଯେ । ଏହା ପରେ ଯାକୁବ ନିଜେ ସେହି ବ୍ୟକ୍ତିକୁ ଏହି ପଦର ଅବଶିଷ୍ଟ ଏବଂ [19-22](https://create.translationcore.com/02/19.md) ପଦଗୁଡ଼ିକରେ ସୂଚାନ୍ତି । ତେଣୁ ଯଦି ଆପଣଙ୍କ ଭାଷା ପାର୍ଥକ୍ୟକୁ ଚିହ୍ନିତ କରେ, ତେବେ ଆପଣଙ୍କ ଅନୁବାଦରେ “ତୁମ୍ଭେ” ର ଏକକ ରୂପକୁ 22 ପଦ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ । . (: [[rc://en/ta/man/translate/figs-yousingular]]ଦେଖନ୍ତୁ)
JAS 2 18 j142 figs-quotations δεῖξόν μοι τὴν πίστιν σου χωρὶς τῶν ἔργων, κἀγώ σοι δείξω ἐκ τῶν ἔργων μου τὴν πίστιν 1 Show me your faith without works, and I will show you my faith from works ଉପକଳ୍ପିତ ଆପତ୍ତିର ଉତ୍ତରରେ ଯାକୁବ ଯାହା କହିବେ ତାହା ଦେଖାଇବା ପାଇଁ ଏକ ପରିଚୟ ପରେ ଏହି ବାକ୍ୟକୁ ସିଧାସଳଖ ଉଦ୍ଧୃତି କରିବା ସାହାଯ୍ୟକାରୀ ହୋଇପାରେ । ବିକଳ୍ପ ଅନୁବାଦ: “ତା’ପରେ ମୁଁ ତୁମ୍ଭମାନଙ୍କୁ କହିବି, ବିନା କର୍ମରେ ମୋତେ ତୁମ୍ଭର ବିଶ୍ୱାସ ଦେଖାଅ, ଏବଂ ମୁଁ ତୁମ୍ଭମାନଙ୍କୁ କର୍ମରେ ମୋର ବିଶ୍ୱାସ ଦେଖାଇବି’ (: [[rc://en/ta/man/translate/figs-hypo]]ଦେଖନ୍ତୁ)
JAS 2 18 j143 figs-hypo δεῖξόν μοι τὴν πίστιν σου χωρὶς τῶν ἔργων, κἀγώ σοι δείξω ἐκ τῶν ἔργων μου τὴν πίστιν 1 Show me your faith without works, and I will show you my faith from works ଯାକୁବ ବର୍ଣ୍ଣନା କରୁଥିବା ଉପକଳ୍ପିତ ପରିସ୍ଥିତିର ଏହା ଫଳାଫଳ ଅଟେ । ବିକଳ୍ପ ଅନୁବାଦ: “ତା’ପରେ ମୁଁ ତୁମ୍ଭମାନଙ୍କୁ କହିବି, ବିନା କର୍ମରେ ମୋତେ ତୁମ୍ଭମାନଙ୍କର ବିଶ୍ୱାସ ଦେଖାଅ, ଏବଂ ମୁଁ ତୁମ୍ଭମାନଙ୍କୁ କର୍ମରୁ ମୋର ବିଶ୍ୱାସ ଦେଖାଇବି ’”(: [[rc://en/ta/man/translate/figs-hypo]])ଦେଖନ୍ତୁ)
JAS 2 18 j144 figs-imperative δεῖξόν μοι τὴν πίστιν σου χωρὶς τῶν ἔργων 1 Show me your faith without works ଉପକଳ୍ପିତ “ତୁମ୍ଭେମାନେ” କୁ ମୋତେ ଦେଖାଅ ଆଦେଶ ସୂଚକ ବାଚ୍ୟକୁ ଆହ୍ୱାନ କରିବା ଏବଂ ତାକୁ ବୁଝାଇବା ପାଇଁ ଯାକୁବ ଯାହା ବ୍ୟବହାର କରନ୍ତି ଯାହା ସେ ପ୍ରକୃତରେ କରିପାରିବ ନାହିଁ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ମୋତେ କର୍ମ ବିନା ତୁମ୍ଭର ବିଶ୍ୱାସ ଦେଖାଇ ପାରିବ ନାହିଁ” (: [[rc://en/ta/man/translate/figs-imperative]]ଦେଖନ୍ତୁ)
