Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-17 10:56:23 +00:00
parent fcdb748c93
commit 542bc58d41
1 changed files with 6 additions and 6 deletions

View File

@ -8,14 +8,14 @@ EPH 1 2 x9ey χάρις ὑμῖν καὶ εἰρήνη 1 Grace to you and pea
EPH 1 3 lm67 figs-inclusive 0 General Information: ଏହି ପୁସ୍ତକରେ ଉଲ୍ଲେଖିତ “ଆମ୍ଭମାନଙ୍କୁ” ଏବଂ “ଆମ୍ଭେମାନେ” ଶବ୍ଦଗୁଡ଼ିକ ପାଉଲଙ୍କୁ, ଏଫିସର ବିଶ୍ଵାସୀମାନଙ୍କୁ, ତଥା ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ। (ଦେଖନ୍ତୁ: [[rc://en/ta/man/translate/figs-exclusive]])
EPH 1 3 zdh3 0 Connecting Statement: ପାଉଲ ଈଶ୍ଵରଙ୍କ ସମ୍ମୁଖରେ ବିଶ୍ଵାସୀମାନଙ୍କର ସ୍ଥିତି ଏବଂ ସୁରକ୍ଷା ସମ୍ବନ୍ଧରେ ଉଲ୍ଲେଖ କରି ଆପଣା ପତ୍ରର ଆରମ୍ଭ କରନ୍ତି।
EPH 1 3 g6sj figs-activepassive εὐλογητὸς ὁ Θεὸς καὶ Πατὴρ τοῦ Κυρίου ἡμῶν, Ἰησοῦ Χριστοῦ 1 May the God and Father of our Lord Jesus Christ be praised ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରାଯାଇ ପାରିବ। ବିକଳ୍ପ ଅନୁବାଦ: “ଆସ, ଆମ୍ଭେମାନେ ଈଶ୍ଵରଙ୍କ ଏବଂ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତାଙ୍କର ପ୍ରଶଂସା କରୁ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 1 3 cr9h ὁ εὐλογήσας ἡμᾶς 1 who has blessed us ବିକଳ୍ପ ଅନୁବାଦ: କାରଣ ଈଶ୍ଵର ଆମ୍ଭମାନଙ୍କୁ ଆଶୀର୍ବାଦ କରିଅଛନ୍ତି"
EPH 1 3 cr9h ὁ εὐλογήσας ἡμᾶς 1 who has blessed us ବିକଳ୍ପ ଅନୁବାଦ: କାରଣ ଈଶ୍ଵର ଆମ୍ଭମାନଙ୍କୁ ଆଶୀର୍ବାଦ କରିଅଛନ୍ତି
EPH 1 3 m8qh πάσῃ εὐλογίᾳ πνευματικῇ 1 every spiritual blessing ବିକଳ୍ପ ଅନୁବାଦ: “ସମସ୍ତ ଆଶୀର୍ବାଦ ଈଶ୍ଵରଙ୍କ ଆତ୍ମାଙ୍କଠାରୁ ଆସୁଅଛି”
EPH 1 3 j2lk ἐν τοῖς ἐπουρανίοις 1 in the heavenly places "ଅଲୌକିକ ଜଗତରେ।” **ସ୍ଵର୍ଗୀୟ** ଶବ୍ଦଟି ଈଶ୍ଵର ଥିବା ସ୍ଥାନକୁ ବୁଝାଏ।
EPH 1 3 j2lk ἐν τοῖς ἐπουρανίοις 1 in the heavenly places ଅଲୌକିକ ଜଗତରେ।” **ସ୍ଵର୍ଗୀୟ** ଶବ୍ଦଟି ଈଶ୍ଵର ଥିବା ସ୍ଥାନକୁ ବୁଝାଏ।
