Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-17 10:56:54 +00:00
parent 542bc58d41
commit 8860ee45ad
1 changed files with 1 additions and 1 deletions

View File

@ -29,7 +29,7 @@ EPH 1 9 u53h ἐν αὐτῷ 1 in Christ ବିକଳ୍ପ ଅନୁବାଦ
EPH 1 10 n2sl εἰς οἰκονομίαν 1 with a view to a plan ଏଠାରେ ଗୋଟିଏ ନୂଆ ବାକ୍ୟକୁ ଆରମ୍ଭ କରାଯାଇପାରିବ। ବିକଳ୍ପ ଅନୁବାଦ: “ଏକ ପରିଚାରକ ଉପରେ ଦୃଷ୍ଟିରଖି ସେ ଏହା କଲେ” କିମ୍ବା “ଜଣେ ତତ୍ତ୍ୱାବଧାରକ ବିଷୟରେ ଭାବି ସେ ଏହା କଲେ”
EPH 1 10 em7q τοῦ πληρώματος τῶν καιρῶν 1 for the fullness of time ବିକଳ୍ପ ଅନୁବାଦ: “ଯେବେ ଉପଯୁକ୍ତ ସମୟ ଆସେ କିମ୍ବା “ସେହି ସମୟ ଯାହା ସେ ନିରୂପିତ କରିଥିବା ସମୟରେ”
EPH 1 11 t281 figs-activepassive ἐκληρώθημεν 1 we were appointed as heirs ଯଦି ଆପଣଙ୍କର ଭାଷା ଏହି କର୍ମବାଚ୍ୟର ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ସମ୍ଭାବ୍ୟ ଅର୍ଥଗୁଡ଼ିକ: (୧) ଈଶ୍ଵର ମଧ୍ୟ ତାଙ୍କର ସମ୍ପତ୍ତି ହେବା ପାଇଁ ଆମ୍ଭମାନଙ୍କୁ ମନୋନୀତ କଲେ। () “ଈଶ୍ଵର ମଧ୍ୟ ଆମ୍ଭମାନଙ୍କୁ ଉତ୍ତରାଧିକାରୀ ହେବାକୁ ମନୋନୀତ କଲେ। (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 1 11 nkf8 figs-activepassive προορισθέντες 1 We were decided on beforehand ଯଦି ଆପଣଙ୍କର ଭାଷା ଏହି କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରାଯାଇପାରିବେ। ବିକଳ୍ପ ଅନୁବାଦ: “ଈଶ୍ଵର ସମୟର ପୂର୍ବେ ଆମ୍ଭମାନଙ୍କୁ ମନୋନୀତ କରିଅଛନ୍ତି” କିମ୍ବା “ଈଶ୍ଵର ବହୁ ପୂର୍ବରୁ ଆମ୍ଭମାନଙ୍କୁ ମନୋନୀତ କରିଅଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-activepassive]])\n
EPH 1 11 nkf8 figs-activepassive προορισθέντες 1 We were decided on beforehand ଯଦି ଆପଣଙ୍କର ଭାଷା ଏହି କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଈଶ୍ଵର ସମୟର ପୂର୍ବେ ଆମ୍ଭମାନଙ୍କୁ ମନୋନୀତ କରିଅଛନ୍ତି” କିମ୍ବା “ଈଶ୍ଵର ବହୁ ପୂର୍ବରୁ ଆମ୍ଭମାନଙ୍କୁ ମନୋନୀତ କରିଅଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-activepassive]])\n
EPH 1 11 ww9s figs-exclusive ἐκληρώθημεν προορισθέντες 1 we were appointed as heirs ... We were decided on beforehand “**ଆମ୍ଭେମାନେ**” ସର୍ବନାମଗୁଡ଼ିକ ବ୍ୟବହାରକରି ପାଉଲ ଆପଣାକୁ ଏବଂ ଅନ୍ୟ ଯିହୂଦୀ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଉଛନ୍ତି, ଯେଉଁମାନେ ଏଫିସୀୟ ବିଶ୍ଵାସୀମାନଙ୍କ ପୂର୍ବରୁ ଖ୍ରୀଷ୍ଟଙ୍କୁ ବିଶ୍ଵାସ କରିଥିଲେ। ପଦ ୧୨ ଏବଂ ୧୩ ରେ ସେ ଏହି ଗୋଷ୍ଠୀକୁ “ଆମ୍ଭେମାନେ” (ବହିର୍ଭୂତ) ଯିହୂଦୀ ଖ୍ରୀଷ୍ଟିଆନ ଏବଂ "ତୁମ୍ଭେମାନେ" ଅଣଯିହୂଦୀ ଖ୍ରୀଷ୍ଟିଆନମାନଙ୍କରେ ବିଭକ୍ତ କରନ୍ତି। (ଦେଖନ୍ତୁ: [[rc://en/ta/man/translate/figs-exclusive]])
EPH 1 12 gj44 figs-exclusive εἰς τὸ εἶναι ἡμᾶς 1 so that we might be the first ଏଠାରେ, ବହିର୍ଭୂତ **ଆମ୍ଭେମାନେ** ଶବ୍ଦଟି ଏଫିସୀର ବିଶ୍ଵାସୀମାନଙ୍କୁ ନୁହେଁ, ମାତ୍ର ଯିହୂଦୀ ବିଶ୍ଵାସୀମାନଙ୍କୁ ବୁଝାଉଛି, ଯେଉଁମାନେ ପ୍ରଥମେ ଏଫିସୀରେ ସୁସମାଚାର ଶୁଣିଥିଲେ। (ଦେଖନ୍ତୁ: [[rc://en/ta/man/translate/figs-exclusive]])
EPH 1 12 zqm9 εἰς τὸ εἶναι ἡμᾶς, εἰς ἔπαινον δόξης αὐτοῦ 1 so we would be for the praise of his glory ବିକଳ୍ପ ଅନୁବାଦ: “ଯାହାଫଳରେ … ତାହାଙ୍କ ଗୌରବ ସକାଶେ ତାହାଙ୍କୁ ପ୍ରଶଂସା କରିବା ପାଇଁ ଜୀବିତ ଯେ ଆମ୍ଭେମାନେ”

Can't render this file because it contains an unexpected character in line 2 and column 4525.