JAS 2 18 j145 figs-declarative κἀγώ σοι δείξω ἐκ τῶν ἔργων μου τὴν πίστιν 1 and I will show you my faith from works ସେ କିଛି କରିବାକୁ ସକ୍ଷମ ବୋଲି ସୂଚାଇବା ପାଇଁ ଯାକୁବ ଭବିଷ୍ୟତ କାଳର ବାକ୍ୟକୁ  ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “କିନ୍ତୁ ମୁଁ ତୁମ୍ଭମାନଙ୍କୁ  କର୍ମରୁ ମୋର ବିଶ୍ୱାସ ଦେଖାଇ ପାରିବି” (: [[rc://en/ta/man/translate/figs-declarative]]ଦେଖନ୍ତୁ)
JAS 2 18 j146 figs-abstractnouns κἀγώ σοι δείξω ἐκ τῶν ἔργων μου τὴν πίστιν 1 and I will show you my faith from works ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ଆପଣ ଭାବ ବାଚକ ବିଶେଷ୍ୟ ବିଶ୍ଵାସ  ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ ଏବଂ ସମାନ ଅଭିବ୍ୟକ୍ତି ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ଈଶ୍ଵର ଯାହା କରିବାକୁ ଚାହାଁନ୍ତି ତାହା କରି ମୁଁ ତୁମ୍ଭମାନଙ୍କୁ ଦେଖାଇ ପାରିବି ଯେ ମୁଁ ପ୍ରକୃତରେ ଈଶ୍ଵରଙ୍କ ଉପରେ ବିଶ୍ୱାସ କରେ” (: [[rc://en/ta/man/translate/figs-abstractnouns]]ଦେଖନ୍ତୁ)
JAS 2 19 j147 σὺ πιστεύεις ὅτι εἷς ἐστιν ὁ Θεός 1 You believe that God is one ଅନୁବାଦ ହୋଇଥିବା କ୍ରିୟା ଶବ୍ଦ ବିଶ୍ୱାସ କରିବାରୁ “ବିଶ୍ୱାସ” ଶବ୍ଦ ଆସେ । ଆପଣଙ୍କ ଅନୁବାଦରେ ଏହା ସ୍ପଷ୍ଟ କରିବାକୁ ଏହା ଦର୍ଶାଇବା ସହାୟକ ହୋଇପାରେ ଯେ ଯାକୁବ ପୂର୍ବ ପଦ ପରି ସମାନ ବ୍ୟକ୍ତି ସହ କଥାବାର୍ତ୍ତା ଜାରି ରଖନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭର ବିଶ୍ୱାସ ଅଛି ଯେ ଈଶ୍ଵର ଏକ ଅଟନ୍ତି”
JAS 2 19 j148 σὺ πιστεύεις ὅτι εἷς ἐστιν ὁ Θεός 1 You believe that God is one ଯାକୁବଙ୍କ ସାଧାରଣ ପରିଚୟର ଭାଗ 1 ଯେପରି ବର୍ଣ୍ଣନା କରେ, ଯେଉଁ ଲୋକମାନଙ୍କୁ ଯାକୁବ ପତ୍ର ଲେଖୁଥିଲେ ସେମାନେ ଯୀଶୁଙ୍କଠାରେ ବିଶ୍ଵାସୀ ଥିଲେ ଯାହାର ଯିହୁଦୀ ପୃଷ୍ଠଭୂମି ଥିଲା । ଫଳସ୍ୱରୂପ, ସେମାନେ ଜାଣିଥାନ୍ତେ ଯେ ସେ ଏଠାରେ ଅତ୍ୟାବଶ୍ୟକ ଯିହୁଦୀ ନିଶ୍ଚିତତା ବିଷୟରେ କହୁଥିଲେ , “ଶୁଣ, ଇସ୍ରାଏଲ, ଯିହୋବା ଆମ୍ଭମାନଙ୍କର ଈଶ୍ୱର ଏକ ଅଟନ୍ତି।” ଦ୍ୱିତୀୟ [ବିବରଣ 6:4](https://create.translationcore.com/deu/06/04.md) ରେ ମୋଶା ଏହା କହିଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ଯେ ଏକମାତ୍ର, ଏହା ତୁମ୍ଭେ ବିଶ୍ୱାସ କରୁଅଛ, ତୁମ୍ଭେମାନେ ମୋଶାଙ୍କ ଅତ୍ୟାବଶ୍ୟକ ଶିକ୍ଷାକୁ ବିଶ୍ୱାସ କର”  ବିବରଣ