EPH 1 3 v9qz figs-metaphor ἐν Χριστῷ 1 in Christ ଏଠାରେ, **ଖ୍ରୀଷ୍ଟଙ୍କଠାରେ/ ଖ୍ରୀଷ୍ଟରେ** ଏହାର ଅର୍ଥ ହୋଇପାରେ: (୧) ଖ୍ରୀଷ୍ଟଙ୍କ ସହିତ ଆମ୍ଭମାନଙ୍କର ଘନିଷ୍ଠ ସମ୍ପର୍କକୁ ସୂଚୀତ କରୁଥିବା ଏକ ରୂପାନ୍ତର। ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ସହିତ ଆମ୍ଭମାନଙ୍କୁ ଏକତ୍ର କରି” କିମ୍ବା “ଯେହେତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ ଏକ ହୋଇଅଛୁ” () ଖ୍ରୀଷ୍ଟ ଯାହା କରିଛନ୍ତି। ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ମାଧ୍ୟମରେ” କିମ୍ବା “ଖ୍ରୀଷ୍ଟ ଯାହା କରିଛନ୍ତି ତାହା ମାଧ୍ୟମରେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 1 4 ibv6 figs-doublet ἁγίους καὶ ἀμώμους 1 holy and blameless ନୈତିକ ଉତ୍ତମତାକୁ ଗୁରୁତ୍ଵ ଦେବାପାଇଁ ପାଉଲ ଏହି ଦୁଇଟି ଶବ୍ଦ ବ୍ୟବହାର କରନ୍ତି। ଯଦି ଆପଣଙ୍କ ଭାଷାରେ ଦୁଇଟି ସମାନ ଶବ୍ଦ ନାହିଁ ତେବେ ଆପଣ UST ପରି ଉଭୟ ଶବ୍ଦ ପାଇଁ ଗୋଟିଏ ଶବ୍ଦ ବ୍ୟବହାର କରିପାରିବେ। (ଦେଖନ୍ତୁ: [[rc://en/ta/man/translate/figs-doublet]])
EPH 1 5 fp7l 0 General Information: “ତାହାଙ୍କ,” “ସେ,” ଏବଂ “ସେ” (ପୁରୁଷ) ଶବ୍ଦଗୁଡ଼ିକ ଈଶ୍ଵରଙ୍କୁ ବୁଝାଏ।
EPH 1 5 h7pn figs-inclusive προορίσας ἡμᾶς εἰς υἱοθεσίαν 1 God chose us beforehand for adoption **ଆମ୍ଭମାନଙ୍କୁ** ଶବ୍ଦ ପାଉଲ, ଏଫିସୀୟ ମଣ୍ଡଳୀ ଏବଂ ଖ୍ରୀଷ୍ଟଙ୍କଠାରେ ଥିବା ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ। ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ପୁତ୍ର ସ୍ଵରୂପେ ଗ୍ରହଣ କରିବାପାଇଁ ଈଶ୍ଵର ବହୁ ପୂର୍ବରୁ ଯୋଜନା କରିଥିଲେ” (ଦେଖନ୍ତୁ: [[rc://en/ta/man/translate/figs-exclusive]])
EPH 1 5 pq1x προορίσας ἡμᾶς 1 God chose us beforehand “ସମୟ ପୂର୍ବେ ଈଶ୍ଵର ଆମ୍ଭମାନଙ୍କୁ ମନୋନୀତ କଲେ” କିମ୍ବା “ବହୁ ପୂର୍ବରୁ ଈଶ୍ଵର ଆମ୍ଭମାନଙ୍କୁ ମନୋନୀତ କଲେ"
EPH 1 5 pq1x προορίσας ἡμᾶς 1 God chose us beforehand “ସମୟ ପୂର୍ବେ ଈଶ୍ଵର ଆମ୍ଭମାନଙ୍କୁ ମନୋନୀତ କଲେ” କିମ୍ବା “ବହୁ ପୂର୍ବରୁ ଈଶ୍ଵର ଆମ୍ଭମାନଙ୍କୁ ମନୋନୀତ କଲେ"
EPH 1 5 e6f6 figs-gendernotations εἰς υἱοθεσίαν 1 for adoption as sons ଏଠାରେ, **ପୋଷ୍ୟପୁତ୍ର / ଗ୍ରହଣ** ଈଶ୍ଵରଙ୍କ ପରିବାରର ଅଂଶ ହେବା ବିଷୟକୁ ବୁଝାଏ। ବିକଳ୍ପ ଅନୁବାଦ: “ତାହାଙ୍କର ସନ୍ତାନସନ୍ତତି ହେବାକୁ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 1 5 ciu3 διὰ Ἰησοῦ Χριστοῦ 1 through Jesus Christ ଯୀଶୁ ଖ୍ରୀଷ୍ଟଙ୍କର କାର୍ଯ୍ୟ ଦ୍ଵାରା ଈଶ୍ଵର ବିଶ୍ଵାସୀମାନଙ୍କୁ ତାହାଙ୍କର ପରିବାର ମଧ୍ୟକୁ ଆଣିଲେ।