JAS 2 19 j149 figs-irony καλῶς ποιεῖς; καὶ τὰ δαιμόνια πιστεύουσιν καὶ φρίσσουσιν 1 You do well. The demons also believe, and they tremble ଯେତେବେଳେ ଯାକୁବ କହନ୍ତି  ତୁମ୍ଭେମାନେ ଉତ୍ତମ କଟ, ସେ ପ୍ରକୃତରେ ଏହାର ଅର୍ଥର ବିପରୀତ ବିଷୟ କହନ୍ତି । ସେ କହନ୍ତି ଯେ ଏକମାତ୍ର ଈଶ୍ଵରଙ୍କ ଉପରେ ବିଶ୍ଵାସ କରିବା ଏକ ଉତ୍ତମ ବିଷୟ ଅଟେ, କିନ୍ତୁ ସେ ପ୍ରକୃତରେ କହନ୍ତି  ଯେ କର୍ମ ବିନା ବିଶ୍ଵାସ  ମନୁଷ୍ୟକୁ ରକ୍ଷା କରି ପାରିବ ନାହିଁ । ସେ ଏହା କହି ପ୍ରମାଣ କରନ୍ତି ଯେ ଉଦ୍ଧାର ହୋଇନଥିବା ଭୂତମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ କେବଳ ଏକମାତ୍ର ଈଶ୍ଵର ଅଛନ୍ତି, ଏବଂ ଏହା ସେମାନଙ୍କୁ କମ୍ପିତ କରେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଭାବି ପାର ଯେ ଏହା କରିବା ଏକ ଉତ୍ତମ ବିଷୟ ଅଟେ । କିନ୍ତୁ ଭୂତମାନେ ମଧ୍ୟ ଏକମାତ୍ର ଈଶ୍ଵରଙ୍କଠାରେ ବିଶ୍ୱାସ କରନ୍ତି ଏବଂ ସେମାନେ କମ୍ପନ୍ତି” (: [[rc://en/ta/man/translate/figs-irony]]ଦେଖନ୍ତୁ)
JAS 2 20 j150 figs-idiom θέλεις…γνῶναι 1 do you wish to know ଏହା ଏକ ରୂଢ଼ି ଅଟେ । ଏହାର ଅର୍ଥ, “ଯଦି ତୁମ୍ଭେମାନେ ପ୍ରକୃତରେ ଜାଣିବାକୁ ଚାହୁଁଛ, ମୁଁ ତୁମ୍ଭମାନଙ୍କୁ  ଦେଖାଇ ପାରିବି।” ଏକ ବିବୃତ୍ତି ଭାବରେ ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ଦେଖାଇପାରେ” (: [[rc://en/ta/man/translate/figs-idiom]]ଦେଖନ୍ତୁ)
JAS 2 20 j151 ὦ ἄνθρωπε κενέ 1 O foolish man ଯାକୁବ ଏକ ସର୍ବନାମ ପରେ ଏହି ଉପକଳ୍ପିତ ବ୍ୟକ୍ତିଙ୍କୁ ସୂଚାନ୍ତି । ଯଦି ଆପଣଙ୍କର ଭାଷାର ଏକ ସମ୍ବୋଧନପଦ ଅଛି, ଏହାକୁ ଏଠାରେ ବ୍ୟବହାର କରିବା ଉପଯୁକ୍ତ ହେବ । ଯଦି ନୁହେଁ, ଆପଣ ଏହାର ଅର୍ଥ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ହେବ । ବିକଳ୍ପ ଅନୁବାଦ: “ନିର୍ବୋଧ ମନୁଷ୍ୟ ଯେ ତୁମ୍ଭେମାନେ”
JAS 2 20 j152 figs-gendernotations ὦ ἄνθρωπε κενέ 1 O foolish man ଯାକୁବ ମନୁଷ୍ୟ ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି ଯାହାର ଅର୍ଥ କୌଣସି ବ୍ୟକ୍ତି, ପୁରୁଷ କିମ୍ବା ମହିଳା ହୋଇପାରେ । ବିକଳ୍ପ ଅନୁବାଦ: “ନିର୍ବୋଧ ମନୁଷ୍ୟ ଯେ ତୁମ୍ଭେମାନେ” (: [[rc://en/ta/man/translate/figs-gendernotations]]ଦେଖନ୍ତୁ)
JAS 2 20 j153 figs-personification ἡ πίστις χωρὶς τῶν ἔργων ἀργή ἐστιν 1 faith without works is idle ଯାକୁବ **ବିଶ୍ଵାସ** ବିଷୟରେ ସାଙ୍କେତିକ ଭାବରେ କହନ୍ତି  ଯେପରି ଏହା ଏକ ଜୀବନ୍ତ ଅଟେ, ଯଦି ଏହାର କିଛି କର୍ମ ନ ଥାଏ ତେବେ ଏହା ଅଳସୁଆ ହୁଏ ନାହିଁ । ବିକଳ୍ପ ଅନୁବାଦ: “ଯଦି କୌଣସି ବ୍ୟକ୍ତିର ବିଶ୍ୱାସ ବ୍ୟର୍ଥ ଅଟେ, ଯଦି କେହି ଆପଣା ବିଶ୍ଵାସକୁ କର୍ମ ମାଧ୍ୟମରେ ପ୍ରକାଶ ନକରେ ତେବେ ଏହା ନିଷ୍ଫଳ ଅଟେ” କିମ୍ବା “ଜଣେ ବ୍ୟକ୍ତିର ବିଶ୍ୱାସ ନିଷ୍ଫଳ ଅଟେ ଯଦି ସେ କର୍ମ ମାଧ୍ୟମରେ ଏହାକୁ ପ୍ରକାଶ ନକରେ” (: [[rc://en/ta/man/translate/figs-personification]]ଦେଖନ୍ତୁ)
JAS 2 20 j154 translate-textvariants ἡ πίστις χωρὶς τῶν ἔργων ἀργή ἐστιν 1 faith without works is idle ଏହି ଅଧ୍ୟାୟରେ ସାଧାରଣ ଟିପ୍ପଣୀର ଶେଷରେ ପାଠ୍ୟ ପ୍ରସଙ୍ଗଗୁଡ଼ିକର ବିବରଣୀ ଦେଖନ୍ତୁ, ଏହି ଅନୁବାଦକୁ ଆପଣଙ୍କ ଅନୁବାଦରେ କିମ୍ବା ଭିନ୍ନ ପଠନରେ ବ୍ୟବହାର କରାଯିବ କି ନାହିଁ, ତାହା ନିଶ୍ଚିତ କରନ୍ତୁ “କର୍ମ ବିନା ବିଶ୍ୱାସ ମୃତ ଅଟେ” ନିମ୍ନରେ ଥିବା ଟିପ୍ପଣୀ ସେହି ପଠନର ଏକ ଅନୁବାଦ ପ୍ରସଙ୍ଗ ଉପରେ ଆଲୋଚନା କରେ, ଯେଉଁମାନେ ଏହାକୁ ବ୍ୟବହାର କରିବାକୁ ନିଷ୍ପତ୍ତି ନିଅନ୍ତି ସେମାନେ ଏହା ଅନୁସରଣ କରିପାରନ୍ତି । (: [[rc://en/ta/man/translate/translate-textvariants]]ଦେଖନ୍ତୁ)
JAS 2 20 j155 figs-personification ἡ πίστις χωρὶς τῶν ἔργων ἀργή ἐστιν 1 faith without works is idle ଯଦି “କର୍ମ ବିନା ବିଶ୍ୱାସ ମୃତ ଅଟେ” ପଠନ ସଠିକ୍ ଅଟେ, ତେବେ ଯାକୁବ **ବିଶ୍ଵାସ** ବିଷୟରେ ସାଙ୍କେତିକ ଭାବରେ କହନ୍ତି  ଯେପରି ଯଦି ଏହା କର୍ମ ହୋଇଥାନ୍ତା ତେବେ ଜୀବନ୍ତ ହୋଇଥାନ୍ତା କିନ୍ତୁ ଯଦି ତାହା ହୋଇନଥାନ୍ତା ତେବେ ସେଗୁଡ଼ିକୁ ପାଇନଥାନ୍ତା । ବିକଳ୍ପ ଅନୁବାଦ: “ଯଦି ଜଣେ ବ୍ୟକ୍ତି ଆପଣା ବିଶ୍ୱାସକୁ କର୍ମ ମାଧ୍ୟମରେ ପ୍ରକାଶ କରେ ନାହିଁ ତେବେ ଏହା  ପ୍ରକୃତ ନୁହେଁ” (: [[rc://en/ta/man/translate/figs-personification]]ଦେଖନ୍ତୁ)