EPH 1 6 s9qk ἐχαρίτωσεν ἡμᾶς ἐν τῷ ἠγαπημένῳ 1 he has freely given us in the One he loves. ବିକଳ୍ପ ଅନୁବାଦ: “ସେ ତାହା ଆମ୍ଭମାନଙ୍କୁ ଅନୁଗ୍ରହକରି ତାହାଙ୍କ ପ୍ରିୟତମଙ୍କ ଦ୍ଵାରା ପ୍ରଦାନ କରିଛନ୍ତି”
@ -27,9 +27,9 @@ EPH 1 9 v71p κατὰ τὴν εὐδοκίαν αὐτοῦ 1 according to wh
EPH 1 9 c2uk ἣν προέθετο ἐν αὐτῷ 1 which he demonstrated in Christ ବିକଳ୍ପ ଅନୁବାଦ: “ଯେପରି ସେ ଖ୍ରୀଷ୍ଟଙ୍କଠାରେ ଏହି ଉଦ୍ଦେଶ୍ୟ ଦେଖାଇଅଛନ୍ତି”
EPH 1 9 u53h ἐν αὐτῷ 1 in Christ ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ମାଧ୍ୟମରେ”
EPH 1 10 n2sl εἰς οἰκονομίαν 1 with a view to a plan ଏଠାରେ ଗୋଟିଏ ନୂଆ ବାକ୍ୟକୁ ଆରମ୍ଭ କରାଯାଇପାରିବ। ବିକଳ୍ପ ଅନୁବାଦ: “ଏକ ପରିଚାରକ ଉପରେ ଦୃଷ୍ଟିରଖି ସେ ଏହା କଲେ” କିମ୍ବା “ଜଣେ ତତ୍ତ୍ୱାବଧାରକ ବିଷୟରେ ଭାବି ସେ ଏହା କଲେ”
EPH 1 10 em7q τοῦ πληρώματος τῶν καιρῶν 1 for the fullness of time ବିକଳ୍ପ ଅନୁବାଦ: “ଯେବେ ଉପଯୁକ୍ତ ସମୟ ଆସେ କିମ୍ବା “ସେ ନିରୂପିତ କରିଥିବା ସମୟରେ”
EPH 1 11 t281 figs-activepassive ἐκληρώθημεν 1 we were appointed as heirs ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରାଯାଇପାରିବ। ସମ୍ଭାବ୍ୟ ଅର୍ଥଗୁଡ଼ିକ: (୧) ଈଶ୍ଵର ମଧ୍ୟ ତାଙ୍କର ସମ୍ପତ୍ତି ହେବା ପାଇଁ ଆମ୍ଭମାନଙ୍କୁ ମନୋନୀତ କଲେ। () “ଈଶ୍ଵର ମଧ୍ୟ ଆମ୍ଭମାନଙ୍କୁ ଉତ୍ତରାଧିକାରୀ ହେବାକୁ ମନୋନୀତ କଲେ। (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 1 11 nkf8 figs-activepassive προορισθέντες 1 We were decided on beforehand ଯଦି ଆପଣଙ୍କର ଭାଷା ଏହି କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରାଯାଇପାରିବ। ବିକଳ୍ପ ଅନୁବାଦ: “ଈଶ୍ଵର ସମୟର ପୂର୍ବେ ଆମ୍ଭମାନଙ୍କୁ ମନୋନୀତ କରିଅଛନ୍ତି” କିମ୍ବା “ଈଶ୍ଵର ବହୁ ପୂର୍ବରୁ ଆମ୍ଭମାନଙ୍କୁ ମନୋନୀତ କରିଅଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-activepassive]])\n
EPH 1 10 em7q τοῦ πληρώματος τῶν καιρῶν 1 for the fullness of time ବିକଳ୍ପ ଅନୁବାଦ: “ଯେବେ ଉପଯୁକ୍ତ ସମୟ ଆସେ କିମ୍ବା “ସେହି ସମୟ ଯାହା ସେ ନିରୂପିତ କରିଥିବା ସମୟରେ”