JAS 2 21 j156 figs-explicit Ἀβραὰμ ὁ πατὴρ ἡμῶν οὐκ ἐξ ἔργων ἐδικαιώθη, ἀνενέγκας Ἰσαὰκ τὸν υἱὸν αὐτοῦ ἐπὶ τὸ θυσιαστήριον? 1 Was not Abraham our father justified by works when he offered up Isaac his son on the altar? ଯାକୁବ ଆଦି ପୁସ୍ତକରେ ଲିପିବଦ୍ଧ ହୋଇଥିବା ଏକ କାହାଣୀକୁ ଦର୍ଶାନ୍ତି ବୋଲି ତାଙ୍କ ପାଠକମାନେ ଜାଣିବେ ବୋଲି ସେ ଅନୁମାନ କରନ୍ତି ଯେ । ସେହି କାହାଣୀରେ, ଈଶ୍ଵର ଅବ୍ରହାମଙ୍କୁ ତାଙ୍କ ପୁତ୍ର ଇସ୍ହାକଙ୍କୁ ବଳି ରୂପେ ଉତ୍ସର୍ଗ କରିବାକୁ କହନ୍ତି , କିନ୍ତୁ ଈଶ୍ଵର ପ୍ରକୃତରେ ଅବ୍ରହାମ ତାହା କରନ୍ତୁ ବୋଲି ଚାହାଁନ୍ତି ନାହିଁ । ବରଂ, ଈଶ୍ଵର ଚାହାଁନ୍ତି ଯେ ଅବ୍ରହାମ ଏହା କରିବାକୁ ଇଚ୍ଛୁକ ଦର୍ଶାଇ ନିଜର ବିଶ୍ୱାସ ଏବଂ ଆଜ୍ଞା ପ୍ରଦର୍ଶନ କରନ୍ତୁ । ଈଶ୍ଵର ଅବ୍ରହାମଙ୍କୁ ତାଙ୍କ ପୁତ୍ର ଇସ୍ହାକଙ୍କୁ ବଳିଦାନରୁ ନିବୃତ୍ତ କରନ୍ତି। ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ବିଶେଷ କରି ଯଦି ସେମାନେ କାହାଣୀ ଜାଣି ନଥିବେ ଏବଂ ଯଦି ସେମାନେ ଭାବିବେ ଯେ ଅବ୍ରହାମ ପ୍ରକୃତରେ ତାଙ୍କ ପୁତ୍ରକୁ ବଳିଦାନ ଦେଇଛନ୍ତି । ଏକ ବିବୃତ୍ତି ଭାବରେ, ବିକଳ୍ପ ଅନୁବାଦ: “ଯେତେବେଳେ ଆମ୍ଭମାନଙ୍କ  ପିତା ଅବ୍ରହାମ ଦର୍ଶାଇଥିଲେ ଯେ ସେ ଈଶ୍ଵରଙ୍କ ଆଜ୍ଞା ପାଳନ କରିବାକୁ ଇଚ୍ଛୁକ ଥିଲେ ଏପରିକି ତାଙ୍କ ପୁତ୍ର ଇସ୍ହାକଙ୍କୁ ବଳି ରୂପେ ଉତ୍ସର୍ଗ କରିବା ପାଇଁ ପ୍ରସ୍ତୁତ ଥିଲେ, ଯଦିଓ ଈଶ୍ଵର ପ୍ରକୃତରେ ତାହା କରିବାକୁ ଚାହୁଁ ନଥିଲେ ଏବଂ ଈଶ୍ଵର ତାଙ୍କୁ  ଅଟକଇଥିଲେ, ଏଥିରେ ସେ କର୍ମ ଦ୍ୱାରା ଧାର୍ମିକ ହୋଇଥିଲେ । (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 2 21 j157 figs-activepassive Ἀβραὰμ ὁ πατὴρ ἡμῶν οὐκ…ἐδικαιώθη 1 Was not Abraham our father justified ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ଆପଣ ଏହାକୁ ଏକ ସକ୍ରିୟ ବାକ୍ୟାଂଶରେ ପ୍ରକାଶ କରିପାରିବେ, ଏବଂ କାର୍ଯ୍ୟ କିଏ କରେ ତାହା ଆପଣ ପ୍ରକାଶ କରିପାରିବେ। ଏକ ବିବୃତ୍ତି ଭାବରେ,ବିକଳ୍ପ ଅନୁବାଦ: “ଈଶ୍ଵର ଅବ୍ରହାମ ଆମ୍ଭମାନଙ୍କ ପିତାଙ୍କୁ ଧାର୍ମିକ କଲେ” କିମ୍ବା “ଈଶ୍ଵର ଅବ୍ରହାମ ଆମ୍ଭମାନଙ୍କ ପିତାଙ୍କୁ ଧାର୍ମିକ ବୋଲି ଘୋଷଣା କଲେ” । (: [[rc://en/ta/man/translate/figs-activepassive]]ଦେଖନ୍ତୁ)
JAS 2 21 j158 translate-names Ἀβραὰμ…Ἰσαὰκ 1 Abraham … Isaac ଏଗୁଡ଼ିକ ଦୁଇ ବ୍ୟକ୍ତିମାନଙ୍କର ନାମ ଅଟେ । (: [[rc://en/ta/man/translate/translate-names]]ଦେଖନ୍ତୁ)
Can't render this file because it contains an unexpected character in line 2 and column 3842.