EPH 1 11 t281 figs-activepassive ἐκληρώθημεν 1 we were appointed as heirs ଯଦି ଆପଣଙ୍କର ଭାଷା ଏହି କର୍ମବାଚ୍ୟର ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ସମ୍ଭାବ୍ୟ ଅର୍ଥଗୁଡ଼ିକ: (୧) ଈଶ୍ଵର ମଧ୍ୟ ତାଙ୍କର ସମ୍ପତ୍ତି ହେବା ପାଇଁ ଆମ୍ଭମାନଙ୍କୁ ମନୋନୀତ କଲେ। () “ଈଶ୍ଵର ମଧ୍ୟ ଆମ୍ଭମାନଙ୍କୁ ଉତ୍ତରାଧିକାରୀ ହେବାକୁ ମନୋନୀତ କଲେ। (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 1 11 nkf8 figs-activepassive προορισθέντες 1 We were decided on beforehand ଯଦି ଆପଣଙ୍କର ଭାଷା ଏହି କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରାଯାଇପାରିବ। ବିକଳ୍ପ ଅନୁବାଦ: “ଈଶ୍ଵର ସମୟର ପୂର୍ବେ ଆମ୍ଭମାନଙ୍କୁ ମନୋନୀତ କରିଅଛନ୍ତି” କିମ୍ବା “ଈଶ୍ଵର ବହୁ ପୂର୍ବରୁ ଆମ୍ଭମାନଙ୍କୁ ମନୋନୀତ କରିଅଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-activepassive]])\n
EPH 1 11 ww9s figs-exclusive ἐκληρώθημεν προορισθέντες 1 we were appointed as heirs ... We were decided on beforehand “**ଆମ୍ଭେମାନେ**” ସର୍ବନାମଗୁଡ଼ିକ ବ୍ୟବହାରକରି ପାଉଲ ଆପଣାକୁ ଏବଂ ଅନ୍ୟ ଯିହୂଦୀ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଉଛନ୍ତି, ଯେଉଁମାନେ ଏଫିସୀୟ ବିଶ୍ଵାସୀମାନଙ୍କ ପୂର୍ବରୁ ଖ୍ରୀଷ୍ଟଙ୍କୁ ବିଶ୍ଵାସ କରିଥିଲେ। ପଦ ୧୨ ଏବଂ ୧୩ ରେ ସେ ଏହି ଗୋଷ୍ଠୀକୁ “ଆମ୍ଭେମାନେ” (ବହିର୍ଭୂତ) ଯିହୂଦୀ ଖ୍ରୀଷ୍ଟିଆନ ଏବଂ "ତୁମ୍ଭେମାନେ" ଅଣଯିହୂଦୀ ଖ୍ରୀଷ୍ଟିଆନମାନଙ୍କରେ ବିଭକ୍ତ କରନ୍ତି। (ଦେଖନ୍ତୁ: [[rc://en/ta/man/translate/figs-exclusive]])
EPH 1 12 gj44 figs-exclusive εἰς τὸ εἶναι ἡμᾶς 1 so that we might be the first ଏଠାରେ, ବହିର୍ଭୂତ **ଆମ୍ଭେମାନେ** ଶବ୍ଦଟି ଏଫିସୀର ବିଶ୍ଵାସୀମାନଙ୍କୁ ନୁହେଁ, ମାତ୍ର ଯିହୂଦୀ ବିଶ୍ଵାସୀମାନଙ୍କୁ ବୁଝାଉଛି, ଯେଉଁମାନେ ପ୍ରଥମେ ଏଫିସୀରେ ସୁସମାଚାର ଶୁଣିଥିଲେ। (ଦେଖନ୍ତୁ: [[rc://en/ta/man/translate/figs-exclusive]])
EPH 1 12 zqm9 εἰς τὸ εἶναι ἡμᾶς, εἰς ἔπαινον δόξης αὐτοῦ 1 so we would be for the praise of his glory ବିକଳ୍ପ ଅନୁବାଦ: “ଯାହାଫଳରେ … ତାହାଙ୍କ ଗୌରବ ସକାଶେ ତାହାଙ୍କୁ ପ୍ରଶଂସା କରିବା ପାଇଁ ଜୀବିତ ଯେ ଆମ୍ଭେମାନେ”

Can't render this file because it contains an unexpected character in line 2 and column 4525.